Daily Archives

April 8, 2018

ଆଇପିଏଲ ୧୧: ବେଙ୍ଗାଲୁରୁକୁ ୪ ଓ୍ଵିକେଟ୍‌ରେ ହରାଇଲା ନାଇଟ୍‌ ରାଇଡରର୍ସ

କୋଲକାତା: ସୁନୀଲ ନାରାୟଣଙ୍କ ଅର୍ଦ୍ଧଶତକ(୫୦) ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୩୫ ରନ୍‌ ବଳରେ କୋଲକାତା ନାଇଟ ରାଇଡର୍ସ ୪ ଓ୍ଵିକେଟ୍‌ରେ ରୋୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିଛି। କୋଲକାତା ୧୬ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇବା ପରେ ଦଳର ଖେଳାଳିମାନେ ସତର୍କତା ଅବଳମ୍ବନ…
ଅଧିକ ଖବର ଦେଖନ୍ତୁ...

ଆଖୁ ରସ ହୋଇଥାଏ ଶରୀର ପାଇଁ ଲାଭଦାୟକ

ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ରାସ୍ତାଘାଟରେ ଅନେକ ଆଖୁ ରସ ଦୋକାନ କିମ୍ବା ଠେଲା ଦେଖିବାକୁ ମିଳିଥାଏ । ଆଖୁ ରସ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଖାଲି ଯେ ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା ଦରକାର, ତାହା ନୁହେଁ; ଆଖୁ ରସ ସମସ୍ତ ଋତୁରେ ଶରୀର…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣିଛନ୍ତି କି ? ଅଣ୍ଡା ଖାଇବା ଦ୍ୱାରା ଶିଶୁଙ୍କ ମସ୍ତିଷ୍କ ବିକାଶ ହୋଇଥାଏ

ଗବେଷଣାରୁ ପ୍ରମାଣିତ ହୋଇଛି, ଅଣ୍ଡା ଖାଇବା ଦ୍ୱାରା ଶିଶୁଙ୍କୁ ମିଳିଥାଏ ପୋଷକ, ଯାହା ଶିଶୁଙ୍କ ମସ୍ତିଷ୍କ ବିକାଶରେ ସହାୟତା କରିଥାଏ । ଜନ୍ମ ନେବାର ୬ ମାସ ପରଠାରୁ ଯେଉଁ ଶିଶୁମାନେ ଅଣ୍ଡା ଖାଇବା ଆରମ୍ଭ କରିଥାନ୍ତି, ସେମାନଙ୍କ ମଧ୍ୟରେ ଅଧିକ ପରିମାଣର ଉଚ୍ଚ ରକ୍ତ ସାନ୍ଦ୍ରତା, ଡ଼ିଏଚଏ ଏବଂ…
ଅଧିକ ଖବର ଦେଖନ୍ତୁ...

ଗାଜିଆବାଦରେ ସାମ୍ବାଦିକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦର କବିନଗର ଥାନା ଅଞ୍ଚଳରେ ରବିବାର ଜଣେ ସାମ୍ବାଦିକଙ୍କୁ ଗୁଳିମାଡ ହୋଇଛି । ଅର୍ଜୁନ ଚୌଧୁରୀ ନାମଙ୍କ ଜଣେ ବ୍ୟକ୍ତିଙ୍କ ଘରେ ପଶି ଦୁବୃର୍ତ୍ତମାନେ ଗୁଳିମାଡ କରିଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଏକ ହିନ୍ଦୀ ନ୍ୟୁଜ…
ଅଧିକ ଖବର ଦେଖନ୍ତୁ...

ମଦ ପିିଇ ଗାଡ଼ି ଚଲାଉଥିବା ପ୍ରେମିକ ପାଇଁ ରାସ୍ତାରେ ହଙ୍ଗମା କଲେ ପ୍ରେମିକା: ଭିଡ଼ିଓ ହେଲା ଭାଇରାଲ

ହାଇଦରାବାଦ : ଶନିବାର ଦିନ ହାଇଦରାବାଦର ପୋର୍ସ ଜୁବଲି ହିଲ୍ସ୍‌ ଠାରେ ଜଣେ ମହିଳା ପୋଲିସ ଏବଂ ମିଡ଼ିଆ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିଲେ । ଏପରିକି ପୋଲିସ୍‌କୁ ଅପଶବ୍ଦରେ ଗାଳି ଦେବା ସହ ମିଡ଼ିଆ ଉପରେ ପଥର ମାଡ଼ କରିଥିଲେ ସଂପୃକ୍ତ ମହିଳା । ତାଙ୍କୁ ଶାନ୍ତ କରିବା ପାଇଁ ଯାଇ…
ଅଧିକ ଖବର ଦେଖନ୍ତୁ...

