Daily Archives

April 5, 2018

“ତୁରନ୍ତ ଗାଡ଼ିର କାଚକୁ ଉପରକୁ କର, ନହେଲେ ମୁଁ ଦେବି ଏବେ ଗୋଟେ” ସାମ୍ବାଦିକଙ୍କ ପ୍ରଶ୍ନରୁ ବଞ୍ଚିବା ପାଇଁ ଡ଼୍ରାଇଭରକୁ…

ମୁମ୍ବାଇ :୧୯୯୮ ମସିହା କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍‌ଙ୍କୁ ଯୋଧପୁର କୋର୍ଟ ଆଜି ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣି ବେଳେ ହମ୍‌ ସାଥ୍‌ ସାଥ୍‌ ହେଁର ଅନେକ କଳାକାରଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ସମସ୍ତ କଳାକାରମାନଙ୍କୁ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

କାର୍‌ରେ ସମ୍ଭୋଗକୁ ବିରୋଧ କରିବାରୁ ବୃଦ୍ଧାଙ୍କୁ ଅସଦାଚରଣ କଲେ ପ୍ରେମୀଯୁଗଳ

ଗୁରୁଗ୍ରାମ : ଗୁରୁଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଦୁଇ ପ୍ରେମୀଯୁଗଳ ଏକ କଲୋନି ସାମ୍ନାରେ ଗାଡ଼ି ରଖି କାର୍‌ ମଧ୍ୟରେ ସମ୍ଭୋଗ କରୁଥିବାର ଅଭିଯୋଗ ହୋଇଛି । ଏ ନେଇ ଜଣେ ବୃଦ୍ଧା ତାଙ୍କୁ ଅଟକାଇବାରୁ ତାଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଜଣା ପଡ଼ିଛି । ଦୁଇ ଜଣ ନିଶାସକ୍ତ…
ଅଧିକ ଖବର ଦେଖନ୍ତୁ...

ଦର ଛିଣ୍ଡୁନି, ବିଳମ୍ବ ହେବ ଏସ୍‌-୪୦୦ ଚୁକ୍ତି

ମସ୍କୋ: ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ହେବାକୁ ଥିବା ଚୁକ୍ତି ଆଉ କିଛି ଦିନ ବିଳମ୍ବ ହେବାର ସମ୍ଭାବନ । ଦେଖାଦେଇଛି । ଏହି ଚୁକ୍ତି ଭାରତର ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚଳିତ ଋଷିଆ ଗସ୍ତ କାଳରେ ସ୍ୱାକ୍ଷରିତ ହେବାର ଥିଲା । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଜିଓ କ୍ରିକେଟ୍‌ ଉତ୍ସବ: ୨୫୧ ଟଙ୍କାରେ ୧୦୨ ଜିବି ଡାଟା

ଭୁବନେଶ୍ୱର: ଭାରତ କ୍ରିକେଟର ମାହାସମର ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ଜିଓ କ୍ରିକେଟ୍‌ ଫେଷ୍ଟିଭାଲ୍‌-ହସୋ, ଖେଲୋ, ଜିତୋ ଘୋଷଣା କରିିଛି। କଂପାନି ଏଥିପାଇଁ ଏକ ୨୫୧ ଟଙ୍କିଆ ସ୍ୱତନ୍ତ୍ର ପ୍ୟାକ୍‌ ଆଣିଛି। ଏହା ବ୍ୟତୀତ କଂପାନି ପକ୍ଷରୁ ‘ଜିଓ କ୍ରିକେଟ୍‌ ପ୍ଲେ…
ଅଧିକ ଖବର ଦେଖନ୍ତୁ...

