Daily Archives

April 21, 2018

ଡିଭିଲିୟର୍ସ ଝଡ଼ : ୬ ୱିକେଟରେ ଜିତିଲା ବାଙ୍ଗାଲୋର

ବାଙ୍ଗାଲୋର: ସ୍ଥାନୀୟ ଏମ.ଚିତ୍ତାସ୍ାମୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ୧୯ ତମ ଲିଗ ମ୍ୟାଚରେ ଦେଖିବାକୁ ମିଳିଛି ଏବି ଡିଭିଲିୟର୍ସ ଝଡ଼ । ଏହି ଝଡ଼ରେ ଦିଲ୍ଲୀ ଡେୟାରଡେଭିଲ୍ସ ଧରାଶାୟୀ ହୋଇଯାଇଛି । ଡିଭିଲିୟର୍ସ ମାତ୍ର ୩୯ ବଲରେ ଅବିଶ୍ୱସନୀୟ ବ୍ୟାଟିଂ କରି ୫ ଛକା ଓ ୧୦ ଚୌକା ବଳରେ…
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣଷ୍ଟାର ହେବା ପାଇଁ ଏୟାରହଷ୍ଟେସ୍‌ ଚାକିରି ଛାଡ଼ିଲେ ଏହି ଯୁବତୀ

ନୂଆଦିଲ୍ଲୀ : ବିଭିନ୍ନ ବ୍ୟକ୍ତିଙ୍କ ଜୀବନରେ କିଛି ହାସଲ କରିବାର ଏବଂ କାହା ଭଳି ହେବାର ସ୍ୱପ୍ନ ରହିଥାଏ । ତାହା ନ ହେଲେ ମନକୁ ଶାନ୍ତି ମିଳିନଥାଏ । ତେବେ ନିକଟରରେ ବ୍ରିଟିସ୍‌ ଏୟାରଲାଇନ୍ସରେ କାର୍ଯ୍ୟରତ ଥିବା ଏୟାରହଷ୍ଟସ୍‌ ଲୋରା ବାରମେକ୍‌ ନିଜର ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ଜଣେ…
ଅଧିକ ଖବର ଦେଖନ୍ତୁ...

ନାବାଳକକୁ ଅପହରଣ କରି ଇଟାରେ ଛେଚି ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୧୬ ବର୍ଷର ନାବାଳକ ଏବଂ ତାଙ୍କର ଦୁଇ ସାଙ୍ଗ ମିଳିତ ଭାବେ ଘଟାଇଛନ୍ତି ଏକ ଅଭାବନୀୟ ଘଟଣା । ସେମାନେ ଉଧାର ଟଙ୍କା ଶୁଝିବା ଆଶାରେ ନିଜର ସାଙ୍ଗକୁ ଅପହରଣ ଏବଂ ହତ୍ୟା କରାଯାଇଥିବାର ସୂଚନା ପ୍ରଦାନ କରିଛି ପୁଲିସ । ପୁଲିସ ସୂତ୍ର ଅନୁଯାୟୀ ,…
ଅଧିକ ଖବର ଦେଖନ୍ତୁ...

ଛୋଟ ପରଦାକୁ ଫେରିଲେ ସୋନାଲୀ ବେନ୍ଦ୍ରେ

ମୁମ୍ବାଇ : ନବେ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ସୋନାଲି ବେନ୍ଦ୍ରେ । ସେ ଅମିର୍‌ ଖାନ୍‌,ସଲମାନ ଖାନ୍‌ ଓ ଶହାରୁଖ୍‌ ଖାନ୍‌ଙ୍କ ଭଳି ସୁପରଷ୍ଟାରଙ୍କ ବିପକ୍ଷରେ ନାୟିକା ବନିଥିଲେ । ସୋନାଲିଙ୍କର କେତେକ ଉଲ୍ଲେଖନୀୟ ସିନେମା ହେଲା ‘ହମ୍‌ ସାଥ୍‌ ସାଥ୍‌ ହୈ’,‘ଇଂଲିସ୍‌ ବାବୁ ଦେଶୀ…
ଅଧିକ ଖବର ଦେଖନ୍ତୁ...

