Daily Archives

April 17, 2018

ଆଇପିଏଲ ୧୧: କୋହଲିଙ୍କ ବିରାଟ ଉଦ୍ୟମ ବିଫଳ, ବେଙ୍ଗାଲୁରୁକୁ ୪୬ ରନ୍‌ରେ ହରାଇଲା ମୁମ୍ବାଇ

ମୁମ୍ବାଇ: ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି(ଅପରାଜିତ ୯୨ ରନ୍‌, ୬୦ ବଲ୍‌, ୭ ଚୌପା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ପାଣିର ଗାର ହୋଇଛି। ବିରାଟଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ୨୧୪ ରନ୍‌ ବିଜୟ ଲକ୍ଷ୍ୟ ନେଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ଏକମାତ୍ର ହାତଲେଖା ଖବର କାଗଜ

ଚେନ୍ନଈରୁ ପ୍ରକାଶିତ ଉର୍ଦୁ ଦୈନିକ ‘ଦ ମୁସଲମାନ’ ସମ୍ଭବତଃ ବିଶ୍ୱର ଏକମାତ୍ର ହାତଲେଖା ଖବରକାଗଜ। ଦୀର୍ଘ ଏକାନବେ ବର୍ଷ ଧରି ଏହା ନିିୟମିତ ପ୍ରକାଶ ପାଇଆସୁଛି। ଖଣ୍ଡେ କାଗଜର ମୂଲ୍ୟ ମାତ୍ର ପଞ୍ଚସ୍ତରି ପଇସା। ଦିଲ୍ଲୀ, କଲକାତା ସମେତ ସାରା ଦେଶରେ ଏହି କାଗଜର ଗ୍ରାହକ ଅଛନ୍ତି ଏବଂ ମୋଟ ପାଠକ…
ଅଧିକ ଖବର ଦେଖନ୍ତୁ...

ଚାଷୀମାନଙ୍କ ସହାୟତା କରିବ ସୌରଶକ୍ତି ଚାଳିତ ପୋର୍ଟେବଲ ଶୀତଳ ଭଣ୍ଡାର

ଭୂବନେଶ୍ୱର : ଦେଶର ଅଗ୍ରଣୀ କୁଲିଙ୍ଗ୍‌ ସଲ୍ୟୁସନ୍‌ ଇକ୍ୟୁପ୍‌ମେଣ୍ଟ ଯୋଗାଣକାରୀ କମ୍ପାନୀ ଆଇସ୍‌ ମେକ୍‌ ରେଫ୍ରିଜିରେସନ୍‌ ଲିମିଟେଡ୍‌ ପକ୍ଷରୁ ସୌର ଶକ୍ତି ଚାଳିତ  ପୋର୍ଟେବଲ୍‌ କୋଲ୍ଡ ଷ୍ଟୋରେଜ୍‌ ଯୁନିଟ୍‌କୁ ଓଡିଶାରେ ଲଞ୍ଚ କରାଯାଇଛି। ବିଶେଷ କରି ଓଡିଶାର ଗ୍ରାମାଞ୍ଚଳ ଗୁଡିକରେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ: ଚାକିରି ଅଭାବରୁ ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଡିଗ୍ରିଧାରୀ କନେଷ୍ଟବଳ ହେଉଛନ୍ତି

ଗାନ୍ଧୀନଗର : ଦେଶରେ ସବୁ କ୍ଷେତ୍ରରେ ଚାକିରିର ଅଭାବ ଦେଖିବାକୁ ମିଳୁଛି । ମେଧାବୀ ଛାତ୍ର-ଛାତ୍ରୀମାନେ ମଧ୍ୟ ଚାକିରି ପାଇବାରୁ ବଞ୍ଚିତ ରହୁଛନ୍ତି । କିଛି ପିଲା ଅଧିକ ଅର୍ଥ ବ୍ୟୟ କରି ଇଞ୍ଜିନିୟରିଂ ଏବଂ ଏମ୍‌ବିଏ ଭଳି ପାଠ ପଢ଼ୁଥିଲେ ମଧ୍ୟ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ଚାକିରି ମିଳୁ…
ଅଧିକ ଖବର ଦେଖନ୍ତୁ...

‘ରାଇଜିଙ୍ଗ ଷ୍ଟାର-୨’ର ବିଜେତା ହେଲେ ହେମନ୍ତ ବ୍ରିଜବାସୀ

ନୂଆଦିଲ୍ଲୀ : ଦେଶର ପ୍ରଥମ ଲାଇଭ ସୋ’ ଭାବେ ପରିଚିତ ରାଇଜିଙ୍ଗ ଷ୍ଟାରର ଦ୍ୱିତୀୟ ସଂସ୍କରଣର ବିଜେତା ଘୋଷଣା କରାଯାଇଛି। ସଂଗୀତଭିତ୍ତିକ ଏହି ରିଆଲି ସୋ’ରେ ବିଜେତା ସାଜିଛନ୍ତି ମଥୁରାର ହେମନ୍ତ ବ୍ରିଜବାସୀ । ଏହା ପୂର୍ବରୁ ମଧ୍ୟ ହେମନ୍ତ ପ୍ରାୟ ୯ ବର୍ଷ ପୂର୍ବେ ଜିଟିଭି ସୋ’ ସାରେଗାମାପା…
ଅଧିକ ଖବର ଦେଖନ୍ତୁ...

