Daily Archives

April 4, 2018

ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ବୁଧବାର ଏହି ସୂଚନା ଦେଇଛନ୍ତି। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ ହାଉସରେ  ଅନୁଷ୍ଠିତ ବୈଠକ ପରେ ଜେନା କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ସଂପର୍କକୁ ବିରୋଧ କରିବାରୁ ପ୍ରେମିକାଙ୍କ ସହ ମିଶି ମା’ଙ୍କୁ କଲେ ହତ୍ୟା ଯୁବତୀ

ଗାଜିଆବାଦ : ଭାରତର ରାଜଧାନୀ ଦିଲ୍ଲୀର କବିନଗରଠାରେ ଏକ ଅଭାବନୀୟ ଘଟଣା ନଜର ଆସିଛି । ସମଲିଙ୍ଗୀ ସଂପର୍କକୁ ବିରୋଧ କରିବାରୁ ଯୁବତୀ ଜଣଙ୍କ ନିଜର ପ୍ରେମିକା ଶିକ୍ଷୟତ୍ରୀଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି । ପୁଲିସ ପଚାରଉଚରା ପରେ ଯୁବତୀ ଜଣଙ୍କ ନିଜର ଦୋଷ ସ୍ୱୀକାର କରିବା ସହ…
ଅଧିକ ଖବର ଦେଖନ୍ତୁ...

ବାଇକକୁ ପିଟିଲା ହାଇଓ୍ଵା, ୨ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା: ବାଇକକୁ ହାଇଓ୍ଵା ପିଟିବାରୁ ବୁଧବାର ରାତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଖଟିଆପଡ଼ା ଗାଁର ମିଟୁ ଦାସଙ୍କ ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଆଫ୍ରିଦିଙ୍କୁ ଅଧିକାର ଦେଲା କିଏ? ପ୍ରଶ୍ନ କଲେ; କୋହଲି, କପିଲ୍‌, ରୈନା…

ନୂଆଦିଲ୍ଲୀ: କଶ୍ମୀର ଆତଙ୍କବାଦୀଙ୍କ ସମର୍ଥନରେ ପାକିସ୍ତାନୀ କ୍ରକେଟିୟର ସାହିଦ୍‌ ଆଫ୍ରିଦିଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ରକରି ମଙ୍ଗଳବାର ଦେଶରେ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଫ୍ରିଦିଙ୍କୁ ତାଙ୍କ ବୟାନ ପାଇଁ ଭାରତୀୟ କ୍ରିକେଟିୟର ଗୌତମ…
ଅଧିକ ଖବର ଦେଖନ୍ତୁ...

ସରକାର ମାନିଲେ, ଦେଶର ୩୭ ହଜାର ରେଳବ୍ରିଜ୍‌ ୧୦୦ ବର୍ଷ ପୁରୁଣା

ନୂଆଦିଲ୍ଲୀ: ଶହ ଶହ ବର୍ଷର ବ୍ରିଟିଶ ଶାସନ ଯୋଗୁଁ ସମୃଦ୍ଧଶାଳୀ ଭାରତ ଏକ ଗରିବ ଦେଶରେ ପରିଣତ ହୋଇଥିଲା । ଅନେକ ଅତ୍ୟାଚାର ସହିଥିଲେ ଭାରତବାସୀ । କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ବ୍ରିଟିଶମାନେ ଭାରତରେ ଯେଉଁ କେତୋଟି ଭଲ କାମ କରିଥିଲେ ତାହା ମଧ୍ୟରେ ଅନ୍ୟତମ ହେଉଛି ସାରା ଭାରତକୁ…
ଅଧିକ ଖବର ଦେଖନ୍ତୁ...

ଓଜନ ହ୍ରାସ କରାଇବା ପାଇଁ ପିଅନ୍ତୁ ଏହି ସବୁ ଜୁସ୍‌, ମିଳିବ ଅନେକ ଫାଇଦା

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ନିଜ ଓଜନକୁ ନିୟନ୍ତ୍ରଣରେ ରଖିବା ପ୍ରାୟ ଅଧାରୁ ଅଧିକାଂଶ ଲୋକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଆମେ ଆଜି ଆପଣଙ୍କୁ ଏମିତି କିଛି ଜୁସ୍‌ ସଂପର୍କରେ କହିବୁ ଯାହାକୁ ପିଇବା ଦ୍ୱାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ପ୍ରଥମ ଜୁସ୍‌:…
ଅଧିକ ଖବର ଦେଖନ୍ତୁ...

ପାଣିପାଗ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚା: ଭିତର ଭଣ୍ଡାର ତାଲା ଖୋଲିଲାନି, ଭାଙ୍ଗିବାକୁ ସାହସ ହେଲାନି!

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ନେଇ ବହୁ ଆଗ୍ରହ-ଉତ୍କଣ୍ଠା ଜନମାନସରେ ରହିଥିଲା। କିନ୍ତୁ ଯାଞ୍ଚ ପରେ ଯେତେବେଳେ ଜଣାପଡ଼ିଲା କି ବାହାର ଭଣ୍ଡାର ଘରୁ ଜାଲି ବାଟେ ଭିତର ଭଣ୍ଡାରର ଯାଞ୍ଚ୍‌ ହେଲା, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେଏକ ୧୫…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନାରେ ସାମିଲ ହେବ ୧୦୦ ଲଢ଼ୁଆ ବିମାନ; ଖର୍ଚ୍ଚହେବ ୧.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା ବଢ଼ାଇବା ପାଇଁ ବାୟୁସେନା ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏହିକ୍ରମରେ ୧.୨୫ ଲକ୍ଷ କୋଟି ବିନିମୟରେ ୧୦୦ଟି ଲଢ଼ୁଆ ବିମାନ କିଣି ସେସବୁକୁ ବାୟୁସେନାରେ ମୁତୟନ କରିବା ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଚେନ୍ନାଇ ଠାରେ ଆସନ୍ତା ଅପ୍ରେଲ ୧୧…
ଅଧିକ ଖବର ଦେଖନ୍ତୁ...

ଏଣିକି ‘ପୁରୋହିତ’ ହେବା ପାଇଁ ମିଳିବ ପ୍ରଶିକ୍ଷଣ, ଆସନ୍ତା ଜୁଲାଇରୁ ଆରମ୍ଭ ହେବ ପାଠପଢ଼ା

ଲକ୍ଷ୍ନୌ: ଏଣିକି ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟ ‘ପୁରୋହିତ’ ନାମକ ଏକ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବ ବୋଲି ଜାଣିବାକୁ ମିଳିଛି। ଜୁଲାଇରୁ ଶିକ୍ଷା ବର୍ଷ ଆରମ୍ଭ ହେବା ମାତ୍ରେ ଛାତ୍ରଛାତ୍ରୀମାନେ ଛଅ ମାସିଆ ଏହି କୋର୍ସ ଅନୁଯାୟୀ ପୁରୋହିତ ହେବା ପାଇଁ ଶିକ୍ଷା ଅର୍ଜନ କରିବେ। ଏଥିରେ…
ଅଧିକ ଖବର ଦେଖନ୍ତୁ...