Daily Archives

April 13, 2018

ପୁଣି ଥରେ ଆଖି ପତା ନଚାଇ ମତୁଆଲା କଲେ ପ୍ରିୟା ପ୍ରକାଶ,ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ : ପ୍ରିୟା ପ୍ରକାଶଙ୍କ କଥା ମନକୁ ଆସିଲେ ଆଖି ଆଗକୁ ଆସିଯାଏ ସେଇ ୨୬ ସେକେଣ୍ଡର ଭିଡ଼ିଓ । ଯେଉଁ ଭିଡ଼ିଓ ତା’ଙ୍କୁ ସାରା ଦେଶରେ ଚର୍ଚ୍ଚିତ କରାଇଥିବା ସହ ସମସ୍ତେ ତାଙ୍କ ପାଇଁ ଦିଓ୍ଵାନା ହୋଇ ଯାଇଥିଲେ । ଫେବୃଆରିର ପ୍ରେମ ସପ୍ତାହରେ ତାଙ୍କର ସେ ଭିଡ଼ିଓଟି ଭାଇରାଲ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ପଞ୍ଜାବକୁ ୪ ଓ୍ଵିକେଟ୍‌ରେ ହରାଇଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣରେ ରୋୟାଲ ଚ୍ୟାଲେଞ୍ଜର୍ସ ନିଜର ୨ୟ ମ୍ୟାଚ୍‌ରେ ଶୁକ୍ରବାର ପ୍ରଥମ ଥର ବିଜୟୀ ହୋଇଛି। ପୂର୍ବରୁ ଆରସିବି ନିଜର ପ୍ରଥମ ମ୍ୟାଚ୍‌ରେ କୋଲକାତା ଠାରୁ ପରାସ୍ତ ହୋଇଥିଲା। ଆରସିବି ଶେଷ ଓଭରରେ ୫ ରନ୍‌ ଦରକାର ଥିବା ବେଳେ ଏହାକୁ ଅତି…
ଅଧିକ ଖବର ଦେଖନ୍ତୁ...

ଅକ୍ଷୟ ତୃତୀୟା ଉପଲକ୍ଷେ ଆମାଜନ ପକ୍ଷରୁ ଅଳଙ୍କାର ଉପରେ ଆକର୍ଷଣୀୟ ରିହାତି 

ନୂଆଦିଲ୍ଲୀ: ଚଳିତ ବର୍ଷ  ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅମାଜନ୍‌ ଫେଶନ୍‌ ପକ୍ଷରୁ ଖ୍ୟାତି ସମ୍ପନ୍ନ ଅଳଙ୍କାର ବ୍ରାଣ୍ଡ୍‌ର ଅଳଙ୍କାର ଗ୍ରାହକଙ୍କୁ ଯୋଗାଇ ଦିଆଯିବାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ସ୍ୱତନ୍ତ୍ର ଯୋଜନାରେ ଗ୍ରାହକଙ୍କୁ ସେଙ୍କୋ, ମାଲାବାର ଗୋଲ୍ଡ ଓ…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନଙ୍କୁ ରୋଜଗାରର ବାଟ ଦେଖାଉଛି ଏହି ସବୁ ସଂସ୍ଥା

ବିଶ୍ୱର ସବୁଠାରୁ ଅଧିକ ସଂଖ୍ୟକ ନେତ୍ରହୀନ ଦେଖାଯାଇଥାଆନ୍ତି ଭାରତରେ । ୨୦୧୧ ମସିହାରେ ହୋଇଥିବା ଜନଗଣନା ହିସାବରେ ଭାରତରେ ପ୍ରାୟ ୫୦ ଲକ୍ଷ ନେତ୍ରହୀନ ଅଛନ୍ତି । ତେବେ ସରକାରଙ୍କୁ ଛାଡ଼ି ଏପରି କିଛି ସଂସ୍ଥା ଅଛନ୍ତି ଯାହା ନେତ୍ରହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଡ୍ୟାନ୍ସ ଏକାଡେମିରେ ଲାଗିଲା ନିଆଁ, ଦୁଇମହଲା ଛାତରୁ ଡେଇଁଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟୂଜର୍ସିର ଇଡେଜଓ୍ଵାଟରରେ ଏକ ଡ୍ୟାନ୍ସ ଏକାଡେମିରେ ନିଆଁ ଲାଗିଯିବାରୁ ଛାତ୍ରଛାତ୍ରୀ ମାନେ ଦୁଇ ମହଲା ଉପରୁ ଡେଇଁ ପଡିଥିଲେ । ଲୋକମାନେ ତଳେ ଛିଡା ହୋଇ ସିଡି ସାହାଯ୍ୟରେ ପିଲାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏଥିରେ ସଫଳ ହୋଇନଥିଲେ । ଅଗ୍ନିଶମ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଟାଟୁ କରିବା ପାଇଁ ଯାଉଛନ୍ତି କି? ଏ ସବୁ ଦିଗ ପ୍ରତି ଧ୍ୟାନ ନ ଦେଲେ ହୋଇପାରେ ଦୂରାରୋଗ୍ୟ ବ୍ୟାଧି

