Daily Archives

April 23, 2018

ନାବାଳିକାକୁୁ ଅପହରଣ କରି ୧୧ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ମଧ୍ୟରେ କଲେ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଜଣେ ନାବାଳିକା ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଏକ ଗାଡ଼ି ମଧ୍ୟରେ ବନ୍ଧକ ରଖି ତାଙ୍କୁ ଦୀର୍ଘ ୧୧ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କରିଛନ୍ତି ତିନି ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ ମଧ୍ୟରେ ନାବାଳିକାଙ୍କ ଶ୍ରେଣୀରେ ପଢ଼ୁଥିବା ଜନୈକ ଛାତ୍ର ଏବଂ ତାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

‘ଗୋଲ୍‌ଡ଼’ରେ ମୌନିଙ୍କ ବୋଲ୍‌ଡ ଅବତାର

ଛୋଟ ପରଦାରେ ନିଜର ଅଭିନୟ ଜଲ୍‌ଓ୍ଵା ଦେଖାଇ ସାରିିବା ପରେ ବଡ଼ ପରଦାରେ କମାଲ୍‌ ଦେଖାଇବାକୁ ଯାଉଛନ୍ତି ମୌନି ରୟ। ସେ ମେଗା ଧାରାବାହିକ‘ନାଗିନ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ମୌନିଙ୍କର ଦୁଇଟି ସିନେମା ପଛକୁ ପଛ ରିଲିଜ୍‌ ହେବ। ଏଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଦିଲ୍ଲୀକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ନୂଆଦିଲ୍ଲୀ: ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ସୋମବାର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ୪ ରନ୍‌ରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୩୯ ରନ୍‌ ସଂଗ୍ରହ କରିଛି। ଶ୍ରେୟସ ଆୟାର (୫୭) ଦିଲ୍ଲୀ ପାଇଁ ସର୍ବାଧିକ ରନ୍‌ ଯୋଡ଼ିଥିଲେ। ୧୪୪ ରନ୍‌…
ଅଧିକ ଖବର ଦେଖନ୍ତୁ...

ସପନାଙ୍କ ‘ଆଖାଁ କା କାଜଲ..’ରେ ଡ୍ୟାନ୍ସ କଲେ କ୍ରିସ୍‌ ଗେଲ୍‌

ନୂଆଦିଲ୍ଲୀ : ହରିୟାନାର ଡ଼୍ୟାନ୍ସିଙ୍ଗ ସେନସେସନ୍‌ ସପନା ଚୌଧୁରୀଙ୍କ ଜାଦୁ ଲାଇଭ ଷ୍ଟେଜ୍‌ ଓ ସୋସିଆଲ ମିଡ଼ିଆ ପରେ ବର୍ତ୍ତମାନ ଆଇପିଏଲ୍‌ କ୍ରିକେଟରଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଛି। ସପନାଙ୍କ ବହୁଚର୍ଚ୍ଚିତ ଗୀତ ‘ଆଖାଁ କା କାଜଲ..’ ଗୀତରେ ଅବିକଳ ତାଙ୍କ ଭଳି ଏକ କ୍ରୋମା ଷ୍ଟୁଡ଼ିଓରେ ଠୁମକା…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ହଜରେ ଯିବେ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ :  ସରକାରଙ୍କ ପ୍ରଚେଷ୍ଟାରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତର ହଜ୍ ଯାତ୍ରୀଙ୍କ କୋଟା ବୃଦ୍ଧି ଘଟିଛି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକଭୀ କହିଛନ୍ତି ଯେ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶରୁ ରେକର୍ଡ ସଂଖ୍ୟକ ମୁସଲିମ୍ ତୀର୍ଥଯାତ୍ରୀ ହଜରେ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ପରେ ସାମ୍ନାକୁ ଆସିଲା ଦାଉଦ୍‌ ସହଯୋଗୀ ଛୋଟା ସକିଲର ତାଜା ଫଟୋ

