Daily Archives

April 19, 2018

ଏବେ ଫେସ୍‌ବୁକ୍‌ ଆପ୍‌ ମାଧ୍ୟମରେ କ୍ରେଡିଟ୍‌/ ଡେବିଟ୍‌ କାର୍ଡ ଦ୍ୱାରା କରି ପାରିବେ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ : ସୋସିଆଲ ନେଟ୍‌ଓ୍ଵାର୍କିଂ ସାଇଟ୍‌ ଫେସ୍‌ବୁକ୍‌ ନେଇ ଏବେ ଅନେକ କଥା ସାମ୍ନାକୁ ଆସିଥିବା ବେଳେ ବ୍ୟବହାରକାରୀଙ୍କ ଡ଼ାଟାର ଦୁରୁପଯୋଗ ହୋଇଥିବା ହେତୁ ଫେସ୍‌ବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କ୍ଷମା ମାଗି ସାରିଛନ୍ତି । ଏହା ସହ ଆଗକୁ ଯେପରି ଏଭଳି କିଛି ନ ଘଟେ ସେ ନେଇ ସେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ହାଇଦ୍ରାବାଦକୁ ୧୫ ରନ୍‌ରେ ହରାଇଲା ପଞ୍ଜାବ

ମୋହାଲି: କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୧୫ ରନ୍‌ରେ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ୧୯୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିଛି। ଋଦ୍ଧିମାନ ଶାହା ୬ ରନ୍‌, ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୫୪ ରନ୍‌, ୟୁସୁଫ ପଠାନ ୧୯ ରନ୍‌,…
ଅଧିକ ଖବର ଦେଖନ୍ତୁ...

ଚା’ ପ୍ରେମ : ୧୫ ଲକ୍ଷର ଚାକିରି ଛାଡ଼ି ଦମ୍ପତି ଖୋଲିଲେ ଚା’ ଦୋକାନ

ନାଗପୁର : ଭାରତରେ ପ୍ରାୟତଃ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାଆନ୍ତି । ଅନେକ ତ ଚା’ କପେ ଲାଗି ପାଗଳ ପ୍ରାୟ ହୋଇପଡ଼ନ୍ତି। ଏହି ଚା' ପ୍ରେମ ପାଇଁ ନିକଟରେ ସଫ୍ଟଓୟାର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦମ୍ପତି ନିଜର ଚାକିରି ଛାଡ଼ିଛନ୍ତି । ପୁନେରେ ସଫ୍ଟଓୟାର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ମିଳିବ ବରାଦି ଅବଢ଼ା !

ପୁରୀ : ଗତ ଚାରିଦିନ ହେଲା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଲାଗି ରହିଥିବା ଅଚଳାବସ୍ଥା ଯୋଗୁଁ ହଜାର ହଜାର ଭକ୍ତ ମହାପ୍ରସାଦ ନ ପାଇ ନିରାଶ ହୋଇ ଫେରୁଛନ୍ତି। ଅବଢ଼ା ପାଇଁ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁଙ୍କ ଥଟ୍ଟା ସହି ନ ପାରି ସୋ’ ଅଧାରୁ ଛାଡ଼ି ପଳାଇଲେ କୋରିଓଗ୍ରାଫର ଗୀତା

ନୂଆଦିଲ୍ଲୀ : ବଲିଉଡ଼ର ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁର ବର୍ତ୍ତମାନ ଅନେକ ଡ଼୍ୟାନ୍ସ ସୋ’ର ବିଚାରକ ଭାବେ ନଜର ଆସୁଥିବାର ଦେଖାଯାଇଥାନ୍ତି । ନିକଟରେ ଡ଼୍ୟାନ୍ସ ଇଣ୍ଡିଆ ଡ଼୍ୟାନ୍ସ ଲିଟିଲ ମାଷ୍ଟର ସୋ’ର ଏକ ସ୍ୱତନ୍ତ୍ର ଏପିସୋଡ଼ରେ ଅତିଥି ବିଚାରକ ଭାବେ ଆସିଥିବା ଗୀତା ଅଧା ସୋ’ରୁ ରାଗରେ ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ମଣିଷ ଭଳି ଦେଖାଯାଉଥିବା ମାଛ ସହ ସ୍କୁବା ଡାଇଭର୍‌ଙ୍କ ୩୦ ବର୍ଷର ଘନିଷ୍ଠ ବନ୍ଧୁତା

ନୂଆଦିଲ୍ଲୀ : ବନ୍ଧୁତା କେବେ ମଧ୍ୟ କୌଣସି ପ୍ରକାରର ବୈଷମ୍ୟତା ଦେଖେନାହିଁ । ଅନେକ ସମୟରେ ଆପଣ ଦେଖିଥିବେ ଲୋକେ ତାଙ୍କ ଘରେ ଅନେକ ପ୍ରକାରର ପାଳିତ ପଶୁ ରଖିଥାନ୍ତି । କିନ୍ତୁ ଜାପାନର ୭୯ ବର୍ଷିୟ ସ୍କୁବା ଡ଼ାଇବର ହିରୋୟୁକୀ ଆରାକାବାଙ୍କ ୩୦ ବର୍ଷ ହେବ ଏକ ମାଛ ସହିତ ଘନିଷ୍ଠ ବନ୍ଧୁ ତା…
ଅଧିକ ଖବର ଦେଖନ୍ତୁ...

