ଶାରୀରିକ ଅସୁସ୍ଥତା ପାଇଁ କଫି କପଟେ ବି ଉଠାଇ ପାରୁ ନାହାନ୍ତି ଅଜୟ ଦେବଗନ୍
ମୁମ୍ବାଇ : ଫିଲ୍ମ ‘ରେଡ଼୍’ ପରେ ଏବେ ବଲିଉଡ଼ ଅଭିନେତା ଅଜୟ ଦେବଗନ ନିଜର ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ନିଜର ଚରିତ୍ର ଏବଂ ଆକ୍ସନ ସିକ୍ୟୁଏନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଜୟ ଏବେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆଲୋଚନାରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...