Daily Archives

April 24, 2018

ଆଇପିଏଲ ୧୧: ୩୧ ରନ୍‌ରେ ମୁମ୍ବାଇକୁ ହରାଇଲା ହାଇଦ୍ରାବାଦ

ମୁମ୍ବାଇ: ସନ୍‌ରାଇଜର୍ସ ହାଇଦ୍ରାବାଦ ୩୧ ରନ୍‌ରେ ମଙ୍ଗଳବାର ମୁମ୍ବାଇକୁ ପରାସ୍ତ କରିଛି। ମୁମ୍ବାଇ ୧୮.୫ ଓଭରରେ ୮୭ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍‌ ହରାଇଛି। ସୂର୍ଯ୍ୟ କୁମାର ଯାଦବଙ୍କ ୩୪ ରନ୍‌ ଓ କୃଣାଳ ପାଣ୍ଡ୍ୟାଙ୍କ ୨୪ ରନ୍‌ ବ୍ୟତୀତ ଅନ୍ୟ ଖେଳାଳିମାନେ ବିଫଳ ହୋଇଥିଲେ। …
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏସବୁ କଥା ନ ମାନିଲେ ଆପଣଙ୍କ ଆଖି ଖରାପ ହୋଇପାରେ

ଆଜିକାଲି ବଡ଼ ଲୋକଙ୍କ କଥା ଛାଡ଼ନ୍ତୁ ଛୋଟ ଛୁଆଙ୍କର ବି ଆଖି ସମସ୍ୟା ଦେଖା ଦେଉଛି। ଆଖି ସମସ୍ୟା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିପ୍ରତି ଧ୍ୟାନ ନ ଦେଲେ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ରହିଛି। ତେବେ, ଆସନ୍ତୁ ଜାଣିବା କିପରି ନେବା ଆମେ ଆମ ଆଖିର ଯତ୍ନ। -ଯେତେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କ ଦାୟିତ୍ୱହୀନତା : ଅକ୍ସିଜେନ ପାଇପ୍‌ରେ ଅସରପା ପଶିି ଯିବାରୁ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାସିକର ଏକ ଡ଼ାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ବଡ଼ ଦାୟିତ୍ୱହୀନ କାର୍ଯ୍ୟ । ଡ଼ାକ୍ତରାଖାନାର ଦାୟିତ୍ୱହୀନତା ପାଇଁ ଭେଣ୍ଟିଲେଟରରେ ହିଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ନାସିକ ଅଡ଼ଗାଁ ମରାଠା ବିଦ୍ୟା ପ୍ରସାରକ ଡ଼ାକ୍ତରଖାନାରେ ଘଟିଥିବା ବେଳେ ଏଥିରେ ୪୨ ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟର ୫୮ ବର୍ଷିୟ ମହିଳା କର୍ମଚାରୀଙ୍କ ଦ୍ୱାରା ୪ ବର୍ଷର ବାଳକ ଯୌନ ଉତ୍ପୀଡ଼ନର ଶିକାର

ମୁମ୍ବାଇ: ଦିନକୁ ଦିନ ଶିଶୁମାନଙ୍କ ସହ ଜଡ଼ିତ ଅପରାଧ ବଢ଼ିବାରେ ଲାଗିଛି। ବର୍ତ୍ତମାନ ମୁମ୍ବାଇର ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ଥିବା ଜଣେ ୫୮ ବର୍ଷର ମହିଳା ଏକ ୪ ବର୍ଷର ବାଳକକୁ ଯୌନ ଉତ୍ପୀଡ଼ନ ଦେଇଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ର ଟ୍ରେଲର ରିଲିଜ୍‌ ହେଲା

ନୂଆଦିଲ୍ଲୀ : ବଲିଉଡର ମୁନ୍ନା ଭାଇ ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ର ଟ୍ରେଲର ରିଲିଜ ହୋଇଛି। ୧.୨୫ ମିନିଟ ବିଶିଷ୍ଟ ଏହି ଟ୍ରେଲରରେ ସଞ୍ଜୟ ଦତ୍ତଙ୍କ ଜୀବନର ସମସ୍ତ ଦିଗକୁ ଜୀବନ୍ତ ଶୈଳୀରେ ଉପସ୍ଥାପନ କରିଛନ୍ତି ରଣବୀର କପୁର । ଟିଜର ଦେଖିବା ପରେ କିଛି କ୍ଷଣ ପାଇଁ…
ଅଧିକ ଖବର ଦେଖନ୍ତୁ...

