Daily Archives

April 15, 2018

ଆଇପିଏଲ୍‌ ୧୧: ଗେଲ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇକୁ ୧୯୮ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ମୋହାଲି: ପଞ୍ଜାବର ମୋହାଲି ଠାରେ ରବିବାର ୨ୟ ଆଇପିଏଲ୍‌ ମ୍ୟାଚ୍‌ରେ କ୍ରିସ ଗେଲ(୬୩ ରନ୍‌, ୩୩ଟି ବଲ, ୭ଟି ଚୌକା, ୪ଟି ଛକା) ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୭ ରନ୍‌ ସଂଗ୍ରହ କରିଛି। ଫଳରେ ଚେନ୍ନାଇକୁ ୧୯୮ ରନ୍‌ ବିଜୟ ପାଇଁ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନରେ ସୁପରହିଟ୍‌ ହେଲା ଖିଚ୍‌ଡ଼ି, କପିଲଙ୍କ ସୋ’ ସହ ତୁଳନା କଲେ ଦର୍ଶକ

ମୁମ୍ବାଇ : ୧୩ବର୍ଷ ପରେ ପୁଣି ଥରେ ପରଦା ଉପରେ ହଙ୍ଗାମା କରିଛି ‘ଖିଚ୍‌ଡ଼ି’ । ଏହି ସୋ’ରେ ପୁରୁଣା କଳାକାର ଏବଂ ନୂଆ କଳାକାରଙ୍କ ମିଶ୍ରଣକୁ ଖବ୍‌ ପ୍ରଶଂସା କରିଛନ୍ତି ଦର୍ଶକ । ଏହି ସୋ’ ଦେଖିବା ପରେ କିଛି ଲୋକ ଖିଚ୍‌ଡ଼ି ପରିବାରକୁ ପାଗଳ ବୋଲି କହିଥିଲେ ମଧ୍ୟ ପ୍ରଥମ ଦିନରେ ହିଁ ସୋ’ଟି…
ଅଧିକ ଖବର ଦେଖନ୍ତୁ...

କଠୁଆ ଦୁଷ୍କର୍ମର ପୁନରାବୃତ୍ତି: ନାବାଳିକାଙ୍କ ଶରୀରରେ ୮୬ଟି କ୍ଷତ ଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା…

ସୁରଟ୍‌ : ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଜଣେ ୮ବର୍ଷୀୟା ନାବଳିକାକୁ ଗଣଦୁଷ୍କର୍ମ ଘଟଣାର ସମାଧାନ ହୋଇ ନଥିବା ବେଳେ ସୁରଟ୍‌ରେ ପୁଣି ଏକ ସେଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ୧୧ବର୍ଷୀୟା ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

‘ପୁରୁଣାକୁ ମାର୍‌ ଗୋଲି’: ଭାଇରାଲ୍‌ ହେଲା ଓ୍ଵିଙ୍କ୍‌ କୁଇନ୍‌ ପ୍ରିୟାଙ୍କ ନୂଆ ଭିଡିଓ

ମୁମ୍ବାଇ: ଭୁଲି ଗଲେଣି କି ଏହି ଚେହେରାକୁ? ମାତ୍ର ୨୬ ସେକେଣ୍ଡ୍‌ର ଏକ ଆଖିମରା ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ପ୍ରିୟା ପ୍ରକାଶ ଭ୍ୟାରିୟର୍‌ଙ୍କର ଏବେ ଆଉ ଏକ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଓ୍ଵିଙ୍କ୍‌ କୁଇନ୍‌ ପ୍ରିୟା ତାଙ୍କର କୌତୁକିଆ ଅନ୍ଦାଜ ହେତୁ ମାତ୍ର ଘଣ୍ଟା କେଇଟାରେ ପାଲଟି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ୫୦୪ଟି ପଦକ, ଗୋଲଡ୍‌କୋଷ୍ଟରେ ୬୬

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଗୋଲଡ୍‌କୋଷ୍ଟ ଠାରେ ୧୨ ଦିବସୀୟ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରବିବାର ଉଦ୍‌ଯାପନ ହୋଇଯାଇଛି। ଏଥିରେ ଭାରତକୁ ୨୬ଟି ସ୍ୱର୍ଣ୍ଣ ପଦକ ସହିତ ୬୬ଟି ପଦକ ମିଳିଛି। ଏଥି ସହିତ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ୫୦୪ଟି ପଦକ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମଡେଲିଂ ଇଣ୍ଡଷ୍ଟ୍ରିରେ ନୂଆ ଅଧ୍ୟାୟ: ଫଟୋସୁଟ୍‌ ପାଇଁ ଶରୀରରୁ ପୋଷାକ ଖୋଲିଲେ ମଡେଲ