ଜାମ୍ମୁରେ ନଦୀବନ୍ଧ ନିର୍ମାଣ , ଭାରତ ବିରୋଧରେ ବିଶ୍ୱବ୍ୟାଙ୍କରେ ଅଭିଯୋଗ କଲା ପାକିସ୍ତାନ

ଇସ୍ଲାମାବାଦ: ପାକିସ୍ତାନକୁ ଯାଇଥିବା ନଦୀଗୁଡ଼ିକ ଉପରେ ଭାରତ ପକ୍ଷରୁ ନଦୀବନ୍ଧ ନିର୍ମାଣ କରାଯାଉଥିବାରୁ ପାକିସ୍ତାନ ତାହାର ବିରୋଧ କରିଛି । ଏସଂପର୍କରେ ପାକିସ୍ତାନ ବିଶ୍ୱ ବ୍ୟାଙ୍କରେ ଅଭିଯୋଗ କରିଛି । ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତିର ଉଲ୍ଲଙ୍ଘନ କରି ଭାରତର ଏସବୁ ନଦୀବନ୍ଧ ନିର୍ମାଣ କରୁଛି…
ଅଧିକ ଖବର ଦେଖନ୍ତୁ...

ମୌସୁମୀ ସମୟରେ ପୁଣି ଥରେ ରତ୍ନଭଣ୍ଡାର ଯାଞ୍ଚ ହେବ!

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଯାଞ୍ଚ ହେଲା ପରେ ମଧ୍ୟ ଏଥିରେ ଆତ୍ମ ସନ୍ତୋଷ ମିଳି ନାହିଁ। ପୁଣି ଥରେ ରତ୍ନଭଣ୍ଡାର ଯାଞ୍ଚ ହୋଇପାରେ ବୋଲି ବିଶେଷଜ୍ଞ କମିଟି କହିଛି। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି, ଭିତର ରତ୍ନଭଣ୍ଡାର ତାଲା ଗୁଡ଼ିକ ସବୁ ସିଲ ହୋଇଥିଲା। ବାହାରୁ ଭିତର…
ଅଧିକ ଖବର ଦେଖନ୍ତୁ...

ଶୋଇବା ସମୟରେ ଅନେକ ଲୋକଙ୍କ ସହ ଘଟେ ଏହି ସବୁ ରହସ୍ୟମୟ ଘଟଣା

ଶୋଇବା ସମୟରେ ଏମିତି ଅନେକ ଘଟଣା ଘଟେ ଯେଉଁସବୁ ବିଷୟରେ ଆପଣ ହୁଏତ କେବେ ଚିନ୍ତା କରିନଥିବେ। ଆପଣ ଭାବୁଥିବେ ଯେ ଥରେ ଶୋଇଗଲା ପରେ ମସ୍ତିଷ୍କ ସ୍ଥିର ହୋଇଯାଏ। ମାତ୍ର ନାଁ, ଶୋଇଥିବା ଅବସ୍ଥାରେ ବି ଅନେକ କିଛି ଘଟେ। ସେ ସବୁ ନିମ୍ନରେ ଆଲୋଚନା କରାଯାଇଛି। ଆସନ୍ତୁ ଜାଣିବା ଶୋଇବା ପରେ ମଣିଷ…
ଅଧିକ ଖବର ଦେଖନ୍ତୁ...

୫ ଲକ୍ଷ ଭାରତୀୟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତଗତ ଡାଟା ଲିକ୍‌ ହୋଇଛି: ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ବ୍ୟବହାରକାରୀ ୨୫କୋଟି ଭାରତୀୟଙ୍କ ମଧ୍ୟରୁ ୦.୨୨ ପ୍ରତିଶତ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଡାଟା ଲିକ୍‌ ହୋଇ ଯାଇଥିବା ଭାରତ ସରକାରଙ୍କ ନିକଟରେ ସ୍ୱୀକାର କରିଛନ୍ତି ଫେସ୍‌ବୁକ୍‌ କର୍ତ୍ତୃପକ୍ଷ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଫେସ୍‌ବୁକ୍‌ ଓ…
ଅଧିକ ଖବର ଦେଖନ୍ତୁ...