ଏବେ ହଷ୍ଟେଲରେ ରହୁଥିବା ପିଲାଙ୍କୁ ବିପିଏଲ୍‌ ଦରରେ ମିଳିବ ଚାଉଳ ଏବଂ ଗହମ

ନୂଆଦିଲ୍ଲୀ : ସାରା ଦେଶର ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ ଏକ ଏତିହାସିକ ନିଷ୍ପତ୍ତିି ନେଇଛନ୍ତି କେନ୍ଦ୍ର ସରକାର। ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ କମ ଦାମରେ ଚାଉଳ ଏବଂ ଗହମ ଯୋଗାଇ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ପ୍ରତି ମାସରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଭଗବାନଙ୍କୁ ପାଇବା ପାଇଁ ମା’ ତାଙ୍କ ୩ ସନ୍ତାନଙ୍କ ସହ ଗାଡ଼ିରେ ବସି ନିଆଁ ଲଗାଇଦେଲେ

ହ୍ୟୁଷ୍ଟନ : ଆମେରିକାର ହ୍ୟୁଷ୍ଟନଠାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଜଣେ ମହିଳା ଭଗବାନଙ୍କ ସହ ସାକ୍ଷାତ କରିବା ଆଶାରେ ନିଜର ତିନି ସନ୍ତାନଙ୍କ ସମେତ ନିଜେ ଗାଡ଼ିରେ ବସି ନିଆଁ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଥିବା ବେଳେ ମହିଳା ଜଣଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗରେ ଗୋଡ଼ ହରାଇ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୁଛନ୍ତି ଅଞ୍ଜଳି

କୋଲକାତା : କିଛି କରି ଦେଖାଇବାର ଆଶା ଓ ବିଶ୍ୱାସ ସବୁ ବନ୍ଧନକୁ ଭାଙ୍ଗିବାର ଶକ୍ତି ଦେଇଥାଏ । ହାତ ଗୋଡ଼ ଥାଇ ଲୋକମାନେ ବେକାର ବୁଲୁଥିବା ବେଳେ ବିନା ଅଙ୍ଗରେ ମଧ୍ୟ ଜଣେ ଅନେକ କିଛି କରି ଦେଖାଇପାରେ । ସେଭଳି ଏକ ଅନୁପ୍ରାଣିତ କଲା ପ୍ରେରଣାଦାୟୀ ଘଟଣା ଘଟିଛି କୋଲକାତାରେ । ଅସ୍ଥି କର୍କଟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ମୁମ୍ବାଇକୁ ୧୧୯ ରନ୍‌ ଟାର୍ଗେଟ ଦେଲା ହାଇଦ୍ରାବାଦ୍‌

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୮ ରନ୍‌ କରିଛି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇକୁ…
ଅଧିକ ଖବର ଦେଖନ୍ତୁ...

ହୃତପିଣ୍ଡ ପ୍ରତିରୋପଣ ପାଇଁ ଭାରତକୁ ସାହାଯ୍ୟ ମାଗିଲେ ପାକିସ୍ତାନ ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ

ନୂଆଦିଲ୍ଲୀ : ପାକିସ୍ଥାନର ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ୍‌ଙ୍କ ହୃଦ୍‌ଜନିତ ସମସ୍ୟା ଥିବାରୁ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯିବା ଆବଶ୍ୟକ ହୋଇପଡ଼ିଛି । ଏଥି ପାଇଁ ସେ ଭାରତକୁ ସାହାଯ୍ୟ ମାଗିଛନ୍ତି । ନବେ ଦଶକରେ ସେ ପାକିସ୍ତାନ ହକି ଦଳର ଅଧିନାୟକ ଥିବା ବେଳେ ପାକିସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...