ନୂଆଦିଲ୍ଲୀ : ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି। ନିଜକୁ ଷ୍ଟାଇଲିସ୍‌ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୧୦୦୦ଟଙ୍କା ଚୋରି କରିଥିବା ଯୁବକକୁୁ  ପିଟିବା ସହ ଲଣ୍ଡା କରି ବୁଲାଇଲେ ସ୍ଥାନୀୟ ଲୋକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଟିଏମ୍‌ରୁ ବାହାରୁ  ଥିବା ଜଣେ ମହିଳାଙ୍କ ପାଖରୁ ୧୦୦୦ ଟଙ୍କା ଚୋରି କରିଥିବାରୁ ଅଭିଯୁକ୍ତଙ୍କୁ ପିଟିବା ସହ ଲଣ୍ଡା କରି ବୁଲାଇଛନ୍ତି ସ୍ଥାନୀୟଲୋକ। ଦୁର୍ଭାଗ୍ୟଜନକ କଥା ହେଉଛି ଏହି ଘଟଣା ସମୟରେ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣିଛନ୍ତି କି କ୍ୟାପ୍‌ସୁଲ୍‌ର ରଙ୍ଗବେରଙ୍ଗ ରୂପ ପଛର ରହସ୍ୟ? ପଶୁଙ୍କ ଚର୍ବି ଓ ଅସ୍ଥିରୁ ଏହା ତିଆରି !

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗ ବଦଳିବା ସହ ବିଭିନ୍ନ ନୂଆ ରୋଗ ମଧ୍ୟ ଦେଖା ଦେଉଛି। ତେବେ ରୋଗ ହେବା ସହ ଉଦ୍ଭାବନ ହେଉଛି ତାକୁ ଭଲ କରିବାର ଓଷଧ । ସାଧାରଣତଃ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଗଲା ମାନେ ସେ ଅନେକ ପ୍ରକାରର ରଙ୍ଗବେରଙ୍ଗ ବଟିକା ଏବଂ କ୍ୟାପସୁଲ ଲେଖିଥାନ୍ତି । ଏପରିକି…
ଅଧିକ ଖବର ଦେଖନ୍ତୁ...

ରାଗିଲେ ପ୍ରିୟଙ୍କା ଗାନ୍ଧୀ, କହିଲେ ଏଠାକୁ ଧକ୍କା ମାରିବା ପାଇଁ ଆସିଥିବା ବ୍ୟକ୍ତି ଘରକୁ ଚାଲିଯାଅ

ନୂଆଦିଲ୍ଲୀ : ଗତକାଲି କାଠୁଆ ଗଣଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଇଣ୍ଡିଆ ଗେଟ୍‌ ସାମ୍ନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ସମୟରେ ଭିଡ଼ ମଧ୍ୟରେ କିଛ ବ୍ୟକ୍ତିି ପ୍ରିୟଙ୍କା ଗାନ୍ଧୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ ଇର୍‌ଫାନ୍‌ଙ୍କ ‘ବ୍ଲାକ୍‌ମେଲ’: ଅପମାନଜନକ ଡାଏଲଗ୍‌କୁ ହଟାଇବାକୁ ଦାବି

ମୁମ୍ବାଇ : କିଛି ଦିନ ତଳେ ରିଲିଜ ହୋଇଥିଲା ବଲିଉଡ୍‌ ଫିଲ୍ମ ‘ବ୍ଲାକ୍‌ମେଲ୍‌’ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଇର୍‌ଫାନ ଖାନ୍‌, କୀର୍ତ୍ତି କୁଲ୍ହାରୀ, ଦିବ୍ୟା ଦତ୍ତା,ଅରୁଣୋଦୟ ସିଂ ଏବଂ ଓମି ବୈଦ୍ୟ । ଫିଲ୍ମଟି ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ଲାଭ କରିଥିଲା । କିନ୍ତୁ…
ଅଧିକ ଖବର ଦେଖନ୍ତୁ...