ଇଂରାଜୀ ଦେବୀଙ୍କ ମନ୍ଦିର! ଏଠାରେ ମାନସିକ କଲେ ଭକ୍ତ କହନ୍ତି ଭଲ ଇଂରାଜୀ
ନୂଆଦିଲ୍ଲୀ : ଆଜିକାଲି ଆମ ଦେଶରେ ଜଣେ ବ୍ୟକ୍ତିର ଦକ୍ଷତା ଏବଂ ତା’ର ଯୋଗ୍ୟତା ତାର ଇଂରାଜୀ ଜ୍ଞାନ ଆଧାରରେ ମପା ଯାଇଥାଏ । ଏପରି କି ପିତାମାତା ନିଜ ସନ୍ତାନକୁ ଭବିଷ୍ୟତରେ କୌଣସି ଅସୁବିଧା ନ ହେଉ ଏବଂ ସେ ସମାଜରେ ମୁଣ୍ଡ ଟେକି ଚାଲିପାରୁ ଏଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଠାଉଛନ୍ତି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...