Daily Archives

April 9, 2018

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ରାୟଗଡ଼ା: ମୁନିଗୁଡ଼ା ଥାନା ଅଞ୍ଚଳର ନିୟମଗିରି ପାଦଦେଶରେ ସୋମବାର ସନ୍ଧ୍ୟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ବିସ୍ଫୋରଣରେ ଡିଭିଏଫ ଯବାନ ସଞ୍ଜୟ ମାଝୀ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନମାନେ କମ୍ବିଂ ଅପରେସନ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ଧରାଇବାରେ ସାହାଯ୍ୟ କରିଥିଲା ଭାଏଗ୍ରା

ନୂଆଦିଲ୍ଲୀ: ଭାଏଗ୍ରା ଫିକା ବାଇଗଣୀ ରଙ୍ଗର ଏକ ବଟିକା। ଆସନ୍ତୁ ଜାଣିବା ଏହି ବିଷୟରେ କିଛି ରୋଚକ ତଥ୍ୟ। ଆତଙ୍କବାଦୀ ସଂଗଠନ ତାଲିବାନର ମୂଳପୋଛ କରିବା ପାଇଁ ଆମେରିକା ଯୁଦ୍ଧରେ ଭାଏଗ୍ରାର ସହାୟତା ଲୋଡିଥିଲା । ତାଲିବାନ ବିରୁଦ୍ଧରେ ଗୁଇନ୍ଦାଗିରି କରାଇବା ପାଇଁ ସିଆଇଏ ଅନେକ ଆଫଗାନୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିଜ ସାଥୀକୁ ପୁଣି ଫେରିପାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ୭ଟି ଉପାୟ

ପ୍ରତି ମଣିଷକୁ ବଞ୍ଚିବା ପାଇଁ ହେଲେ ସାଥୀଟିଏ ନିହାତି ଦରକାର । ନିଜର ମନ କଥା ଏବଂ ସୁଖଦୁଃଖ ବାଣ୍ଟିବା ପାଇଁ ପ୍ରତି ମଣିଷ ସାଥୀ ଖୋଜିଥାଏ । କିନ୍ତୁ ଏକ ସଂପର୍କରେ ବାନ୍ଧି ଦେବା ପରେ କିଛି ଲୋକ ସେହି ସଂପର୍କକୁ ବାନ୍ଧି ରଖି ପାରନ୍ତି ନାହିଁ । ଛୋଟ ଛୋଟ କଥାରୁ ଆରମ୍ଭ ହୋଇଥାଏ ଝଗଡ଼ା।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଧାଓ୍ଵନଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ବିଜୟୀ

ହାଇଦ୍ରାବାଦ: ଶିଖର ଧାଓ୍ଵାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ରାଜସ୍ଥାନ ରୋୟାଲସ୍‌କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୪ର୍ଥ ମ୍ୟାଚ୍‌ରେ ହାଇଦ୍ରାବାଦ ୧୫.୫ଓଭରରେ ୧୨୭ ରନ୍‌ ସଂଗ୍ରହ କରିଛି। ହାଇଦ୍ରାବାଦ ମାତ୍ର ୬ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଆମ୍ବେଦକରଙ୍କ ସଂପର୍କରେ ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟିଂ କରି ୪ ଗିରଫ

ବଲିଆ(ଉତ୍ତରପ୍ରଦେଶ): ସୋସିଆଲ ସାଇଟ୍‌ ଫେସ୍‌ବୁକ୍‌ରେ ବି.ଆର୍‌.ଆମ୍ବେଦକରଙ୍କ ସଂପର୍କରେ ଅପମାନଜନକ ପୋଷ୍ଟିଂ କରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ୪ଜଣ ଅଭିଯୁକ୍ତ ରିଓଟି ଅଞ୍ଚଳରେ ଜଣେ ଦଳିତ ଯୁବକଙ୍କୁ ଅସଦାଚରଣ କରିଥିବା ମଧ୍ୟ ଜଣା ପଡ଼ିଛି । ଗିରଫ ହୋଇଥିବା ୪ଜଣ…
ଅଧିକ ଖବର ଦେଖନ୍ତୁ...

