Daily Archives

April 1, 2018

ରାଜ୍ୟସଭା ସାଂସଦ ରୂପେ ପାଇଥିବା ସମସ୍ତ ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସଚିନ

ନୂଆଦିଲ୍ଲୀ: ନିକଟରେ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ଶେଷ କରିଥିବା କ୍ରିକେଟର ଟିମ୍‌ ଇଣ୍ଡିଅର ପୂର୍ବତନ ତାରକା ସଚିନ ତେନ୍ଦୁଲକର ତାଙ୍କର ସମସ୍ତ ବେତନ ଓ ଭତ୍ତା ରୂପେ ପାଇଥିବା ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ବିଗତ ୬ ବର୍ଷ ମଧ୍ୟରେ ସଚିନ ପାଖାପାଖି ୯୦ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ଏନ୍‌କାଉଣ୍ଟର: ଅପରେସନ ଶେଷ, ୩ ଯବାନ ସହିଦ, ୪ ନାଗରିକ ମୃତ, ୧୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ସୋପିଆ ଓ ଅନନ୍ତନାଗ ଜିଲ୍ଲାରେ ସେନା ପକ୍ଷରୁ କରାଯାଇଥିବା ଅପରେସନ ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ସେନାର ଏନ୍‌କାଉଣ୍ଟରରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ଗୁଳି ଚାଳନା ବେଳେ ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ଜମ୍ମୁ କଶ୍ମୀର ଡିଜିପି ଏସ୍‌ପି…
ଅଧିକ ଖବର ଦେଖନ୍ତୁ...

୮ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ: ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତକୁ ହତ୍ୟା କଲେ ପରିବାର ଲୋକେ

ଗାଜିଆବାଦ୍‌ : ଗାଜିଆବାଦ୍‌ରେ ଜଣେ ୮ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଜଣେ ଦୂର ସଂପର୍କୀୟ ତାଙ୍କ ସହ ଏପରି କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଏଠାରେ ଆଇନ ଦୋଷୀକୁ ଦଣ୍ଡ ଦେବା ପୂର୍ବରୁ ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସ ଜିଓର ଧମାକା: ପ୍ରତିଦିନ ମିଳିବ ୫ଜିବି ମାଗଣା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । କମ୍ପାନି ପକ୍ଷରୁ ଜିଓପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ବର୍ଷକ ପାଇଁ ବଢାଇ ଦିଆଯାଇଛି । ଅର୍ଥାତ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହାର ବୈଧତା ରହିଛି। ପ୍ରାଇମ ମେମ୍ବରସିପର ଅବଧି ସମାପ୍ତ ହେବାପରେ ଗ୍ରାହକମାନେ ଆଉ ବର୍ଷେ…
ଅଧିକ ଖବର ଦେଖନ୍ତୁ...

ଏଣିକି ଗାଡ଼ି ସହ ତୁରନ୍ତ ମିଳିବ ନମ୍ବର ପ୍ଲେଟ, ଦେବାକୁ ହେବନି ଅଧିକ ଟଙ୍କା

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଖୁସିଖବର। ଏଣିକି ଗାଡ଼ି କିଣିବା ପରେ ନମ୍ବର ପାଇଁ ଆଉ ବେଶି ଧାଁ ଦଉଡ କରିବାକୁ ପଡିବ ନାହିଁ। କାରଣ ଗାଡି ନିର୍ମାଣମାରୀ କମ୍ପାନୀ ଖୁବ୍‌ ଶୀଘ୍ର ନମ୍ବର ଲାଗିଥିବା ଗାଡ଼ି ବଜାରକୁ ଛାଡିବେ। ଏପରିକି ନମ୍ବର ପ୍ଲେଟର ଦାମ ଗାଡିର ଦାମ ସହ ଏକାଥରକେ ନିଆଯିବ।…
ଅଧିକ ଖବର ଦେଖନ୍ତୁ...

୧୫ ମାସରେ ଭିତରେ କରୀନା କିପରି ହ୍ରାସ କଲେ ୧୬କିଲୋ ଓଜନ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ୨୦୧୬ ଡିସେମ୍ବର ୨୦ରେ ପୁତ୍ର ତୈମୁରଙ୍କୁ ଜନ୍ମ ଦେଇଥିଲେ। ନିକଟରେ କରୀନା କପୁରଙ୍କ ଟ୍ରେନର ଏକ ମାଗାଜିନ୍‌ରେ ସାକ୍ଷାତକାର ହେଉଥିବା ସମୟରେ କହିଥିଲେ, ୧୫ ମାସରେ କରିନା ୧୬କିଲୋ ଓଜନ ହ୍ରାସ କରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ…
ଅଧିକ ଖବର ଦେଖନ୍ତୁ...

ବାଙ୍କୀ ଶିଶୁ ନିଖୋଜ ଓ ମୃତ୍ୟୁ ଘଟଣା: ବଢ଼ିଲା ଦ୍ୱନ୍ଦ୍ୱ, ଡାକ୍ତର କହିଲେ ମାଙ୍କଡ଼ ନେଇଥିବା ଭଳି ମନେ ହେଉ ନାହିଁ

ଭୁବନେଶ୍ୱର: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଶନିବାର ହୋଇଥିବା ଶିଶୁ ନିଖୋଜ ଓ ମୃତ୍ୟୁ ଘଟଣାର ନୂଅାଁ ମୋଡ଼ ନେଇଛି। ଶିଶୁଟିର ମୃତଦେହ ରବିବାର ସକାଳୁ ଘର ନିକଟସ୍ଥ ଏକ କୂଅରୁ ମିଳିବା ପରେ ପୋଷ୍ଟମର୍ଟମ ହୋଇଛି। ପୋଷ୍ଟମର୍ଟମ ପରେ ଡାକ୍ତର କହିଛନ୍ତି, ଶିଶୁପୁତ୍ରକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କର ଏହି ୫ ଭୁଲ୍‌ ପାଇଁ ଭାଙ୍ଗିଯାଏ ବିବାହ

ଆଜିକାଲି ବିବାହ ବିଚ୍ଛେଦ ପ୍ରାୟ ଏକ ସାଧାରଣ କଥା ପାଲଟିଗଲାଣି। ଛୋଟ ଛୋଟ କଥାକୁ ନେଇ କଳି ଓ ପରେ ସେହି କଳି ଛାଡ଼ପତ୍ରର ରୂପ ନେଉଛି। ଆମେ ଆଜି ଜାଣିବା ସ୍ୱାମୀମାନଙ୍କର ମୁଖ୍ୟତଃ କେଉଁ ଗୁଣ ପାଇଁ ବିବାହ ତିଷ୍ଠି ରହିପାରୁ ନାହିଁ। ବିବାହ ପୂରାପୂରି ଭାବେ ମାନସିକତା ଉପରେ ନିର୍ଭର କରେ।…
ଅଧିକ ଖବର ଦେଖନ୍ତୁ...