ସୁଇଟ୍‌ କର୍ନରୁ ମିଳେ ଏହି ସବୁ ଫାଇଦା, ସେ ସବୁ କ’ଣ ଆସନ୍ତୁ ଜାଣିବା?

ସକାଳୁ ସକାଳୁ ଉଠିଲେ ସବୁ ଲୋକ ସ୍ୱାଦଯୁକ୍ତ ଏବଂ ସ୍ୱସ୍ଥ୍ୟକର ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । ସାଧାରଣତଃ ଭାବରେ ସ୍ୱାଦଯୁକ୍ତ ଖାଦ୍ୟରେ ଅଧିକ ପରିମାଣରେ କ୍ୟାଲୋରୀ ଥିବା ସହ ଫ୍ୟାଟ୍‌ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଇଥାଏ…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନ ବିନା ଟ୍ରେନ ଯିବା ଘଟଣା: ଷ୍ଟେସନ୍‌ ମ୍ୟାନେଜର ଓ ମେକାନିକାଲ ଇଞ୍ଜିନିୟରଙ୍କ କାର୍ଯ୍ୟରେ ଅବହେଳା ସନ୍ଦେହ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରୁ ଶନିବାର ରାତି ଇଞ୍ଜିନ ବିନା ଟ୍ରେନ୍‌ ଯିବା ଘଟଣାରେ ଷ୍ଟେସନ୍‌ ମ୍ୟାନେଜର ଓ ମେକାନିକାଲ ଜୁନିଅର ଇଞ୍ଜିନିୟରଙ୍କ କର୍ତ୍ତବ୍ୟରେ ଅବହେଳା ହୋଇଥିବା ସନ୍ଦେହ ହୋଇଛି। ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପରିଚାଳକ ଜୟଦୀପ ଗୁପ୍ତା ଆଜି…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତିିରୁ ଭାଗ ନେବାକୁ ଚାହିଁବାରୁ ଭଉଣୀର ଗୋଡ଼ ହାଣିଲା ଭାଇ

ଲାହୋର: ସମ୍ପତ୍ତିକୁ ନେଇ ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଭୁଲି ଯାଇଛି ଭାଇ । ଭଉଣୀ ସମ୍ପତ୍ତିରୁ ଭାଗ ନେବାକୁ ଚାହିଁବାରୁ ଅଭିଯୁକ୍ତ ଭାଇ ନିଜ ଭଉଣୀର ଗୋଡ଼ ହାଣିଥିବା ଅଭିଯୋଗ ହୋଇଛି । ଏ ନେଇ ଏତଲା ଦିଆଯିବା ପରେ ଅଭିଯୁକ୍ତ ଭାଇକୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ଘଟଣାଟି ଖାନେଓ୍ଵାଲ…
ଅଧିକ ଖବର ଦେଖନ୍ତୁ...

ଏପରି ଏକ ଗ୍ରାମ ଯେଉଁଠାରେ ଫଟୋ ଉଠାଇଲେ ଦେବାକୁ ପଡ଼େ ଜରିମାନା

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ଗ୍ରାମ ରହିଛି ଯାହାର ସୌନ୍ଦର୍ଯ୍ୟ ଆଖିରେ ଦେଖିଲେ ମଧ୍ୟ ବିଶ୍ୱାସ ହୁଏ ନାହିଁ । ଏଥିପାଇଁ ସାଧାରଣତଃ ଲୋକ ଫଟୋ ଦ୍ୱାରା ସୌନ୍ଦର୍ଯ୍ୟକୁ ଆବନ୍ଧ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏପରିକି କୌଣସି ବ୍ୟକ୍ତି ଯଦି କୌଣସି ସ୍ଥାନକୁ ଭ୍ରମଣ ନିମନ୍ତେ ଯାଇଥାନ୍ତି…
ଅଧିକ ଖବର ଦେଖନ୍ତୁ...

ମାସିକ ଧର୍ମ ସମୟରେ ଏହି ୫ଟି ଜିନିଷ ଖାଆନ୍ତୁ ନାହିଁ, ଅସୁବିଧାରେ ପଡ଼ିବେ!

ମାସିକ ଧର୍ମ ସମୟରେ କେଉଁ ଜିନିଷ ଖାଇବା ଦରାକର, କେଉଁ ଜିନିଷ ଖାଇବା ଦରକାର ନୁହେଁ, ସେ ସଂପର୍କରେ ଜାଣିବା ନିତାନ୍ତ ଆବଶ୍ୟକ । ବେଳେ ବେଳେ କିଛି ମହିଳା ସେମାନଙ୍କ ମାସିକ ଧର୍ମ ସମୟରେ ଯେଉଁ ଜିନିଷ ଖାଇବା କଥା ନୁହେଁ, ସେହି ସବୁ ଜିନିଷ ନିଜ ଅଜାଣତରେ ଖାଇ ଥାଆନ୍ତି । ଯାହାକି ପରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...