Daily Archives

April 14, 2018

ମନପସନ୍ଦ ପପ୍‌ଷ୍ଟାର ଟେଲର ସୁପ୍ଟଙ୍କ ପାଇଁ ବ୍ୟାଙ୍କ ଲୁଟିଲେ ପ୍ରଶଂସକ

ନୂଆଦିଲ୍ଲୀ : କଳାକାରଙ୍କ ସଫଳତା ଫଛରେ ପ୍ରକୃତରେ ପ୍ରଶଂସକମାନଙ୍କ ହାତ ରହିଥାଏ । ପ୍ରଶଂସକ ହି ଁ ଜଣେ ସାଧାରଣ କଳାକାରଙ୍କୁ ଶ୍ରେଷ୍ଠ କଳାକର ଭାବେ ପରିଚିତ କରାଇଥାଏ। ତେବେ ବେଳେବେଳେ ପ୍ରଶଂସକଙ୍କ ଭଲ ପାଇବା ପାଗଳାମିର ରୂପ ନେଇଥାଏ। ଯାହା ପାଇଁ କଳାକାରଙ୍କୁ ଅନେକ ପ୍ରକାରର ଅସୁବିଧାର…
ଅଧିକ ଖବର ଦେଖନ୍ତୁ...

‘ଟଏଲେଟ: ଏକ ପ୍ରେମକଥା’ ଚଳଚ୍ଚିତ୍ରର ପ୍ରଭାବ; ଶୌଚାଳୟ ନଥିବାରୁ ଶ୍ୱଶୁର ଘର ଛାଡ଼ିଲେ ମହିଳା

ଲକ୍ଷ୍ନୌ : ସ୍ୱଚ୍ଛତା ଉପରେ ଆଧାରିକ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର 'ଟଏଲେଟ ଏକ ପ୍ରେମକଥା' ସ୍ୱରୁପ ଉତ୍ତରପ୍ରଦେଶର ସମ୍ଭାଳ ଜିଲ୍ଲାଠାରେ ଏକ ବାସ୍ତବିକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରର କାହାଣୀ ଭଳି ଶ୍ୱଶର ଘରେ ଶୌଚାଳୟ ନଥିବାରୁ ମହିଳା ଜଣଙ୍କ ନିଜ ସ୍ୱାମୀ ଏବଂ ଶ୍ୱଶୁର…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବୀ ଗାୟକଙ୍କୁ ଗୁଳି: ସୋସିଆଲ ମିଡ଼ିଆରେ ଅଭିଯୁକ୍ତ ସ୍ୱୀକାର କଲେ ଦୋଷ

ନୂଆଦିଲ୍ଲୀ : ଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା ଅଭିନେତା ପରମିଶ ବର୍ମାଙ୍କ ଉପରେ ଆଜି ସକାଳେ ମୋହାଲି ଠାରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚାଳନା କରିଛନ୍ତି । ପରମିଶ ଏହି ସମୟରେ ଏକ କନସର୍ଟ ଶେଷ କରି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ତାଙ୍କୁ ତୁରନ୍ତ ପାଖ ଡ଼ାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଦୁଇଟି ମୁଣ୍ଡ ଥିବା ଏକ ଶିଶୁକୁ ଜନ୍ମ ଦେଲେ ମହିଳା: ଡ଼ାକ୍ତର ଚକିତ

ସୋଲାପୁର : ମା’ ର ଗର୍ଭ ହେଉଛି ଏକ କୁମ୍ଭାରଶାଳା । ଏଠାରେ କେଉଁ ଶିଶୁର ଗଠନ କିପରି ହେବା ତାହା କହିବା ଅସମ୍ଭବ । ଗତ ଗୁରୁବାର ଦିନ ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳର ସିଭିଲ ଡ଼ାକ୍ତରଖାନା ଠାରେ ଜଣେ ମହିଳା ଦୁଇଟି ମୁଣ୍ଡ ଥିବା ଜଣେ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟିର ସ୍ୱସ୍ଥ୍ୟାବସ୍ଥା…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ବର୍ବରତା : ଗଣିତ ପ୍ରଶ୍ନର ସମାଧାନ କରିବାରେ ବିଫଳ ହେବାରୁ ଛାତ୍ରଙ୍କ ବେକରେ ବାଡ଼ି ଭର୍ତ୍ତି କଲେ ଶିକ୍ଷକ

ପୁଣେ : ପୁଣେରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଦଣ୍ଡ ଦେବାକୁ ଯାଇ ଶିକ୍ଷକ ଜଣଙ୍କ ତା’ଙ୍କ ବେକରେ ବାଡ଼ି ଭର୍ତ୍ତି କରି ଦେଇଥିବା ଅଭିଯୋଗ ହୋଇଛି । ଗଣିତର ଏକ ପ୍ରଶ୍ନ ପଚରାଯାଇଥିବା ବେଳେ ଛାତ୍ର ଜଣଙ୍କ ତାହାର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏଥିରେ ରାଗି ଯାଇ ଶିକ୍ଷକ ଜଣଙ୍କ ପାଖରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ହାଇଦ୍ରାବାଦକୁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ଦେଲା କୋଲକାତା

