Daily Archives

April 8, 2018

ଆଇପିଏଲ ୧୧: କୋଲକାତାକୁ ୧୭୭ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ୩ୟ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଛି। ଫଳରେ କୋଲକାତାକୁ ମ୍ୟାଚ୍‌ ବିଜୟ ପାଇଁ ୧୭୭ ରନ୍‌ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

“ସଲମାନ ନୋଟ ବଦଳରେ ହାସଲ କଲେ ଜାମିନ୍‌ “: ସୋଫିଆ ହାୟାତ

ନୂଆଦିଲ୍ଲୀ : କୃଷ୍ଣକାୟ ମୃଗକୁ ମାରିବା ଅଭିଯୋଗରେ ଗୁରୁବାର ଦିନ ବଲିଉଡ଼ ଭାଇଜାନ ସଲମାନ ଖାନ୍‌ଙ୍କୁ ୫ବର୍ଷର ଦଣ୍ଡ ମିଳିବା ସହ ୧୦ ହଜାର ଟଙ୍କାର ଜରିମାନା ଲାଗିଥିଲା । ସଲମାନ୍‌ଙ୍କ ଦଣ୍ଡ ଖବର କିଛି ଜଣଙ୍କ ପାଇଁ ଦୁଃଖଦ ବିଷୟ ହୋଇଥିବା ବେଳେ କିଛି ଜଣ ଏଥିପାଇଁ ଅତ୍ୟନ୍ତ ଖୁସି ହୋଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ମହିଳା ଆର୍‌ପିଏଫ୍‌ କନେଷ୍ଟବଳଙ୍କୁ ଏସିଡ଼୍‍ ମାଡ଼: ଶିଶୁ କନ୍ୟାଜନ୍ମ ଦେଇଥିବାରୁ ସ୍ୱାମୀ ଏପରି କରିଥିବା ଅଭିଯୋଗ

ମୁଜାଫର୍‌ନଗର : ଏବେ ବି ଦେଶରେ ଶିଶୁ କନ୍ୟାର ଜନ୍ମକୁ ପାପ ବୋଲି ବିବେଚନା କରାଯାଉଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁଜାଫରନଗରରେ । ଜଣେ ମହିଳା ଆର୍‌ପିଏଫ୍‌ କନେଷ୍ଟବଳ ଶିଶୁ କନ୍ୟା ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ରାଗି ଯାଇ ତା’ଙ୍କ ଉପରେ ଏସିଡ଼୍‍ ମାଡ଼ କରିଥିବା ଅଭିଯୋଗ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଯୁବ ପ୍ରଯୋଜକ ଭାବେ ଅନୁଷ୍କା ଶର୍ମାଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ସମ୍ମାନ

ମୁମ୍ବାଇ : ଅନୁଷ୍କାଙ୍କୁ ମିଳିବ ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସ ଆଓ୍ଵାର୍ଡ଼ ୨୦୧୮ । ଖୁବ୍‌ କମ ବୟସରେ ସେ ପ୍ରଯୋଜନା ଦାୟିତ୍ୱକୁ ଭଲ ଭାବରେ ତୁଲାଇ ପାରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବା ବୋଲି ଜଣା ପଡ଼ିଛି । ୨୫ ବର୍ଷ ବଯସରେ ସେ ନିଜ ପ୍ରଯୋଜନା ସଂସ୍ଥା କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଏହି ମେସିନ୍‌ ଜରିଆରେ ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତି ଆପଣଙ୍କ ବିଷୟରେ କ’ଣ ଭାବୁଛି ଜାଣି ପାରିବେ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଆମ ପାଖରେ ବସିଛି ଆଉ ସେ କଣ ଭାବୁଛି ତାର ମନରେ ଆମ ପ୍ରତି କି ଭାବନା ରହିଛି ସେ ସଂପର୍କରେ ଆମେ ସବୁକିଛି ଜାଣିପାରୁଥିବା ଭଳି ଘଟଣା କେବଳ ସିନେ ପରଦାରେ ହିଁ ଦେଖିବାକୁ ମିଳେ । କିନ୍ତୁ ଏବେ ଏହା ବାସ୍ତବରେ ସତ ହେବାକୁ ଯାଉଛି । MASSACHUSETTS INSTITUTE OF…
ଅଧିକ ଖବର ଦେଖନ୍ତୁ...

ଅନେକ ବର୍ଷ ପରେ ଏକାଠି ଦିଶିଲେ ଏହି ଲଭ୍‌ବାର୍ଡସ: ଆଇପିଏଲ୍‌ ଆନ୍‌ଥେମ୍‌ରେ ଦୀପିକାଙ୍କ ସହ ନାଚିଲେ ଧୋନି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ବଲିଉଡ୍‌ ଅଭିନେତ୍ରୀ ଦୀପିକାଙ୍କ ସହ ପ୍ରେମ ସଂପର୍କ ଥିବା କଥା ଆଦୌ ଗୁପ୍ତ ନୁହେଁ। ଗୋଟାଏ ସମୟରେ ଏ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏପରି ଏକ ସଂପର୍କକୁ ନେଉ ଉଭୟଙ୍କ ପକ୍ଷରୁ କୌଣସି ପ୍ରକାରର ଆନୁଷ୍ଠାନିକ…
ଅଧିକ ଖବର ଦେଖନ୍ତୁ...

