Daily Archives

April 3, 2018

୯୬ ବର୍ଷିଅ ବ୍ରିଟେନର ପ୍ରିନ୍ସ ଫିଲିପ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପତି ପ୍ରିନ୍ସ ଫିଲିପ ଅସୁସ୍ଥ ହୋଇଛନ୍ତି । ତାଙ୍କୁ ମଙ୍ଗଳବାର ଲଣ୍ଡନର ଏଡଓ୍ଵାଡ ୭ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ଅଣ୍ଟା ଦରଜ ହେବା କାରଣରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ପ୍ରିନ୍ସଙ୍କ କାର୍ଯ୍ୟାଳୟ ସୁତ୍ରରୁ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ନୋକିଆ, ଲେନୋଭୋ ଓ ସାମସଙ୍ଗ ସ୍ମାର୍ଟଫୋନ୍‌ର ଦର କମିଲା, ମିଳିବ ୪ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ନୋକିଆ ୬ ଓ ଲେନୋଭୋ କେ୮ ପ୍ଲସ୍‌ ଦରରେ ଜବରଦସ୍ତ ହ୍ରାସ ଘଟିଛି। ଏହା ବ୍ୟତୀତ ଆମାଜନ୍‌ରେ ସାମସଙ୍ଗ କାର୍ନିଭାଲ ବି ଆରମ୍ଭ ହୋଇଛି। ଏଥିରେ ସାମସଙ୍ଗର ସ୍ମାର୍ଟଫୋନ୍‌ରେ ବି ରିହାତି ଓ ଏକ୍ସଚେଞ୍ଜ ଅଫର ଆଦି ପ୍ରଦାନ କରାଯାଇଛି। ନୋକିଆ ୬ର ୩ଜିବି ଫୋନ୍‌ର ଦର ୧,୫୦୦ଟଙ୍କା…
ଅଧିକ ଖବର ଦେଖନ୍ତୁ...

ମରାଠୀ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରିବେ ମାଧୁରୀ

ମୁମ୍ବାଇ: ବଲିଉଡ଼ର ଧକ୍‌ଧକ୍‌ ଗାର୍ଲ ଭାବେ ପରିଚିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ ବହୁ ଦିନର ବ୍ୟବଧାନ ପରେ ନିର୍ମାତା କରଣ ଜୋହରଙ୍କ ମରାଠୀ ଚଳଚ୍ଚିତ୍ର 'ବକେଟଲିଷ୍ଟ'ରେ ନଜର ଆସିବା ପାଇଁ ଯାଉଛନ୍ତି । ଚଳଚ୍ଚିତ୍ରର ପୋଷ୍ଟର ଟୁଇଟରରେ କରଣ ଏବଂ ମାଧୁରୀ ପୋଷ୍ଟ କରିବା ସହ ଏହାକୁ ନେଇ ବହୁତ…
ଅଧିକ ଖବର ଦେଖନ୍ତୁ...

ଶୋଇବା ସମୟରେ ପାଟିରୁ ଲାଳ ଗଡ଼ୁଛିି ? ଆପଣନ୍ତୁ ଏହି ଘରୋଇ ଉପଚାର

ନୂଆଦିଲ୍ଲୀ : ସାଧାରଣତଃ ଶୋଇବା ସମୟରେ ଚେତା ଥିବା ସମୟ ଅପେକ୍ଷା ଅଧିକ ମାତ୍ରା ଲାଳ ବାହାରିଥାଏ । କାରଣ ଏହି ସମୟରେ ହଜମ ପ୍ରକ୍ରିୟା ସକ୍ରିୟ ହୋଇଥାଏ ଏଣୁ ଅଧିକ ପରିମାଣର ମଧ୍ୟ ଲାଳ ସୃଷ୍ଟି ହୋଇଥାଏ । ଲାଳ ବୋହିବାର ଅନେକ କାରଣ ରହିଥିବା ବେଳେ ମୁଖ୍ୟ କାରଣ ହେଉଛି ଖାଦ୍ୟ ସଠିକ ଭାବେ ହଜମ…
ଅଧିକ ଖବର ଦେଖନ୍ତୁ...

କପିଲଙ୍କୁ ଝଟ୍‌କା : ସୁନୀଲ ଗ୍ରୋଭରଙ୍କ ନୂଆ ସୋ’ରେ ସାମିଲ ହେଲେ କପିଲଙ୍କ ପୂର୍ବ ପ୍ରେମିକା

ମୁମ୍ବାଇ : ବେଶ୍‌ କିଛି ଦିନର ବ୍ୟବଧାନ ପରେ ହାସ୍ୟ ଅଭିନେତା କପିଲ ଶର୍ମା ଏକ ନୂଆ ସୋ’ ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା ଜରିଆରେ ପରଦାକୁ ଫେରିଥିବା ଦେଖିବାକୁ ମିଳିଥିଲା । ଏହି ସୋ’ରେ ତାଙ୍କ ସହ ପୂର୍ବ ସୋ’ର ସବୁ କଳାକାର ଥିବା ବେଳେ ସୁନୀଲ ଗ୍ରୋଭରଙ୍କୁ ଦର୍ଶକ ଦେଖିବାକୁ ପାଇ…
ଅଧିକ ଖବର ଦେଖନ୍ତୁ...