ନୂଆଦିଲ୍ଲୀ: ଭାରତର ବହୁଚର୍ଚ୍ଚିତ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ଡାହାଣ ହାତ ସଦୃଶ କାର୍ଯ୍ୟ କରୁଥିବା ଛୋଟା ସକିଲର ବର୍ତ୍ତମାନ ସମୟର ଏକ ଫଟୋ ସାମ୍ନାକୁ ଆସିଛି । ଏ ବିଷୟରେ ଭାରତୀୟ ଗୁଇନ୍ଦା ଏଜେନ୍ସି ସୂଚନା ପ୍ରଦାନ କରିଛନ୍ତି । ବହୁ ବର୍ଷ ପୂର୍ବେ ପୁଲିସଠାରୁ ନିଜକୁ ବଞ୍ଚାଇବାକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ଚେକ୍‌ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ ଦଣ୍ଡ

ନୂଆଦିଲ୍ଳୀ: ଏକ ଚେକ୍‌ ବାଉନ୍ସ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସର ଦଣ୍ଡ ପାଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ କୋର୍ଟ ଏହି ଦଣ୍ଡ ଘୋଷଣା କରିଛି। ୧୩ ଏପ୍ରିଲରେ ରାଜପାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଜି ରାଜପାଲଙ୍କୁ ୬…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ପୁଣି ଥରେ ଜୀବିତ ହେଲେ ବ୍ୟକ୍ତି, ବଖାଣିଲେ ମୃତ୍ୟୁ ସମୟର ୫ ଘଣ୍ଟାର କାହାଣୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅଲିଗଡ଼ଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । କିଛି ଦିନ ପୂର୍ବେ ୫୩ ବର୍ଷିୟ ରାମକିଶୋର ନାମକ ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିଲା । କିନ୍ତୁ ହଠାତ୍‌ ମୃତ୍ୟୁର ୫ ଘଣ୍ଟା ପରେ ପୁଣି ଥରେ ସେ ତାଙ୍କ ଜୀବନ ଫେରିପାଇଥିଲେ । ସୂଚନା ଅନୁଯାୟୀ , ଅଲିଗଡ଼…
ଅଧିକ ଖବର ଦେଖନ୍ତୁ...

ରୋଶନଙ୍କୁ ନିଆରା ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ : ୨୬ସେକେଣ୍ଡ ଭିଡ଼ିଓରୁ ରାତାରାତି ଲୋକପ୍ରିୟତାା ଶୀର୍ଷରେ ପହଞ୍ଚିଥିବା ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ଏବେ ପୁଣି ଥରେ ଚର୍ଚ୍ଚାରେ। ମଲୟାଲମ ଫିଲ୍ମ ଓରୁ ଅଦାର ଲଭ୍‌ରୁ ମନୋରଞ୍ଜନ ଦୁନିଆରେ ପାଦ ରଖିବାକୁ ଯାଉଥିବା ପ୍ରିୟାଙ୍କ ଜନ୍ମଦିନର ଶୁଭେଚ୍ଛାକୁ ନେଇ ଏବେ…
ଅଧିକ ଖବର ଦେଖନ୍ତୁ...

ଆଫ୍‌ଗାନିସ୍ଥାନରେ ରହିଛି ଅଜବ ପ୍ରଥା ‘ବଚ୍ଚା ପୋଷୀ’: ପୁତ୍ରସନ୍ତାନ ନ ହେଲେ ଝିଅକୁ ପୁଅମାନଙ୍କ କାମ କରିବା ପାଇଁ…

କବୁଲ : ସମାଜରେ ପୂର୍ବରୁ ଏବଂ ଏବେ ମଧ୍ୟ ସମସ୍ତେ ପରିବାରରେ ପୁତ୍ର ସନ୍ତାନର ଆଶା ରଖିଥାନ୍ତି । ଯାହା ଫଳରେ କନ୍ୟାଭ୍ରୁଣ ହତ୍ୟା ଭଳି ସମସ୍ୟା ଦେଖାଯାଉଛି । ଦେଶର ପ୍ରତିଟି କୋଣରେ ନାରୀରମାନଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ବେଳେ କିଛି ପରିବାର ଜନ୍ମରୁ ହିଁ କନ୍ୟା ସନ୍ତାନଙ୍କୁ ହତ୍ୟା…
ଅଧିକ ଖବର ଦେଖନ୍ତୁ...