Daily Archives

April 4, 2018

ଖରା ଦିନେ ଏହି ଉପାୟରେ ଅତର ଲଗାଇବା ଦ୍ୱାରା ପୂରା ଦିନ ମହକିବେ

ଅତର ଲଗାଇବାକୁ ସବୁ ଲୋକ ଖୁବ୍‌ ପସନ୍ଦ କରନ୍ତି । ଖାସ୍‌ କରି ଖରା ଦିନେ ଗରମରୁ ଝାଳ ବୋହିବା ଦ୍ୱାରା ଶରୀରରୁ ଦୁର୍ଗନ୍ଧ ବାହାରି ଥାଏ । ସେଥିପାଇଁ ନିଜକୁ ଫ୍ରେସ ରଖିବା ପାଇଁ ଲୋକମାନେ ଅତର ଓ ଡିଓ ବ୍ୟବହାର କରିଥାଆନ୍ତି । ଯେଉଁମାନେ କର୍ମଜୀବୀ ସେମାନେ ଅତରର ଅଧିକ ବ୍ୟବହାର କରିଥାଆନ୍ତି ।…
ଅଧିକ ଖବର ଦେଖନ୍ତୁ...

ଚାଇନାର ରାଜବଂଶୀୟ ଗିନା ୨୨୦ କୋଟି ଟଙ୍କାରେ ନିଲାମ ନେଲା !

ନୂଆଦିଲ୍ଲୀ : ଗତକାଲି ହଂକଂଠାରେ ଅଷ୍ଟାଦଶ ଶତାବ୍ଦୀର ଚୀନ ସମ୍ରାଟ ଚିଙ୍ଗ ରାଜବଂଶର ଦୁର୍ଲଭ ଗିନା ୫ ମିନିଟ ମଧ୍ୟରେ ୨୨୦ କୋଟି ଟଙ୍କାରେ ନିଲାମ ହୋଇଛି। ନିଲାମି କରୁଥିବା କର୍ମଚାରୀ ଫର୍ମ ସୁଥବିଙ୍କ ସୂଚନା ଅନୁଯାୟୀ ଏହା କୌଣସି ସାଧାରଣ ଗିନା ନଥିଲା । ଏହି ବିଶେଷ ଗିନାକୁ ସମ୍ରାଟ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ସ୍ୱାମୀଙ୍କୁ କାନ୍ଧରେ ବୋହି ନେଉଥିଲେ ସ୍ତ୍ରୀ,ଫଟୋ ଭାଇରାଲ ହେବା ପରେ ମିଳିଲା…

ମଥୁରା : ଗତ କିଛି ମାସ ହେବ ନିଜ ସ୍ୱାମୀଙ୍କୁ କାନ୍ଧରେ ବୋହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ ବିମ୍‌ଲା ଦେବୀ । ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଲେ ସରକାରଙ୍କ ତରଫରୁ ସ୍ୱାମୀଙ୍କୁ ହ୍ଵିଲ୍‌ଚେୟାର ମିଳିବା ଆଶାରେ ପ୍ରତି ଦିନ ଖରାତରାକୁ ଖାତିର ନ କରି ବିମ୍‌ଲା ଦେବୀ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିକିନି ପିନ୍ଧି ରାସ୍ତାରେ ବୁଲୁଥିଲେ ବିଦେଶୀ : ପୁଲିସ ପିନ୍ଧାଇଲେ କପଡ଼ା

ନୂଆଦିଲ୍ଲୀ : ସାଧାରଣତଃ ଲୋକଙ୍କର ଏପରି ଭାବନା ଥାଏ କି ବିଦେଶୀମାନେ ସେମାନଙ୍କ ଅନୁସାରେ ପୋଷାକ ପିନ୍ଧିଲେ କୌଣସି ଅସୁବିଧା ନାହିଁ। ସେଥିପାଇଁ କୌଣସି ନିୟମ ରହିନାହିଁ । ତେବେ ନିକଟରେ ଫିଲିପାଇନ୍ସରେ ଦେଖିବାକୁ ମିଳିଛି ଏକ ଘଟଣା ଯେଉଁଠାରେ ବିକିନି ପିନ୍ଧି ରାସ୍ତାରେ ଯାଉଥିବା ସମୟରେ ଜଣେ…
ଅଧିକ ଖବର ଦେଖନ୍ତୁ...

ବଲିଉଡରେ ଏଣ୍ଟ୍ରି ନେବେ ନିଆ ଶର୍ମା, ବିକ୍ରମ ଭଟ୍ଟଙ୍କ ଫିଲ୍ମରେ ନଜର ଆସିବେ

ମୁମ୍ବାଇ : ଧାରାବାହିକ ‘ଏକ୍‌ ହଜାରୋ ମେଁ ମୋରି ବେହେନା ହୈ’ରୁ ଅଭିନୟ ଜଗତରେ ପାଦ ରଖିଥିଲେ ନିଆ । ଏହି ଧାରାବାହିକଟି ବନ୍ଦ ହେବା ପରେ ଜିଟିଭିର ଲୋକପ୍ରିୟ ଧାରାବାହିକ ‘ଜମାଇ ରାଜା’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଧାରାବାହିକ ମାଧ୍ୟମରେ ସମସ୍ତଙ୍କ ପ୍ରଶଂସା ସାଉଁଟିବା ପରେ ସେ…
ଅଧିକ ଖବର ଦେଖନ୍ତୁ...

