Daily Archives

April 16, 2018

ବିବାହରେ ସୁନା ଜୋତା, ଟାଏ ପିନ୍ଧି ପହଞ୍ଚିଲା ବର: ସଂପୂର୍ଣ୍ଣ ପୋଷାକର ଦାମ ରହିଥିଲା ୨୫ ଲକ୍ଷ

ଲାହୋର : ଆପଣ ଜଣିଛନ୍ତି, ସାଧାରଣତଃ ବିବାହରେ ଆକର୍ଷଣର କେନ୍ଦ୍ର ପାଲଟିଥାଏ କନ୍ୟା । ତେବେ ବର୍ତ୍ତମାନ ପାକିସ୍ତାନର ଏକ ବିବାହରେ ସମସ୍ତଙ୍କର ଦୃଷ୍ଟି ଆର୍କଷଣ କରିଥିଲା ବିବାହ ପାଇଁ ଆସିଥିବା ବର । ବର ଜଣଙ୍କ ବିବାହରେ ସମୁଦାୟ ୨୫ ଲକ୍ଷ ଟଙ୍କାର ପୋଷାକ ପିନ୍ଧି ପହଞ୍ଚ ିଥିଲେ । ତେବେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଘରୋଇ ମାଟିରେ ଦିଲ୍ଲୀ ବିରୋଧରେ କୋଲକାତା ୭୧ ରନ୍‌ରେ ବିଜୟୀ

କୋଲକାତା: ଦ୍ୱିତୀୟ ଇନିଂସରେ ୨୦୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ଡେୟାରଡେଭିଲସ୍‌ ୧୪.୨ ଓଭରରେ ସମସ୍ତ ୧୦ଟି ଓ୍ଵିକେଟ୍‌ ହରାଇ ୧୨୯ ରନ୍‌ ସଂଗ୍ରହ କରିଛି। ଫଳରେ ଦିଲ୍ଲୀ ୭୧ ରନ୍‌ରେ ପରାଜିତ ହୋଇଛି। ମାତ୍ର ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା ଦିଲ୍ଲୀ। ୧୩ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ବର୍ଷକୁ ୮୧ ଲକ୍ଷ ଚାକିରି ସୃଷ୍ଟି ହେବା ଜରୁରୀ : ବିଶ୍ୱ ବ୍ୟାଙ୍କ

ବିଶ୍ୱବ୍ୟାଙ୍କ : ନିଜର ଆର୍ଥିକ ଅଭିବୃଦ୍ଧିର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ହେଲେ ଭାରତକୁ ପ୍ରତିବର୍ଷ ପ୍ରାୟ ୮୧ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି । ବିଶ୍ୱ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୫ରୁ ୨୦୧୫ ମଧ୍ୟରେ କରାଯାଇଥିବା ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଜଗମୋହନ, ବାହାରିପାରୁନି ମହାପ୍ରସାଦ, ସିଂହଦ୍ୱାର ସମ୍ମୁଖରେ ମହାସୁଆରଙ୍କ ଧାରଣା

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଥିବା ଜଗମୋହନ ଖୋଲିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବାହାରିପାରି ନାହିଁ। ଶ୍ରୀମନ୍ଦିର ନୀତିରେ ବିଳମ୍ବ ହୋଇଥିବାରୁ ମହାପ୍ରସାଦ ବାହାରି ପାରୁ ନାହିଁ। ଏହାରି ବିରୋଧରେ ସୁଆର ମହାସୁଆର…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆ ବଞ୍ଚାଉଛନ୍ତି ଶହଶହ ଲୋକଙ୍କ ଜୀବନ

'ରକ୍ତ ଦାନ ମହତ୍‌ ଦାନ'। ଆପଣ ଏହି କଥା ଶୁଣିଥିବେ; ତେବେ ଏହାକୁ ସତ କରି ଦେଖାଇଛନ୍ତି, ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାର ସୟୋଦାନପୁର ଗ୍ରାମର ୫୦ ବର୍ଷୀୟ ଦିନ ମଜୁରିଆ ଅମର ସିଂ। ସେ ସେଠାରେ 'ରକ୍ତ ମଣିଷ' ଭାବେ ପରିଚିତ । ଅମର ଦିନେ କାମ ପାଇଁ ଯାଉଥିବା ସମୟରେ ରାସ୍ତାରେ ଜଣେ ବ୍ୟକ୍ତିଙ୍କର…
ଅଧିକ ଖବର ଦେଖନ୍ତୁ...

