Daily Archives

April 2, 2018

‘ପଦ୍ମ ଭୂଷଣ’ ପୁରସ୍କାର ଗ୍ରହଣ କରିବାକୁ ସେନା ବେଶରେ ଚାଲିଲେ ଏମ୍‌.ଏସ୍‌. ଧୋନି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ସ୍ନୋକର/ବିଲିୟାର୍ଡରେ ବିଶ୍ୱ ବିଜେତା ପଙ୍କଜ ଆଡଭାନୀ ଦେଶର ୩ୟ ମର୍ଯ୍ୟାଦାଜନକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସୋମବାର ଉଭୟ ଖେଳାଳି ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ସୋସିଆଲ୍‌ ମଡିିଆରେ ଭାଇରାଲ ହେଲେ ପ୍ରିୟା ପ୍ରକାଶ

ମୁମ୍ବାଇ: ନିଜର ଏକ ଝଲକରୁ ସାରା ଦେଶକୁ ପାଗଳ କରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଛୋଟ ଛୋଟ କଥା ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ ବର୍ତ୍ତମାନ ଇଣ୍ଟରନେଟ ସେନସେସନ ପାଲଟି ଯାଇଛନ୍ତି । ପ୍ରିୟା ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ସମସ୍ତ ଫଟୋ ଏବଂ ଭିଡ଼ିଓ କିଛି ସମୟ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ପ୍ରସ୍ତୁତ ହେଲା ବିଶ୍ୱର ଦୀର୍ଘତମ ଆଇସକ୍ରିମ୍‌

ନୂଆଦିଲ୍ଲୀ : ଆମେରିକାରେ ବିଶ୍ୱର ସବୁଠାରୁ ଦୀର୍ଘ ଆଇସ୍କ୍ରିମ୍‌ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲ୍ଡ ରେକର୍ଡରେ ସବୁଠାରୁ ଲମ୍ବା ଆଇସ୍କ୍ରିମ୍‌ ଭାବେ ଲିପିବଦ୍ଧ ହୋଇଛି । ଏହିଆଇସ୍କ୍ରିମ୍‌କୁ ସ୍ପିରିଟ ଅଫ ଟେକ୍ସାସ୍‌ ଫେଷ୍ଟିଭାଲରେ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ସୁନୀଲ ଓ କପିଲଙ୍କ ବନ୍ଧୁତା ପୁଣି ନଜର ଆସିଲା :ଟୁଇଟ୍‌ କରିକପିଲଙ୍କୁ ଜଣାଇଲେ ଜନ୍ମଦିନ ଶୁଭେଚ୍ଛା

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନରେ ତାଙ୍କୁ ଅନେକ କଳାକାରଙ୍କ ଶୁଭେଚ୍ଛା ଜଣାଇଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କର ଶୁଭେଚ୍ଛା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସେ ଆଉ କେହି ନୁହଁନ୍ତି କପିଲଙ୍କ ସହ-କଳାକାର ସୁନୀଲ ଗ୍ରୋଭର, ଯିଏ…
ଅଧିକ ଖବର ଦେଖନ୍ତୁ...

କେଶ ରଙ୍ଗ କରିବା ଦ୍ୱାରା ଶରୀର ଉପରେ ଏହି ସବୁ ଖରାପ ପ୍ରଭାବ ପଡ଼ିଥାଏ

ଆଜିକାଲି କେଶକୁ ରଙ୍ଗ କରିବା ଏକ ସାଧାରଣ କଥା ହୋଇଗଲାଣି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି ତ କିଛି ଷ୍ଟାଇଲିସ ଦେଖାଯିବା ପାଇଁ କେଶକୁ ରଙ୍ଗ କରି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପୀଡ଼ିତାଙ୍କୁ ଦେହଜୀବୀ କହି ୭ ବର୍ଷ ଜେଲ ଦଣ୍ଡ ଭୋଗିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦୁଷ୍କର୍ମ ପୀଡ଼ିତାଙ୍କୁ ଦେହଜୀବୀ ବୋଲି କହି ୭ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି ଜଣେ ଅଭିଯୁକ୍ତ । ଏହା ଧରା ପଡ଼ିବା ପରେ ପୁଲିସ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲଣ କରିଥିଲା । ମାମଲାର ଶୁଣାଣି ଚାଲୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ ଦେହଜୀବୀ ବୋଲି କହିଥିଲେ । ଏହା ସହ…
ଅଧିକ ଖବର ଦେଖନ୍ତୁ...

