Daily Archives

April 6, 2018

ଶାଢ଼ି ପିନ୍ଧୁଥିବା ମହିଳାଙ୍କୁ ପୁରୁଷ ଅଧିକ ପସନ୍ଦ କରନ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଶାଢ଼ି କେବଳ ପୋଷାକ ନୁହଁ, ଏହା ଏକ ଭାବନା। ଭାରତରେ ମହିଳାଙ୍କ ଶାଢ଼ି ପିନ୍ଧିବା ପ୍ରଥା ବହୁ ପୁରାତନ କାଳରୁ ଚାଲି ଆସୁଛି । ଦେବାଦେବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମହିଳା ପର୍ଯ୍ୟନ୍ତ ସମସ୍ତେ ଶାଢ଼ିକ ପିନ୍ଧିଥାନ୍ତି । ଏପରିକି ଏବେ ମଧ୍ୟ ପ୍ରାୟତଃ ଅଧିକାଂଶଙ୍କ ଘରେ ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଝିଅ ସହ ଦୁଷ୍କର୍ମ କରି ଜେଲ ଗଲା ବାପା

ଅମ୍‌ରୋହା (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଅମ୍‌ରୋହାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ନାବଳିକା ହୋଇଛି ଦୁଷ୍କର୍ମର ଶିକାର । ସେ ପୁଣି କେହି ବାହାର ଲୋକଙ୍କ ଦ୍ୱାରା ନୁହେଁ ବରଂ ନିଜ ଜନ୍ମକଲା ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଏହି ଘଟଣାଟି ସାମ୍ନାକୁ ଆସିବା…
ଅଧିକ ଖବର ଦେଖନ୍ତୁ...

ଏପରି ଏକ କମ୍ପାନି ଯେଉଁଠାରେ ବିବାହ ଏବଂ ଗର୍ଭବତୀ ହେବା ପାଇଁ ଅନୁମତି ନେବାକୁ ପଡ଼େ

ନୂଆଦିଲ୍ଲୀ: ବିବାହ କରିବା ଏବଂ ଗର୍ଭବତୀ ହେବା ସବୁ ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବର୍ତ୍ତମାନ କିନ୍ତୁ ଜାପାନରେ ଏକ ଅଦ୍ଭୁତ ନିୟମ ଦେଖିବା ପାଇଁ ମିଳିଛି। ଜଣେ ମହିଳା କମ୍ପାନି ମୁଖ୍ୟଙ୍କ ବିନା ଅନୁମତିରେ ଗର୍ଭବତୀ ହୋଇଯିବାରୁ ତାଙ୍କୁ ଚାକିରି ଛାଡ଼ିବା ପାଇଁ ଆଦେଶ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ଇଚ୍ଛା : ସରୀସୃପ ଭଳି ଦେଖାଯିବା ପାଇଁ କାଟିଲେ ଜିଭ ଓ କାନ

ନୂଆଦିଲ୍ଲୀ : ଦୁନିଆରେ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ପ୍ରକାରର ଇଛା ଦେଖିବାକୁ ମିଳିଥାଏ । କିଛି ବ୍ୟକ୍ତି ନିଜର ଇଛା ପୂରା କରିବାକୁ ଯାଇ ସମସ୍ତ ସୀମା ପାର କରିଦିଅନ୍ତି। ଅରିଜୋନାଠାରେ ଏଭଳି ଏକ ବାସ୍ତବିକ ଘଟଣା ଦେଖିବାକୁ ମିଳିଛି । ୫୫ ବର୍ଷିୟ ଇବା ତିଆମତ ମେଣ୍ଡୁସା ସରୀସୃପ ଭଳି…
ଅଧିକ ଖବର ଦେଖନ୍ତୁ...

ଆଳୁ ଚୋପାରେ ରହିଛି ଅନେକ ଉପକାରିତା; ଦୂର କରେ ଏହି ସବୁ ରୋଗ

ନୂଆଦିଲ୍ଲୀ: ପନିପରିବା ଭିତରେ ଆଳୁ ସବୁଠାରୁ ଲୋକପ୍ରିୟ । ପିଲାଠୁ ବୁଢ଼ା ଯାଏଁ ପ୍ରାୟତଃ ସମସ୍ତଙ୍କୁ ଆଳୁ ଖାଇବା ପସନ୍ଦ ଥାଏ । ତେବେ ଆଳୁକୁ ବ୍ୟବହାର କରିବା ପରେ ଏହାର ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଆଯାଏ । ତେବେ ଆପଣ ଜାଣିଛନ୍ତି କି ଆଳୁ ସହ ଏହାର ଚୋପାର ମଧ୍ୟ ଅନେକ ଉପକାରିତା ରହିଛି…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ପୁଅ-ଝିଅ ନିଜ ଭିତରେ ଏହି ୫ଟି କଥା ଚର୍ଚ୍ଚା କରିବା ଦରକାର

