Daily Archives

March 22, 2018

ବିଗ୍‌ ବଜାରରେ ରୁପେ କାର୍ଡ ପ୍ରଦାନ କରୁଛି ଆକର୍ଷଣୀୟ ରିହାତି

ଭୁବନେଶ୍ୱର : ରୁପେ ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ଗ୍ରାହକମାନେ ଫ୍ୟୁଚର୍‌ ଗ୍ରୁପ୍‌ର ଖୁଚୁରା ଷ୍ଟୋର୍‌ ବିଗ୍‌ ବଜାର, ଫୁଡ୍‌ ବଜାର, ଇ-ଜୋନ୍‌ ଓ ଏଫ୍‌ବିବିରେ କିଣାକିଣି ବେଳେ ୧୦% ରିହାତି ପାଇପାରିବେ । ଏହି ଅଫର ୨୦୧୮ ମାର୍ଚ ୨୩ (ଶୁକ୍ରବାର)ଠାରୁ ଆରମ୍ଭ ହୋଇ ଏପ୍ରିଲ୍‌ ୩୦…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ରକ୍ଷାକଲା ପୋଷା କୁକୁର : ଦୁଷ୍କର୍ମକାରୀର ଗୁପ୍ତାଙ୍ଗକୁ କାମୁଡ଼ିଲା

ସାଲିନକନଟ୍ରି : ପଶୁମାନଙ୍କ ମଧ୍ୟରେ ଅଧିକ ବିଶ୍ୱାସୀ ହେଉଛି କୁକୁର । ଏପରି ମଧ୍ୟ କୁହାଯାଏ ମଣିଷ ଠାରୁ ଲକ୍ଷେ ଗୁଣ ଭଲ କୁକୁର ଉପରେ ବିଶ୍ୱାସ କରିବା । ତେବେ ଏହାର ପ୍ରତ୍ୟକ୍ଷ ଉଦାହରଣ ସାଲିନକନଟ୍ରି ସହରରେ ଦେଖିବାକୁ ମିଳିଛି । ୫୨ ବର୍ଷିୟ ଅଭିଯୁକ୍ତ ରାଣ୍ଡେଲ ଜେମ୍ସ ଘରେ କିଏ ନଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ସ୍କୁଲରେ ପଢ଼ିବା ବେଳେ କେଉଁ ବିଷୟକୁ ଡ଼ରୁଥିଲେ ରିତିକ୍‌

ମୁମ୍ବାଇ : ସ୍କୁଲରେ ପଢ଼ିବା ସମୟରେ ସମସ୍ତଙ୍କର କିଛି ବିଷୟରେ ଦୁର୍ବଳତା ରହିଥାଏ । ତେବେ ବଲିଉଡ୍‌ ସୁପରଷ୍ଟାର ରିତିକ୍‌ ରୋଶନ ସ୍କୁଲରେ ପଢ଼ିବା ସମୟରେ ତାଙ୍କ ଦୁର୍ବଳ ବିଷୟ ବାବଦରେ ଟୁଇଟ କରିଛନ୍ତି । ଆଗାମୀ ଚଳଚ୍ଚିତ୍ର 'ସୁପର-୩୦' ରେ ଗଣିତଜ୍ଞ ଆନନ୍ଦ କୁମାର ଚରିତ୍ରରେ ନଜର ଆସିବାକୁ…
ଅଧିକ ଖବର ଦେଖନ୍ତୁ...

ସିଙ୍ଗାପୁର : ଯୁବତୀଙ୍କୁ ଅସଦାଚରଣ କରି ଜେଲ ଗଲେ ଭାରତୀୟ ବଂଶୋଦ୍ଭବ ଫିଜିଓଥେରାପିଷ୍ଟ

ସିଙ୍ଗାପୁର : ଚିକିତ୍ସା ପାଇଁ ଆସିଥିବା ଯୁବତୀଙ୍କ ସହ ଅସଦାଚରଣ କରି ଜେଲ ଦଣ୍ଡ ଭୋଗିଲେ ଫିିଜିଓଥେରାପିଷ୍ଟ । ଏହି ଘଟଣାଟି ବର୍ଷେ ପୂର୍ବରୁ ଘଟିଥିବା ବେଳେ ଅଭିଯୁକ୍ତ ଫିିଜିଓଥେରାପିଷ୍ଟ ଲ୍ୟୁକ୍‌ ମଣିମରନ୍‌ ଡ଼େଗାରଜୋଙ୍କୁ(୪୩) ବୁଧବାର ୧୧ମାସ ଜେଲ ଦଣ୍ଡ ଦିଆଯାଇଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ପରେ ବଲିଉଡ୍‌କୁ ଫେରିଲେ ଉର୍ମିଳା

ନୂଆଦିଲ୍ଲୀ : ନବେ ଦଶକର ସୁପରହିଟ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ୧୦ ବର୍ଷ ପରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି । ବଲିଉଡରେ ଅନେକ ଅଭୁଲା ଆଇଟମ୍‌ ନମ୍ବର ଦେଇଥିବା ଉର୍ମିଳା ‘ବ୍ଲାକମେଲ୍‌’ ଚଳଚ୍ଚିତ୍ରର 'ବେଓ୍ଵଫା ବ୍ୟୁଟି' ଗୀତରେ ନଜର ଆସିବା ପାଇଁ ଯାଉଛନ୍ତି । ଉର୍ମିଳାଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

