Monthly Archives

April 2018

ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବ ବାଇକ୍‌ ଆମ୍ବୁଲାନ୍ସ : ଭିଡ଼ କାଟି ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବ

ମୁମ୍ବାଇ : ପ୍ରତିଦିନ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜରୁରୀକାଳିନ ପରିସ୍ଥିତ ଉପୁଜିଥାଏ । ବେଳେ ବେଳେ ଠିକ୍‌ ସମୟରେ ଡ଼ାକ୍ତରଖାନାରେ ପହଞ୍ଚି ନ ପାରିବାରୁ ରୋଗୀର ମୃତ୍ୟୁ ହୋଇଥାଏ । ତେବେ ଏହି ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ମୁମ୍ବାଇର ଏକ ସଂସ୍ଥା ସମାଧାନର ବାଟ ବାହାର କରିଥିବା…
ଅଧିକ ଖବର ଦେଖନ୍ତୁ...

ଗବେଷଣାରୁ ଜଣାପଡ଼ିଲା: ଏଲ୍‌ଇଡିି ଲାଇଟ ବଢ଼ାଉଛି କର୍କଟ ଆଶଙ୍କା

ନୂଆଦିଲ୍ଲୀ : ଦିନକୁ ଦିନ କର୍କଟର ସମସ୍ୟା ଦୁନିଆରେ ବଢ଼ିବାରେ ଲାଗିଛି। ଲକ୍ଷାଧିକ ଲୋକଙ୍କର କର୍କଟ ଯୋଗୁଁ ଜୀବନ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାର ଅନେକ କାରଣ ରହିଛି। ଯେପରିକି, ଅବହେଳିତ ଖାଦ୍ୟପେୟ, ଧୂମପାନ ଓ ମଦ୍ୟପାନ ଇତ୍ୟାଦି । ତେବେ ଆପଣ ଜାଣିଛନ୍ତି କି ସାଧାରଣତଃ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ହ୍ରାସର କୌଣସି ଯୋଜନା ନାହିଁ : ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ପର୍ଯ୍ୟନ୍ତ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ  ହ୍ରାସ ନେଇ କୌଣସି ଚିନ୍ତା କରିନାହାନ୍ତି। ଏ ସଂପର୍କରେ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି। ତାଙ୍କର  କହିବା କଥା ହେଲା ଦର ଏତେ ବି ବଢ଼ିନାହିଁ ଯେ ସରକାର ଶୁଳ୍କ…
ଅଧିକ ଖବର ଦେଖନ୍ତୁ...

ମଇ ୪ରେ ଅର୍ଥନୀତିରେ ଅାସିପାରେ ବଡ଼ ପରିବର୍ତ୍ତନ ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମଇ ୪ ତାରିଖରେ ଜିଏସଟି କାଉନ୍‌ସିଲର ୨୭ତମ ବୈଠକ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀ ବି ସାମିଲ ରହିବେ। ବୈଠକ ଭିଡିଓ କନ୍‌ଫରେନ୍ସ ଜରିଆରେ ହେବ। ଏହି ବୈଠକ ଏଥିପାଇଁ ମହତ୍ତ୍ୱପୂର୍ଣ୍ଣ କାରଣ, ଏହାପରେ…
ଅଧିକ ଖବର ଦେଖନ୍ତୁ...

ହିଜବୁଲ ଆତଙ୍କବାଦୀ ସମୀର ଟାଇଗର ଏନ୍‌କାଉଣ୍ଟରରେ ନିହତ: ସେନା ଉପରକୁ ଢ଼େଲାମାଡ଼

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଦ୍ରାବ୍‌ଗ୍ରାମ୍‌ଠାରେ ଏକ ଏନ୍‌କାଉଣ୍ଟର ସୁରକ୍ଷାକର୍ମୀମାନେ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଦ୍ରାବ୍‌ଗ୍ରାମ୍‌  ବାସିନ୍ଦା ସମୀର ଭଟ୍ଟ ଏବଂ ରାଜପୋରାର ଆକ୍ୱିନ୍‌ ଖାନ୍‌ ସୋମବାର ସୁରକ୍ଷାକର୍ମୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା: ଜାଣନ୍ତୁ ବୁଦ୍ଧ କହିଥିବା ଭଲପାଇବା ସଂପର୍କରେ ୬ଟି ମନଛୁଆଁ କଥା