ବ୍ରେନ୍‌ ଷ୍ଟ୍ରୋକ୍‌ କ’ଣ ଏଥିପାଇଁ କିପରି ସତର୍କତା ଅବଲମ୍ବନ କରିବେ ଜାଣନ୍ତୁ

ବ୍ରେନ୍‌ ମବ୍ରେନ୍‌ ଷ୍ଟ୍ରୋକ୍‌ ବା ମସ୍ତିଷ୍କ ଆଘାତ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହା ଦ୍ୱାରା ମସ୍ତିଷ୍କର କିଛି ଅଂଶରେ ରକ୍ତପ୍ରବାହ ବ୍ୟାହତ ହୁଏ। ମସ୍ତିଷ୍କର ସ୍ନାୟୁ ନିଷ୍କ୍ରିୟ ହୋଇଯାଏ। ଥରେ ଷ୍ଟ୍ରୋକ୍‌ ଆରମ୍ଭ ହେଲେ ପ୍ରତି ସେକେଣ୍ଡ୍‌ରେ ୩୨,୦୦୦କୋଷ ମରିଯାଆନ୍ତି। ଏହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ରକ୍ଷକ ସାଜିଲେ ଭକ୍ଷକ, ଏସିପି ଦ୍ୱାରା ଅସଦାଚରଣର ଶିକାର ହେଲେ ବିବାହିତ ମହିଳା

ପଞ୍ଜାବ: ଲୁଧିୟାନାର ସହାୟକ ପୁଲିସ କମିସନର୍‌(ଏସିପି )ବିରୋଧରେ ରବିବାର ଜଣେ ବିବାହିତ ମହିଳା ଅସଦାଚରଣର ଅଭିଯୋଗ ଆଣିଛନ୍ତି। ପୀଡିତାଙ୍କ କହିବାନୁସାରେ, ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସାହାଯ୍ୟ ପାଇଁ ଆମେ କାହା ପାଖକୁ ଯିବୁ। ଭାଇ ପାଖରେ ମୋର କେତେଟି ଆପତ୍ତିଜନକ ଫଟୋ ରହିଥିଲା।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ବାପା-ମାଆଙ୍କୁ ଦେଖା କରିବାକୁ ଯାଉଛନ୍ତି କି ? ତେବେ ଆପଣାନ୍ତୁ ଏହି କୌଶଳ, ନିଶ୍ଚୟ ପକ୍କା ହେବ ଆପଣଙ୍କ…

କଥାରେ ଅଛି ଝିଅକୁ ମନେଇବା ଯେତିକି କଷ୍ଟ ନୁହେଁ; ଝିଅର ବାପା ମାଆଙ୍କୁ ମନେଇବା ସେତିକି କଷ୍ଟ। ଖାଲି ପ୍ର୍ରେମ କରିଦେଲେ ପ୍ରେମିକା ମିଳିଯାଆନ୍ତି ନାହିଁ। ପ୍ରେମିକାକୁ ପାଇବା ପାଇଁ ତାଙ୍କ ବାପା ମାଆଙ୍କ ମନ ଜିଣିବା ମଧ୍ୟ ନିହାତି ଦରକାର। ତେବେ, କ’ଣ କଲେ ପ୍ରେମିକାଙ୍କ ବାପାମାଆ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ଡିୟ୍ୟୁଟିରେ ଥିବା ସମୟରେ ବାର୍‌ ଡ୍ୟାନ୍ସରଙ୍କ ନୃତ୍ୟରେ ମତୁଆଲ ହେବା ପୁଲିସବାବୁଙ୍କୁ ମହଙ୍ଗା ପଡ଼ିଲା

ଉନ୍ନାବ: ଉତ୍ତରପ୍ରଦେଶର ଜଣେ ପୁଲିସବାବୁଙ୍କ ଲଜ୍ଜନୀୟ ଚେହେରା ସାମ୍ନାକୁ ଆସିଛି। ରାଜଧାନୀ ଲକ୍ଷ୍ମୌର ଉନ୍ନାବ ଜିଲ୍ଲାରେ ଏକ ତିନି ଦିନିଆ କାର୍ଯ୍ୟକ୍ରମରେ ଚାଲୁଥିଲା। ଏହି ସମୟରେ ଏହାର ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସବାବୁ ବାର୍‌ ଡ୍ୟାନ୍ସରଙ୍କ ନୃତ୍ୟରେ ମତୁଆଲ ହୋଇ ମଞ୍ଚ ଉପରକୁ…
ଅଧିକ ଖବର ଦେଖନ୍ତୁ...