Daily Archives

April 27, 2018

କଲରା ପାଟିକୁ ପିତା, କିନ୍ତୁ ଦେହ ପାଇଁ ଖୁବ୍‌ ମିଠା!

ନୂଆଦିଲ୍ଲୀ : ସବୁଜ ପନିପରିବା ଖାଇବା ସର୍ବଦା ସ୍ୱସ୍ଥ୍ୟ ପାଇଁ ଲାଭଦାୟକ । ସାଧାରଣତଃ କଲରାକୁ ଖାଇବା ପାଇଁ କିଏ ପସନ୍ଦ କରନ୍ତି ନାହିଁ । ତେବେ କଲରା ପାଟିକୁ ପିତା ଲାଗିଥିଲେ ମଧ୍ୟ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । କଲରାରେ ଭରପୂର ମାତ୍ରାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡ଼େଣ୍ଟ…
ଅଧିକ ଖବର ଦେଖନ୍ତୁ...

ଓଲା କ୍ୟାବ୍‌ରେ ଦୁଷ୍କର୍ମର ଶିକାର ହେଲେ ମହିଳା: ଚାଳକ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ

ନୋଏଡ଼ା : ନୋଏଡ଼ାରେ ପୁଣି ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ନିଜ କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ଓଲା କ୍ୟାବ୍‌ ଚାଳକ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ତାଙ୍କ ସାଥୀ ସହ ଜଙ୍ଗଲରେ ଏକା ଛାଡ଼ି ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ନୁହେଁ କଂସେଇ ! ପୁତ୍ରକୁ କନ୍ୟା ସାବ୍ୟସ୍ତ କରିବା ପାଇଁ ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଲେ ଡ଼ାକ୍ତର

ରାଞ୍ଚି : ରାଞ୍ଚିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରକ୍ଷକ ସାଜିଛି ଭକ୍ଷକ । ଶିଶୁ ପୁତ୍ରକୁ ଶିଶୁ କନ୍ୟା ବୋଲି ସାବ୍ୟସ୍ତ କରିବା ପାଇଁ ନବଜାତ ଶିଶୁର ଗୁପ୍ତାଙ୍ଗ କାଟିଛନ୍ତି ଡ଼ାକ୍ତର । ଏହାର ଶିକାର ହୋଇ ନବଜାତ ଶିଶୁଟି ମୃତ୍ୟୁବରଣ କରିଥିବା ବେଳେ ଏ ନେଇ ପୁଲିସରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: କୋଲକାତାକୁ ୫୫ ରନ୍‌ରେ ହରାଇଲା ଦିଲ୍ଲୀ ଡେୟାରଡେଭିଲସ୍‌

ନୂଆଦିଲ୍ଲୀ: ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଭଲ ପ୍ରଦର୍ଶନ କରି ଦିଲ୍ଲୀ ଡେୟାରଡେଭିସ୍‌ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ୫୫ ରନ୍‌ରେ ପରାସ୍ତ କରିଛି। ଫିରୋଜ ଶାହା କୋଟଲାରେ ଶୁକ୍ରବାର ୨୨୦ ରନ୍‌ ବିଜୟ ଲକ୍ଷ୍ୟ ନେଇ କୋଲକାତା ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ମନ୍ତବ୍ୟ ଦେଇ ପୁଣି ସମାଲୋଚିତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, କହିଲେ ଡ଼ାଏନା ନୁହଁ ଐଶ୍ୱର୍ଯ୍ୟା ପ୍ରକୃତ…

ନୂଆଦିଲ୍ଲୀ : ସର୍ବଦା ନିଜର ଅଦ୍ଭୁତ ଧରଣର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସୁଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପୁଣି ଥରେ ଚର୍ଚ୍ଚାରେ । ବର୍ତ୍ତମାନ ସେ ବିଶ୍ୱସୁନ୍ଦରୀ ଡ଼ାଏନାଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ସହତ ତୁଳନା କରିଛନ୍ତି। ତାହା ସହ ସେ ୨୧ ବର୍ଷ ପୂର୍ବେ ଡ଼ାଏନାଙ୍କର…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ ଭିଡିଓ ଦେଖି ହୋଟେଲ ରୁମ୍‌ରେ ସନ୍ତାନ ଜନ୍ମ ଦେଲେ ମହିଳା !

