Daily Archives

April 20, 2018

ଚେନ୍ନାଇ ସୁପର କିଙ୍ଗସ ଠାରୁ ୬୪ ରନରେ ହାରିଲା ରାଜସ୍ଥାନ ରୟାଲ୍ସ

ପୁନେ -ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସକୁ ଶୋଚନୀୟଭାବେ ୬୪ ରନରେ ପରାସ୍ତ କରିଛି । ଚେନ୍ନାଇ ସୁପର କିଙ୍ଗସ ଦ୍ବାରା ଧାର୍ଯ୍ୟ ବିଶାଳ ୨୦୫ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଦେଶ ପାଇଁ ପ୍ରେରଣା ସାଜିଛନ୍ତି ଏହି ମହିଳା ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ

ଭାରତରେ ଧୀରେ ଧୀରେ ଲିଙ୍ଗଗତ ପାର୍ଥକ୍ୟ କମ ହେବାରେ ଲାଗିଛି। ବର୍ତ୍ତମାନ ସମାଜ ମହିଳାଙ୍କ ସାମର୍ଥ୍ୟକୁ ବୁଝୁଛି ଏବଂ ଏହାକୁ ସମର୍ଥନ ମଧ୍ୟ କରୁଛି। ଏହାପରେ ମଧ୍ୟ ଭାରତରେ ମହିଳା ପୋଲିସ କର୍ମଚାରୀ କେବଳ ୬.୧୧ ପ୍ରତିଶତ ଥିବା ବେଳେ ୧୭ ପ୍ରତିଶତ ମହିଳା କେବଳ ଆଇଏଏସ ଅଫିସର ଭାବେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ମାଇଗ୍ରେନ୍‌ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଅନେକ ସମୟରେ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ନିଜ ଉପରୁ ନଜର ହଟାଇ ଦେଉଛନ୍ତି । କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । କିନ୍ତୁ କିଛି ଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରିବାରୁ ଏହା ଧୀରେ ଧୀରେ ଭୟଙ୍କର ରୂପ ନେଉଛି । ପ୍ରତିଦିନର…
ଅଧିକ ଖବର ଦେଖନ୍ତୁ...

ଗିନିଜ୍‌ ବୁକରେ ଏହି ବଲିଉଡ଼ କଳାକାରଙ୍କ ନାମ ରହିଛି, ଜାଣନ୍ତୁ କାହିଁକି?

କିଛି ଅସାଧାରଣ କାମ କରିବା ଦ୍ୱାରା ଜଣଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ ହୋଇଥାଏ । ଏହି ତାଲିକାରେ ନିଜର ନାମ ସାମିଲ୍‌ କରିବା ପାଇଁ ଦୁନିଆରେ ଅନେକ ଲୋକ ବିଭିନ୍ନ ପ୍ରକାରର ଅସାଧାରଣ କାର୍ଯ୍ୟ କରିଥାନ୍ତି । ତେବେ ଏହା ଦୌଡରୁ ବାଦ ପଡ଼ି ନାହାନ୍ତି ବଲିଉଡ୍‌ ତାରକା…
ଅଧିକ ଖବର ଦେଖନ୍ତୁ...

ଏମିତି ଏକ ସ୍ଥାନ, ଯେଉଁଠି ମାଟି ଉପରେ ଡ଼େଇଁଲେ ସଂପୂର୍ଣ୍ଣ ଅଞ୍ଚଳ ହଲିବା ଆରମ୍ଭ ହୋଇଥାଏ

ନୂଆଦିଲ୍ଲୀ : ଦେଶରେ ଏମିତି ଅନେକ ସ୍ଥାନ ରହିଛି ଯାହାର ରହସ୍ୟ ଏ ପର୍ଯ୍ୟନ୍ତ କେହି ଚେଷ୍ଟା କରି ମଧ୍ୟ ଜାଣି ପାରି ନାହାନ୍ତି। ସେଭଳି ଏକ ସ୍ଥାନ ହେଉଛି ଛତିଶଗଡ଼ରେ ଥିବା ମେନପାଟ । ଏଠାକୁ ଦେଶର କୋଣ ଅନୁକୋଣରୁ ଲୋକ ଛୁଟି ଆସିଥାନ୍ତି । ଏହାକୁ ଛତିଶଗଡ଼ର ଶିମ୍‌ଲା କୁହାଯାଉଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ଦେଶର ଏହି ଗ୍ରାମରେ ଜଣେ ପୁରୁଷ ୩ ଜଣ ମହିଳାଙ୍କୁ ବିବାହ କରିଥାଆନ୍ତି ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : ଭାରତୀୟ ସାମାଜିକ ବ୍ୟବସ୍ଥା ଅନୁସାରେ ସାଧାରଣ ଭାବେ ଯଦି ଜଣେ ବ୍ୟକ୍ତିର ଥରେ ବିବାହ ହୋଇ ସାରିଛି,ତେବେ ସେ ଆଉ ଥରେ ବିବାହ କରେ ନାହିଁ। ଜଣେ ଲୋକ ଯଦି ଦ୍ୱିତୀୟ ଥର ବିବାହ କରିବା ପାଇଁ ଚାହୁଁଛି ତେବେ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ବା ତାକୁ ଛାଡ଼ପତ୍ର ଦେବା ପରେ ହିଁ ଜଣେ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନ ଲିଭ-ଇନ୍‌ ରିଲେସନରେ ରହିବା ପରେ ବ୍ରେକ-ଅପ୍‌ କରିଥିଲେ ଏହି ବଲିଉଡ୍‌ କଳାକାର

