Daily Archives

March 21, 2018

ଶିଶୁ ପେଟରୁ ବାହାରିଲା ୨ କିଲୋ କେଶ ! ବିରଳ ରୋଗର ଶିକାର ହୋଇ ଖାଉଥିଲା କେଶ

କର୍ଣ୍ଣାଟକ : ବର୍ତ୍ତମାନ ଏକ ଅଦ୍ଭୁତ ଘଟଣା ସମ୍ନାକୁ ଆସିଛି । କର୍ଣ୍ଣାଟକରେ ଡ଼ାକ୍ତରମାନେ ଅସ୍ତ୍ରୋପଚାର କରି ଏକ ଶିଶୁର ପେଟରୁ ୨ କିଲୋ କେଶ ବାହାର କରିଛନ୍ତି । ଶିଶୁ ଜଣକ ରେପୁଞ୍ଜେଲ ସିନ୍‌ଡ଼୍ରୋମ ନାମକ ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ । ଏଥିପାଇଁ ସେ ତାଙ୍କ ନିଜ ମୁଣ୍ଡର କେଶ…
ଅଧିକ ଖବର ଦେଖନ୍ତୁ...

ଜି ଟିଭି ଧାରାବାହିକର ସଂସ୍କାରୀ ବୋହୂଙ୍କ ଟାେଓ୍ଵଲ ନାଚ ବେଳେ ଘଟିଲା ଅଘଟଣ: ନାୟିକାଙ୍କ ନାକ ଫାଟିଲା

ମୁମ୍ବାଇ : କିଛି ମାସ ପୂର୍ବରୁ ଜି ଟିଭିରେ ପ୍ରସାରଣ ଆରମ୍ଭ ହୋଇଛି ‘କୁଣ୍ଡଲୀ ଭାଗ୍ୟ’ ଧାରାବାହିକର ପ୍ରସାରଣ । ଏଥିରେ ମୁଖ୍ୟ ନାୟିକାଭାବେ ନଜର ଆସୁଛନ୍ତି ଶ୍ରଦ୍ଧା ଆର୍ଯ୍ୟ । ନିଜର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶ୍ରଦ୍ଧା ଏହି ଧାରାବାହିକ ଆରମ୍ଭ ହେବା ପରେ ଦର୍ଶକଙ୍କ ଠାରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼, ଠିକାଦାର ଗୁରୁତର, କଟକ ସ୍ଥାନାନ୍ତର

କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ବୁଧବାର ରାତି ବୋମାମାଡ ହୋଇଛି। ଚାଉଳିଆ ଗାଁର ଠିକାଦାର କ୍ୟାମ୍ପ ଉପରକୁ ବୋମାମାଡ଼ ହୋଇଛି। ଏହି ଘଟଣାରେ ଠିକାଦାର ନଳିନୀ ମହାପାତ୍ର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନୋଏଡ଼ା : ଉତ୍ତରପ୍ରଦେଶର ନୋଏଡ଼ାସ୍ଥିତ ସେକ୍ଟର ୫୨ରେ ରହୁଥିବା ଜଣେ ନବମ ଶ୍ରେଣୀର ଛାତ୍ରୀ ଇଶିକା ରାଘବ ଘରର ଏକ କୋଠରୀରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ଇଶିକାଙ୍କୁ ତାଙ୍କ ବିଦ୍ୟାଳୟର ଦୁଇ ଶିକ୍ଷକ ମାନସିକ ନିର୍ଯାତନା ଦେଉଥିଲେ । ଏଣୁ ଇଶିକା କିଛି ଉପାୟ ନ ପାଇ ଆତ୍ମହତ୍ୟା ଭଳି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପାକିସ୍ତାନୀ କ୍ରିକେଟର ମିଆଁଦାଦଙ୍କୁ ହଜମ ହେଉନାହିଁ କାର୍ତ୍ତିକଙ୍କ ବିଜୟୀ ଛକା

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ୍‌ ମିଆଁଦାଦ ନିଦାହାସ ଟ୍ରଫିର ମ୍ୟାଚ୍‌ରେ ଦିନେଶ କାର୍ତ୍ତିକଙ୍କ ଦ୍ୱାରା ଶେଷ ବଲରେ ଛକାକୁ ତୁଳନା କରାଯିବା ନେଇ ବଡ଼ ବୟାନ ଦେଇଛନ୍ତି। ମିଆଁଦାଦ ପ୍ରଶ୍ନ କରିଛନ୍ତି, ଏହି ମ୍ୟାଚ୍‌ରେ ପିଚ୍‌ରୁ ବାଉଣ୍ଡ୍ରି ଲାଇନ୍‌ ପର୍ଯ୍ୟନ୍ତ ଦୂରତା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ୨.୯ ଲକ୍ଷ ଟଙ୍କାର ଜିନିଷ ଚୋରି ପରେ ଅନୁକମ୍ପାମୂଳକ ରାଶି ପ୍ରଦାନ ଲାଗି ଅଦାଲତଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଆପଣମାନେ ଜାଣିଥିବେ ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଖାସ୍‌ କରି ଲୋକାଲ୍‌ ଟ୍ରେନ୍‌ରେ ଏହି ଆଶଙ୍କା ଅଧିକ । ଭିଡ଼ର ମଉକା ପାଇ ଚୋରମାନେ ଖୁବ୍‌ ଆରାମରେ ଲୋକମାନଙ୍କର ମୂଲ୍ୟବାନ୍‌ ଜିନିଷକୁ ଚୋରି କରି ଥାଆନ୍ତି । ଏଥି ପାଇଁ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଖେଳର ବିକାଶ ଦିଗରେ ଖେଳ ସାମ୍ବାଦିକଙ୍କ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ପାଲ୍‌ ସିଂହ ସାନ୍ଧୁ