ଗର୍ଭାବସ୍ଥାରେ ଏହି ଜୁସ୍‌ ପିଇବା ଦ୍ୱାରା ଶିଶୁ ସୁସ୍ଥ ହୋଇଥାଏ

ଗର୍ଭାବସ୍ଥାରେ ମହିଳାମାନେ ନିଜ ଖାଇବା ପିଇବାରେ ଅଧିକ ଧ୍ୟାନ ଦେଇଥାନ୍ତି । ସେ ସମୟରେ ସେମାନେ ନିଜ ସହ ନିଜ ପିଲାମାନଙ୍କ ବିଷୟରେ ମଧ୍ୟ ଭାବି ଥାଆନ୍ତି । ଯେଉଁ ଖାଦ୍ୟ ଖାଇବା ଦ୍ୱାରା ତା’ଙ୍କ ଶିଶୁ ସୁସ୍ଥ ରହିବ, ସେ ସବୁ ଖାଦ୍ୟ ମହିଳାମାନେ ଡ଼ାକ୍ତରଙ୍କୁ ପରାମର୍ଶ କରି ଖାଇଥାନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

୪ବର୍ଷ ପରେ ସ୍ୱାମୀଙ୍କ ପାଖକୁ ଫେରିଲେ କପିଲଙ୍କ ଅନ୍‌ ସ୍କ୍ରିନ୍‌ ପିଉସୀ

ମୁମ୍ବାଇ : କର୍ଲସ ଚ୍ୟାନେଲରେ ପ୍ରାସାରିତ ହୋଇ ସାରିଥିବା ଚର୍ଚ୍ଚିତ ସୋ’ ‘କମେଡ଼ି ନାଇଟ୍‌ ଉଇଥ୍‌ କପିଲ’ରେ ପିଉସୀ ଭୂମିକାରେ ନଜର ଆସିଥିବା ଉପାସନା ସିଂ ଦୀର୍ଘ ୪ବର୍ଷ ପରେ ନିଜ ସ୍ୱାମୀଙ୍କ ପାଖକୁ ଫେରିଥିବା ଜଣା ପଡ଼ିଛି । କିଛି ପାରିବାରିକ କଳହ ପାଇଁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: କୂଅ ଭିତରୁ ମହିଳା ଡାକ୍ତର ଉଦ୍ଧାର, ହସ୍ପିଟାଲରେ ମୃତ ଘୋଷିତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ମହିଳା ଡାକ୍ତରଙ୍କୁ କୂଅ ଭିତରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମହିଳା ଡାକ୍ତର ସଂଘମିତ୍ରା ମିଶ୍ରଙ୍କୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ସେ ଆଜି ସକାଳୁ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇ ନଥିଲେ।…
ଅଧିକ ଖବର ଦେଖନ୍ତୁ...

ନାବଳିକାକୁ ଦୁଷ୍କର୍ମ ଉଦ୍ୟମ କରିବାରୁ ୫୦ବର୍ଷୀୟ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ୍‌: ଏକ ଅଭାବନୀୟ ଘଟଣାକ୍ରମରେ, ଜଣେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରି ଶନିବାର ମୁତ୍ୟୁବରଣ କରିଛନ୍ତି ଅଭିଯୁକ୍ତ । ଘରେ ଏକା ପାଇ, ବିସ୍କୁଟ ଦେବା ବାହାନାରେ ଘର ପାଖରେ ରହୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ ଜନୈକ ୫୦ବର୍ଷୀୟ ବୃଦ୍ଧ । ତେବେ,…
ଅଧିକ ଖବର ଦେଖନ୍ତୁ...

ଚିରଞ୍ଜିବୀଙ୍କ ଝିଆରୀଙ୍କୁ ବିବାହ କରିବେ ନାହଁ ‘ବାହୁବଲୀ’ ପ୍ରଭାସ; ସ୍ପଷ୍ଟ କଲେ ଚିରଞ୍ଜିବୀ

ମୁମ୍ବାଇ: ବଲିଉଡ଼ରେ ସଲମାନ ଖାନ୍‌ଙ୍କ ଭଳି ‘ବାହୁବଲୀ’ ପ୍ରଭାସଙ୍କ ବିବାହକୁ ନେଇ ମଧ୍ୟ କିଛି ନା କିଛି ଚର୍ଚ୍ଚା ସବୁବେଳେ ଲାଗି ରହିଛି । ‘ବାହୁବଲୀ’ ଫିଲ୍ମ ରିଲିଜ ପରେ ପ୍ରଭାସ ଏବଂ ଅନୁଷ୍କାଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଏମିତିକି ଦୁହେଁ ବିବାହ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...