Daily Archives

April 6, 2018

ପୁଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଟୁଟୁନି ଆହତ

କଟକ: କୁଖ୍ୟାତ ଅପରାଧୀ ଅଶୋକ ବେହେରା ଓରଫ ଟୁଟୁନି ଶୁକ୍ରବାର ରାତି ଏନ୍‌କାଉଣ୍ଟରରେ ଆହତ ହୋଇଛି। କଟକ ଚୌଦ୍ୱାର ଅଞ୍ଚଳରେ ଟୁଟୁନି ଥିବା ଜାଣି ପାରି କମିସନରେଟ୍‌ ପୁଲିସ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇ ଥିଲା। ଘଟଣାସ୍ଥଳରୁ ଟୁଟୁନି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନ୍‌କାଉଣ୍ଟର…
ଅଧିକ ଖବର ଦେଖନ୍ତୁ...

ଟାଟା ଷ୍ଟିଲର ରେକର୍ଡ ଉତ୍ପାଦନ ଓ ବିକ୍ରି

ମୁମ୍ବାଇ : ଟାଟା ଷ୍ଟିଲ ପକ୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ଓ ଏହି ବର୍ଷର ୪ର୍ଥ ତ୍ରୟମାସର ଉତ୍ପାଦନ ଓ ବିକ୍ରି ଫଳାଫଳ ଘୋଷଣା କରାଯାଇଛି । ଟାଟା ଷ୍ଟିଲର ଜାମସେଦପୁର ପ୍ଲାଣ୍ଟ ବ୍ଲାଷ୍ଟ ଫର୍ଣ୍ଣେସରେ ୨୦୧୮ ଆର୍ଥିକ ବର୍ଷରେ ୧୦.୯୫ ନିୟୁତ ଉତ୍ତପ୍ତ ଧାତୁ ଉତ୍ପାଦନ କରାଯାଇଛି ଯାହା ୨୦୧୭ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

୧୧୦ଟି ଲଢୁଆ ବିମାନ କିଣିବ ଭାରତ, ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାର ଏକ ବୃହତ୍‌ ପ୍ରତିରକ୍ଷା ଡିଲ୍‌ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ପ୍ରାୟ ୧.୨୫ ଲକ୍ଷ କୋଟି ବା ୨୦ ବିଲିୟନ ଡଲାର ବିନିମୟରେ ୧୧୦ଟି ଲଢୁଆ ବିମାନ ଖରିଦ କରାଯିବ । ଏଥିପାଇଁ ସରକାର ଶୁକ୍ରବାରଦିନ ପ୍ରାରମ୍ଭିକ ଗ୍ଲୋବାଲ ଟେଣ୍ଡର (RFI ବା ରେକ୍ୱେଷ୍ଟ ଫର…
ଅଧିକ ଖବର ଦେଖନ୍ତୁ...

ନୂଆ ଏୟାରଟେଲ୍‌ ଟିଭି ଆପ୍‌ରେ ମାଗଣାରେ ଦେଖିହେବ ଆଇପିଏଲ

ନୂଆଦିଲ୍ଲୀ: ନୂଆ ଏୟାରଟେଲ୍‌ ଟିଭି ଆପ୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତ ବର୍ଷର ଭିଭୋ ଆଇପିଏଲ୍‌ ୨୦୧୮ ମ୍ୟାଚ୍‌ଗୁଡ଼ିକର ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଏହିସବୁ ମ୍ୟାଚ୍‌ର ହାଇଲାଇଟ୍‌ଗୁଡ଼ିକୁ ହଟ୍‌ଷ୍ଟାର୍‌ ମାଧ୍ୟମରେ ମଧ୍ୟ ଦେଖିବାର ସୂଯୋଗ ପାଇପାରିବେ । ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତୀୟ ମହିଳା ହକି ଟିମ୍‌ ଠାରୁ ମାଲେସିଆ ୪-୧ରେ ପରାସ୍ତ

ଗୋଲଡ୍‌କୋଷ୍ଟ: ଭାରତୀୟ ମହିଳା ହକି ଟିମ୍‌ ମାଲେସିଆକୁ ୪-୧ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟିମ୍‌ ପୁଲ୍‌-ଏ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦଳର ଗୁରଜିତ କୌର ୬ ଓ ୩୯ ମିନିଟରେ ୨ଟି ଗୋଲ ଦେଇଥିଲେ। ସେହିଭଳି…
ଅଧିକ ଖବର ଦେଖନ୍ତୁ...