ଭୁବନେଶ୍ୱର: ଖେଳର ବିକାଶ ଦିଗରେ ଖେଳ ସାମ୍ବାଦିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି େଓ୍ଵଟ୍‌ଲିଫ୍ଟର କୋଚ୍‌ ପାଲ ସିଂହ ସାନ୍ଧୁ କହିଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଗଠନର ବାର୍ଷିକ ସମାରୋହରେ ଯୋଗଦେଇ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଅତିଥି ସାନ୍ଧୁ କହିଥିଲେ, ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

ଚାକିରି ଛାଡ଼ି ଅନ୍ୟ ସ୍ଥାନକୁ ପଳାଉ ଥିବାରୁ ରାଗରେ ସହକର୍ମୀଙ୍କ ଉପରେ ଏସିଡ୍‌ ଫିଙ୍ଗିଲେ ମହିଳା

ଗାଜିଆବାଦ୍‌ : ଗୋଟିଏ ସମ୍ପର୍କ ଗଢ଼ିବା ପାଇଁ ବର୍ଷ ବର୍ଷ ସମୟ ଲାଗୁଥିବା ବେଳେ ତାକୁ ଭାଙ୍ଗିବା ପାଇଁ ଅଳ୍ପ କେତେ ସେକେଣ୍ଡ ଲାଗିଥାଏ । ଏଇ କଥାକୁ ସତ ପ୍ରମାଣ କରିଛି ଗାଜିଆବାଦ୍‌ରେ ଘଟିଥିବା ଘଟଣା । ନିଜ ବହୁ ଦିନର ସାଙ୍ଗ ଦୂରକୁ ଯାଉଥିବାର ଦେଖି ନ ପାରି ରାଗରେ ପାଗଳ ପ୍ରାୟ ହୋଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୮୭ବର୍ଷ ବୟସରେ ମାଇକ୍ରୋସଫ୍ଟ ପେଣ୍ଟ ବ୍ୟବହାର କରି ଆଙ୍କିଲେ ଚିତ୍ର, ୧୦ ଦିନରେ ଫଲୋୟର୍‌ ସଂଖ୍ୟା ୧.୨୦ଲକ୍ଷରେ…

ଏହା ତ ଆପଣମାନେ ଜାଣିଥିବେ କି ଅଭିଜ୍ଞତା ମଣିଷକୁ ପରିପକ୍ୱ କରିଥାଏ । ତାହା ଆପଣମାନେ ନିଜ ଜେଜେ ମା’ ବା ଜେଜେ ବାପାଙ୍କୁ ଦେଖି ଜାଣି ପାରୁଥିବେ । ସେମାନଙ୍କ ପାଖରେ ଜ୍ଞାନର ଭଣ୍ଡାର ଥିବା ସହ ସବୁ ଅସୁବିଧାର ସମାଧାନ ମଧ୍ୟ ଥାଏ । ତେବେ ଆଜି ଅମେ ସେମିତି ଜଣେ ଜେଜେ ମା'ଙ୍କ ବିଷୟରେ ଜଣାଇବୁ…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷୀୟ ନାବାଳିକାଙ୍କୁ ୩ ମାସ ଧରି ଦୁଷ୍କର୍ମ, ଗର୍ଭପାତ କରାଇବାରେ ବିଫଳ ହେବାରୁ ଅଭିଯୁକ୍ତ ଫେରାର

କୁଶୀନଗର : ଉତ୍ତର ପ୍ରଦେଶର କୁଶୀନଗରରେ ଜଣେ ଯୁବକ ୧୩ ବର୍ଷୀୟ ନାବାଳିକାକୁ ୩ମାସ ପର୍ଯ୍ୟନ୍ତ ଦୁଷ୍କର୍ମ କରିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମ ଜାଲରେ ଫସାଇ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ଗର୍ଭବତୀ କରିଥିଲେ ଯୁବକ । ଗର୍ଭବତୀ ହେବା ଜାଣି…
ଅଧିକ ଖବର ଦେଖନ୍ତୁ...