Daily Archives

April 3, 2018

ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର, ଭିତରକୁ ପ୍ରବେଶ କରିବେ ୧୬ ଜଣିଆ ଟିମ୍‌ 

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କ’ଣ ଅଛି ତାହା ଜାଣିବା ପାଇଁ ସାରା ବିଶ୍ୱରେ ଜଗନ୍ନାଥପ୍ରେମୀ ବ୍ୟାକୁଳ ହୋଇ ବସିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଏପ୍ରିଲ ୪ରେ ଖୋଲିବକୁ ଯାଉଛି। ଅପରାହ୍ନ ୨ଟାରେ ପ୍ରଶାସନର ୧୬ ଜଣିଆ ଟିମ୍‌ ରତ୍ନଭଣ୍ଡାକୁ ପ୍ରବେଶ କରି ଦେଖିବେ। ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିଦିଙ୍କ ଟୁଇଟ୍‌ର ‘ମୁହଁତୋଡ୍‌’ ଜବାବ ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟିୟର ସାହିଦ୍‌ ଆଫ୍ରିଦି ମଙ୍ଗଳବାର କଶ୍ମୀର ସଂପର୍କରେ କରିଥିବା ଏକ ଟୁଇଟ୍‌ ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସାହିଦ୍‌ ଆଫ୍ରିଦି୍‌ଙ୍କ ଟୁଇଟ୍‌ର କଟୁ ସମାଲୋଚନା କରି ଅନ୍ୟ ଏକ ଟୁଇଟ୍‌ରେ ସାହିଦ୍‌ ଆଫ୍ରିଦି୍‌ଙ୍କୁ ‘ମୁହଁତୋଡ୍‌’ ଜବାବ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଝିଅ ସହ ବିବାହିତ ଯୁବକକୁ ବାହା ନ ଦେବାରୁ  ପରିବାରର ୫ ଜଣଙ୍କୁ ହତ୍ୟା

ଜାମ୍‌ସେଦ୍‌ପୁର : ନିଜ ଝିଅକୁ ବାହା ଦେବା ପାଇଁ ମନା କରି ହତ୍ୟାର ଶିକାର ହୋଇଛନ୍ତି ଗୋଟିଏ ପରିବାର । ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ତାକୁ ଜଣେ ବିବାହିତ ପୁରୁଷ ସହ ବିବାହ ଦେବାକୁ ଠିକ୍‌ ନ ଭାବି ପରିବାର ଲୋକେ ବିବାହ ପାଇଁ ମନା କରିଥିଲେ । ଅଭିଯୁକ୍ତର ପରିବାରର ଲୋକେ ଏ କଥା ଜାଣିବା…
ଅଧିକ ଖବର ଦେଖନ୍ତୁ...

କୋଲା ବୋତଲ ଭିତରୁ ମିଳିଲା ପଚା ମୂଷା, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ଆଜିକାଲି ଦେଶର ଅଧାରୁ ଅଧିକ ଲୋକ ମୃଦୁ ପାନୀୟ ପିଇବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ମୃଦୁ ପାନୀୟ ତିଆରି କରୁଥିବା କମ୍ପାନୀମାନଙ୍କର ଅବହେଳା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ପୂର୍ବରୁ ଅନେକ ଥର ମୃଦୁ ପାନୀୟରେ ପୋକ ଥିବା ବା ମରି…
ଅଧିକ ଖବର ଦେଖନ୍ତୁ...

ସୁର ବାବାଙ୍କର ୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ଆଟାଚ୍‌ କଲା ଇଡି

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଆଟାଚ୍‌ କରିଛି। ସୁର ବାବାଙ୍କର ପ୍ରାୟ ୬ କୋଟିର ସମ୍ପତ୍ତିକୁ ଇଡି ଦ୍ୱିତୀୟ ଥର ପାଇଁ ଆଟାଚ୍‌ କରିଛି। ଏଥି ସହିତ ସୁର ବାବାଙ୍କ ୨ ପୁଅ ଓ…
ଅଧିକ ଖବର ଦେଖନ୍ତୁ...

ରଣବୀର ସିଂହଙ୍କ ବେଡ୍‌ରୁମ୍‌କୁ ଯିବାକୁ ଚାହାନ୍ତି ଆଦା ଶର୍ମା!

