Daily Archives

April 1, 2018

ସାହାରୁଖ ସଲମାନଙ୍କ ସହ ନଜର ଆସିବେ ନାହିଁ କ୍ୟାଟ୍ରିନା

ନୂଆଦିଲ୍ଲୀ : ସାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର 'ଜିରୋ' ଏହି ବର୍ଷ ଶେଷରେ ରିଲିଜ ହେବାକୁ ଯାଉଛି। ଏଥିରେ ସାହାରୁଖଙ୍କ ଭିନ୍ନ ଚରିତ୍ରକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ସାହାରୁଖଙ୍କ ସହ ପୁଣିଥରେ ନଜର ଆସିବେ କ୍ୟାଟ୍ରିନା ଏବଂ…
ଅଧିକ ଖବର ଦେଖନ୍ତୁ...

ବ୍ଲାକ୍‌ମେଲ ଫିଲ୍ମ ଦେଖିବା ପରେ ଏହି ମତ ରଖିଲେ ବିଗ୍‌ ବି ଅଭିତାଭ ବଚ୍ଚନ

ମୁମ୍ବାଇ: ସଂପ୍ରତି ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । କିନ୍ତୁ ନିଜ ବ୍ୟସ୍ତତା ଭିତରୁ ନିଜ ପ୍ରିୟବନ୍ଧୁମାନଙ୍କୁ ସମୟ ଦେବାକୁ ସେ କେବେ  ବି ଭୁଲନ୍ତି ନାହିଁ ତାହାର ପ୍ରମାଣ ସେ କରିଛନ୍ତି । ଏତେ ବ୍ୟସ୍ତତା ମଧ୍ୟରେ ଇର୍‌ଫାନ୍‌ ଖାନ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କୁ ଏହି ୫ଟି ମଜାଦାର ବ୍ୟାୟାମ କରାଇବା ଦ୍ୱାରା ସେମାନଙ୍କ ମସ୍ତିଷ୍କ ଚଳଚଞ୍ଚଳ ହୋଇଥାଏ

ଯୋଗ ଏବଂ ବ୍ୟାୟାମ କରିବା ଦ୍ୱାରା କେବଳ ବଡ଼ ନୁହେଁ ଛୋଟ ପିଲାମାନଙ୍କୁ ମଧ୍ୟ ଲାଭ ମିଳିଥାଏ । ଏହାଦ୍ୱାରା ପିଲାମାନଙ୍କ ମସ୍ତିଷ୍କ ଚଳଚଞ୍ଚଳ ହେବା ସହ ସେମାନଙ୍କର ପୂରା ଦିନ ଭଲରେ କଟି ଥାଏ । କିନ୍ତୁ ପିଲାମାନେ ବଡ଼ମାନଙ୍କ ଭଳି କଠିନ ବ୍ୟୟାମ କରି ପାରନ୍ତି ନାହିଁ । ତେବେ ଆଜି ଆମେ ସେଭଳି…
ଅଧିକ ଖବର ଦେଖନ୍ତୁ...

କାହିଁକି ପାକିସ୍ତାନୀ ମହିଳାଙ୍କ ପ୍ରଥମ ପସନ୍ଦ ଭାରତୀୟ ପୁରୁଷ ?

ନୂଆଦିଲ୍ଲୀ : ସୁନ୍ଦରତା ଏବଂ ବୁଦ୍ଧିରେ ଦେଖିବାକୁ ଗଲେ ଭାରତୀୟ ପୁରୁଷଙ୍କୁ ସାରା ଦେଶର ମହିଳା ପସନ୍ଦ କରିଥାନ୍ତି । ତେବେ ବର୍ତ୍ତମାନର ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଭାରତର ପୋଡ଼ଶୀ ରାଷ୍ଟ୍ର ପାକିସ୍ତାନରେ ମଧ୍ୟ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ପୁରୁଷ ବହୁତ ମାତ୍ରାରେ ପସନ୍ଦ। ଖାଲି ଯେ…
ଅଧିକ ଖବର ଦେଖନ୍ତୁ...

ଭାରତ ହେଲା ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୋବାଇଲ ଉତ୍ପାଦ ଦେଶ

ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବାଧିକ ମୋବାଇଲ ଉତ୍ପାଦ ଦେଶ ଭାବେ ମାନ୍ୟତା ପାଇଛି। ଏସଂପର୍କରେ ଇଣ୍ଡିଆନ୍‌ ସେଲୁଲାର ଆସୋସିଏସନ୍‌ (ଆଇସିଏ) ମାଧ୍ୟମରେ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି । ଭିଏତ୍‌ନାମକୁ ପଛରେ ପକାଇ ନିଜ ପାଇଁ ଏହି ସ୍ଥାନ ଦଖଲ କରିଛି ଭାରତ।…
ଅଧିକ ଖବର ଦେଖନ୍ତୁ...

