Daily Archives

April 12, 2018

କମ୍‌ ବୟସରେ କାହିଁ କି କେଶ ଧଳା ପଡ଼ିଯାଏ , ଜାଣନ୍ତୁ କାରଣ

କଳା କେଶ କାହାକୁ ବା ପସନ୍ଦ ନ ଥାଏ । ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ ଚାହାନ୍ତି ଆଜୀବନ ତାଙ୍କର କେଶ କଳା ହୋଇ ରହିଥାଉ । କିନ୍ତୁ ଏହା ସମ୍ଭବପର ହୋଇ ନଥାଏ । ବୃଦ୍ଧ ବୟସରେ ସେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କର କେଶ ଧଳା ହୋଇଥାଏ। ତେବେ ବର୍ତ୍ତମାନ ବହୁତ…
ଅଧିକ ଖବର ଦେଖନ୍ତୁ...

ମାରପିଟଠାରୁ ଆରମ୍ଭ କରି ଯୌନ ନିର୍ଯାତନା ପର୍ଯ୍ୟନ୍ତ ଅନେକ କିଛି ସହ୍ୟ କରିଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ : ବଲିଉଡ୍‌ ଦୂରରୁ ଦେଖିବାକୁ ଯେତେ ସୁନ୍ଦର ଦେଖାଯାଏ ପାଖରୁ ସେତିକି ଭୟାବହ । କଳାକାର ପରଦା ଉପରେ ଦର୍ଶକଙ୍କ ମନମୋହିଲା ଭଳି ଅଭିନୟ କରିଥିଲେ ମଧ୍ୟ ବାସ୍ତବ ଜୀବନରେ ଅନେକ ପ୍ରକାରର ଯନ୍ତ୍ରଣାରେ ରହିଥାନ୍ତି। ନିକଟରେ କିଛି କଳାକାର ଇଣ୍ଡଷ୍ଟି୍ରରେ କାଷ୍ଟିଂ କାଉଚକୁ ନେଇ ସ୍ୱର…
ଅଧିକ ଖବର ଦେଖନ୍ତୁ...

ମାସର ୪ଦିନ ମହିଳାଙ୍କୁ ପଶୁଙ୍କ ସହିତ ବିତାଇବାକୁ ପଡ଼ିଥାଏ ରାତି

ନୂଆଦିଲ୍ଲୀ : ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ମହିଳା ଏବଂ ପୁରୁଷଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ନିୟମ ଅଧିକ ଶକ୍ତ ଏବଂ କଠିନ ହୋଇଥାଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ସମସ୍ତ ସ୍ଥାନରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ତେବେ ଭାରତରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ଭିତରେ କମିନି ହନି ସିଂଙ୍କ ଚାହିଦା : ନୂଆ ଗୀତର ଭିଡ଼ିଓକୁ ଦେଖିଲେ ୨୦ କୋଟି ଦର୍ଶକ

ନୂଆଦିଲ୍ଲୀ : ଏକ ସମୟ ଥିଲା ଯେତେବେଳେ ସାରା ଦୁନିଆ ୟୋ ୟୋ ହନି ସିଂ ବୋଲି ରଟି ହେଉଥିଲା । ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ହନି ସିଂଙ୍କ ଗୀତର ପ୍ରଶଂସକ ପାଲଟି ଥିଲେ । ବଲିଉଡ଼ର କୌଣସି ସଂଙ୍ଗୀତ ହନି ସିଂ ଙ୍କ ର‍୍ୟାପ ବିନା ପୂରା ହେଉ ନଥିଲା । କିନ୍ତୁ ହଠାତ୍‌ ତାଙ୍କର ମଦ୍ୟପାନ…
ଅଧିକ ଖବର ଦେଖନ୍ତୁ...

୬୪ ବର୍ଷୀୟା ବୃଦ୍ଧା ଇନ୍‌ଷ୍ଟାଗ୍ରାମରେ ପ୍ରମାଣିତ କରିଛନ୍ତି ବୟସ କେବଳ ଏକ ସଂଖ୍ୟା

ନୂଆଦିଲ୍ଲୀ : ବର୍ତ୍ତମାନ ସୋସିଆଲ ମିଡିଆରେ ଜଣଙ୍କର ଫୋଲୟର୍ସ ଏବଂ ଲାଇକ୍‌ ହିସାବରେ ତାଙ୍କର ବ୍ୟକ୍ତିତ୍ୱ ଏବଂ ସମାଜରେ ତାଙ୍କର ପ୍ରାଧାନ୍ୟକୁ ମପା ଯାଉଛି। ତେବେ ସୋସିଆଲ ମିଡ଼ିଆ ବର୍ତ୍ତମାନ କେବଳ ଏକ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ ବରଂ ଏହା ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି । ତେବେ…
ଅଧିକ ଖବର ଦେଖନ୍ତୁ...