ଲିକ୍‌ ହେଲା ‘ରେସ୍‌-୩’ରେ ଥିବା ସଲମାନନ୍‌ଙ୍କ ଆକ୍ସନ୍‌ ଭିଡିିଓ

ମୁମ୍ବାଇ : ରିଲିଜ୍‌ ଅପେକ୍ଷାରେ ଥିବା ଫିଲ୍ମ ‘ରେସ୍‌-୩’କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ତତ୍ପରତା ବଢ଼ି ଚାଲିଛି । କିଛି ଦିନ ତଳେ ଫିଲ୍ମରେ ନଜର ଆସିବାକୁ ଥିବା ସମସ୍ତ କଳାକାରଙ୍କର ଫଟୋ ରିଲିଜ ହେବା ପରେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ଅନାଇ ବସିଛନ୍ତି । ଏହି ଫିଲ୍ମରେ ଥିବା ଆକ୍ସନ…
ଅଧିକ ଖବର ଦେଖନ୍ତୁ...

େଓ୍ଵଡିଙ୍ଗ୍‌ ଫଟୋଗ୍ରାଫି ଷ୍ଟୁଡିଓ ଅଶ୍ଲୀଳ ଭିଡ଼ିଓ ସାଇଟ୍‌ରେ ଛାଡ଼ୁଥିଲେ ନବବଧୂଙ୍କ ଫଟୋ

ଥିରୁବନନ୍ତପୁରମ୍‌ : କେରଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏହି ଘଟଣା ବିଷୟରେ ଜାଣିବା ପରେ ବୋଧହୁଏ କେହି ନିଜ ବିବାହରେ ଫଟୋ ଉଠାଇବା ପାଇଁ ଚାହିଁବେ ନାହିଁ । ବିବାହ ସମୟର ମୁହୂର୍ତ୍ତକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଲୋକମାନେ ଫଟୋ ଉଠାଇ ଥାଆନ୍ତି । କିନ୍ତୁ ଯଦି ସେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ୩ ଦିନରେ ୧୭ ଲକ୍ଷ ଇ-ୱେ ବିଲ୍‌ କଟାଯାଇଛି

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ରାଜ୍ୟ ରାଜ୍ୟ ମଧ୍ୟରେ ଇ-ୱେ ବିଲ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଏହି ବ୍ୟବସ୍ଥାକୁ ସାରା ଦେଶରେ ସଫଳତା ମିଳିବା ଭଳି ଲାଗୁଛି । ପ୍ରଥମ ୩ ଦିନରେ ପ୍ରାୟ ୧୭ ଲକ୍ଷ ଇ-ୱେ ବିଲ୍‌ କଟାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି । ପ୍ରଥମ ଦିନ ଅର୍ଥାତ୍‌…
ଅଧିକ ଖବର ଦେଖନ୍ତୁ...

କାନ୍‌ ଫିଲ୍ମ ଫେଷ୍ଟିଭାଲ ପାଇଁ ନୂଆ ନିୟମ: ରେଡ୍‌ କାର୍ପେଟ୍‌ରେ ସେଲ୍‌ଫି ନେଇ ପାରିବେ ନାହିଁ ସେଲିବ୍ରିଟି

ପ୍ୟାରିସ : ଆଗକୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କାନ୍‌୍ସ ଫିଲ୍ମ ଫେଷ୍ଟିଭାଲ । ପ୍ରତି ବର୍ଷ ଏଠାରେ ହଲିଉଡ଼ ଏବଂ ବଲିଉଡ଼ର ନାମୀଦାମୀ କଳାକାର ଭିନ୍ନ ଭିନ୍ନ ଅବତାରରେ ଆସୁଥିବା ବେଳେ ରେଡ୍‌ କାର୍ପେଟରେ ସେଲ୍‌ଫି ନେଇ ଥାଆନ୍ତି । ନିଜ ଫ୍ୟାନ୍‌ମାନଙ୍କ ସହ ହେଉ ବା ନିଜେ ନିଜର ହେଉ…
ଅଧିକ ଖବର ଦେଖନ୍ତୁ...

କଏଦୀମାନଙ୍କର ବି ଆଧାର ସଂଯୋଗ କରାଯିବ

ନୂଆଦିଲ୍ଲୀ : ଏଣିକି ଜେଲରେ ଥିବା କଏଦୀମାନଙ୍କର ମଧ୍ୟ ଆଧାର କାର୍ଡ ବାହାର କରାଯିବ । କେବଳ ଏତିକି ନୁହେଁ କଏଦୀଙ୍କୁ ଭେଟିବାକୁ ଆସୁଥିବା ପରିଜନମାନଙ୍କୁ ନିଜ ସହିତ ଆଧାର କାର୍ଡ ନେଇ ଆସିବାକୁ ହେବ । ନ ହେଲେ ସେମାନେ  କଏଦୀକୁ ଭେଟି ପାରିବେ ନାହିଁ । ଏ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ…
ଅଧିକ ଖବର ଦେଖନ୍ତୁ...