ନୂଆଦିଲ୍ଲୀ : ଜଣେ ମହିଳାଙ୍କ ଜୀବନରେ ସବୁଠାରୁ ସୁଖମୟ ମୂହୂର୍ତ୍ତ ହୋଇଥାଏ ମାତୃତ୍ୱ । ତେବେ ପ୍ରସବ ସମୟରେ ମହିଳାଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି ଅନେକ ଡ଼ାକ୍ତରୀ ବିଶେଷଜ୍ଞ ମଧ୍ୟ ସେଭଳି ଅସୁବିଧାର ସମୟରେ ହାରମାନି ଯାଇଥାନ୍ତି । କିନ୍ତୁ ନିକଟରେ ସୋସିଆଲ ମିଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ରାଜରାସ୍ତାରେ ବୁଲୁଛନ୍ତି ଏହି ଅକ୍ସଫୋର୍ଡ଼ ଗ୍ରାଜୁଏଟ : ସୋସିଆଲ ମିଡିଆ ଜଣାଇଲା ରାଜାଙ୍କ ଦୁଃଖ କାହାଣୀ

ନୂଆଦିଲ୍ଲୀ : ବର୍ତ୍ତମାନ ସୋସିଆଲ ମିଡିିଆରେ ଅନେକ ଅଜଣା ଘଟଣାର ଖୁଲାସା ହୋଇପାରୁଛି। ନିକଟରେ ଦିଲ୍ଲୀ ବାସିନ୍ଦା ଅବିନାଶ ସିଂ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଜଣେ ୭୬ ବର୍ଷିୟ ବୃଦ୍ଧ ରାଜା ସିଂଙ୍କର କାହାଣୀ ପୋଷ୍ଟ କରିଥିଲେ। ଦୀର୍ଘ ୪୦ ବର୍ଷ ହେବା ଦିଲ୍ଲୀର ରାଜାରାସ୍ତାରେ ଭିକ୍ଷୁକ…
ଅଧିକ ଖବର ଦେଖନ୍ତୁ...

ଏହି ପ୍ରସିଦ୍ଧ କଳାକାରମାନେ ଏକାଧିକ ବାର ସଂପର୍କ ଯୋଡ଼ିଛନ୍ତି ଓ ଭାଙ୍ଗିଛନ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ଅତି ସାଧାରଣ ହୋଇ ଗଲାଣି । ପ୍ରତି ଦିନ କାହାର ନା କାହାର ହୃଦୟ ଭାଙ୍ଗିବା ସହ କାହାର ସାଥୀ ଧୋକା ଦେଇ ଚାଲି ଯାଉଛନ୍ତି । ଏପରି କେବଳ ସାଧାରଣ ଲୋକମାନଙ୍କ ସହିତ ନୁହେଁ ବରଂ ବଡ଼ ବଡ଼ ସେଲିବ୍ରିଟିମାନଙ୍କ ସହ ମଧ୍ୟ ଘଟୁଛି । ବଡ଼ ଏବଂ ଛୋଟ ପରଦାରେ କଳାକାରମାନେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯିବା ପାଇଁ ମନା କରିବାରୁ ଗାଡ଼ିରେ ବାନ୍ଧି ଝିଅକୁ ସ୍କୁଲ ନେଲା ବାପା

ନୂଆଦିଲ୍ଲୀ : ପ୍ରାୟତଃ ପିଲାମାନେ ଛୋଟ ଥିବା ସମୟରେ ସ୍କୁଲ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ସେମାନଙ୍କୁ ସ୍କୁଲ ପଠାଇବା ପାଇଁ ମାତା-ପିତାମାନେ ଅନେକ କଷ୍ଟ କରିଥାନ୍ତି । ବିଭିନ୍ନ ବାହାନା କରି କିପରି ନିଜ ପିଲାମାନଙ୍କୁ ସେମାନେ ସ୍କୁଲ ପଠାଇବେ ସେ ଚେଷ୍ଟାରେ ଲାଗିଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଅଧିକ ସମୟ ଏସିରେ ରହୁଥିଲେ ସାବଧାନ ହୁଅନ୍ତୁ! ହୋଇପାରନ୍ତି ଏହି ୫ଟି ରୋଗର ଶିକାର

ଗ୍ରୀଷ୍ମ ଆରମ୍ଭ ହେବା ମାତ୍ରେ ଲୋକମାନେ ପୂରା ଦିନ ଏୟାର କଣ୍ଡିସନର (ଏସି) ରୁମ୍‌ରେ ବିତାଇବା ଆରମ୍ଭ କରି ଦିଅନ୍ତି । ଅଫିସରେ ହେଉ ବା ଘରେ ଲୋକମାନେ ଏସି ରୁମ୍‌ରେ ବସିବାକୁ ଭଲ ପାଇଥାନ୍ତି । ଖରା ତାପରୁ ବଞ୍ଚିବା ପାଇଁ ଲୋକମାନେ ଏସିରେ ବସି ଶାନ୍ତି ଅନୁଭବ କରନ୍ତି ସତ କିନ୍ତୁ ଏହା…
ଅଧିକ ଖବର ଦେଖନ୍ତୁ...