Daily Archives

April 15, 2018

ଆଇପିଏଲ୍‌ ୧୧: ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ମୋହାଲି: କିଙ୍ଗ୍‌ ଏକସ୍‌ଆଇ ପଞ୍ଜାବ ୪ ରନ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରିଛି। ୧୯୮ ରନ୍‌ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଲଢୁଆ ବ୍ୟାଟିଂ କରି ମଧ୍ୟ ଦଳକୁ ବିଜୟ ଦେଇ ପାରି…
ଅଧିକ ଖବର ଦେଖନ୍ତୁ...

ଶରୀରର ୫ଟି ସମସ୍ୟା ଦୂର କରେ ଧନିଆ ପତ୍ର

ଧନିଆ ପତ୍ର ଖାଦ୍ୟାର ସ୍ୱାଦ ବଢ଼ାଇବା ସହ ଶରୀର ପ୍ରତି ଅନେକ ଲାଭଦାୟକ ମଧ୍ୟ । ଏତିରେ ଥିବା ଓଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ଼୍ରେଟ୍‌, ଫାଇବର, ଆଇରନ୍‌, ମିନେରାଲସ୍‌ ଇତ୍ୟାଦି ପୋଷକ ତତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏହାକୁ ଖାଇବା…
ଅଧିକ ଖବର ଦେଖନ୍ତୁ...

ଦେଶରେ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ କରିଥାନ୍ତି ପିଏଚଡ଼ି: ସର୍ଭେ

ନୂଆଦିଲ୍ଲୀ : ନିକଟରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ, ଭାରତରେ ପିଏଚଡ଼ି କରୁଥିବା ବ୍ୟକ୍ତିଙ୍କ ଉପରେ ଏକ ରିପୋର୍ଟ ପ୍ରଦାନ କରିଛି। ବିଗତ ତିନି ବର୍ଷର ମିଳିଥିବା ରିପୋର୍ଟରୁ ପ୍ରମାଣିତ ହୋଇଛି ମହିଳାଙ୍କ ଅପେକ୍ଷା ୨୧ ହଜାର ଅଧିକ ପୁରୁଷ ପିଏଚଡ଼ି କରିଛନ୍ତି। ତେବେ ଦେଶରେ ପିଏଚଡ଼ି କରୁଥିବା…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣିଛନ୍ତି କି, ଅନୁଷ୍କାଙ୍କ ଭାଇ ଜଣେ କ୍ରିକେଟିୟର

ନୂଆଦିଲ୍ଲୀ : ବଲିଉଡ଼ର ପରୀ ଅନୁଷ୍କା ଶର୍ମା ବର୍ତ୍ତମାନ ତାଙ୍କ ବିବାହକୁ ନେଇ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି । ଏପରି କି ତାଙ୍କର ବିଷୟରେ ଜାଣିବା ପାଇଁ ମିଡ଼ିଆ ପୂରା ଚାତକ ଭଳି ଅନେଇ ବସିଛି। ଅନୁଷ୍କାଙ୍କ ବିବାହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟଙ୍କ ସହିତ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କବାଟ ବାଡ଼େଇ ମହିଳାଙ୍କୁ ବାହାରକୁ ଡ଼ାକିବା ପରେ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତକୁଞ୍ଜରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ଯୁବକ ଜନୈକା ମହିଳାଙ୍କୁ ଘର ଭିତରୁ ବାହାରକୁ ଡ଼ାକି ତାଙ୍କ ସମ୍ନାରେ ଆପତ୍ତିଜନକ କାମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିବା ଜଣା…
ଅଧିକ ଖବର ଦେଖନ୍ତୁ...