୫୦କୋଟି ଟଙ୍କା ଭର୍ତ୍ତି ଥିବା ଗାଡ଼ି ଓଲଟି ପଡ଼ିଲା, ଲୁଟିବା ପାଇଁ ଗ୍ରାମବାସୀ ଲାଗି ପଡ଼ିଥିଲେ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ ୫୦କୋଟି ଟଙ୍କା ଭର୍ତ୍ତି ଥିବା ଏକ ଭ୍ୟାନ୍‌ ଓ ତାହାର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାହାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟଙ୍କା ଭର୍ତ୍ତି ଗାଡ଼ି ଓ ପୁଲିସର ସ୍କର୍ପିଓ ଦୁଇଟି ଗାଡ଼ି ନିୟନ୍ତ୍ରଣ ହରାଇ ଆସୁଥିବା ଏକ ଗାଡ଼ିକୁ ବଞ୍ଚାଇବା ପାଇଁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ଏହି ସବୁ କଥା କହୁଥିବା ବ୍ୟକ୍ତି ଦୁଃଖୀ ହୋଇଥାନ୍ତି

ଅନେକ ବ୍ୟକ୍ତିଙ୍କ ଭାବନା ପତ୍ନୀ ହେଉଛନ୍ତି ଦୁନିଆରି ସବୁଠାରୁ ପ୍ରିୟ ମଣିଷ ତେଣୁ ତାଙ୍କ ସହିତ ନିଜର ସୁଖ ଦୁଃଖ ସବୁକିଛି ବାଣ୍ଟିବା ଉଚିତ୍‌। ଆଜ୍ଞା ହଁ, ପତ୍ନୀ ପତିଙ୍କର ଅଧା ସେଥିପାଇଁ ତାଙ୍କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ମାତ୍ର ବାସ୍ତବ କଥା ହେଉଛି ପତ୍ନୀଙ୍କୁ ସବୁ କଥା କହିବା…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ବେଳେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ପାଣିରେ ବୁଡ଼ି ଶୁକ୍ରବାର ୨ଟି ଭିନ୍ନ ଭିନ୍ନ ଘଟଣାରେ ୩ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲା ବାରକୋଟ ସିଂହଶାଖ ଗାଁର ଓରାମଙ୍କ ନାବାଳିକା ଝିଅ ସୀତା ଓରାମ ଓ ଶିବ ଓରାମଙ୍କ ନିଜ ଝିଅ ଅଞ୍ଜନା ପାଣିରେ ବୁଡି ଜୀବନ ହରାଇଛନ୍ତି। ସୀତା ଓ ଅଞ୍ଜନା…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଜେଲ ଯିବା ନେଇ ସୋଫିଆ ଖୁସି

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ସଲମାନ ଖାନ ଜେଲ୍‌ ଯିବା ପରେ ସାରା ଦେଶ ଦୁଃଖରେ ଥିବା ବେଳେ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୂର୍ବତନ ‘ବିଗ୍‌ ବସ୍‌’ ପ୍ରତିଯୋଗୀ ସୋଫିଆ ହାୟତ। ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ସେସିଆଲ୍‌ ମିଡିଆରେ ସୋଫିଆ ଏକ ଦୀର୍ଘ ପୋଷ୍ଟ୍‍ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ବାଡି ସାହାଯ୍ୟରେ କିପରି ବାଘ ସହ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି ଏହି ଯୁବତୀ ଜାଣନ୍ତୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ବସବାସ କରୁଥିବା ୨୧ବର୍ଷୀୟ ଯୁବତୀ ନିଜ ଜୀବନକୁ ବାଜି ମାରି ତାଙ୍କ ଛେଳିକୁ ବଞ୍ଚାଇବା ପାଇଁ ବାଘ ସହିତ ଲଢ଼େଇ କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ସେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାଘ ସହ ଗୁରୁତର…
ଅଧିକ ଖବର ଦେଖନ୍ତୁ...