ମୁମ୍ବାଇ: ମଡେଲ୍‌ ହୁଅନ୍ତୁ କିମ୍ବା ଅଭିନେତ୍ରୀ ଫଟୋସୁଟ୍‌ର ସଉକ ଏମାନଙ୍କ ଭିତରେ ଖୁବ୍‌ ବେଶି ରହିଥାଏ। ନିକଟରେ ଜଣେ ଭାରତୀୟ ମଡେଲ୍‌ ନିଜର ଫଟୋସୁଟ୍‌ ସଉକ ପୂରା କରିବା ପାଇଁ ନଗ୍ନ ଫଟୋ ଉଠାଇ ଚର୍ଚ୍ଚା ପାଲଟିଛନ୍ତି। ଏହି ଚର୍ଚ୍ଚିତ ମଡେଲ ଜଣକ ହେଉଛନ୍ତି ଯନ୍‌ତୀ ହଜାରିକା। ଏଫ୍‌ବିବି…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ଯାଇଥିବା ସମୟରେ ନାବାଳିକାଙ୍କୁ ଅପହରଣ କରି ଜଙ୍ଗଲରେ ନେଇ ଦୁଷ୍କର୍ମ କରିଥିଲେ ୩ ଜଣ ଯୁବକ

ଝାଡଖଣ୍ଡ: ଝାଡ଼ଖଣ୍ଡରେ ଜଣେ ୮ମ ଶ୍ରେଣୀ ଛାତ୍ରୀକୁ ବନ୍ଧୁକ ମୁନରେ ତିନିଜଣ ଯୁବକ ଦୁଇଦିନ ଧରି ଦୁଷ୍କର୍ମ କରିଥିବା କଥା ଶନିବାର ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୁଲିସ ତିନିଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ପୀଡିତାଙ୍କ କହିବାନୁସାରେ, ମାର୍ଚ୍ଚ ୩୧…
ଅଧିକ ଖବର ଦେଖନ୍ତୁ...

ଗ୍ରାମବାସୀଙ୍କୁ ଚୁପ୍‌ ରହିବାକୁ ଧମକ ଦେଇଗଲେ ଉନାଓ ଅଭିଯୁକ୍ତଙ୍କ ଗୁଣ୍ଡା

ଉନାଓ: ଉତ୍ତରପ୍ରଦେଶର ଉନାଓ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେନ୍‌ଗରଙ୍କ ଗୁଣ୍ଡା ଏହି ମାମଲାରେ ଗ୍ରାମବାସୀମାନଙ୍କୁ ଚୁପ୍‌ ରହିବା ପାଇଁ ଧମକ ଦେଇଛନ୍ତି। ଗତକାଲି ରାତିରେ ଗୁଣ୍ଡାମାନେ ୨ଟି କାର୍‌ରେ ଆସି ଗ୍ରାମବାସୀମାନଙ୍କୁ ଏପରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ରାଜସ୍ଥାନର ୨ୟ ବିଜୟ, ୧୯ ରନ୍‌ରେ ବେଙ୍ଗାଲୁରୁ ପରାସ୍ତ

ବେଙ୍ଗାଲୁରୁ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ରାଜସ୍ଥାନ ଠାରୁ ୧୯ ରନ୍‌ରେ ପରାସ୍ତ ହେବାକୁ ପଡ଼ିଛି। ଏଥି ସହିତ ରାଜସ୍ଥାନ ଆଇପିଏଲ୍‌ ୧୧ତମ ସଂସ୍କରଣରେ ଦ୍ୱିତୀୟ ଥର ବିଜୟୀ ହୋଇଛି। ୨୧୮ ରନ୍‌ ବିଜୟ ଲକ୍ଷ ନେଇ ୨ୟ ଇନିଂସରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦…
ଅଧିକ ଖବର ଦେଖନ୍ତୁ...

୨ଟି କୋଚ ଲାଇନ୍‌ଚ୍ୟୁତ୍‌ ହେବାରୁ ଦୁର୍ଘଟଣାଗ୍ରସ୍ତ ହେଲା କଟନିର ପାସେଞ୍ଜର ଟ୍ରେନ୍‌

କଟନି: କଟନି-ଚୋପାନ ପାସେଞ୍ଜର ଟ୍ରେନ୍‌ର ଦୁଇଟ କୋଚ ରବିବାର ଲାଇନ୍‌ଚ୍ୟୁତ ହେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ମଧ୍ୟପ୍ରଦେଶାର କଟନି ଜିଲ୍ଲା ସ୍ଥିତ ଖାନ୍ନା ବଞ୍ଜାରି ଷ୍ଟେସନ୍‌ରେ ଘଟିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲୁ…
ଅଧିକ ଖବର ଦେଖନ୍ତୁ...