Daily Archives

April 7, 2018

ଆଇପିଏଲ୍‌ ୧୧: ଉଦ୍‌ଘାଟନୀ ମ୍ୟାଚ୍‌ରେ ‘ଚେନ୍ନାଇ ସୁପର କିଙ୍ଗସ୍‌’ର ରୋମାଞ୍ଚକ ବିଜୟ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌କୁ ଶନିବାର ଚେନ୍ନାଇ ସୁପର କିଙ୍ଗସ୍‌ ଜିତିଛି। ହାତରେ ଗୋଟିଏ ଓ୍ଵିକେଟ ଥାଇ ୬ଟି ବଲରୁ ୭ ରନ୍‌ ଆବଶ୍ୟକ ଥିବା ବେଳେ କେଦାର ଯାଦବ ଏହାକୁ ୫ଟି ବଲରୁ ହାସଲ କରିପାରିଛନ୍ତି। ଏକଦା ୧୭ଟି ବଲରେ ୪୬ ରନ୍‌ ଆବଶ୍ୟକତା…
ଅଧିକ ଖବର ଦେଖନ୍ତୁ...

କେତେକ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ କରାଯାଇପାରେ: ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ଏବେ ଭଲନାହିଁ । ବଢିଚାଲିଥିବା ଅନାଦେୟ ଋଣ ଓ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଦେଶର ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଏ ପରିସ୍ଥିତିରେ ବ୍ୟାଙ୍କ ଘରୋଇକରଣ କଥା ଉଠୁଛି । କିଛିଦିନ ତଳେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଟିଟିଲାଗଡ଼: ଏକାଧିକ ଯାତ୍ରୀ ବଗି ଛାଡ଼ି ପଳାଇଲା ଟ୍ରେନ୍‌, ଯାତ୍ରୀ ଭୟଭୀତ

ଟିଟିଲାଗଡ଼: ଇଞ୍ଜିନ ବଦଳାଇବା ବେଳେ ଶନିବାର ରାତିରେ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ର ଏକାଧିକ ଯାତ୍ରୀ ବଗିକୁ ଛାଡ଼ି ପଳାଇଛି। ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାର ପୁରୀରୁ ଅହମଦାବାଦ ଯାଉଥିବା ଟ୍ରେନ୍‌ ଟିଟିଲାଗଡ଼ ଜଙ୍କସନ୍‌ରେ ଇଞ୍ଜିନ ବଦଳାଉ ଥିଲା। ଏହାରି…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଫ୍ରିଜ୍‌ ପାଣି ହୋଇପାରେ ଶରୀର ଲାଗି ହାନିକାରକ

ନୂଆଦିଲ୍ଲୀ : ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହିତ ଲୋକଙ୍କ ମଧ୍ୟରେ ଥଣ୍ଡା ପାନୀୟର ଚାହିଦା ବଢ଼ିବାରେ ଲାଗିଛି । ସାଧାରଣତଃ ଲୋକ ଖରାଦିନ ଆସିବା ମାତ୍ରେ ଫ୍ରିଜରେ ଥିବା ଥଣ୍ଡା ପାଣି ପିଇବା ଆରମ୍ଭ କରି ଦିଅନ୍ତି । ଖରାରେ ବାହାରୁ ବୁଲିବୁଲି ଆସିଥିବା ବ୍ୟକ୍ତିଙ୍କ ପାଇଁ ଥଣ୍ଡାପାଣି ଅମୃତ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଷ୍ଟାରପ୍ଲସରେ ପ୍ରସାରିତ ଧାରାବାହିକ ‘ୟେ ହୈ ମୋହବତେଁ’ ଛାଡ଼ିଲେ ସଂଗ୍ରାମ ସିଂ

ନୂଆଦିଲ୍ଲୀ: ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ପ୍ରସିଦ୍ଧ ଧାରାବାହିକ ‘ୟେ ହେ ମହବତେଁ’ରେ କିଛି ଦିନ ହେବ ନଜର ଆସୁ ନାହାନ୍ତି ଖଳନାୟକ ସଂଗ୍ରାମ ସିଂ ଓରଫ୍‌ ଅଶୋକ ଖାନ୍ନା । ସୋ’ରୁ ସେ ଅଚାନକ ଓହରି ଯିବା ପରେ ତାଙ୍କ ସୋ’ ଛାଡ଼ିବାକୁ ନେଇ ଅନେକ କଥା ସାମ୍ନାକୁ ଆସିଥିଲା । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ଏକମାତ୍ର ମହିଳା ରିକ୍ସା ଚାଳକ : ହେଲମେଟ୍‌ ଓ ଶାଢ଼ି ପିନ୍ଧି ଚଳାନ୍ତି ରିକ୍ସା

