Daily Archives

April 2, 2018

ଭୁବନେଶ୍ୱର: ଜୟଦେବ ବାଟିକାରେ ପ୍ରେମିକାର ଓଢ଼ଣୀ ଲଗାଇ ପ୍ରେମିକଙ୍କ ଆତ୍ମହତ୍ୟା 

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକ-ପ୍ରେମିକାଙ୍କ ପାଇଁ ଉକୃଷ୍ଟ ସ୍ଥାନ ରାଜଧାନୀ ଭୁବନେଶ୍ୱରର ଜୟଦେବ ବାଟିକାରେ ସୋମବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ…
ଅଧିକ ଖବର ଦେଖନ୍ତୁ...

‘ଭାରତ ବନ୍ଦ’ ଆନ୍ଦେଳନ ନେଲା ହିଂସାତ୍ମକ ରୂପ; ୯ ମୃତ, ଶତାଧିକ ଆହତ, ୨୦୦୦ରୁ ଉର୍ଦ୍ଧ୍ୱ ଗିରଫ

ନୂଆଦିଲ୍ଲୀ: ଦେଶର ଦଳିତ ସଂଗଠନଗୁଡ଼ିକ ପକ୍ଷରୁ ସୋମବାର ଦିଆଯାଇଥିବା ‘ଭାରତ ବନ୍ଦ’ ଡାକରା ଉଗ୍ର ଓ ହିଂସାତ୍ମକ ରୂପ ନେବା ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ୯ ଜଣ ବ୍ୟକ୍ତିଙ୍କ ମୁତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରୁ ସର୍ବାଧିକ ୬ ଜଣ…
ଅଧିକ ଖବର ଦେଖନ୍ତୁ...

ଡ଼ାଟା ଲିକ୍‌ ପରେ ଫେସବୁକ୍‌ ବଦଳାଇଲା ସିକ୍ୟୁରିଟି ପଲିସି: ଜାରି କଲା’ପ୍ରାଇଭେସି ସର୍ଟକର୍ଟ’ 

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ଫେସବୁକ୍‌ରୁ ଗ୍ରାହକଙ୍କର ଡ଼ାଟା ଲିକ୍‌କୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏ ନେଇ ଫେସବୁକ୍‌ର ସିଇଓ ମାର୍କ ଜୁକରବର୍ଗ ଗ୍ରାହକଙ୍କୁ କ୍ଷମା ମାଗିବା ସହ ଖୁବ୍‌ ଶୀଘ୍ର ଏଥିରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ତେବେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ

ଶୋଇବା ବେଳେ ଆମେ କେତୋଟି କଥା ପ୍ରତି ଧ୍ୟାନ ଦେଇଥାନ୍ତିି। ସେଥିମଧ୍ୟରୁ ଦିଗ ଗୋଟାଏ। ମନ ଇଚ୍ଛା ଯେଉଁ ଦିଗକୁ ଚାହିଁଲେ ସେହି ଦିଗକୁ ମୁଣ୍ଡ କରି ଶୋଇ ହୋଇନଥାଏ। କିଏ ମାନନ୍ତି ଓ କିଏ ନମାନନ୍ତି ତାହା ଭିନ୍ନ କଥା। ମାତ୍ର ଏ ନେଇ ରହିଛି କିଛି କଟକଣା। ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ…
ଅଧିକ ଖବର ଦେଖନ୍ତୁ...

ଅନ୍ତରଙ୍ଗ ମୁହୂର୍ତ୍ତର ସିଧାପ୍ରସାଣ କରି ଦମ୍ପତି କମାଉଛନ୍ତି ଘଣ୍ଟାକୁ ୩୦୦୦ ଟଙ୍କା !

ବେଙ୍ଗାଲୁରୁ: ଦମ୍ପତିଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତ ଅତ୍ୟନ୍ତ ଗୋପନ କଥା ବୋଲି କଥାରେ ରହିଛି। କିନ୍ତୁ ବେଙ୍ଗାଲୁରୁରେ ବସବାସ କରୁଥିବା ଏକ ଦମ୍ପତି ନିଜ ସମ୍ଭୋଗ ସମୟକୁ କ୍ୟାମେରାରେ କୈଦ ଲୋକମାନଙ୍କ ସହିତ ସେୟାର କରି ରୋଜଗାର କରୁଛନ୍ତି। ଏହାକୁ ଲୋକମାନେ ପସନ୍ଦ ମଧ୍ୟ କରିବାରେ…
ଅଧିକ ଖବର ଦେଖନ୍ତୁ...

