Daily Archives

April 26, 2018

ବିଚିତ୍ର ପରମ୍ପରା : ବିବାହର ତିନି ଦିନ ପର୍ଯ୍ୟନ୍ତ ବରକନ୍ୟା ଯାଆନ୍ତି ନାହିଁ ଶୌଚାଳୟ

ନୂଆଦିଲ୍ଲୀ : ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପ୍ରଥା ରହଛି। କିଛି ଦେଶରେ ବିବାହର ଏପରି ଏକ ପରମ୍ପରା ରହିଛି ଯାହା ଶୁଣି ସାଧାରଣତଃ ବିଶ୍ୱାସ କରିହୁଏନା । ସେହିପରି ଏକ ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ । ଏଠାରେ ଟାଇଡ଼ୋଙ୍ଗ ନାମକ ଏକ ଜନଜାତିରେ ବିବାହ ପରେ…
ଅଧିକ ଖବର ଦେଖନ୍ତୁ...

ନିଦରେ ଶୋଇଥିବା ୫ ବର୍ଷର ଝିଆରୀକୁ ଦୁର୍ଷ୍କମ କରି ନାଳରେ ଫିଙ୍ଗିଦେଲା ଦାଦା

ଫରିଦାବାଦ : ହରିୟାଣା ଫରିଦାବାଦରେ ଏକ ପାଞ୍ଚ ବର୍ଷର ଶିଶୁକୁ ଅପହରଣ କରି ତା’ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣା ସମ୍ନାକୁ ଆସିଛି। ଅଭିଯୁକ୍ତକୁ ବର୍ତ୍ତମାନ ଚିହ୍ନଟ କରି ତାଙ୍କୁ ଗିରଫ କରିଛି ପୁଲିସ । ଶିଶୁଟିର ମୃତଦେହ ଦିଲ୍ଲୀ- ହାରିୟାଣା ସୀମାସ୍ଥିତ ଏକ ନାଳରୁ ଠାବ କରାଯିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ପଞ୍ଜାବ ବିପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୩ ରନ୍‌ରେ ବିଜୟୀ

ହାଇଦ୍ରାବାଦ୍‌: କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ବିରୋଧରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୩ ରନ୍‌ରେ ବିଜୟୀ ହୋଇଛି। ଏଠାରେ ଖେଳା ଯାଇଥିବା ଆଇପିଏଲ୍‌ ୧୧ ତମ ସଂସ୍କରଣ ୨୫ତମ ମ୍ୟାଚ୍‌ରେ ଗୁରୁବାର ୧୩୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ୨ୟ ଇନିଂସରେ ବ୍ୟାଟିଂ କରିଥିଲା। ଟିମ୍‌ ୧୯.୨ ଓଭରରେ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଆକ୍ରମଣ କଲା କୁକୁର : ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : କୁକୁର ଯେତେକି ବିଶ୍ୱସନୀୟ ସେତିକି ବିପଦଜନକ ମଧ୍ୟ । ଏହା ବିଷୟରେ ଜାଣିଥିଲେ ମଧ୍ୟ ଅନେକ ବ୍ୟକ୍ତି କୁକୁରକୁ ପାଳନ କରିଥାନ୍ତି । ତେବେ କୁକୁରଙ୍କର ସମସ୍ତ ପ୍ରଜାତି ମଧ୍ୟରେ ସବୁଠାରୁ ହିଂସ୍ର ହୋଇଥାଏ ପିଟବୁଲ ପ୍ରଜାତି । ପିଟ୍‌ବୁଲ ପ୍ରଜାତିର କୁକୁର ଅନେକ ସମୟରେ ହିଂସ୍ର ହୋଇ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ଜଣେ ୧୩ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଜମ୍ବୁ ଥାନାରେ ଅଭିଯୋଗ ହୋଇଛି। ମହାକାଳପଡ଼ା ଥାନା ଅଞ୍ଚଳରେ ବୁଧବାର ଏହି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ପରେ ସନ୍ଦେହରେ ନିତ୍ୟାନନ୍ଦ ମିସ୍ତ୍ରୀ ନାମରେ ଜଣେ ଲୋକଙ୍କୁ ପୁଏିସ ଗିରଫ କରିଛି। ଗିରଫ ପରେ…
ଅଧିକ ଖବର ଦେଖନ୍ତୁ...