ଗୋଆରେ ୮ଜଣ ନାବାଳିକାଙ୍କୁ ବନ୍ଧକ ରଖି ତତଲା ଛୁରୀରେ ଚେଙ୍କ ଦେଉଥିଲେ ମହିଳା

ପଣଜୀ : ଗୋଆର ଭାସ୍କୋଡ଼ଗାମା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ପୁଲିସ ଏକ ଫ୍ଲାଟରୁ ୮ଜଣ ନାବାଳିକାଙ୍କୁ ବନ୍ଧକ ଥିବା ଅବସ୍ଥାରୁ ଉଦ୍ଧାର କରିଛି। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଥିବା ୬୫ ବର୍ଷିୟ ମହିଳା ଭେନସୁ ହବିବ୍‌ଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଆକାଉଣ୍ଟ ବନ୍ଦ ଥିଲେ କିମ୍ବା  ଆକାଉଣ୍ଟ ନ ଥିଲେ ମଧ୍ୟ  ବ୍ୟକ୍ତଗତ ଡ଼ାଟା ସଂଗ୍ରହ କରିନିଏ ଫେସ୍‌ବୁକ୍‌

ନ୍ୟୁୟର୍କ: ପୂର୍ବ ସପ୍ତାହରେ ସୋସିଆଲ ନେଟ୍‌ଓ୍ଵାର୍କଂ ସାଇଟ୍‌ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଆମେରିକାର ସିନେଟରେ ଉପସ୍ଥିତ ରହି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟର ଦୁରୁପଯୋଗ କରାଯାଇଛି ବୋଲି ସ୍ୱୀକାର କରିବା ସହ ଆଗକୁ ଏପରି ହେବ ନାହିଁ ବୋଲି କହିଥିଲେ । ଏହା ସହ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତରେ ବିବାହ କଲେ ‘ମେରି ଆଶିକି’ ଧାରାବାହିକର ଏହି ଅଭିନେତା

ମୁମ୍ବାଇ : ସବୁ ଅବିବାହିତ ଯୁବତୀଙ୍କ ପାଇଁ ଏକ ଖରାପ ଖବର । ଛୋଟ ପରଦାର ସବୁଠାରୁ ସୁନ୍ଦର ଏବଂ ହ୍ୟାଣ୍ଡସମ୍‌ ହିରୋ ଶକ୍ତି ଆରୋରା ନିଜର ବହୁ ଦିନର ପ୍ରେମିକା ନେହା ସାକ୍ସେନାଙ୍କୁ ବିବାହ କରିଥିବା ଜଣା ପଡ଼ିଛି । ଦୁଇ ଜଣ ନିଜର ବିବାହକୁ ଗୁପ୍ତ ରଖିଥିବା ବେଳେ ସେମାନଙ୍କ ବିବାହରେ କେବଳ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ଲୁଇସ-ରୋହିତଙ୍କ ଅର୍ଦ୍ଧଶତକ, ବେଙ୍ଗାଲୁରୁକୁ ୨୧୪ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ମୁମ୍ବାଇ: ଅଧିନାୟକ ରୋହିତ ଶର୍ମା(୯୪ ରନ୍‌, ୫୨ ବଲ, ୧୦ ଚୌକା, ୫ଛକା) ଓ ଇଭିନ ଲୁଇସ(୬୫ ରନ୍‌, ୪୨ ବଲ, ୬ ଚୌକା, ୫ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ୨୧୩ ରନ୍‌ ସଂଗ୍ରହ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ମଙ୍ଗଳବାର ମ୍ୟାଚ୍‌ରେ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

କୋଚ୍‌ ପାଲଟିଲା ପ୍ରସୂତି ପ୍ରକୋଷ୍ଠ : ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ସହାୟତାରେ ଶିଶୁ ପୁତ୍ର ଜନ୍ମ ଦେଲେ ଯାତ୍ରୀ

ସୀତାପୁର୍‌(ଉତ୍ତରପ୍ରଦେଶ) : ଜନ ନାୟକ ଏକ୍ସପ୍ରେସ ପାଲଟିଲା ପ୍ରସୂତି ପ୍ରକୋଷ୍ଠ । ସୋମବାର ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ମହିଳା ଜନ ନାୟକ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଟ୍ରେନରେ ଚିକିତ୍ସା ଲାଗି କୌଣସି ସୁବିଧା…
ଅଧିକ ଖବର ଦେଖନ୍ତୁ...