Daily Archives

April 11, 2018

ରାଜସ୍ଥାନର ଏହି ସ୍କୁଲରେ ରହିଛି ଟ୍ରେନ୍‌ ଇଞ୍ଜିନ, ରେଳଡବା ଓ ପ୍ଲାଟ୍‌ଫର୍ମ : ପିଲାଏ ପଢ଼ୁଛନ୍ତି କେମିତି ?

ନୂଆଦିଲ୍ଲୀ : ଦେଶରେ ଏମିତି ପିଲା ରହିଛନ୍ତି ଯେଉଁମାନେ ଟ୍ରେନ ସାହାଯ୍ୟରେ ନିଜ ନିଜ ସ୍କୁଲରେ ପହଞ୍ଚି ପାରନ୍ତି । କିନ୍ତୁ କିଛି ପିଲା ଏମିତି ବି ଅଛନ୍ତି ଯେଉଁମାନେ ଟ୍ରେନ ଭିତରେ ହିଁ ପାଠ ପଢ଼ନ୍ତି । ଏ କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଟ୍ରେନ୍‌ ମଧ୍ୟରେ ପିଲା…
ଅଧିକ ଖବର ଦେଖନ୍ତୁ...

ଏହି ଗାଁର ଲୋକେ ଘର ତୋଳିବାକୁ କିଡନୀ ବିକ୍ରି କରନ୍ତି : କିଡନୀ ଯାଏ, ଘର ତୋଳା ହୁଏନା

କାଠମାଣ୍ଡୁ : ନେପାଳ ରାଜଧାନୀ କାଠମାଣ୍ଡୁ ନିକଟସ୍ଥ ହୋକସେ ଗ୍ରାମ ଏହାର ପ୍ରାଚୀନ ସଂସ୍କୃତି ଏବଂ ଦେବାଦେବୀଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏହି ଗ୍ରାମ ମାନବ ଅଙ୍ଗ ଚାଲାଣକୁ ନେଇ ଚର୍ଚ୍ଚାର ବିଷୟ ପାଲିଟିଛି । ଏହି ଗ୍ରାମବାସୀମାନେ ଶିକ୍ଷିତ ହୋଇ ନ ଥିବାରୁ ଅର୍ଥ ରୋଜଗାର…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ପଥର ପଡ଼ିଥିବାର ଦେଖିଥିବେ ନିଶ୍ଚୟ, କିନ୍ତୁ କାରଣ ଜାଣିଛନ୍ତି କି?

ଦୁନିଆରେ ଏମିତି ବହୁତ ଜିନିଷ ଅଛି ଯାହା ବିଷୟରେ ଆପଣ ହୁଏତ ଜାଣି ନ ଥିବେ । ନିଜ ଆଖି ସାମ୍ନାରେ ସେ ସବୁ ଜିନିଷ ଦେଖି ମଧ୍ୟ ତାହାର କାରଣ କେବେ ଆପଣ ଜାଣିବାକୁ ଚେଷ୍ଟା କରି ନଥିବେ । ପୂର୍ବରୁ ଅନେକ ଅଜଣା କଥା ଆମେ ଆପଣଙ୍କୁ ଜଣାଇଛୁ । ତେବେ ଆଜି ଆମେ ଜଣାଇବୁ ରେଳ ଟ୍ରାକ୍‌ରେ ପଡ଼ିଥିବା ପଥର…
ଅଧିକ ଖବର ଦେଖନ୍ତୁ...

ଝାରଖଣ୍ଡରେ ମାଲଗାଡ଼ି ଲାଇନଚ୍ୟୁଚ, ହାଟିଆ ଷ୍ଟେସନ୍‌ରେ ଅଟକିଲା ତପସ୍ପିନୀ ଓ ଗରିବ ରଥ

ରାଉରକେଲା: ଝାରଖଣ୍ଡର ନୂଆଗାଁ ଷ୍ଟେସନ ନିକଟରେ ବୁଧବାର ରାତିରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରାଉରକେଲା ଠାରୁ ୫୦ କିଲୋମିଟର ଦୂରରେ ହୋଇଥିବା ଦୁର୍ଘଟଣା ଯୋଗୁଁ ହାଟିଆ-ପୁରୀ ତପସ୍ପିନୀ ଓ ଗରିବ ରଥ ଏକ୍ସପ୍ରେସ ହାଟିଆ ଷ୍ଟେସନରେ ଅଟକି ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

‘ଗୁଣ୍ଡେ’ ଚଳଚ୍ଚିତ୍ରରେ ରଣବୀର ସିଂ ଚଳାଉଥିବା ବାଇକ୍‌ ଚୋରା ଥିଲା !

