Daily Archives

April 22, 2018

ଆଇପିଏଲ୍‌ ୧୧: ମୁମ୍ବାଇକୁ ୩ ଓ୍ଵିକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର: ଶେଷ ୨ଟି ବଲ୍‌ ବାକି ଥାଇ ରାଜସ୍ଥାନ ରୟାଲସ୍‌ ୩ ଟି ଓ୍ଵିକେଟ୍‌ରେ ମୁମ୍ବାଇ ଇଣ୍ଡିଆନକୁ ରବିବାର ପରାସ୍ତ କରିଛି। ଜୟପୁର ସବାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନର ଖେଳାଳିମାନେ ଲଢୁଆ ବ୍ୟାଟିଂ କରି ୧୯.୪ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ ବିଜୟ ଲକ୍ଷ୍ୟକୁ ପୂରାକରିଛନ୍ତି। ଶେଷ…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା ବଲିଉଡ଼ର କଳାକାର ଯିଏ ନିଶାଦ୍ରବ୍ୟ ଗ୍ରହଣ କରନ୍ତି ନାହିଁ

ମୁମ୍ବାଇ : ବଲିଉଡ଼ରେ ପ୍ରାୟ ସବୁଦିନ କିଛି ନା କିଛି ପାର୍ଟି ହୋଇଥାଏ। ବିଭିନ୍ନ ପ୍ରକାରର ଇଭେଣ୍ଟରେ ମଧ୍ୟ କଳାକାରମାନଙ୍କୁ ଦେଖିବାକୁ ମିଳିଥାଏ। ପାର୍ଟିଗୁଡ଼ିକରେ କଳାକାରମାନଙ୍କର ଭିଡ଼ ସହ ଦେଖିବାକୁ ମିଳିଥାଲ ବେଶ ଅନେକ ପ୍ରକାରର ଖାଇବା ପିଇବା । ଏମିତି ମଧ୍ୟ ବହୁ ଘଟଣା ସାମ୍ନାକୁ ଆସିଛି…
ଅଧିକ ଖବର ଦେଖନ୍ତୁ...

ଏହି ରେସ୍ତୋରାଁରେ ଗ୍ରାହକଙ୍କୁ ଦିଆଯାଏ ‘ଡେଥ୍‌’ ଏବଂ ‘ପେନଫୁଲ’ ଡ଼୍ରିଙ୍କ୍‌!

ନୂଆଦିଲ୍ଲୀ: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ ଠାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ପ୍ରକାରର ରେସ୍ତୋରାଁ । ରେସ୍ତୋରାଁର ନାମ ଡ଼େଥ ଆଓ୍ଵାରନେସ କାଫେ ରହିଥିବା ବେଳେ ଏଠାରେ ମୃତ୍ୟୁ ସମ୍ବନ୍ଧୀୟ ସମସ୍ତ ବସ୍ତୁର ବ୍ୟବହାର କରାଯାଇଛି । ଏହି କାଫେରେ ଗ୍ରାହକଙ୍କୁ ବଞ୍ଚିଥିବା ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ମନ୍ଦିରରେ ଆଜି ମଧ୍ୟ ଚାଲିଛିି ତନ୍ତ୍ର ସାଧନା

ଗୁଣିଗାରେଡ଼ି ଏବଂ ତନ୍ତ୍ରମନ୍ତ୍ର ଆଦି ଆମେ କେବଳ କାହାଣୀରେ ଶୁଣିଛେ । ତେବେ ଆଜିର ସମୟରେ ପ୍ରକୃତରେ ତନ୍ତ୍ର ବିଦ୍ୟାର ପ୍ରୟୋଗ ରହିଛି କି ନାହିଁ ତାହା ସଠିକ ଭାବେ କହିହେବ ନାହିଁ । ତେବେ ଭାରତରେ ଏପରି ଅନେକ ମନ୍ଦିର ରହିଛି ଯେଉଁଠାରେ ପୂଜା ନାମରେ କରାଯାଇଥାଏ ତନ୍ତ୍ର ସାଧନା । ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲିରେ କାଳବୈଶାଖୀ: ୪୫ରୁ ଉର୍ଦ୍ଧ୍ୱ ଚାଳଛପର ଘର ଉଡ଼ିଗଲା

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରବିବାର ଅପରାହ୍ନ ୪ଟାରେ କାଳ ବୈଶାଖୀ ଫଳରେ ଚାନ୍ଦବାଲିରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ଚଡଚଡ଼ିରେ ପ୍ରକମ୍ପିତ ହେଲା ଚାନ୍ଦବାଲି ସାରା ଅଂଚଳ। ନୟାପାଟଣା ଗାଁର କୃଷ୍ଣ ଦାସଙ୍କ ଆଜବେଷ୍ଟ ଛପର ଘର ସମ୍ପୂଣ୍ଣ…
ଅଧିକ ଖବର ଦେଖନ୍ତୁ...