୯୦ ଦିନ ମଧ୍ୟରେ ୟୁଟ୍ୟୁବରୁ ଡ଼ିଲିଟ କରାଯାଇଛି ୮୦ ଲକ୍ଷ ଭିଡ଼ିଓ; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ନିକଟରେ ୟୁଟ୍ୟୁବ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ରିପୋର୍ଟ ଅନୁସାରେ ଏହାର ପ୍ଲାର୍ଟଫର୍ମରୁ ୮୦ ଲକ୍ଷ ଭିଡ଼ିଓକୁ ଡ଼ିଲିଟ କରାଯିବାର ସୂଚନା ଦିଆଯାଇଛି। ଏହି ଭିଡ଼ିଓଗୁଡ଼ିକ ୟୁଟ୍ୟୁବର କମ୍ୟୁନିଟି ଗାଇଡ଼ଲାଇନକୁ ଉଲଂଘନ କରୁଥିଲା । ତେବେ ଏହି ଭିଡ଼ିଓଗୁଡ଼ିକୁ ଭିୟୁ ହେବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସାଜିଲା ଦୁଷ୍କର୍ମକାରୀ : ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କାନପୁର: ଉତ୍ତରପ୍ରଦେଶରେ ମହିଳାଙ୍କୁ ଯୌନ ନିର୍ଯାତନା କମିବା ନାଁ ଧରୁନାହିଁ। କାନପୁର ସହରରେ ଜଣେ ମହିଳା ଜନୈକ ପୁଲିସ କର୍ମଚାରୀଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଛନ୍ତି । ମହିଳାଙ୍କ ଆରୋପ ଅନୁଯାୟୀ ପୁଲିସ କର୍ମଚାରୀ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ଅଧିକ ବ୍ୟାୟାମ୍‌ ହୋଇପାରେ କ୍ଷତିକାରକ, ଯୋଗାଭ୍ୟାସ କରି ଓଜନ କମାଇବା ନିରାପଦ

ନୂଆଦିଲ୍ଲୀ : ଆଜିକାଲି ମହିଳାମାନେ ନିଜର ଫିଟ୍‌ନେସ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଯେଉଁ ମହିଳାମାନଙ୍କର ଓଜନ ଅଧିକ , ସେମାନେ ତାହାକୁ ହ୍ରାସ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିଥାନ୍ତି। କିଏ ଜିମ୍‌ ଯାଏ ତ କିଏ ଡ଼ାଏଟିଂ କରନ୍ତି। କିନ୍ତୁ ନିକଟରେ କରାଯାଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଆଇପିଏଲ୍‌ ବେଟିଂ: ୭ ଗିରଫ, ୧୪ ମୋବାଇଲ ସମେତ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ପୁଲିସକୁ ପୁଣି ଏକ ବଡ ଧରଣର ସଫଳତା ମିଳିଛି। ସହରର ବିଜୁ ପଟ୍ଟନାୟକ ଛକରେ ଥିବା ରାମକୁଷ୍ଣ ମୋବାଇଲ ଦୋକାନରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ଆସିକା ପୁଲିସ ଅଚାନକ ଚଢାଉ କରି ସାତ ଜଣ ଯୁବକଙ୍କୁ ଗିରଫ କରିଛି। ବେଙ୍ଗାଲୁରୁରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ…
ଅଧିକ ଖବର ଦେଖନ୍ତୁ...

ନିଜର ନୂଆ ଫିଲ୍ମ ପାଇଁ କରଣ ବନାଉଛନ୍ତି ୧୫ କୋଟିର ସେଟ୍‌ ! ମୁମ୍ବାଇରେ ସୃଷ୍ଟିହେବ ଦିଲ୍ଲୀର ଭ୍ରମ

ମୁମ୍ବାଇ : ବଲିଉଡ଼୍‍ର ଜଣାଶୁଣା ପ୍ରଯୋଜକ କରଣ ଜୋହର୍‌ ଏବେ ତାଙ୍କର ନୂଆ ସିନେମା ‘କଲଙ୍କ୍‌’ର ନିର୍ମାଣ ପାଇଁ କରିଛନ୍ତି ଏକ ବଡ଼ ଘୋଷଣା। ପ୍ରଥମେ ତ ଏହାର ଷ୍ଟାରକାଷ୍ଟକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ‘କଲଙ୍କ୍‌’ରେ ଏବେ ସଂଜୟ ଦତ୍ତ,ମାଧୁରୀ ଦୀକ୍ଷିତ,ବରୁଣ ଧଓ୍ଵନ୍‌,ଆଲିଆ ଭଟ୍ଟ,ଆଦିତ୍ୟ…
ଅଧିକ ଖବର ଦେଖନ୍ତୁ...