୪୦୦ କିଲୋ କୋବି ବିକି ୪୪୨ ଟଙ୍କା ମିଳିବାରୁ ପୂରା ଫସଲକୁ ନଷ୍ଟ କଲେ କୃଷକ

ମୁମ୍ବାଇ : ଏସି ରୁମ୍‌ରେ ବସି କେବେ ଆପଣମାନେ କୃଷକମାନଙ୍କର ଭାଗ୍ୟ ବିଷୟରେ ଭାବିଛନ୍ତି କି? ବର୍ଷ ସାରା ପରିଶ୍ରମ କରିବା ପରେ ସେମାନଙ୍କର ଆୟ କେତେ ଏବଂ ସେମାନେ ନିଜ ପରିବାର କିପରି ଚଳାଉଛନ୍ତି ତାହା ବୋଧ ହୁଏ ଆପଣମାନେ କେବେ ଭାବି ନ ଥିବେ। ଖରା, ବର୍ଷା ଏବଂ ଶୀତ ସହି ଜଣେ କୃଷକ ପୂରା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ନାୟିକାଙ୍କୁ ଆର୍ଥିକ ସହାୟତା ଦେଲେ ରବି କିଷନ୍‌

ମୁମ୍ବାଇ : ପୁଣି ଥରେ ନିଜ ମହାନତାକୁ ପ୍ରମାଣିତ କରିଛନ୍ତି ଭୋଜପୁରୀ ଅଭିନେତା ରବି କିଷନ୍‌ । ଟ୍ୟୁବରକୁଲୋସିସ୍‌ ରୋଗରେ ପୀଡ଼ିତ ଥିବା ଫିଲ୍ମ ‘ବୀରଗତି’ର ନାୟିକା ପୂଜା ଡ଼ଡ଼୍‍ଓ୍ଵାଲଙ୍କୁ ସେ ଆର୍ଥିକ ସହାୟତା ଦେଇଥିବା ଜଣା ପଡ଼ିଛି । ହାଇଦ୍ରାବାଦ୍‌ରେ ନିଜ ଫିଲ୍ମ ସୁଟିଂରେ ବ୍ୟସ୍ତ ଥାଇ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ୬.୫ କୋଟି ଟଙ୍କାର ପୁରସ୍କାର

ଦୁବାଇ : ମଣିଷ ଜୀବନରେ ଜଣେ ଗୁରୁଙ୍କ ଅବଦାନର ବହୁ ମହତ୍ତ୍ୱ ରହିଛି । ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସୁଦୃଢ଼ କରିବା ପାଇଁ ଜଣେ ଗୁରୁ ବା ଶିକ୍ଷକଙ୍କୁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥାଏ। ଶିକ୍ଷକଙ୍କର ଏହି ଶ୍ରମକୁ ସମ୍ମାନିତ କରିବା ପାଇଁ ଦୁବାଇଠାରେ ନିକଟରେ ଦିଆ ଯାଇଥିଲା ଗ୍ଲୋବାଲ ଟିଚର…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାକୁ ଟ୍ରେନରୁ ଫିଙ୍ଗିଲା ଡାକ୍ତର ପ୍ରେମିକ

ବେଲଗାବି : କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ବିବାହର ସ୍ୱପ୍ନ ସମସ୍ତେ ଦେଖି ଥାଆନ୍ତି । କିନ୍ତୁ ଏହି ସ୍ୱପ୍ନ ଦେଖିବା ବେଲଗବି ଡ଼ାକ୍ତରଖାନାରେ କାମ କରୁଥିବା ଏହି ନର୍ସଙ୍କୁ କାଳ ହୋଇଛି । କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ନିଜ ପ୍ରେମିକକୁ ବିବାହ କରିବା ପାଇଁ ଚାହିଁବାରୁ…
ଅଧିକ ଖବର ଦେଖନ୍ତୁ...

୨୦୧୧ରୁ ଏପର୍ଯ୍ୟନ୍ତ ପିଏନବି ୪୧,୧୭୮ଟି ଏଲଓୟୁ ଇସ୍ୟୁ କରିଛି, ସେଥିରୁ ମାମୁଁ-ଭଣଜା ନେଇଛନ୍ତି ୧୫୯୦ଟି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଗତ ୨୦୧୧ ଠାରୁ ଆଜି ସୁଦ୍ଧା ପ୍ରାୟ ୪୧,୧୭୮ ଟି ଲେଟର ଅଫ ଅଣ୍ଡରଟେକିଂ (ଏଲଓୟୁ) ପ୍ରଦାନ କରାଯାଇଛି । ତା ମଧ୍ୟରୁ କେବଳ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀଙ୍କ କମ୍ପାନିଗୁଡ଼ିକୁ ୧୫୯୦ ଟି ଏଲଓୟୁ ଦିଆଯାଇଛି । ଏ ସଂପର୍କରେ ଅର୍ଥ…
ଅଧିକ ଖବର ଦେଖନ୍ତୁ...