ଆଜି କାଲି ଆଉ ପୂର୍ବ ପରି ସମୟ ନାହିଁ । ପୂର୍ବରୁ ପୁଅ-ଝିଅମାନେ ବିବାହ କରିବାକୁ ଯାଉଥିଲେ ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ । ବିବାହ ପୂର୍ବରୁ ପୁଅ-ଝିଅମାନଙ୍କୁ କଥା ହେବା ପାଇଁ ପରିବାର ଲୋକ ଆଦୌ ସୁଯୋଗ ଦିଅନ୍ତି ନାହିଁ । କିନ୍ତୁ ଏବେ ସମୟ ବଦଳିବା ସହ ଲୋକମାନଙ୍କର ଚିନ୍ତାଧାରା…
ଅଧିକ ଖବର ଦେଖନ୍ତୁ...

ଇସ୍‌ଲାମ ଧର୍ମ ଗ୍ରହଣ ନ କରିବାରୁ ସୋସିଆଲ ମିଡିଆରେ ସ୍ତ୍ରୀର ଅଶ୍ଲୀଳ ଫଟୋ ଛାଡ଼ିଲା ସ୍ୱାମୀ

ପଞ୍ଚକୁଲା: ହରିୟାଣାର ପଞ୍ଚକୁଲାରୁ ସ୍ୱାମୀର ଏକ ନିନ୍ଦନୀୟ କାମ ସାମ୍ନାକୁ ଆସିଛି । ସ୍ତ୍ରୀ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିବା ପାଇଁ ମନା କରି ଦେବାରୁ ରାଗି ଯାଇ ସ୍ତ୍ରୀର ସମ୍ମାନ କଥା ଭୁଲି ଯାଇଛି ସ୍ୱାମୀ । କଥା ଅବମାନନାର ଦଣ୍ଡ ଦେବାକୁ ଯାଇ ସ୍ୱାମୀ ନିଜ ସାଙ୍ଗ ସହ ମିଶି ସ୍ତ୍ରୀର…
ଅଧିକ ଖବର ଦେଖନ୍ତୁ...

ଦେଶରେ ୫୬ଟି ନୂଆ ଏୟାରପୋର୍ଟ ନିର୍ମାଣ କରାଯିବ

ନୂଆଦିଲ୍ଲୀ : ଦେଶରେ ଏବେ ୧୨୬ଟି ଏୟାରପୋର୍ଟ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ପରିଚାଳନାଧୀନ ଥିବାବେଳେ  ଆସନ୍ତା କିଛି ବର୍ଷମଧ୍ୟରେ ଦେଶରେ ଆଉ ୫୬ଟି ନୂଆ ବିମାନ ବନ୍ଦର ଚାଲୁ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡିଛି । ଏହା ମଧ୍ୟରେ ରହିଛି ଓଡିଶାର ଝାରସୁଗୁଡା ଏୟାରପୋର୍ଟ । କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାନ୍‌ଙ୍କ ଜେଲ ଯିବାକୁ ନେଇ କପିଲ ଶର୍ମାଙ୍କ ଅପମାନଜନକ ଟ୍ଵିଟ୍‌ :ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସଫେଇ ଦେଲେ 

ମୁମ୍ବାଇ : ଗତକାଲି ୧୯୯୮ରେ କରିଥିବା କୃଷ୍ଣସାର ମୃଗ ଶିକାରକୁ ନେଇ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଏହି ମାମଲାର ଶୁଣାଣି ପରେ ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲକୁ ନିଆ ଯାଇଥିବା ବେଳେ ତା’ଙ୍କୁ ଜାମିନ ମିଳିବାରେ…
ଅଧିକ ଖବର ଦେଖନ୍ତୁ...

ରେଡିଓ-ଶ୍ରୋତା ସଂପର୍କର ନିଆରା ଉଦାହରଣ: ଲିଗାମେଣ୍ଟ ସର୍ଜରି ସତ୍ୱେ ଆରଜେ ଘରୁ କଲେ ଲାଇଭ୍ ସୋ’

ଓଡ଼ିଶାର ଲୋକପ୍ରିୟ ଏଫଏମ୍ ରେଡିଓ ଚକଲେଟରେ ପ୍ରତ୍ୟେକ ଦିନ ସକାଳ ୭ଟାରେ ‘ସକାଳର ପହିଲିଗାଡ଼ିରେ...’ କାର୍ଯ୍ୟକ୍ରମ ପ୍ରସାରିତ ହୁଏ ।ସକାଳର କିଛି ରୋଚକ ଖବର, ଶ୍ରୋତାମାନଙ୍କର ବାର୍ତା, ଟ୍ରାଫିକ,ପାଣିପାଗ, ସୁନାରୁପା ଦରର ଅପଡେଟ୍ ସହ ସୁମଧୁର ଗୀତ ପରିବେଷଣ କରାଯାଏ। ଏହି …
ଅଧିକ ଖବର ଦେଖନ୍ତୁ...