ନୂଆଦିଲ୍ଲୀ : ବିଶ୍ୱରେ ମହିଳା ସଶସ୍ତ୍ରୀକରଣ ବିଷୟରେ ଅନେକ ଆଲୋଚନା ଚାଲୁଛି। ତେବେ ଏହାକୁ ପ୍ରମାଣିତ କରିଛନ୍ତି ବାଂଲାଦେଶର ଚିଟ୍ଟାଗଙ୍ଗ୍‌ ଅଞ୍ଚଳର ବସଷ୍ଟାଣ୍ଡରେ ଶାଢ଼ି ଏବଂ ହେଲମେଟ ପିନ୍ଧି ରିକ୍ସା ଚଲାଉଥିବା ମୌସମ ଜାମିନ୍‌ ।ବାଂଲାଦେଶରେ ଏକମାତ୍ର ମହିଳା ରିକ୍ସା ଚାଳକ ଭାବେ…
ଅଧିକ ଖବର ଦେଖନ୍ତୁ...

ଏହି ଅଭ୍ୟାସ ଉପରେ ଧ୍ୟାନ ଦିଅନ୍ତୁ ; ସୁସ୍ଥ ଶରୀର ପାଆନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନ ସୁସ୍ଥ ରହିବା ପାଇଁ ସାଧାରଣତଃ ସମସ୍ତେ ଫାଷ୍ଟଫୁଡ଼ ଖାଇବା ଛାଡ଼ିବା ସହ ଅନେକ ବ୍ୟାୟମ କସରତ କରୁ ଥିବାର ଦେଖା ଯାଉଛି । ତେବେ ବହୁତ କିଛି କରିବା ପରେ ମଧ୍ୟ ବର୍ତ୍ତମାନ ଜନସାଧାରଣ ଅନେକ ରୋଗର ଶିକାର ହେଉଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଦୈନନ୍ଦିନ ଜୀବନରେ କିଛି…
ଅଧିକ ଖବର ଦେଖନ୍ତୁ...

କମ୍‌ ରାସନ୍‌ ଦେବା ଅଭିଯୋଗ କରିବାରୁ ମହିଳାଙ୍କୁ ପିଟି ପିଟି ମାରିଲେ ଦୋକାନୀ

ମୁଜାଫରନଗର : ଉତ୍ତରପ୍ରଦେଶ ମୁଜାଫରନଗରରେ ଜଣେ ୭୫ ବର୍ଷୀୟା ମହିଳାଙ୍କୁ ଗତ କାଲି ପିଟି ପିଟି ହତ୍ୟା କରାଯାଇଛି। ହତ୍ୟାର କାରଣ ଅତି ମାମୁଲି। ଅସି ନାମକ ମହିଳା ଜଣକ ଏକ ଦୋକାନକୁ ରାସନ୍‌ ଆଣି ଯାଇଥିବା ସମୟରେ ଦୋକାନୀ ଜଣକ ତାଙ୍କୁ କମ୍‌ ରାସନ୍‌ ଦେବା ଅଭିଯୋଗ କରିଥିଲେ । ଏହପରେ ଦୋକାନୀ ଓ…
ଅଧିକ ଖବର ଦେଖନ୍ତୁ...

ସୋନିଆ ଗାନ୍ଧିଙ୍କ ଚରିତ୍ରରେ ନଜର ଆସିବେ ଜର୍ମାନ ଅଭିନେତ୍ରୀ ସୁଜାନେ: ଦୁଇ ଜଣଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ନେଇ…

ମୁମ୍ବାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ଜୀବନୀକୁ ନେଇ ତିଆରି ହେଉଛି ଫିଲ୍ମ ‘ଦ ଆକ୍ସିଡ଼େଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ । ଏହି ଫିଲ୍ମଟି ସଞ୍ଜୟ ବରୁ ଲେଖିଥିବା ବହିରୁ ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଉଥିବା ବେଳେ ମନମୋହନ ସିଂଙ୍କ ଭୂମିକାରେ ନଜର ଆସୁଛନ୍ତି…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ପାଇଁ ରୋଗୀଣା ମା’ଙ୍କୁ ଧରି ଅକ୍ସିଜେନ ସିଲିଣ୍ଡର ସହ ଡ଼ାକ୍ତରଖାନା ବାହାରେ ଛିଡ଼ା ହୋଇ ରହିଲେ ଯୁବକ

ରୁନାକ୍ତା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ରୁନାକ୍ତାରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା । ରୋଗୀଙ୍କ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଜଣେ ଯୁବକ ଆମ୍ବୁଲାନ୍ସ ପାଇଁ ଡ଼ାକ୍ତରଖାନା ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିବାର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋଟି…
ଅଧିକ ଖବର ଦେଖନ୍ତୁ...