Daily Archives

April 12, 2018

ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ଖସିଲା

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ଗତ ୫ ମାସରେ ସର୍ବନିମ୍ନ ସ୍ତର ୪.୨୮ ପ୍ରତିଶତକୁ ହ୍ରାସ ପାଇଛି । ମୁଖ୍ୟତଃ ଖାଦ୍ୟସାମଗ୍ରୀର ଦର ହ୍ରାସ ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି କମିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ତେବେ ଏହା ରିଜର୍ଭ ବ୍ୟାଙ୍କର ଟାର୍ଗେଟ ଠାରୁ ଉପରେ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଚଢାଇ ହତ୍ୟା ମାମଲାରେ ସିଦ୍ଧୁ ଦୋଷୀ, ସେ ଜେଲ ଦଣ୍ଡ ପାଇବା ଉଚିତ: ପଂଜାବ ସରକାର

ନୂଆଦିଲ୍ଲୀ: କ୍ରିକେଟ ଖେଳାଳିରୁ ରାଜନେତା ପାଲଟିଥିବା ତଥା ପଂଜାବ ସରକାରରେ ମନ୍ତ୍ରୀ ଥିବା ନବଜ୍ୟୋତ ସିଂ ସିଦ୍ଧୁ ସମସ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ପ୍ରାୟ ୩୦ ବର୍ଷ ତଳର ଏକ ସଡ଼କ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ସିଦ୍ଧୁଙ୍କ ବିରୋଧରେ ପ୍ରମାଣ ଥିବାରୁ ସେ ଦଣ୍ଡପାଇବା ଉଚିତ ବୋଲି…
ଅଧିକ ଖବର ଦେଖନ୍ତୁ...

ଯୌନ ଶକ୍ତି ବଢ଼ାଇବା ଉଦ୍ଦେଶ୍ୟରେ ଇନ୍‌ଜେକ୍ସନ୍‌ ନେଇ ଯୁବତୀ ମୃତ,ପ୍ରେମିକ ଫେରାର

ଭିଓ୍ଵଣ୍ଡି :ମହାରାଷ୍ଟ୍ରର ଭିଓ୍ଵଣ୍ଡିରେ ଜଣେ ଯୁବତୀଙ୍କୁ ଯୌନ କ୍ଷମତା ବଢ଼ାଇବା ପାଇଁ ଇନ୍‌ଜେକସନ୍‌ ନେବା ଭାରି ପଡ଼ିଛି । ଇନ୍‌ଜେକ୍ସନରେ ଥିବା ଓଷଧର ପରିମାଣ ଅଧିକ ଥିବାରୁ ଯୁବତୀ ଜଣଙ୍କ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଯୁବତୀଙ୍କ ମୃତଦେହ ଏକ ହୋଟେଲରୁ ଉଦ୍ଧାର କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ମନ ଇଚ୍ଛା ବୁଲିପାରିବେ ନାହିଁ ପାକ୍‌ କୂଟନୀତିଜ୍ଞ

ଓ୍ଵାସିଂଟନ: ଆମେରିକା ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ସଂପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି । ପାକିସ୍ତାନରେ ଅବସ୍ଥାପିତ ଆମେରିକୀୟ କୂଟନୀତିଜ୍ଞ ଜୋଶେଫ ଇମାନୁଏଲ ହଲ୍‌ ପାକିସ୍ତାନରେ ୩ଜଣ ଲୋକଙ୍କୁ ଗାଡ଼ି ଦୁର୍ଘଟଣା କରି ମାରିଦେବା ପରେ ଏହି ସମ୍ପର୍କ ଜଟିଳ ହୋଇଥିଲା । ଏବେ ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ନିଅାଁ-ପାଣି ବାସନ୍ଦ

ବ୍ରହ୍ମପୁର: ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାର ଏକ ଗାଁରେ ଗୁରୁବାର ନିଅାଁ ଓ ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଲାପଲ୍ଲୀରେ ଗୁରୁବାର ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁ କମିଟିର ନିଷ୍ପତ୍ତିକୁ…
ଅଧିକ ଖବର ଦେଖନ୍ତୁ...