ଆଜିକାଲି ସମୟରେ ଯୁବକ ଯୁବତୀଙ୍କର ଲିଭ-ଇନ ରିଲେସନରେ ରହିବା ଗୋଟେ ସାଧାରଣ କଥା । ଏହା ପରେ ମଧ୍ୟ ଦେଶରେ ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଲିଭ-ଇନ୍‌କୁ ଗ୍ରହଣ କରାଯାଇ ନଥାଏ । ଆଜିକା ସମୟରେ ବିବାହ କରିବା ପାଇଁ ପ୍ରସ୍ତୁତ ନ ଥିଲେ ଯୁବକ ଯୁବତୀ ଲିଭ-ଇନରେ ରହିବା ପାଇଁ ନିଷ୍ପତ୍ତିି…
ଅଧିକ ଖବର ଦେଖନ୍ତୁ...

ପୋଷା କୁକୁର ରଖିବା ଦ୍ୱାରା ଆୟୁ ବଢ଼ିଥାଏ, ହୃଦ୍‌ରୋଗ ଆଶଙ୍କା ହ୍ରାସପାଏ

ନୂଆଦିଲ୍ଲୀ : ସଂପ୍ରତି ଏକ ଗବେଷଣାରୁ ଜଣାଯାଇଛି ପୋଷା କୁକୁର ପାଳିବା ଦ୍ୱାରା ସମୟ ମଣିଷର ଆୟୁ ବଢ଼ିଥାଏ। ଗତ ୧୨ ବର୍ଷ ଧରି ଏକୁଟିଆ ରହୁଥିବା ଏବଂ ପୋଷା କୁକୁର ରଖିଥିବା ବୃଦ୍ଧାମାନଙ୍କ ମଧ୍ୟରେ ମୃତ୍ୟୁ ହାର ୩୩ ପ୍ରତିଶତ କମ ହୋଇଥାଏ ବୋଲି ଏକ ଗବେଷଣାରୁ ପ୍ରମାଣିତ ହୋଇଛି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଓ୍ଵାଟସନଙ୍କ ବିସ୍ଫୋରକ ଶତକ, ରାଜସ୍ଥାନ ରୟାଲ୍ସ ଆଗରେ ୨୦୫ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ ସୁପର କିଙ୍ଗସ

ପୁନେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଆଇପିଏଲ ୨୦୧୮ର ଏକ ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ରାଜସ୍ଥାନ ରୟାଲ୍ସ ଆଗରେ ୨୦୫ ରନର ବିଶାଳ ଲକ୍ଷ୍ୟ ରଖିଛି । ମ୍ୟାଚର ପ୍ରଥମ ଇନିଙ୍ଗସର ମୁଖ୍ୟ ଆକର୍ଷଣ ଥିଲା ସେନ ଓ୍ଵାଟସନଙ୍କ ବିସ୍ପୋରକ ଶତକ ।…
ଅଧିକ ଖବର ଦେଖନ୍ତୁ...

ଭାରତ କିଣିବ ୪୦୦ ଡ୍ରୋନ୍‌, ବିଦେଶକୁ ଆମେରିକୀୟ ଯୁଦ୍ଧାସ୍ତ୍ର ବିକ୍ରି ପାଇଁ ନୀତି କୋହଳ କଲେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ଵାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ବିଦେଶୀ ରାଷ୍ଟ୍ରଗୁଡ଼ିକରେ ଆମେରିକୀୟ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସାଜସରଞ୍ଜାମର ବିକ୍ରି, ବ୍ୟବସାୟ ଓ ରପ୍ତାନିକୁ ବଢ଼ାଇବା ପାଇଁ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...