Daily Archives

April 5, 2018

ଅବସାଦଗ୍ରସ୍ତ ରହୁଛନ୍ତି କି? ଆପାଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସାଧାରଣତଃ ବ୍ୟକ୍ତି ଅବସାଦଗ୍ରସ୍ତ ବା ବିଷାଦଗ୍ରସ୍ତ ରହୁଥିବାର ଦେଖାଯାଇଥାଏ । ତେବେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ପରିମାଣ ବିଷାଦ ଦେଖାଯାଇଥାଏ । କାରଣ ମହିଳାଙ୍କୁ ଉଦ୍ଭୟ ଘର ଏବଂ ବାହାର କଥା ବୁଝିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ର ପାଇଁ କୌଣସି ପାରିଶ୍ରମିକ ନେଇନାହାନ୍ତି ଏହି କଳାକାର

ମୁମ୍ବାଇ: ଅନେକ ସମୟରେ ବଲିଉଡ଼ କଳାକରଙ୍କର ରୋଜଗାରକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥାଏ । ସେମାନଙ୍କର ରୋଜଗାର ସହ ସେମାନଙ୍କର ଖର୍ଚ୍ଚ ଏବଂ ରହିବାର ଶୈଳୀ ସଂପର୍କରେ ଜାଣିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଗ୍ରହ ଦେଖାଯାଇଥାଏ । ତେବେ, ଆପଣ କ’ଣ ଜାଣିଛନ୍ତି କି ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶ: ୧୮ ବର୍ଷର ଯୁବକ ପଡ଼ୋଶୀ ୩ ବର୍ଷ ଶିଶୁ ସହ କଲା ଦୁଷ୍କର୍ମ

ରାମପୁର: ଉତ୍ତରପ୍ରଦେଶର ରାମପୁରର ଥଣ୍ଡା ଗ୍ରାମରେ ଘଟିିଛି ଏକ ଅଭାବନୀୟ ଘଟଣା । ଘରେ କେହି ନଥିବା ସୁଯୋଗ ଉଠାଇ ପାଖ ଘରେ ରହୁଥିବା ୧୮ ବର୍ଷ ବୟସର ଜଣେ ଯୁବକ ୩ ବର୍ଷର ଶିଶୁ ସହିତ ଦୁଷ୍କର୍ମ କରିଛି। ଶିଶୁଟି ଘଟଣା ସମୟରେ ବହୁତ ଜୋରରେ ଚିତ୍କାର କରି କାନ୍ଦିବାରୁ ଘଟଣାଟି ସମ୍ମୁଖକୁ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କଟକ: କମିସନରେଟ୍‌ ପୁଲିସ ଏନ୍‌କାଉଣ୍ଟରରେ ଦୁଇ ଜଣ କୁଖ୍ୟାତ ଅପରାଧୀ ଗୁରୁବାର ରାତି ଆହତ ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଭଜିମୂଳ ଅଞ୍ଚଳରେ ଥିବା ବେଳେ ଶେଖ କାଲାବାବୁ ଓ ଅଲେଖ ରାଉତରାୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା ଖରାଦିନେ ତରଭୁଜର ଖାଇବାର ଉପକାରିତା ସଂପର୍କରେ…

ନୂଆଦିଲ୍ଲୀ : ଖରାଦିନେ ସାଧାରଣତଃ ବଜାରରେ ଅନେକ ପ୍ରକାରର ଫଳ ମିଳିଥାଏ । ସେଥିମଧ୍ୟରୁ ପ୍ରାୟତଃ ତରଭୁଜ ଖାଇବା ପାଇଁ ଲୋକ ଚାତକ ଭଳି ଅପେକ୍ଷା କରି ବସିଥାନ୍ତି । ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଶରୀର ପ୍ରତି ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହୋଇଥାଏ । ଖରାଦିନେ ସାଧାରଣତଃ ଶରୀରରେ…
ଅଧିକ ଖବର ଦେଖନ୍ତୁ...

