Daily Archives

March 19, 2018

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୪.୮ ଲକ୍ଷଙ୍କୁ ସାର୍ଟିଫାଏଡ କରାଯାଇଛି

ଭୁବନେଶ୍ୱର: ଅଣସଂଗଠିତ କ୍ଷେତ୍ରର ଶ୍ରମ ଶକ୍ତିକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୪.୮ ଲକ୍ଷରୁ ଅଧିକ ଶ୍ରମ ଶକ୍ତିକୁ ସାର୍ଟିଫାଏଡ୍‌ କରାଯାଇଛି। ରେକଗ୍ନିସନ୍‌ ଅଫ୍‌ ପ୍ରାୟର ଲର୍ଣ୍ଣିଂ (ଆର୍‌ପିଏଲ୍‌) କାର୍ଯ୍ୟକ୍ରମରେ ଏହି ସବୁ ଲୋକମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ବିବାହ କଲେ ଦମ୍ପତି

କୋଭାଲମ୍‌: ମହାରାଷ୍ଟ୍ରର ନିଖିଲ ପାଓ୍ଵର ଏବଂ ସ୍ଲୋଭାକିଆର ୟୁନିକ୍କା ପୋଗାନ ଭାରତରେ ପ୍ରଥମ ଥର ପାଇଁ ସମୁଦ୍ର ଭିତରେ ବିବାହ କରି ଇତିହାସ ଲେଖିଛନ୍ତି । ଦୁହେଁ ତିରୁଭାନନ୍ତପୁରମର କୋଭାଲମଠାରେ ଥିବା ସମୁଦ୍ରର ୪ ମିଟର ମଧ୍ୟକୁ ଯାଇ ବିବାହ କରିଛନ୍ତି । ନିଖିଲ ପାଣି ମଧ୍ୟରେ ୟୁନିକ୍କାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଶାଙ୍କ ପାଇଁ ମହାଅଧିବେଶନ ଅଧାରୁ ଛାଡ଼ିଥିଲେ ସୋନିଆ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡ଼ୋର ଷ୍ଟାଡ଼ିୟମଠାରେ କଂଗ୍ରେସର ୮୪ତମ ମହାଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପାର୍ଟିର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଶା ହଇରାଣ କରିବାରୁ ସେ ଅଧିବେଶନ ଅଧାରୁ ହିଁ ପଳାଇଯାଇଥିଲେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏହି…
ଅଧିକ ଖବର ଦେଖନ୍ତୁ...

କ୍ରୋଧରେ ନିଜର ତିନି ସନ୍ତାନକୁ ବିଷ ଦେଇ ମାରିଲା ମା’

ଗୋପାଳଗଞ୍ଜ : ବିହାରର ଗୋପାଳଗଞ୍ଜ ଜିଲ୍ଲାର ଭେରେ ଥାନା ଅନ୍ତର୍ଗତ ତିଲକଡ଼ୁମର ଗ୍ରାମରେ ପରିବାରିକ କଳହ ଦୁଃଖଦ ରୂପ ନେଇଛି। ସ୍ୱାମୀଙ୍କ ସହିତ କଳହ ଯୋଗୁଁ କ୍ରୋଧରେ ମମତା ଦେବୀ ନାମ୍ନୀ ମହିଳା ନିଜର ତିନି ସନ୍ତାନଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଗତ ରବିବାର…
ଅଧିକ ଖବର ଦେଖନ୍ତୁ...

କଟକ: ଆଠଗଡ଼ ଭୋଗରାଇ ହରିଜନସାହିରେ ବୋମାମାଡ଼

କଟକ: ଜମିବାଡ଼ିକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ କଟକ ଜିଲ୍ଲାର ଆଠଗଡ଼ ଭୋଗରାଇ ହରିଜନସାହିରେ ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜମିବାଡ଼ି ନେଇ ହରିଜନସାହିରେ ବହୁ ଦିନରୁ ଗଣ୍ଡଗୋଳ ହୋଇ ଆସୁଥିଲା। ଆଜି ସନ୍ଧ୍ୟାରେ ହରିଜନସାହିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ…
ଅଧିକ ଖବର ଦେଖନ୍ତୁ...

