Daily Archives

April 7, 2018

ଆଇପିଏଲ୍‌ ୧୧: ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬୬ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶନିବାର ମୁମ୍ବାଇ ଇଣ୍ଡିଆନସ୍‌ ୧୬୫ ରନ୍‌ ସଂଗ୍ରହ କରିବା ପରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬୬ ରନ୍‌ ଟାର୍ଗେଟ ଦେଇଛି। ରଂଗାରଂଗ କାର୍ଯ୍ୟକ୍ରମ ପରେ ହୋଇଥିବା ଟସ୍‌ ଜିଣି ଚେନ୍ନାଇ ଟିମ୍‌ର ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି ଏହି ଟେଲି-ଅଭିନେତା ଦମ୍ପତି

ମୁମ୍ବାଇ: ସମସ୍ତ ଦମ୍ପତିଙ୍କ ଜୀବନରେ ସନ୍ତାନ ଲାଭ କରିବା ଏକ ସ୍ୱପ୍ନ ସଦୃଶ ରହିଥାଏ । ଆପଣ ବଲିଉଡ଼ରେ ଅନେକ କଳାକାରଙ୍କୁ ନିଜର ସନ୍ତାନ ଥାଇ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବାର ଦେଖିଥିବେ । ତେବେ ଏହି ତାଲିକାରେ ଟେଲିଭିଜନ ଦୁନିଆରେ ମଧ୍ୟ କିଛି କଳାକାର ରହିଛନ୍ତି । ଏହି କଳାକାରମାନେ…
ଅଧିକ ଖବର ଦେଖନ୍ତୁ...

ଗୌତମ ବୁଦ୍ଧଙ୍କ ଅନୁଯାୟୀ ଜଣେ ପୁରୁଷର ୪ ଜଣ ସ୍ତ୍ରୀ ରହିଥାଆନ୍ତି,କାରଣ କ’ଣ ଜାଣନ୍ତୁ?

ଶାନ୍ତିର ପ୍ରତୀକ ଗୌତମ ବୁଦ୍ଧ ଦେଇଥିବା ମତ ଅନୁଯାୟୀ ଜଣେ ପୁରୁଷର ୪ଟି ସ୍ତ୍ରୀ ରହିବା ଦରକାର । ଯାହା ଏ ଭବ ସଂସାରରେ ବଞ୍ଚିବା ପାଇଁ ଜଣେ ପୁରୁଷକୁ ସାହାଯ୍ୟ କରିବ । ଏ କଥା ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଜଣେ ଏତେ ବଡ଼ ମହାନ ବ୍ୟକ୍ତିତ୍ୱ କାହିଁକି ଏବଂ କ’ଣ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବା ନାଁରେ ମହିଳାଙ୍କୁ ହାଇଦ୍ରାବାଦ୍‌ରୁ ନେଇ ଦୁବାଇରେ ବିକିଥିଲେ ଯୁବକ

ହାଇଦ୍ରାବାଦ୍‌: ଆଜିକାଲି ଚାକିରିକୁ ନେଇ ଯୁବପିଢ଼ି ଖୁବ୍‌ ଚିନ୍ତିତ ହୋଇ ପଡ଼ିଛନ୍ତି । ଦେଶରେ ଚାକିରିର ଅଭାବ ଦେଖାଯାଉଥିବା ବେଳେ ଲୋକମାନେ ଘର ଚଳାଇବା ପାଇଁ ଦେଶ ବା ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଚାକିରି ପାଇବା ନାଁରେ ଅନେକ ଲୋକ ଠକେଇର ଶିକାର ହୋଇଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଧୀରୁକୁଟୀ ବସ୍ତି ନିକଟରେ ଶୁକ୍ରବାର ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜଇନୁଲ ଆବେଦିନ୍‌ ଖାଁଙ୍କ ଘରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ସେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ନିଜ…
ଅଧିକ ଖବର ଦେଖନ୍ତୁ...