ମୁମ୍ବାଇ: ନିକଟରେ ମୁମ୍ବାଇରେ ଏକ ଚୋର ଗ୍ୟାଙ୍ଗକୁ ପୁଲିସ୍‌ ଗିରଫ କରିଛି। ତଦନ୍ତ ପରେ ଜଣାପଡ଼ିଛି ଏହି ଚୋରମାନଙ୍କର ଏକ ବିରାଟ ର‍୍ୟାକେଟ ରହିଛି। ଧରାପଡ଼ିବା ପରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିବା ସହ ବାଇକ୍‌ ଚୋରି କରି ତାହାକୁ ନୂଆ ଢ଼ଙ୍ଗରେ ପରିବର୍ତ୍ତନ କରି ବିକ୍ରି କରୁଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ବର୍ଷା ଅଟକାଇଲା ଦିଲ୍ଲୀ-ରାଜସ୍ଥାନ ମ୍ୟାଚ୍‌

ଜୟପୁର: ରାଜସ୍ଥାନ ରୋୟାଲସ୍‌ ଓ ଦିଲ୍ଲୀ ଡେୟାରଡେଭିଲସ୍‌ ମଧ୍ୟରେ ଚାଲିଥିବା ଆଇପିଏଲ ମ୍ୟାଚ୍‌ ବର୍ଷା ଯୋଗୁଁ ଅଟକିଛି। ଜୟପୁରସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ର ୬ଷ୍ଠ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଶାରୀରିକ ସମସ୍ୟା ଥିଲେ ରସୁଣ ଖାଆନ୍ତୁ ନାହିଁ, ଅସୁବିଧାରେ ପଡ଼ି ପାରନ୍ତି

ଖାଇବାର ସ୍ୱାଦ ବଢ଼ାଇବା ସଙ୍ଗେ ସଙ୍ଗେ ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟ ରସୁଣ ଖିଆଯାଇଥାଏ। ରସୁଣ କାନରେ ହେଉଥିବା ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପର ସମସ୍ୟା ଦୂର କରିଥାଏ । ଏହା ସହ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ କମ ହେବା ସହ ରୋଗ ପ୍ରତିରୋଧକୁ ଶକ୍ତି ମଧ୍ୟ ବଢ଼ିଥାଏା…
ଅଧିକ ଖବର ଦେଖନ୍ତୁ...

୮ବର୍ଷର ବିବାହ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ ଦେଇ ନ ପାରିବାରୁ ସ୍ତ୍ରୀର ଦୁଇ ହାତ ଭାଙ୍ଗିଲା ସ୍ୱାମୀ

ଶହାଜାନପୁର୍‌ : ଉତ୍ତରପ୍ରଦେଶର ଶହାଜାନପୁରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା । ୮ବର୍ଷର ବିବାହ ପରେ ସ୍ତ୍ରୀ ପୁତ୍ରସନ୍ତାନ ଜନ୍ମ ନ ଦେବାରୁ ସ୍ୱାମୀ ଏବଂ ତା’ର ପରିବାର ଲୋକେ ମାଡ଼ ମାରି ମହିଳାଙ୍କ ଦୁଇ ହାତ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଗର୍ଭବତୀ ଥିବା ମହିଳାଙ୍କର…
ଅଧିକ ଖବର ଦେଖନ୍ତୁ...

‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର-୨’ରେ ଅଭିନୟ ଜୀବନ ଆରମ୍ଭ କରିବେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା

ମୁମ୍ବାଇ : ପୂର୍ବରୁ ବଲିଉଡ୍‌ରେ ଅନେକ କଳାକାରଙ୍କର ପୁଅ-ଝିଅ ନିଜ କ୍ୟାରିୟର ଆରମ୍ଭ କରି ସାରିଥିବା ବେଳେ ଏବେ ଆଉ ଏକ ନୂଆ ନାମ ଏହି ତାଲିକାରେ ଯୋଡ଼ି ହୋଇଛି । ୨୦୧୨ରେ ରିଲିଜ ହୋଇ ସାରିଥିବା ‘ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର’ର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ରାଜ୍ୟ ସରକାର ଓ ସିବିଆଇକୁ ହାଇକୋର୍ଟଙ୍କ ନୋଟିସ୍‌ ଜାରି

ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା ନେଇ ହାଇକୋର୍ଟ ବୁଧବାର ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାର ତଦନ୍ତ ରିପୋର୍ଟ ଆଗାମୀ ମେ’ ୩ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମାମଲାର ସିବିଆଇ ତଦନ୍ତ ପାଇଁ…
ଅଧିକ ଖବର ଦେଖନ୍ତୁ...