ମୁମ୍ବାଇ: ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ରିଲିଜ୍‌ ହେବା ପରେ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକାଙ୍କ ପରି ଆଲ୍ଲାଉଦ୍ଦିନ ଖିଲିଜଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରଣବୀର ସିଂହଙ୍କର ଚାହିଦା ବି କିଛି କମ୍‌ ନାହିଁ। ବହୁ ଦର୍ଶକ ତାଙ୍କ ପ୍ରିୟ ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ଫେକ୍‌ ନ୍ୟୁଜ୍‌ ଏବେ ଚର୍ଚ୍ଚାରେ: ମୋଦିଙ୍କ ସମ୍ପତ୍ତି ଲିକ୍‌, ବର୍ଷେ ଭିତରେ ୬୬ ପ୍ରତିଶତ ବୃଦ୍ଧି!

ନୂଆଦିଲ୍ଲୀ: ନକଲି ଖବର ପ୍ରଚାର କରୁଥିବା ସାମ୍ବାଦିକମାନଙ୍କ ମାନ୍ୟତା ରଦ୍ଦ କରିବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେରେଇ ନେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ମାମଲା ପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

ଏହି ୩ଟି ସ୍ୱପ୍ନକୁ ଭୁଲ୍‌ରେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ

ସାଧାରଣତଃ ଶୋଇବା ସମୟରେ ପ୍ରତ୍ୟେକ ଲୋକଙ୍କୁ ସ୍ୱପ୍ନ ଆସିଥାଏ। ଯେଉଁ ସ୍ୱପ୍ନରେ କି ବହୁତ କିଛି ରହସ୍ୟ ଲୁଚିକରି ରହିଥାଏ। ସ୍ୱପ୍ନ ଆସିବା ବି ସ୍ୱାଭାବିକ। କାରଣ ସ୍ୱପ୍ନ ଉପରେ ମଣିଷର ନିୟନ୍ତ୍ରଣ ନ ଥାଏ। ମଣିଷ ଉଭୟ ଭଲ ଆଉ ଖରାପ ସ୍ୱପ୍ନ ଦେଖିଥାଏ। କୁହାଯାଏ,ଏହି ସ୍ୱପ୍ନର ବି ବ୍ୟକ୍ତିର…
ଅଧିକ ଖବର ଦେଖନ୍ତୁ...

ୟୁଆଇଡିଏଆଇ ଉନ୍ମାଚନ କଲା ବିଟା ଭର୍ସନର ଭର୍ଚୁଆଲ ଆଇଡି; ଆଉ ଆବଶ୍ୟକ ପଡ଼ିବନି ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର

ନୂଆଦିଲ୍ଲୀ: ଆଧାରକାର୍ଡ ବ୍ୟବସ୍ଥାରେ ଆଜି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କର୍ତ୍ତୃପକ୍ଷ। ଆଧାରକାର୍ଡ଼ ବ୍ୟବସ୍ଥାରେ ବହୁ ପ୍ରତୀକ୍ଷିତ (ଭର୍ଚୁଆଲ ଆଇଡି)ର ବିଟା ସଂସ୍କରଣ(ଭର୍ସନ)କୁ ଉନ୍ମୋଚନ କରିଛନ୍ତି ୟୁଆଇଡିଏଆଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ପୂର୍ବତନ ଅତିରିକ୍ତ ବାଣିଜ୍ୟିକ କର ଅଧିକାରୀଙ୍କ ଘରୁ ୪୨.୩୬ ଲକ୍ଷର ସଂପତ୍ତି ବାଜ୍ୟାପ୍ତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଓଡ଼ିଶାର ଜନୈକ ପୂର୍ବତନ ଅତିରିକ୍ତ ବାଣିଜ୍ୟିକ କର ଅଧିକାରୀ (ଆଡିସନାଲ୍‌ କର୍ମସିଆଲ ଟ୍ୟାକ୍ସ ଅଫିସର)ଙ୍କ ଘର ଉପରେ ଚଢ଼ାଉ କରିବା ସହ ୪୨.୩୬ ଲକ୍ଷ ଟଙ୍କା ମୂଲ୍ୟର ସଂପତ୍ତିକୁ ବାଜ୍ୟାପ୍ତ କରିଥିବା…
ଅଧିକ ଖବର ଦେଖନ୍ତୁ...