ହାତରେ ୫୦୦ ଟଙ୍କା ଧରି ମୁମ୍ବାଇ ଆସିଥିଲେ ଦିଶା, ପେଟ ପୋଷିବାକୁ ଏହି କାମ କରୁଥିଲେ ଟାଇଗର୍‌ଙ୍କ ପ୍ରେମିକା

ମୁମ୍ବାଇ: ବଡ଼ ବଡ଼ ସୁପର୍‌ଷ୍ଟାର୍‌ମାନଙ୍କୁ ପଛରେ ପକାଇବାରେ ସମର୍ଥ ହୋଇଥିବା ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ କେବଳ ନିଜର ଦକ୍ଷତା ପାଇଁ ନୁହେଁ, ଅଧିକାଂଶ ସମୟ ପ୍ରେମିକା ଦିଶାଙ୍କ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି। ଧୋନିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମ୍‌ ଏସ୍‌ ଧୋନୀ:…
ଅଧିକ ଖବର ଦେଖନ୍ତୁ...

୨ ମାସରୁ ଅଧିକ କାଳ ନିଯୁକ୍ତି ରହିତ ହେଲେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରୁ କର୍ମଚାରୀ ଉଠାଇ ପାରିବେ ଆଂଶିକ ସୁଧ…

ନୂଆଦିଲ୍ଲୀ: ଦେଶର କର୍ମଚାରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ) କର୍ତ୍ତୃପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଯଦି…
ଅଧିକ ଖବର ଦେଖନ୍ତୁ...

ପୂଜାରେ ବ୍ୟବହାର ବ୍ୟତୀତ କର୍ପୂରର ରହିଛି ଏସବୁ ଫାଇଦା ! ଆପଣ ଜାଣନ୍ତି କି?

ହିନ୍ଦୁଧର୍ମରେ କର୍ପୂରକୁ ଏକ ପବିତ୍ର ବସ୍ତୁ ରୂପେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ କାର୍ଯ୍ୟରେ ମଧ୍ୟ ଏହା ଉପଯୋଗ ହୋଇଥାଏ ।ଏହାସହିତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ କର୍ପୂର ବହୁତ ଲାଭକାରୀ ଅଟେ। ପୂଜା କିମ୍ବା ହୋମ କରିବା ସମୟରେ ଆମେ ଯେତେବେଳେ କର୍ପୂର ଜଳାଇଥାଉ,ସେ ସମୟରେ ସେଥିରୁ…
ଅଧିକ ଖବର ଦେଖନ୍ତୁ...

ଏହି ସ୍କୁଲ୍‌ରେ ଭୁଲ୍‌ ପାଇଁ ଦଣ୍ଡ ନୁହେଁ, ଧ୍ୟାନ କରାଯାଏ: ତା’ପରେ କ’ଣ ହୁଏ ଜାଣିଲେ ଆପଣ ଚକିତ ହୋଇଯିବେ

ସବୁ ନକାରାତ୍ମକ ଜିନିଷକୁ ଏକ ସକାରାତ୍ମକ ଢଙ୍ଗରେ ବଦଳାଯାଇ ପାରିବ। ସବୁ ମନ୍ଦ ଭିତରେ ବି ଦେଇ ହେବ ଭଲ ବାର୍ତ୍ତା। ଆମେରିକାର ଏକ ବିଦ୍ୟାଳୟ ତାହା ପ୍ରମାଣ କରି ଦେଖାଇଛି। ଶୀର୍ଷକଟି ପଢ଼ି ଆପଣ ନିଶ୍ଚୟ ଅନୁମାନ କରି ସାରିବେଣି ଘଟଣାଟି କ’ଣ। ଆମେରିକାର ମନସ୍ତତ୍ୱବିତ୍‌ ବିଏଫ୍‌ ସ୍କିନର୍‌…
ଅଧିକ ଖବର ଦେଖନ୍ତୁ...

କନ୍ୟା ବିବାହ ପାଇଁ ଅପେକ୍ଷା କରି ବସିଥିବା ବେଳେ ଏପଟେ ବର ଅନ୍ୟ ଜଣେ ଯୁବତୀଙ୍କୁ କରୁଥିଲା ଦୁଷ୍କର୍ମ

ଭୋପାଲ: ମଧ୍ୟପ୍ରଦେଶ ବାରାସିବନିରେ ସମିପସିକନ୍ଦ୍ରା ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରିଆସୁଥିଲା। ଏପଟେ ଲୁଚାଇ ଛୁପାଇ ଅନ୍ୟ ଜଣେ ଯୁବତୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...