Daily Archives

March 18, 2018

ରାହୁଲ ଦ୍ରାବିଡଙ୍କୁ ଚୂନ ଲଗାଇଲା ଚିଟ୍‌ ଫଣ୍ଡ କମ୍ପାନି

ବାଙ୍ଗାଲୁରୁ: ଚିଟ୍‌ ଫଣ୍ଡ କମ୍ପାନି କବଳରେ ପଡି ଆମ ରାଜ୍ୟର ହଜାର ହଜାର ଲୋକ ନିଜର ଅର୍ଥ ହରାଇଥିବା କଥା ଆମେ ଶୁଣିଛୁ । ଏସବୁ କମ୍ପାନିଙ୍କ ମାୟାଜାଲରେ ପଡି ଅନେକ ଲୋକ ନିଜର ସର୍ବସ୍ୱ ହରାଇଛନ୍ତି । କିନ୍ତୁ ଆମ ଦେଶର ଜଣେ ଷ୍ଟାର କ୍ରିକେଟିୟଙ୍କୁ ମଧ୍ୟ ଚୂନ ଲଗାଇଛନ୍ତି ଚିଟ୍‌ ଫଣ୍ଡ ବାଲା ।…
ଅଧିକ ଖବର ଦେଖନ୍ତୁ...

ବଡ଼ ପରଦାକୁ ଫେରୁଛନ୍ତି ଈଷା

ବଡ଼ ପରଦାରୁ ଅନେକ ଦିନ ଧରି ହଜି ଯାଇଥିବା ଅଭିନେତ୍ରୀ ଈଷା ଦେଓଲ୍‌ ଏବେ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ‘କେକ୍‌ଓ୍ଵାକ୍‌’ ଶୀର୍ଷକ ଥିବା ଏକ କମେଡି ଫିଲ୍ମ ଜରିଆରେ ସେ ଆସୁଛନ୍ତି। ଏ ଫିଲ୍ମର ନିର୍ଦ୍ଦେଶନା ଦେବେ ରାମ କମଲ ମୁଖାର୍ଜୀ ଏବଂ ଅଭ୍ର ଚକ୍ରବର୍ତ୍ତୀ। ଉଲ୍ଲେଖନୀୟ ଯେ ରାମ କମଲ୍‌…
ଅଧିକ ଖବର ଦେଖନ୍ତୁ...

କାଶ୍ମୀରକୁ ନେଇ ଭାରତ-ମାଳଦ୍ୱୀପ ବିବାଦ

ନୂଆଦିଲ୍ଲୀ:  ଭାରତ ଓ ମାଳଦ୍ୱୀପ ମଧ୍ୟରେ ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ନିକଟରେ ମାଳଦ୍ୱୀପର ଜଣେ ମନ୍ତ୍ରୀ କାଶ୍ମୀର ଉପରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀ ମହମ୍ମନ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ସାଜିଲେ ସଙ୍କଟମୋଚନ, ରୋମାଞ୍ଚକ ମ୍ୟାଚ୍‌ରେ ଭାରତ ଜିତିଲା ‘ନିଦାହାସ ଟ୍ରଫି’

କଲମ୍ବୋ: ରୋହିତ ଶର୍ମା(୫୬) ଓ ଦିନେଶ କାର୍ତ୍ତିକ(୨୯)ଙ୍କ ବିସ୍ଫୋରକ ବ୍ୟାଟିଂ ଓ ଯୁଜବେନ୍ଦ୍ର ଚହଲ(୩ଓ୍ଵିକେଟ୍‌)ଙ୍କ ଚମତ୍କାର ବୋଲିଂ ବଳରେ ଭାରତ ୪ ଓ୍ଵିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଶେଷ ଓଭରରେ ୧୨ ରନ୍‌ ଆବଶ୍ୟକ ଥିବା ବେଳେ କାର୍ତ୍ତିକ ସଙ୍କଟମୋଚନ ସାଜି ଭାରତ ପାଇଁ ବିଜୟ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସିନେମା ‘ଯୋଗୀ’ରେ ନଜର ଆସିବେ ମୁମ୍ବାଇରୁ ଆସିଥିବା ହଟ୍‌ ଅଭିନେତ୍ରୀ ରୁମ୍ପା

ଏକ ରାଜନୈତିକ କାହାଣୀକୁ ନେଇ ତିଆରି ହୋଇଥିବା ଓଡ଼ିଆ ଫିଲ୍ମ ‘ଯୋଗୀ’ ଚଳିତ ମାସର ଶେଷ ଆଡ଼କୁ ରିଲିଜ୍‌ ହୋଇପାରେ ବୋଲି ଶୁଣା ଯାଉଛି, ଯଦିଓ ଏ ପ୍ରସଙ୍ଗରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ବିଧିବଦ୍ଧ ଭାବେ ଏଯାଏ କୌଣସି ଘୋଷଣା କରା ଯାଇନାହିଁ। ଆପଣ ଜାଣନ୍ତି, ରେଞ୍ଜ୍‌ ରୟାଲ୍‌ ସିନେ ଲ୍ୟାବ୍‌…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା ୧୫ଜଣ ଦିବ୍ୟାଙ୍ଗଙ୍କ ସଫଳତା ଓ ସଂଘର୍ଷମୟ ଜୀବନ ସମ୍ପର୍କରେ

ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଭାବେ ସ୍ୱୀକୃତ ଷ୍ଟିଫେନ୍‌ ହକିଂଙ୍କର ଏଇ ମାର୍ଚ୍ଚ ୧୪ ତାରିଖରେ ୭୬ ବର୍ଷ ବୟସରେ ଦେହାନ୍ତ ଘଟିଛି। ହକିଂଙ୍କୁ ୨୨ ବର୍ଷ ହୋଇଥିବା ବେଳେ ସେ ଏକ ବିରଳ ରୋଗ ‘ମୋଟର୍‌ ନ୍ୟୁରୋନ୍‌’ରେ ପୀଡ଼ିତ ହୋଇଥିଲେ। ଏପରିକି କଲମରେ ଲେଖିବା ମଧ୍ୟ ତାଙ୍କ ଦ୍ୱାରା ସମ୍ଭବ…
ଅଧିକ ଖବର ଦେଖନ୍ତୁ...

ସୁନିଦ୍ରା ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବୃଦ୍ଧି କରାଇ ଥାଏ

ସୁନିଦ୍ରା ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଜରୁରୀ। ଆବଶ୍ୟତକାଠାରୁ କମ୍‌ କିଂବା ଅଧିକ ସମୟର ନିଦ୍ରା, ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ। ଛଅ ଘଣ୍ଟାରୁ କମ୍‌ କିଂବା ନଅ ଘଣ୍ଟାରୁ ଅଧିକ ଶୋଉଥିବା ପୁରୁଷଙ୍କ କ୍ଷେତ୍ରରେ ପ୍ରଜନନ କ୍ଷମତା ବୟାଳିଶ ପ୍ରତିଶତ କମିଯାଏ। ନିଦ୍ରା ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ଉନ୍ନତ କୌଶଳର ଚାର୍ଜର, ୧୦ ସେକେଣ୍ଡ୍‌ରୁ ବି କମ୍‌ ସମୟରେ ହେବ ମୋବାଇଲ୍‌ ଚାର୍ଜ

ନୂଆଦିଲ୍ଳୀ: ଯଦି ଆମକୁ ଆମ ଫୋନ୍‌ର ସବୁଠାରୁ କିଛି ବେଶି ବିରକ୍ତ କରାଉଥାଏ ତାହା ହେଉଛି ଫୋନ୍‌ର ବ୍ୟାଟେରି। ପ୍ରାୟ ୨ରୁ ୩ ଘଣ୍ଟା ନ ବସାଇଲେ ଫୋନ୍‌ ପୂରା ଚାର୍ଜ ହେଉନଥିବା ହେତୁ ଅଧିକାଂଶ ସମୟରେ ଅଧାରୁ ବ୍ୟାଟେରି ସରିଯାଏ। କେତେବେଳେ ପୁଣି ବାହାରକୁ ବାହାରୁଥିଲେ ହାତରେ ସମୟ କମ୍‌ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ସୁଟିଂ ସେଟରେ ରାଗରେ ଅଭିନେତାଙ୍କୁ ରାଧିକା ଚାପୁଡାଟାଏ ପାକଇଥିଲେ

ନିକଟ ଅତୀତରେ ରିଲିଜ୍‌ ହୋଇଥିବା ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଫିଲ୍ମ ‘ପ୍ୟାଡ୍‌ ମ୍ୟାନ୍‌’କୁ ଦର୍ଶକେ ବହୁତ ପ୍ରଶଂସା କରିଥିଲେ। ଏପରିକି ଫିଲ୍ମ ସମାଲୋଚକମାନେ ମଧ୍ୟ ତା’କୁ ପସନ୍ଦ କରିଥିଲେ। ସେ ଫିଲ୍ମରେ ନିଜର ହଟ୍‌ ଇମେଜ୍‌ଠୁ ସଂପୂର୍ଣ୍ଣ ଅଲଗା ଭୂମିକାରେ ଆସିଥିବା ରାଧିକାଙ୍କ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ଅତିଥିଙ୍କୁ ଖାଇବାକୁ ଦେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପର୍ବପର୍ବାଣି ବା କୌଣସି ଭଲ ଖବର ମିଳିବା ପରେ ଲୋକମାନେ ସେମାନଙ୍କ ସମ୍ପର୍କିୟମାନଙ୍କୁ ଘରକୁ ଡ଼କାଇଥଆନ୍ତି । ଏହା ସହ ସେମାନଙ୍କ ଅତିଥି ଚର୍ଚ୍ଚାରେ ଯେପରି କିଛି କମ ନ ହୁଏ ସେଥିପାଇଁ ଅନେକ ପ୍ରୟାସ କରି ଥାଆନ୍ତି । ବିଭିନ୍ନ ବ୍ୟଞ୍ଜନ ରାନ୍ଧିବା ସହ କେଉଁ ଭଳି ତାଙ୍କୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...