କୁକୁର ଭୂମିକମ୍ପର ପୂର୍ବାନୁମାନ କରିପାରେ ନାହିଁ

ଏକଥା ପ୍ରାୟ କୁହାଯାଏ କି କୁକୁରର ଆଘ୍ରାଣ ଶକ୍ତି ଓ ଅନୁମାନ ଶକ୍ତି ପ୍ରଖର। ପୁଣି ଏକଥା ମଧ୍ୟ ଜଣାଶୁଣା କି ପଶୁପକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ପୂର୍ବରୁ ଜାଣିପାରନ୍ତି। ଅନେକ ଲୋକ ଭାବନ୍ତି ଯେ ଭୂମିକମ୍ପ ହେବାର ପୂର୍ବନୁମାନ କରିପାରେ କୁକୁର । କିନ୍ତୁ ନିକଟରେ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ସେଟ୍‌ରେ ଆହତ ହେବା ପରେ ମଧ୍ୟ ସୁଟଂ ଜାରି ରଖିଛନ୍ତି ଅକ୍ଷୟ କୁମାର

ଅକ୍ଷୟ କୁମାର ଜଣେ ପରଫେକସନିଷ୍ଟ। ଖାଲି ସେତିକି ନୁହେଁ, ସେ କେବେ ହେଲେ ପ୍ରଯୋଜକଙ୍କୁ ହଇରାଣରେ ପକାଇବାକୁ ଚାହାନ୍ତି ନାହିଁ । ସୁପରଷ୍ଟାର ଅକ୍ଷୟ କୁମାର ବିଗତ କିଛି ଦିନ ହେବ ସାମାଜିକ ସଚେତନତାଧର୍ମୀ ସିନେମାରେ ଅଭିନୟ କରି ଚାଲିଛନ୍ତି । ଆଉ ସେସବୁ ଫିଲ୍ମ ବକ୍ସଅଫିସରେ ଭଲ ବିଜନେସ ବି…
ଅଧିକ ଖବର ଦେଖନ୍ତୁ...

ଫିଟ୍‌ ରହିବା ପାଇଁ ଆପଣ କ’ଣ କରନ୍ତି? ଲଣ୍ଡନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିବା ଏହି ପ୍ରଶ୍ନର ଉତ୍ତର ଶୁଣିବା…

ନୂଆଦିଲ୍ଲୀ : ଦେଶ ଭିତରେ ହେଉ ବା ବାହାରେ ଯେଉଁଠାକୁ ବି ଭାରତର ପ୍ରଧାନମନ୍ତ୍ରୀ ମୋଦି ଯାଆନ୍ତି ତାଙ୍କ ଭାଷଣରେ ସମସ୍ତେ ଖୁସି ହୋଇ ଯାଆନ୍ତି । ଜଣେ ପ୍ରଧାନମନ୍ତ୍ରୀ ହିିସାବରେ ତାଙ୍କ ଭାଷଣ ଦେବାର ଶୈଳୀକୁ ପ୍ରବାସୀ ଭାରତୀୟ ଖୁବ୍‌ ପସନ୍ଦ କରନ୍ତି । କେତେକ କହନ୍ତି, ଆପଣ ତାଙ୍କୁ ଘୃଣା କରି…
ଅଧିକ ଖବର ଦେଖନ୍ତୁ...

୮ମାସ ଧରି ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ନାବାଳିକାଙ୍କ ଶିଶୁ କନ୍ୟା ଜନ୍ମ ପରେ ଆଖି ବୁଜିଲା

ରାଜକୋଟ : ରାଜସ୍ଥାନର ରାଜକୋଟରେ ଘଟିଛି ଏକ ଦୁଃଖଦ ଘଟଣା । ୬ ଜଣ ଅଭିଯୁକ୍ତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜନ୍ମ ଦେଇଥିବା ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମାସେ ପୂର୍ବରୁ ପୀଡ଼ିତା ଜଣକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଶିଶୁଟିର ସ୍ୱାସ୍ଥ୍ୟଗତ ସମସ୍ୟା…
ଅଧିକ ଖବର ଦେଖନ୍ତୁ...