ନିଆରା ପରମ୍ପରା: ପ୍ରେମ ଏବଂ ସମ୍ମାନ ଜଣାଇବା ପାଇଁ ଫୋପାଡ଼ନ୍ତି ଛେପ

ଦୁନିଆରେ ସମସ୍ତଙ୍କୁ ପରସ୍ପର ସହ ପ୍ରେମ ଯୋଡ଼ି ରଖିଛି । ତେବେ ପ୍ରେମର ଅନେକ ରୂପ ଥିବା ସହ ଏହାକୁ ପରିପ୍ରକାଶ କରିବାର ଅନେକ ଭିନ୍ନ ଉପାୟ ରହିଛି । ପ୍ରେମିକ ପ୍ରେମିକା ପରସ୍ପର ମଧ୍ୟରେ ପ୍ରେମ ଆଦାନପ୍ରଦାନର ବିଭିନ୍ନ ରାସ୍ତା ଆପାଣାଇଥାନ୍ତି । ତେବେ ଆପଣ କେବେ ଶୁଣିଛନ୍ତି ଛେପ ଫୋପାଡ଼ି…
ଅଧିକ ଖବର ଦେଖନ୍ତୁ...

ଚଳଚଚ୍ଚିତ୍ରର ଚୁମ୍ବନ ଦୃଶ୍ୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏହି ପ୍ରସିଦ୍ଧ ବଲିଉଡ଼ କଳାକାର

ଚଳଚ୍ଚିତ୍ରରେ ଅଭିନେତ୍ରୀ ଏବଂ ଅଭିନେତାଙ୍କ ମଧ୍ୟର କିଛି ସଂପର୍କ ନଥାଇ ମଧ୍ୟ ସେମାନଙ୍କୁ ଅନେକ ଅନ୍ତରଙ୍ଗ ମୂହୂର୍ତ୍ତ କରିବା ପାଇଁ ପଡ଼ିଥାଏ। ଦର୍ଶକଙ୍କୁ ଦେଖିବାରେ ଏହା ସହଜ ଲାଗିଥିଲେ ମଧ୍ୟ ପ୍ରକୃତରେ ଏହା ପଛରେ ଅଭିନେତ୍ରୀ ଏବଂ ଅଭିନେତାଙ୍କର ବହୁତ ପରିଶ୍ରମ ନିହିତ ରହିଥାଏ । ୫…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବନାମ ଅସଦାଚରଣ: ମୁମ୍ବାଇରେ ମ୍ୟାଚ୍‌ ସମୟରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ମ୍ୟାଚ୍‌ ସମୟରେ ଶନିବାର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଜଣେ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ଦିଲ୍ଲୀ ଡେୟାରଡେଭିଲସ୍‌ ଓ ମୁମ୍ବାଇ ଇଣ୍ଡିଆନ୍‌ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ମହିଳା ଜଣକ ଅସଦାଚରଣର ଶିକାର ହୋଇଥିଲେ। ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ପାଇପ୍‌ ଭିତରୁ ଦୁଇ ଦିନର ଶିଶୁକନ୍ୟାର ମୃତ ଦେହ ଉଦ୍ଧାର, ମାତା-ପିତା ଫେରାର

ପାଲାକ୍କଡ଼(କେରଳ) : କେରଳର ପାଲାକ୍କଡ଼ ଅଞ୍ଚଳରୁ ଜଣେ ଦୁଇ ଦିନର ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟେ କ୍ଲିନିକ୍‌ର ଶୌଚାଳୟ ପାଇପ୍‌ ଭିତରୁ ମୃତ ଦେହକୁ ଉଦ୍ଧାର କରାଯାଇଥିବା ଅଭିଯୋଗ ହୋଇଛି । କେହି ଜଣେ ଚିକିତ୍ସା କରାଇବା ବାହାନାରେ ଆସି ଏପରି କରିଥିବା କ୍ଲିନିକ୍‌ର ଡ଼ାକ୍ତର…
ଅଧିକ ଖବର ଦେଖନ୍ତୁ...

ଭାରତରେ ଅବିବାହିତ ମହିଳା ବ୍ୟବହାର କରୁଛନ୍ତି ଅଧିକ ମାତ୍ରାରେ କଣ୍ଡୋମ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଅଧିକ ସଂଖ୍ୟାକ ଅବିବାହିତ ଏବଂ ସେକ୍ସସୁଆଲି ଆକ୍ଟିଭେଟ (ଯୌନ ସକ୍ରି୍ରୟ) ମହିଳା ସୁରକ୍ଷିତ ଭାବେ ଯୌନ ସଂପର୍କ ରଖିବା ପାଇଁ ଚିନ୍ତା କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କରାଯାଇଥିବା ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୫-୧୬ ରୁ ଏହା ପ୍ରମାଣିତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...