ପେନୁ ବେହେରାଙ୍କ ଶେଷ ଇଛା ପୂରା କରିବାକୁ୧୦୦ ମୟୁରଙ୍କୁ ସମ୍ଭାଳୁଛନ୍ତି ନାତି କାଳିଆ

ଭୁବନେଶ୍ୱର : ରାଜଧାନୀର ଚନ୍ଦକା ଅଞ୍ଚଳରେ 'ମୟୁର ମଣିଷ' ଭାବେ ପରିଚିତ ପେନୁ ବେହେରାଙ୍କର ଗତ ବର୍ଷ ଦେହାନ୍ତ ହୋଇଯାଇଛି । ପ୍ରାୟତଃ ୧୦୦ ମୟୁରଙ୍କୁ ନିଜ ସନ୍ତାନ ଭଳି ସକାଳ ଏବଂ ସନ୍ଧ୍ୟାରେ ୧୯୯୯ ମସିହାରୁ ଖାଇବାକୁ ଦେଉଥିଲେ ପେନୁ । ଏପରିକି ନିଜ ଶେଷ ଇଛାରେ ସେ ତାଙ୍କ ପରିବାରକୁ ମୟୁରଙ୍କ…
ଅଧିକ ଖବର ଦେଖନ୍ତୁ...

‘ସେଲଫି ମାଉସୀ’ଙ୍କ ଚାଞ୍ଚଲ୍ୟକର ବୟାନ : ନିଶାଦ୍ରବ୍ୟ ଦେଇ ପାଗଳଖାନା ପଠାଇଥିଲେ ପରିବାର

ନୂଆଦିଲ୍ଲୀ: ଗତ ଚାରି ମାସ ହେବ ନିଖୋଜ ଥିବା ହସ୍ୟାଭିନେତା ସିଦ୍ଧାର୍ଥ ସାଗର ନିକଟରେ ଏକ ମିଡ଼ିଆ କନଫରେନ୍ସରେ ନିଜ ପରିବାର ବିରୋଧରେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ତାଙ୍କ ମା’ ତାଙ୍କୁ ଖାଦ୍ୟରେ ନିଶାଦ୍ରବ୍ୟ ଦେବା ସହ ତାଙ୍କୁ ପାଗଳଖାନା ପଠାଇ ଦେଇଥିଲେ । ସାଗର ଗତ…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରଥମ ସମଲିଙ୍ଗୀ ମ୍ୟାରେଜ ବ୍ୟୁରୋ ଆରମ୍ଭ କଲେ ଉର୍ବି

ନୂଆଦିଲ୍ଲୀ : ଦୁନିଆରେ ସମସ୍ତଙ୍କର ନିଜ ମନ ପସନ୍ଦର ସାଥୀ ବାଛିବାର ଅଧିକାର ରହିଛି । ତେବେ ଏଥିପାଇଁ ସମସ୍ତଙ୍କର ପସନ୍ଦ ଭିନ୍ନ ଭିନ୍ନ ରହିଥାଏ । ଏଣୁ ସମଲିଙ୍ଗୀ ବ୍ୟକ୍ତିଙ୍କୁ ମଧ୍ୟ ସମାଜରେ ସମ୍ମାନର ସହିତ ବିବାହ କରି ଚଳିବାର ଅଧିକାର ରହିଛି । ଏହି ଦିଗ ପ୍ରତି ଭାରତରେ ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ହାଓଡ଼ା ପୋଲ ଉପରେ ୨୬୯ଫୁଟ ଉଚ୍ଚରେ ଠିଆ ହୋଇ ପ୍ରାର୍ଥନା କଲେ ଯୁବକ ! କାରଣ କ’ଣ ଜାଣନ୍ତୁ?

ହାଓ୍ଵଡ଼ା : ଭାରତରେ ଦିନକୁ ଦିନ ଦାରିଦ୍ର୍ୟ ବଢ଼ିବାରେ ଲାଗିଛି। ପ୍ରତିଦିନ ଲୋକମାନେ ସାମ୍ନା କରୁଥିବା ଦୁଃଖକୁ କମ୍‌ କରିବା ପାଇଁ ବିହାରର ଜଣେ ଯୁବକ ଏକ ଦୁଃସାହାସିକ କାମ କରିଛନ୍ତି । ଭଗବାନଙ୍କୁ ଭାରତରେ ଥିବା ଏହି ଦୁଃଖ ବିଷୟରେ ଜଣାଇବା ପାଇଁ କୋଲକାତାରେ ଥିବା ହାଓ୍ଵଡ଼ା ସେତୁ ଉପରେ ଚଢ଼ି…
ଅଧିକ ଖବର ଦେଖନ୍ତୁ...

‘ଆଇଓଏ’ର ସ୍ପଷ୍ଟିକରଣ: ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହରବୀର ଦେଖିବେ ଝିଅ ସାଇନା ନେହଓ୍ଵାଲ୍‌ଙ୍କ ମ୍ୟାଚ୍‌

ନୂଆଦିଲ୍ଲୀ: ହରବୀର ସିଂହ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆଗାମୀ ଏପ୍ରିଲ ୪ରୁ ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝିଅ ସାଇନା ନେହଓ୍ଵାଲ୍‌ଙ୍କ ବ୍ୟାଡମିଣ୍ଟନ ମ୍ୟାଚ୍‌ ଦେଖିବେ। ଗୋଲ୍ଡକୋଷ୍ଟ କ୍ରୀଡ଼ା ଗ୍ରାମରେ ଭାରତୀୟ ଟିମ୍‌ ଅଧିକାରୀ/ଅଣ ଖେଳାଳି ତାଲିକାରୁ ହରବୀର ସିଂହଙ୍କ ନାମ ବାଦ୍‌…
ଅଧିକ ଖବର ଦେଖନ୍ତୁ...