କୋଲକାତା: ଇଡେନ ଗାର୍ଡେନ ଠାରେ ଶନିବାର କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୩୮ ରନ୍‌ ସଂଗ୍ରହ କରିବା ପରେ ହାଇଦ୍ରାବାଦ୍‌କୁ ୧୩୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ଅନ୍ୟତମ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମରେ ମଲ୍ଲାଇକା ଆରୋରାଙ୍କ ଅନୁରୋଧ: ଗଣଦୁଷ୍କର୍ମ ପୀଡ଼ିତାଙ୍କ ଫଟୋ ପରିବର୍ତ୍ତେ ଅଭିଯୁକ୍ତଙ୍କର ଫଟୋ ସେୟାର…

ମୁମ୍ବାଇ: ଗତ ଜାନୁଆରି ୧୦, ୨୦୧୮ରେ କଠୁଆ ଜିଲ୍ଲାରେ ହୋଇଥିବା ଗଣଦୁଷ୍କର୍ମ ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଜନୈକା ୮ବର୍ଷୀୟା ନାବାଳିକାକୁ ଜମ୍ମ-କଶ୍ମୀରରେ ଥିବା ଏକ ମନ୍ଦିରର ସେବାୟତଙ୍କ ଦ୍ୱାରା ଯୋଜନା କ୍ରମେ ଅପହରଣ କରାଯାଇ ତାକୁ ଭାଙ୍ଗ ଦିଆ ଯାଇଥିଲା । ଏହା ପରେ ୮ଜଣ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିବାର ଧମକ ଦେଇ ଦୁଇ ବର୍ଷ ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରୁଥିଲା ଫେସ୍‌ବୁକ୍‌ ପ୍ରେମିକ

ଗୁରୁଗ୍ରାମ : ଗୁରୁଗ୍ରାମରେ ଘଟିଥିବା ଏକ ଦୁଷ୍କର୍ମ ମାମଲା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ୨୩ ବର୍ଷୀୟା ଜନୈକା ଯୁବତୀ ଫେସ୍‌ବୁକ୍‌ରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲା ବିଷୟରେ ପୁଲିସକୁ ଏତଲା ମିଳିବା ପରେ ପୁଲିସ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଲେକ୍ସସ୍‌ର ଏକ ବର୍ଷ ପୂର୍ତ୍ତି , ନୂଆ ଇଏସ ସାଲୁନର ଟିଜର୍‌ ଉନ୍ମୋଚିତ

ମୁମ୍ବାଇ : ଟୟୋଟାର ଲକଜୁରୀ କାର ବ୍ରାଣ୍ଡ ଲେକ୍ସସ ଇଣ୍ଡିଆ ଭାରତରେ ପ୍ରଥମ ବର୍ଷ ପୂରଣ କରିଛି । ଏହି ବର୍ଷ କମ୍ପାନି ଭାରତୀୟମାନଙ୍କୁ ହାଇବ୍ରିଡ ଇଲେକଟ୍ରିକ ଏସୟୁଭି ଏବଂ ଏନଏକ୍ସ ୩୦୦ ଏଚ ପରି କାର ପ୍ରଦାନ କରିଛି । ଗତ ବର୍ଷ ମାର୍ଚ୍ଚ ରେ ଭାରତୀୟ ବଜାରକୁ ଆସିଥିବା ଏହି ବ୍ରାଣ୍ଡ୍‌…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷୀୟା ବିଧବା ମହିଳାଙ୍କୁ ମିଳିଲା ପ୍ରକୃତ ପ୍ରେମ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପ୍ରେମ କାହାଣୀ…

ନୂଆଦିଲ୍ଲୀ : ପ୍ରେମ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ନାହିଁ । ପ୍ରେମ କୌଣସି ବନ୍ଧନରେ ଆବଦ୍ଧ ହୁଏନା। ପ୍ରେମ ହେଉଛି ଶାଶ୍ୱତ । ସାଧାରଣତଃ ସମସ୍ତେ କହନ୍ତି, ପ୍ରେମ କରିବାର ଏକ ବୟସ ସୀମା ରହିଛି ଏବଂ ଏହା ଜୀବନରେ କେବଳ ଥରେ ହୋଇଥାଏ । ବର୍ତ୍ତମାନ ଏହି କଥାକୁ ଭୁଲ ପ୍ରମାଣିତ…
ଅଧିକ ଖବର ଦେଖନ୍ତୁ...