ଅନର କିଲିଂ : ଅସୁସ୍ଥ ମା’କୁ ଦେଖିବାକୁ ଡ଼ାକି ଝିଅକୁ ହତ୍ୟା କଲେ ପରିବାର ଲୋକେ

ବର୍‌ଓ୍ଵାନି : ମଧ୍ୟପ୍ରଦେଶର ବର୍‌ଓ୍ଵାନୀରେ ପରିବାର ଲୋକେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅସୁସ୍ଥ ମା’କୁ ଦେଖିବାକୁ ଆସିବା ପାଇଁ କହି ଝିଅ ଘରକୁ ଆସିବା ପରେ ପରିବାର ଲୋକେ ମିଶି ତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ପୀଡ଼ିତା ଜଣଙ୍କ ଅନ୍ୟ ସଂପ୍ରଦାୟର ପୁଅକୁ ଭଲ ପାଇବା ସହ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ପୁଅଟିଏ ଝିଅର ହାତ ଧରିଲା ବେଳେ ଝିଅମାନଙ୍କ ମନ ଭିିତରେ କି ଧରଣର ପତ୍ରିକ୍ରିୟା ସୃଷ୍ଟି ହୋଇଥାଏ…

ଭଲପାଇବାର ଅନୁଭବ ହେଉଛି ଦୁନିଆର ସବୁଠାରୁ ନିଆଁରା ଅନୁଭବ । ସମସ୍ତେ ନିଜ ଜୀବନରେ ଯେତେବେଳେ ପ୍ରଥମ ଥର ପାଇଁ ପ୍ରେମକୁ ଅନୁଭବ କରନ୍ତି, ସେ ସମୟ ସବୁଠାରୁ ଖାସ୍‌ ସମୟ ହୋଇଥାଏ । କିଛି ନୂଆ ଅନୂଭବ ସହ ସେମାନେ ନୂଆ ନୂଆ ପରିଚିତି ହୋଇ ଥାଆନ୍ତି । ସେ ସମୟରେ ସେମାନଙ୍କ ସହ ପ୍ରଥମ ଥର ସବୁ…
ଅଧିକ ଖବର ଦେଖନ୍ତୁ...

ଘରକୁ ଭୋଜନ ପାଇଁ ଡାକି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କଲେ ସରକାରୀ ଡାକ୍ତର

ନୂଆଦିଲ୍ଲୀ : ମଙ୍ଗଳବାର ଜଣେ ଡ଼ାକ୍ତରୀ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବର ଦିନ୍ଦୁ ରାଓ ଡ଼ାକ୍ତରଖାନାରେ ଜଣେ ଡ଼ାକ୍ତର ଇନଟର୍ଣ୍ଣ ଭାବେ କାମ କରୁଥିବା ଜଣେ ମହିଳା ଡ଼ାକ୍ତରଙ୍କୁ ଖାଇବା ବାହାନାରେ ଡ଼ାକି ଏପରି କରିଥିବା ଜଣା ପଡ଼ିଛି । ଡ଼ିନର ପାଇଁ ନିଜ…
ଅଧିକ ଖବର ଦେଖନ୍ତୁ...

ରେଲେଓ୍ଵର ନୂତନ ଚିକିତ୍ସା ବ୍ୟବସ୍ଥା : ତାମିଲନାଡ଼ୁର ୨୩ଟି ସ୍ଥାନରେ ଆରମ୍ଭ ହୋଇଛି ଜରୁରିକାଳୀନ ଚିକିତ୍ସା

ଚେନ୍ନାଇ : ବର୍ତ୍ତମାନ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅନେକ ସମୟରେ ଜରୁରିକାଳୀନ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । ଏହି ସମୟରେ ଅନେକ ଥର ସଠିକ୍‌ ଚିକିତ୍ସା ଅଭାବରୁ କିଛି ଯାତ୍ରୀଙ୍କର ମୃତ୍ୟୁ ହେବାର ମଧ୍ୟ ନଜିର ରହିଛି। ତେବେ ଏହି ଅସୁବିଧାର ବର୍ତ୍ତମାନ ସମାଧାନ ଖୋଜିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତ: ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ, ଗୋଟିଏ ସପ୍ତାହରେ ୪ ମୃତ

କେନ୍ଦୁଝର/ଭୁବନେଶ୍ୱର:  ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗୋଡିପୋଖରୀ ନିକଟରେ ଗୁରୁବାର ସନ୍ଧ୍ୟାରେ ବଜ୍ରାଘାତରେ ବାଇକରେ ଆସୁଥିବା ଦୁଇ ଜଣ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକ ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମପଞ୍ଚାୟତର ସିଲିଟିଆ ଗ୍ରାମର ମହେଶ୍ୱର ମହାନ୍ତ ଏବଂ ତାଙ୍କ…
ଅଧିକ ଖବର ଦେଖନ୍ତୁ...