‘ୟେ ହୈ ମୋହବତେଁ’ ନାୟିକା ଏଲିୟନ୍‌ ସହ ଲଗାଇଲେ ଠୁମ୍‌କା : ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ଷ୍ଟାରପ୍ଲସ ଚ୍ୟାନେଲରେ ପ୍ରସାରିତ ଧାରାବାହିକ 'ୟେ ହୈ ମୋହବତେଁ'ର ମୁଖ୍ୟ ଅଭିନେତ୍ରୀ ଇଶିତା (ଦିବ୍ୟଙ୍କା ତ୍ରିପାଠୀ )ଙ୍କର ଏକ ନାଚ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଦିବ୍ୟାଙ୍କା 'ଡ଼େମ ଟୁ କେସିଟା' ଶୀର୍ଷକ ଗୀତରେ ଏମିତି ନାଚିଛନ୍ତି ଯେ ସମସ୍ତେ ସେଥିରୁ ଭରପୂର ଆନନ୍ଦ…
ଅଧିକ ଖବର ଦେଖନ୍ତୁ...

ରୋହିତ ଦେଖି ନଥିଲେ କାର୍ତ୍ତିକଙ୍କ ଶେଷ ବଲରେ ‘ଛକା’କୁ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ରବିବାର ୨ୟ ଇନିଂସର ଶେଷ ବଲରେ ଭାରତକୁ ୫ରନ୍‌ ଦରକାର ଥିବା ବେଳେ ପୁରା ବିଶ୍ୱରେ ଦର୍ଶକ ଓ ପ୍ରଶଂସକ ଏକ ଦ୍ୱନ୍ଦ ଭିତରେ ଉବୁଟୁବୁ ହେଉଥାନ୍ତି। ବାଂଲାଦେଶୀ ବୋଲର ସୌମ୍ୟ ସରକାର ଓ ଭାରତୀୟ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ଉପରେ …
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଗଳିତ ଶବ ସହ ରହୁଥିଲା ପୁଅ : ଦୁର୍ଗନ୍ଧ ଆସିବାରୁ ଘଟଣା ସମ୍ନାକୁ ଆସିଲା

କୋଲକାତା : କୋଲକାତାର ବହୂବଜାର ଅଞ୍ଚଳରୁ ଅଭିଶେକ ଦାସଙ୍କ ଘରୁ ତାଙ୍କ ୭୦ ବର୍ଷିୟ ମାଙ୍କ ପଚା ମୃତଦେହକୁ ଉଦ୍ଧାର କରାଯାଇଛି । ବେଶ୍‌ କିଛି ଦିନ ହେବ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲେ ହେଁ ତାଙ୍କ ପୁଅ ଅନ୍ତିମ ସଂସ୍କାର ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ । କିଛି ଦିନ ପରେ ଘରୁ ଯେତେବେଳେ…
ଅଧିକ ଖବର ଦେଖନ୍ତୁ...

ପୂର୍ଣ୍ଣିମା ହେମ୍ବ୍ରମ, ଦେବ ପ୍ରସାଦ ସିଂହ ‘ଓସ୍‌ଜା ଆଓ୍ଵାର୍ଡ’ ପାଇଁ ମନୋନୀତ

ଭୁବନେଶ୍ୱର: ହେପ୍‌ଟାଥ୍ଲେଟ ପୂର୍ଣ୍ଣିମା ହେମ୍ବ୍ରମ ଓ ପୂର୍ବତନ ଫୁଟବଲ୍‌ ଖେଳାଳି ଦେବ ପ୍ରସାଦ ସିଂହଙ୍କୁ ‘ଓସ୍‌ଜା ଆଓ୍ଵାର୍ଡ’ ପାଇଁ ମନୋନୀତ କରାଯାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଗଠନ(ଓସ୍‌ଜା)ର ବାର୍ଷିକ ପୁରସ୍କାର ୨୦୧୭-୧୮ ପାଇଁ ଏହି ପୁରସ୍କାର ଦିଆଯିବ। ଆଗାମୀ ମାର୍ଚ୍ଚ ୨୧ରେ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଭାରତକୁ ଉଡ଼ାଣ କରିବ ଭିଏତ୍‌ନାମର ବିକିନି ଏୟାର ଲାଇନ୍‌

ନୂଆଦିଲ୍ଲୀ : ଭିଏତ୍‌ନାମର ଭିଏତ୍‌ଜେଟ୍‌ ବିମାନ କମ୍ପାନି, ଯାହାକି ବିକିନି ଏୟାର ଲାଇନ୍‌ ଭାବରେ ପରିଚିତ ତାହା ଖୁବ୍‌ ଶୀଘ୍ର ଭାରତକୁ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି । ଏହା ଏକ ବଜେଟ୍‌ ଏୟାର ଲାଇନ୍‌ ହୋଇଥିବାରୁ ଏଥିରେ ବିଜ୍‌ନେସ୍‌ କ୍ଲାସ ବଦଳରେ କେବଳ ଇକୋନୋମିକ୍‌ କ୍ଲାସ ରହିବ ବୋଲି…
ଅଧିକ ଖବର ଦେଖନ୍ତୁ...