ସଲମାନ୍‌ଙ୍କ ପରେ ଏବେ ପାଳି ଆଶାରାମ୍‌ଙ୍କର; ଶୁଣାଣି ଶେଷ ଚୂଡ଼ାନ୍ତ ରାୟ ୨୫ରେ

ଯୋଧପୁର: ଯୋଧପୁରରେ ଏବେ ଦେଶର ଚର୍ଚ୍ଚିତ ଅଭିନେତା ସଲମାନ୍‌ ଖାନ୍‌ଙ୍କ ପରେ ପାଳି ପଡ଼ୁଛି, ଚର୍ଚ୍ଚିତ ଧର୍ମଗୁରୁ ଆଶାରାମ୍‌ ବାପୁଙ୍କର। କାରଣ, ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କ ବିରୋଧରେ ଆଗତ ଏକ ନାବାଳିକା ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ରାୟ ଆସନ୍ତା ୨୫ ତାରିଖରେ ଘୋଷଣା କରିବେ ଯୋଧପୁରର…
ଅଧିକ ଖବର ଦେଖନ୍ତୁ...

ମଇରେ ଲଞ୍ଚ ହେବ ୨ୟ ପିଢ଼ିର ହୋଣ୍ଡା ଆମେଜ୍‌ ,ପ୍ରି-ଲଞ୍ଚ ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଭାରତରେ ପ୍ରିମିୟମ କାର୍‌ର ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିଃ. ଏହାର ବହୁ ପ୍ରତୀକ୍ଷିତ ଅଲ୍‌ ନ୍ୟୁ ଦ୍ୱିତୀୟ ପୀଢ଼ିର ହୋଣ୍ଡା ଆମେଜ୍‌ ପାଇଁ ପ୍ରିଲଂଚ ବୁକିଂ ଆରମ୍ଭ କରିଛି। ଏହି ବୁକିଂ କାଯର୍‌ୟକ୍ରମ ସାରା ଦେଶର ସବୁ ସ୍ୱୀକୃତ ହୋଣ୍ଡା ଡିଲରସିପ୍‌ ଗୁଡ଼ିକରେ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ୧୦ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର !

ଆପଣମାନେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ୧୦ଅଙ୍କ ବିଶିଷ୍ଟ ନହୋଇ ୧୩ଅଙ୍କ ହୋଇଯିବ ବୋଲି ଖବର ଆସିଛି । ଯାହାକୁ ନେଇ ପରୀକ୍ଷଣ ଆରମ୍ଭ ହୋଇସାରିଛି। କେନ୍ଦ୍ରୀୟ ସଞ୍ଚାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ଟେଲିକମ କମ୍ପାନିଗୁଡିକକୁ ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତରେ ତିଆରି ହେବ କାଲାସନିକୋଭ ରାଇଫଲ, ଭାରତ-ଋଷିଆ ମଧ୍ୟରେ ବୁଝାମଣା ଚୁଡାନ୍ତ

ନୂଆଦିଲ୍ଲୀ: ସରକାରଙ୍କ ଯୋଜନା ସଫଳ ହେଲେ ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ଆସଲ୍ଟ ରାଇଫଲ କୁହାଯାଉଥିବା କାଲାସନିକୋଭ୍‌ । ଏ ନେଇ ଋଷିଆ ସରକାର ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ରାଜି ହୋଇଥିବା ଜଣାଯାଇଛି । ଗତ ବର୍ଷ ଋଷିଆ ତରଫରୁ ଭାରତ ସରକାରଙ୍କୁ କାଲାସନିକୋଭ-୧୦୩…
ଅଧିକ ଖବର ଦେଖନ୍ତୁ...

ରଂଗାରଂଗ କାର୍ଯ୍ୟକ୍ରମ ସହିତ ଆଇପିଏଲ୍‌ ୧୧ ଆରମ୍ଭ, ଟସ୍‌ ଜିଣି ଚେନ୍ନାଇ ସୁପରକିଙ୍ଗସ୍‌ର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣ ରଂଗାରଂଗ କାର୍ଯ୍ୟକ୍ରମ ସହିିତ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନସ୍‌ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ହେବା ଚେନ୍ନାଇ ଟସ୍‌ ଜିଣି ବୋଲିଂ…
ଅଧିକ ଖବର ଦେଖନ୍ତୁ...