ଏଠାରେ ୧୩.୭୫ ଟଙ୍କା ବିନିମୟରେ ଭଡ଼ାରେ ମିଳନ୍ତି ଗର୍ଲଫ୍ରେଣ୍ଡ

ହୁଆନ : ବର୍ତ୍ତମାନର ଯୁଗରେ ସମସ୍ତଙ୍କ ଜୀବନରେ ଜଣେ ସାଥି କିମ୍ବା ଗର୍ଲଫ୍ରେଣ୍ଡର ଆବଶ୍ୟକତା ରହିଛି। ଏପରିକି କିଛି ଜଣଙ୍କୁ ଏହି ସୁଖ ମିଳିଥିବା ବେଳେ ଅନେକଙ୍କୁ ଏହି ସୁଖ ମିଳିନଥାଏ । ତେବେ ଯେଉଁମାନଙ୍କ ଜୀବନରେ ଗର୍ଲଫ୍ରେଣ୍ଡର ଅଭାବ ଅଛି ସେମାନଙ୍କ ପାଇଁ ଖୁସି ଖବର। ଦକ୍ଷିଣ ଚାଇନାର…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ-ସ୍ତ୍ରୀ ଏହି ସବୁ କ୍ଷେତ୍ରରେ ନିୟନ୍ତ୍ରଣ ରକ୍ଷା ନ କଲେ ହୋଇପାରେ ଅସୁବିଧା

ଦାମ୍ପତ୍ୟ ଜୀବନ ବା ବୈବାହିକ ଜୀବନରେ ସ୍ୱାମୀ-ସ୍ତ୍ରୀମାନଙ୍କୁ କିଛି ଜିନିଷ ପ୍ରତି ଧ୍ୟାନ ଦେବା ନିହାତି ଦରକାର । ଦୁଇ ଜଣ ଦୁଇ ଜଣଙ୍କ ପରିସ୍ଥିତି ବୁଝିବା ସହ ନିଜ ଉପରେ ନିୟନ୍ତ୍ରଣ ରଖିବା ନିହାତି ଦରକାର । ଯଦି କେହି ଜଣେ ନିଜ ଭାବନାରୁ ନିୟନ୍ତ୍ରଣ ହରାଉଛନ୍ତି ତେବେ ତାହାର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...

ଫ୍ଲିପକାର୍ଟର ‘ନୋ କିଡିିଙ୍ଗ୍‌ ସେଲ୍‌’ : ୮୦ % ରିହାତି ସହ କ୍ୟାସ ବ୍ୟାକ୍‌ ଅଫର

ନୂଆଦିଲ୍ଲୀ : ଅନଲାଇନ ସପିଙ୍ଗ ସାଇଟ ଫ୍ଲିପକାର୍ଟ ଆସନ୍ତା ଦୁଇ ଦିନ ପାଇଁ ନୋ କିଡ଼ିଙ୍ଗ ସେଲ୍‌ର ଘୋଷଣା କରିଛି । ଏପ୍ରିଲ ୧ ତାରିଖକୁ ବୋକା କିମ୍ବା ଏପ୍ରିଲ ଫୁଲ୍‌ ଦିବସ ଭାବେ ପାଳନ କରାଯାଉଥିବାରୁ ଏହି ସେଲ୍‌ର ନାମ 'ନୋ କିଡ଼ିଙ୍ଗ ଡ଼େ' ରଖାଯାଇଛି । ଏହି ସେଲ୍‌ରେ ପୋଷାକ ,ବୈଦ୍ୟୁତିକ ଉପକରଣ…
ଅଧିକ ଖବର ଦେଖନ୍ତୁ...

ମହିଳା ଜଣଙ୍କ ଜଙ୍ଗଲ ମଧ୍ୟରେ ଏକୁଟିଆ ଜନ୍ମ ଦେଲେ ଶିଶୁ : ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏପରି ମଧ୍ୟ ଅନେକ ଭିଡ଼ିଓ ରହିଥାଏ ଯାହାକୁ ଦେଖିଲେ ହଠାତ୍‌ ବିଶ୍ୱାସ କରିହୁଏନା । ବର୍ତ୍ତମାନ ଅଷ୍ଟ୍ରେଲିଆର ଜଣେ ୪୫ ବର୍ଷୟ ସିନୋମ ନାମ୍ନୀ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶର ଏମିତି ଏକ ପୋଲିସ ଷ୍ଟେସନ ଯେଉଁଠିକୁ ଅଭିଯୁକ୍ତମାନେ ଶୋଇବାକୁ ଆସି ଥାଆନ୍ତି

ସିତାପୁର: ଉତ୍ତର ପ୍ରଦେଶରେ ଏମିତି ଏକ ପୋଲିସ ଷ୍ଟେସନ ରହିଛି, ଯେଉଁଠିକୁ ଅଭିଯୁକ୍ତମାନେ ଶୋଇବା ପାଇଁ ଆସି ଥାଆନ୍ତି । ଦୁର୍ଦ୍ଦାନ୍ତ ଅପରାଧୀମାନେ ପ୍ରତିଦିନ ସିତାପୁର ଜିଲ୍ଲାରେ ଥିବା ଲାହରପୁର କୋଟ୍‌ଓ୍ଵାଲି ପୋଲିସ ଷ୍ଟେସନକୁ ଯାଇ ନିଜର ଉପସ୍ଥିତି ପାଇଁ ରେଜିଷ୍ଟରରେ ସ୍ୱାକ୍ଷର ଦେବା ସହ…
ଅଧିକ ଖବର ଦେଖନ୍ତୁ...