କମୁଛି ମାଓବାଦୀ ହିଂସା, ପ୍ରଭାବିତ ଜିଲ୍ଲା ତାଲିକାରୁ ହଟିଲା ୪୪ ଟି ଜିଲ୍ଲା

ନୂଆଦିଲ୍ଲୀ : ବିଗତ ଚାରି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି । ହିଂସାକାଣ୍ଡ ୨୦% ହ୍ରାସ ପାଇଛି । ସେହିପରି ୨୦୧୩ ମସିହା ତୁଳନାରେ ୨୦୧୭ରେ ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୪% ହ୍ରାସ ପାଇଛି । ବାମପନ୍ଥୀ ହିଂସା ପ୍ରଭାବିତ ଜିଲ୍ଲାର ସଂଖ୍ୟା ୨୦୧୩ରେ ୭୬ ଥିବା ବେଳେ ୨୦୧୭ରେ…
ଅଧିକ ଖବର ଦେଖନ୍ତୁ...

ଗବେଷଣାରୁ ପ୍ରମାଣିତ: ଏଚଆଇଭିର ପ୍ରଥମ ଅବସ୍ଥା ହେଉଛି ଚିନ୍ତା ଏବଂ ଭୁଲିବା

ନୂଆଦିଲ୍ଲୀ : ଗବେଷଣାରୁ ଜଣାପଡ଼ିଛି ହ୍ୟୁମାନ ଇମ୍ୟୁନୋଡ଼େଫିସିଏନସି ଭାଇରସ (ଏଚଆଇଭି ) ପ୍ରଥମ ଅବସ୍ଥାରେ  ସିଧାସଳଖ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଆଗରୁ ଗବେଷଣାରୁ ଜଣାପଡ଼ିଥିଲା ଏଚଆଇଭି ରୋଗୀଙ୍କୁ ବିଭିନ୍ନ ନକାରତ୍ମକ ଭାବନା ଆସିଥାଏ, ଯେଉଁ କାରଣରୁ ସେମାନେ ଅଧିକ ଚିନ୍ତା କରିବା ସହ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଚପଲ ମାଡ଼ରୁ ବଞ୍ଚିବାକୁ ଯାଇ ଛାତରୁ ତଳକୁ ଡ଼େଇଁ ପଡ଼ିଲା ନାବାଳିକା

ଜୟପୁର : ରାଜସ୍ଥାନର ଅଲବେରା ଅଞ୍ଚଳରେ ଦେଖିବାକୁ ମିଳିଛି ଜଣେ ବାପାର ଅମାନୁଷିକ କାଣ୍ଡ । ଜଣେ ବାପା ଅମାନୁଷିକତାର ସମସ୍ତ ସୀମା ପାର କରିଛି । ୧୨ ବର୍ଷର ନାବାଳିକା ଝିଅ ବାପାର ମାଡ଼ ସହି ନ ପାରି ଶେଷକୁ ପ୍ରାଣ ବିକଳରେ ଛାତ ଉପରୁ ତଳକୁ ଡ଼େଇଁ ପଡ଼ିଛି । ଘଟଣା ପରେ ନାବାଳିକାଟିକୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ ପରେ ଏବେ ଟେଲିଭିଜନରେ ଆଖି ନଚାଇଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ : ରାତାରାତି ଇଣ୍ଟରନେଟରେ ଚହଳ ପକାଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର ବର୍ତ୍ତମାନ ଟେଲିଭିଜନ ଦୁନିଆରେ ପାଦ ରଖିଛନ୍ତି । ଗତ କାଲି ପ୍ରିୟଙ୍କାର ଏକ ବିଜ୍ଞାପନ ଟେଲିଭିଜନରେ ରିଲିଜ ହୋଇଛି । ଏଥିରେ ସେ ଚକେଲେଟ ଖାଇ ଏକ ସଂଳାପ କହୁଛନ୍ତି- ଫ୍ରି କା ଆଟିଟ୍ୟୁଡ଼ ଦିଖାନା…
ଅଧିକ ଖବର ଦେଖନ୍ତୁ...

୮ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲା ୧୨ ବର୍ଷୀୟ ନାବାଳକ

ସିଓ୍ଵାନ: ସାରା ଦେଶରେ ପ୍ରତିଦିନ ହେଉଥିବା ନାବାଳିକା ଦୁଷ୍କର୍ମ ଘଟଣା ରୋକିବା ପାଇଁ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର କିଛି ଫଳାଫଳ ମିଳି ପାରି ନାହିଁ । କଠୁଆ ଦୁଷ୍କର୍ମ ପରେ ଏବେ ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ୧୨ବର୍ଷୀୟ ନାବାଳକ…
ଅଧିକ ଖବର ଦେଖନ୍ତୁ...