ରାତିରେ ଅଧିକ ସମୟ କାମ କଲେ ମହିଳାଙ୍କୁ ହୋଇଥାଏ କର୍କଟ

କିଛି ଦିନ ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ମହିଳାମାନଙ୍କୁ କର୍କଟ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ରାତିରେ କାମ କରିବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ କର୍କଟ ରୋଗ ହେବାର ସମ୍ବାବନା ୧୯ ପ୍ରତିଶତ ଅଧିକ ବଢ଼ିଯାଏ । ଗବେଷଣାରୁ…
ଅଧିକ ଖବର ଦେଖନ୍ତୁ...

ଦୁନିଆର ଅଧିକ ଓଜନ ବିଶିଷ୍ଠ ୧୧୭ ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନେକ ପ୍ରକାରର ଅସାଧାରଣ ବ୍ୟକ୍ତି ଦୁନିଆରେ ରହିଛନ୍ତି । ସେହିଭଳି ଦକ୍ଷିଣ ଜାପାନରେ ଥିବା ଦୁନିଆର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ବୃଦ୍ଧା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସମୟରେ ତାଙ୍କର ଆୟୁ ୧୧୭ ବର୍ଷ ରହିଥିବାର ସୂଚନା ମିଳିଛି। ବୃଦ୍ଧାଙ୍କର ନାମ ନବି ତଜିମା ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସମ୍ପତି ପାଇଁ ବୁଢ଼ା ବାପା-ମା’ଙ୍କ ଯତ୍ନ ନେଉ ନଥିବାରୁ ଘରେ ସିସିଟିଭି ଲଗାଇବା ସହ ଶାନ୍ତିରେ ରହିବା ପାଇଁ ପୁଅ-ବୋହୁକୁ…

ବସଇ : ନିର୍ଯାତନାର ଶିକାର ହୋଇଥିବା ବୁଢ଼ା ବାପା-ମା’ଙ୍କୁ ନ୍ୟାୟ ଦେଇଛି ବସଇ ଅଦାଲତ । ପୁଅ-ବୋହୁ ଦ୍ୱାରା ଅତ୍ୟାଚାରର ଶିକାର ହେବା ପରେ ଜଣେ ବୃଦ୍ଧ ଏ ନେଇ ଅଭିଯୋଗ ଆଣିଥିଲେ । ବୃଦ୍ଧ ଜଣଙ୍କ ଏ ନେଇ ଅଭିଯୋଗ କରିବା ପରେ ବସଇ ଅଦାଲତ ଏ ନେଇ ଏକ ଅଭିନବ ଉପାୟ ଆପଣେଇଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଜୋଫ୍ରା ଆର୍ଚ୍ଚରଙ୍କୁ ୩ ଓ୍ଵିକେଟ୍‌, ରାଜସ୍ଥାନକୁ ୧୬୮ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ

ଜୟପୁର: ସୂର୍ଯ୍ୟକାନ୍ତ ଯାଦବ(୭୨) ଓ ଈଷାନ କିଷାନ(୫୮)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନସ୍‌ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌ ସଂଗ୍ରହ କରିବା ପରେ ରାଜସ୍ଥାନ ରୟାଲସ୍‌କୁ ୧୬୮ ରନ୍‌ ଟାର୍ଗେଟ ମିଳିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୨୧ତମ ମ୍ୟାଚ୍‌ରେ ରବିବାର…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଚାରି ପାଖରେ ସକାରାତ୍ମକ କି ନକାରାତ୍ମକ ଶକ୍ତି ରହିଛି? ଜାଣନ୍ତୁ ଏପରି

ଆମ ଚାରି ପାଖରେ ବିଭିନ୍ନ ଧରଣର ଲୋକ ଥାଆନ୍ତି । ସେମାନଙ୍କ ଠାରୁ ଆମକୁ ନକାରାତ୍ମକ ଶକ୍ତି ନା ସକାରାତ୍ମକ ଶକ୍ତି ମିଳିଥାଏ, ଏହା ଆମେ ଜାଣିବା ଉଚିତ୍‌ । କାରଣ ଏହା ଦ୍ୱାରା ଆପଣ ବି ପ୍ରଭାବିତ ହୋଇ ପାରନ୍ତି । ଆପଣଙ୍କ ପାଖରେ ନକାରାତ୍ମକ ଶକ୍ତି ଅଛି କି ନାହିଁ ଜାଣିବା ପାଇଁ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...