ରସଗୋଲା ଓଡ଼ିଶାର ଥିଲା, ଅଛି ଓ ରହିବ

ନୂଆଦିଲ୍ଲୀ: ରସଗୋଲା ଓଡ଼ିଶାର ଚିରକାଳର ମିଠା। ଏହା ଓଡ଼ିଶାର ଥିଲା, ଅଛି ଓ ରହିବ ବୋଲି ଓଡ଼ିଶା ଫୋରମ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଅାଲୋଚନାଚକ୍ରରେ ଗବେଷକମାନେ ମତ ପ୍ରକାଶ କରିଛନ୍ତି। ଏହି ଅାଲୋଚନାଚକ୍ରରେ ଅଂଶଗ୍ରହଣ କରି  ତିନି ତୁଣ୍ଡରେ ଛେଳି କୁକୁର ପରି ଧୂର୍ତ୍ତବୁଦ୍ଧିଦ୍ୱାରା ଏହାକୁ ନିଜର…
ଅଧିକ ଖବର ଦେଖନ୍ତୁ...

ମଦ ପିଇବା ପରେ ଅନେକ ଇଂରାଜୀ ଭାଷାରେ କାହିଁକି କଥା ହୋଇଥାଆନ୍ତି? ଜାଣନ୍ତୁ କାରଣ

ଆପଣଙ୍କୁ ହୁଏତ ଜଣାଥିବ ଆଜିକାଲି ଦେଶରେ ଥିବା ଅଧାରୁ ଅଧିକ ଲୋକ ମଦ ପିଉଛନ୍ତି। ଏହା ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଲୋକମାନେ ନିଶା ସେବନ କରୁଛନ୍ତି । କାମର ଚାପ ହେଉ ବା ପ୍ରେମରେ ପ୍ରତାରଣା ଅଥବା ସଉକରେ ହେଉ ଲୋକମାନେ ବିଭିନ୍ନ ନିଶାରେ ଅଭ୍ୟସ୍ତ ହୋଇ ଯାଆନ୍ତି । ତେବେ ଆପଣମାନେ…
ଅଧିକ ଖବର ଦେଖନ୍ତୁ...

ସ୍ୱିମିଙ୍ଗ ପୁଲ୍‌ ଭିତରକୁ ପଶି ଆସିଲା କୁମ୍ଭୀର, ତା’ ପରେ କ’ଣ ହେଲା ଦେଖନ୍ତୁ ଏହି ଭିଡ଼ିଓରେ…

ନୂଆଦିଲ୍ଲୀ : ଯଦି କେବେ ଆପଣଙ୍କ ସାମ୍ନାକୁ କୁମ୍ଭୀରଟିଏ ଚାଲି ଆସେ ତା’ହେଲେ ଆପଣ କ’ଣ କରିବେ? ନିହାତି ଭାବରେ ଭୟରେ ସେଠାରୁ ପଳାଇବେ, ଆଉ କିଛି ଲୋକ ବେହୋସ ମଧ୍ୟ ହୋଇଯିବେ । ଆଉ ଯଦି କୁମ୍ଭୀର ଆପଣଙ୍କ ଘରକୁ ପଶି ଆସେ ତା’ହେଲେ? ଏବେ ଆପଣ ଭାବୁଥିବେ ଘରକୁ କୁମ୍ଭୀର କିପରି ଆସି ପାରିବ?…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବାଲେଶ୍ୱର: ସଦର ଥାନା ଅଞ୍ଚଳର ଜାତୀୟ ରାଜପଥ ୧୬ ନମ୍ବର ନିଧିପଣ୍ଡାସ୍ଥିତ ଜିମନ ଇଣ୍ଡିଆ ବ୍ରିଜ ନିକଟରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସାର୍ଥା ଫାଣ୍ଡି ଅଞ୍ଚଳର ଭଗବାନ ବାରିକଙ୍କ ପୁଅ ମୂଷା ବାରିକ(୩୨)। ଆହତ ସନ୍ୟାସୀ…
ଅଧିକ ଖବର ଦେଖନ୍ତୁ...