ଖେଳ ହେଲା କାଳ : ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ ମହିଳା

ନୂଆଦିଲ୍ଲୀ : ଅଘଟଣ କେବେ କାହାକୁ ପଚାରିି ଆସେ ନାହିଁ ତାହା ହଠାତ୍‌ ଘଟିଥାଏ। ତେବେ ବର୍ତ୍ତମାନ ପୋଲାଣ୍ଡର ରାଜରାସ୍ତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟକର ଘଟଣାର ଭିଡିିଓ ସମ୍ନାକୁ ଆସିଛି। ଏହି ଭିଡ଼ିଓରେ ଦୁଇ ମହିଳା ରାସ୍ତାରେ ଯାଉଥିବା ସମୟରେ ଜଣେ ମହିଳା ଥଟ୍ଟା କରିବା ପାଇଁ ତାଙ୍କ ବନ୍ଧୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଧ୍ୟାନ କରିବା ଦ୍ୱାରା ଚିନ୍ତାଗ୍ରସ୍ତତା, ଅବସାଦ ଏବଂ ହୃଦଜନିତ ସମସ୍ୟାରେ ସୁଧାର ଆସିଥାଏ

ଜୀବନ ଧାରଣ ଲାଗି କାମ କରିବାକୁ ପଡ଼ିଥାଏ । ନିଜ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ବେଳେ ବେଳେ କିଛି ଲୋକ କାମକୁ ନେଇ ଅଧିକ ଚିନ୍ତିତ ହୋଇ ଯାଆନ୍ତି । ଚିନ୍ତାଗ୍ରସ୍ତତା ହେତୁ ସେମାନଙ୍କୁ ବଜାରରେ ମିଳୁଥିବା ଓଷଧ ଖାଇବାକୁ ପଡ଼ିଥାଏ । କିନ୍ତୁ ବେଳେ ବେଳେ ଏହାର କୌଣସି ସୁଫଳ ମିଳିପାରେ…
ଅଧିକ ଖବର ଦେଖନ୍ତୁ...

ଆମାଜନ୍‌ରେ ‘ସନମ୍‌’ଙ୍କୁ ଖୋଜିଲେ ମହିଳା : ଗ୍ରାହକଙ୍କ ସହିତ ଫ୍ଲର୍ଟ କଲା ସପିଂ ସାଇଟ୍‌

ନୂଆଦିଲ୍ଲୀ : ଅନଲାଇନରେ ଅନେକ ପ୍ରକାରର ଜିନିଷ ବିକ୍ରି କରି ଗ୍ରାହକଙ୍କ ମନ ଜିତିଥିବା େଓ୍ଵବସାଇଟ ଆମାଜନ୍‌ ବର୍ତ୍ତମାନ ଏକ ଟୁଇଟ୍‌ ନେଇ ଚର୍ଚ୍ଚାରେ ରହିଛି। ନିଜର ଗ୍ରାହକଙ୍କୁ ମନପସନ୍ଦ ଜିନିଷ ଯୋଗାଇବା ସହ ତାଙ୍କର ଆବଶ୍ୟକତା ପୂରଣ କରିବାକୁ ସର୍ବଦା ଚାହିଁଥାଏ ଆମାଜନ । ତେବେ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ମ୍ୟାଚ୍‌ ସମୟରେ ଏହି ଫିଲ୍ମର ଟିଜର୍‌ ରିଲିଜ କରିବେ ନାହିଁ ରଣବୀର କପୁର

ମୁମ୍ବାଇ : ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ନିଜ ଫିଲ୍ମ ‘ସଞ୍ଜୁ’କୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି । ପ୍ରସିଦ୍ଧ ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀକୁ ନେଇ ତିଆରି ହେଉଥିବା ଏହି ଫିଲ୍ମରେ ସଂଜୟଙ୍କ ଚରିତ୍ରରେ ନଜର ଆସୁଛନ୍ତି ବଲିଉଡ଼ର ଚକୋଲେଟ୍‌ ବୟ ରଣବୀର କପୁର । କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ଆଗରେ ୧୭୫ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ବାଙ୍ଗାଲୋର: ସ୍ଥାନୀୟ ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ୧୯ ତମ ଲିଗ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୧୭୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲୀ ଟସ ଜିତି ଦିଲ୍ଲୀକୁ…
ଅଧିକ ଖବର ଦେଖନ୍ତୁ...

ଚା’ବିକାଳିରୁ କୋଟିପତି : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପି.ଅନିଲ

ବେଙ୍ଗାଲୁରୁ : ସମୟ ସମସ୍ତଙ୍କ ପାଇଁ ସବୁବେଳେ ସମାନ ଯାଏ ନାହିଁ । ଭଲ ଖରାପ ସବୁ ବେଳେ ଲାଗି ରହିଥାଏ । ଏହାର ଉଦାହରଣ ଆମେ ଆଗରୁ ଦେଖି ସାରିଛେ । ଚା’ବିକୁଥିବା ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ତ ଆପଣମାନେ…
ଅଧିକ ଖବର ଦେଖନ୍ତୁ...