ପାଣିପାଗ: ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁରରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ୪ଟି ଜିଲ୍ଲାର କିଛି ସ୍ଥାନରେ ଆଜି କାଳବୈଶାଖୀ ସହିତ ବର୍ଷା ହେବାର ଅନୁମାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଗୁରୁବାର ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଝଗଡ଼ା ସମୟରେ ଏହି ସବୁ କଥା କୁହନ୍ତୁ ନାହିଁ, ସଂପର୍କ ଭାଙ୍ଗି ଯାଇପାରେ

ସ୍ୱାମୀ-ସ୍ତ୍ରୀ ହୁଅନ୍ତୁ ବା ପ୍ରେମୀ ଯୁଗଳ, ଗୋଟିଏ ସଂପର୍କ ଭିତରେ ରହିଲେ ଝଗଡ଼ା ହେବା ସୁନିଶ୍ଚିତ । କଥାରେ ଅଛି ଯେଉଁଠି ଭଲପାଇବା ଥାଏ ସେଇଠି ଅଧିକ ଝଗଡ଼ା ମଧ୍ୟ ହୁଏ । କିନ୍ତୁ ବେଳେ ବେଳେ ଏହି ଝଗଡ଼ା ପାଇଁ ସଂପର୍କ ଛିନ୍ନ ହେବା ଆଡ଼କୁ କଥା ପଳାଇଥାଏ । ଝଗଡ଼ା ସମୟରେ ସେମାନେ ପରସ୍ପରକୁ କିଛି…
ଅଧିକ ଖବର ଦେଖନ୍ତୁ...

ଚାକରାଣି ସହ ଦୁଷ୍କର୍ମ କରି ୮୦ ବର୍ଷୀୟ ପ୍ରବାସୀ ଭାରତୀୟ ଫେରାର

ଚଣ୍ଡିଗଡ଼: ଲୁଧିଆନା ନିକଟରେ ଥିବା ଅହମଦଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୮୦ ବର୍ଷୀୟ ବୃଦ୍ଧ ଘରର ଚାକରାଣି ସହ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଏହି କାମରେ ତା’ଙ୍କର ଜଣେ ସାଙ୍ଗ ମଧ୍ୟ ସାମିଲ ଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣଙ୍କ ଜୋରା ସିଂ ବୋଲି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ମୁମ୍ବାଇକୁ ୧୪୮ ରନ୍‌ ବିଜୟ ଲକ୍ଷ୍ୟ ଦେଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୭ମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ମୁମ୍ବାଇ ଇଣ୍ଡିଆନସ୍‌କୁ ବିଜୟ ପାଇଁ ୧୪୮ ରନ୍‌ ଟାର୍ଗେଟ ଦେଇଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ପ୍ରିୟା ପ୍ରକାଶଙ୍କ ପୂର୍ବରୁ ଏହି ଅଭିନେତ୍ରୀ ଆଖିମାରି ଦର୍ଶକଙ୍କୁ ମତୁଆଲା କରିଥିଲେ

ନୂଆଦିଲ୍ଲୀ : ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ବନିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ପୂର୍ବରୁ ଆଖି ମାରି ଦର୍ଶକଙ୍କୁ ମତୁଆଲା କରି ସାରିଛନ୍ତି ଭୋଜପୁରୀ ଅଭିନେତ୍ରୀ ଅମରପଲ୍ଲୀ ଦୁବେ । ପ୍ରିୟା ପ୍ରକାଶଙ୍କ ପ୍ରଥମ ଫିଲ୍ମ ‘ଓରୁ ଅଦାର ଲଭ୍‌’ରେ ଥିବା ଏକ ଗୀତର କିଛି ଦୃଶ୍ୟରେ ପ୍ରିୟା…
ଅଧିକ ଖବର ଦେଖନ୍ତୁ...