ବୋଇଂ, ହାଲ୍‌ ଓ ମହିନ୍ଦ୍ରା ଡିଫେନ୍ସ ମିଳିତ ଭାବେ ନିର୍ମାଣ କରିବେ ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ

ଚେନ୍ନାଇ: ଏଣିକି ଦେଶରେ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରି ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନାରେ ଏଫ୍‌/ଏ-୧୮ ସୁପର ହର୍‌ନେଟ୍‌ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଆଜି ବୋଇଂ ଇଣ୍ଡିଆ, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚ୍‌ଏଏଲ୍‌/ହାଲ୍‌) ଓ ମହିନ୍ଦ୍ରା ଡିଫେନ୍ସ ସିଷ୍ଟମସ୍‌ (ଏମ୍‌ଡିଏସ୍‌)…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଦୁଷ୍କର୍ମ ପରର ଘଟଣା ବଖାଣିଲେ

ଲକ୍ଷ୍ମୌ: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ମାମଲାର ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ଦୁଷ୍କର୍ମକାରୀ ବିଧାୟକଙ୍କ ନାମ କୁଲଦୀପ ସିଂହ ସେଙ୍ଗର। ପୀଡିତା ଦୁଷ୍କର୍ମକାରୀ ବିରୋଧରେ ଯେତେବେଳେ ମାମଲା ରୁଜୁ କରିବା ପାଇଁ ଯାଇଥିଲେ ସେତେବେଳେ କୁଲଦୀପ…
ଅଧିକ ଖବର ଦେଖନ୍ତୁ...

ଅନୁପମ୍‌ଙ୍କୁ ଅବିକଳ ମନମୋହନଙ୍କ ପରି ଦେଖି ଦର୍ଶକ ଆମୋଦିତ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବାୟୋପିକ୍‌ ଖୁବ୍‌ ଶୀଘ୍ର ପରଦାକୁ ଆସିବ। ଏହି ସିନେମାର ପ୍ରଥମ ଦୃଶ୍ୟ ସାମ୍ନାକୁ ଆସିଛି। ଅଭିନେତା ଅନୁପମ୍‌ ଖେର ନିଜର ଟୁଇଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ଏହି ସିନେମାର ଅନୁପମ୍‌ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସି/ଏସ୍‌ଟି ଆକ୍ଟର ଅପବ୍ୟବହାର: ଜଣେ ଦଳିତ ୬ ବର୍ଷରେ ୧୦ ମିଥ୍ୟା ମାମଲାରେ ଆୟ କରିଛନ୍ତି ୩ ଲକ୍ଷ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନରେ କିଛିଟା ପରିବର୍ତ୍ତନ ଆଣିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଦେଇଥିବା ଏକ ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ଏବେ ଦେଶବ୍ୟାପି ତର୍କ, ବିତର୍କ ଓ ଆନ୍ଦେଳନ ଦେଖିବାକୁ ମିଳିଛି। ତେବେ, କେତେକ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲଞ୍ଚ ହେବ ତିନି ଚକିଆ ସ୍କୁଟର! ଘଣ୍ଟା ପ୍ରତି ବେଗ ୧୩୫ କିମି ରହିଛି

ନୂଆଦିଲ୍ଲୀ: ଅଟୋମୋବାଇଲ କମ୍ପାନି ପ୍ୟୁଗେଟ ଭାରତରେ ନିଜର ସ୍କୁଟର ଲଞ୍ଚ କରିବାର ସମ୍ଭାବନା ଅଛି । ଏହି ସ୍କୁଟରର ବିଶେଷତ୍ୱ ହେଉଛି ଏଥିରେ ୩ଟି ଚକ ଅଛି । ଏହା ବ୍ୟତୀତ ଏଥିରେ ୪୦୦ ସିସିର ଇଞ୍ଚିନ ଦିଆଯାଇଛି।  ଏହି ସ୍କୁଟରର ନାମ ପ୍ୟୁଗେଟ ମେଟ୍ରୋ ପୋଲିସ ୪୦୦ ରହିଛି। ଏହି ସ୍କୁଟର ସାଧାରଣ…
ଅଧିକ ଖବର ଦେଖନ୍ତୁ...