୧- ନିଜକୁ ଭଲ ପାଇଥିବା ଲୋକ କେବେ ଅନ୍ୟକୁ ଦୁଃଖ ଦେଇପାରେନା। ଯିଏ ଅନ୍ୟକୁ ଦୁଃଖ ଦେଇପାରେ ସେ କେବେ ହେଲେ ନିଜକୁ ଭଲପାଇ ପାରିନାହିଁ। ପ୍ରଥମେ ନିଜକୁ ଭଲପାଇବା ଶିଖିଗଲେ ଅନ୍ୟର ଭଲପାଇବା ବି ମିଳିଯିବ। ନିଜକୁ ଭଲପାଉଥିବା ବ୍ୟକ୍ତି ଅନ୍ୟର ଆଖିରେ ତାହାର ପ୍ରତିବିମ୍ବ ଦେଖିପାରିବ। ୨-…
ଅଧିକ ଖବର ଦେଖନ୍ତୁ...

ବିବାହ ରୀତିନୀତି ଶେଷ ହେବାକୁ ଆଉ କିଛି ସମୟ ବାକିଥିବା ବେଳେ ବେଦୀ ଉପରେ ଟଳି ପଡ଼ିଲା ବର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଥାନାସ୍ଥିତ ରାମପୁର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବେଦୀରେ ବସି ସାତଜନ୍ମକୁ ବାଟ ଚାଲିବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ବର-କନ୍ୟା ଶପଥ ନେଉଥିବା ବେଳେ ହଠାତ୍‌ ବର ଛାତିରେ ଗୁଳି ବାଜିଥିଲା। ଫଳରେ ବେଦୀ ଉପରେ ହିଁ ବରର ମୃତ୍ୟୁ ହୋଇଥିବା ଖବର…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କର୍ମ କଲେ ଆୟୁ ହ୍ରାସ ପାଏ , ଜାଣନ୍ତୁ ଧର୍ମରାଜ ଯୁଧିଷ୍ଠିରଙ୍କୁ କି ଉପଦେଶ ଦେଇଥିଲେ ଯମରାଜ

ମୃତ୍ୟୁ ଦେବତା ଯମରାଜଙ୍କ ବିଷୟରେ ତ ଆପଣ ଜାଣିଥିବେ ନିଶ୍ଚୟ। ତାଙ୍କର ନେବା ସମୟ ହେଲେ ମଣିଷକୁ କେହି ବି ରୋକିପାରେନା। ମାତ୍ର ସେ ବି ଏକ ନିୟମରେ ବନ୍ଧା। ଯେତେବଳେ ଚାହିଁଲେ ସେତେବେଳେ କାହାର ଜୀବନ ନେବାର କ୍ଷମତା ସ୍ୱୟଂ ଯମରାଜଙ୍କ ବି ନାହିଁ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କୁ ଡିସ୍‌ଚାର୍ଜ କଲା ଏମ୍ସ , ପରିବାର କହିଲେ ରାଜନୈତିକ ଷଡଯନ୍ତ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୨୬ ତାରିଖଠାରୁ ଚିକିତ୍ସିତ ହେଉଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଡିସଚାର୍ଜ କରିଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ୬ଜଣିଆ ଡାକ୍ତରୀ ଦଳ ରିପୋର୍ଟ ଦେଇଛନ୍ତି ଯେ ଲାଲୁପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଦୈନିକ କୋଟି କୋଟି ଲୋକ କରୁଛନ୍ତି ଏହି ଭୁଲ୍‌, ଆଜି ହିଁ କରନ୍ତୁ ସଂଶୋଧନ

ଲେମ୍ବ ସରବତରେ ବହୁ ଉପକାରୀ ଗୁଣ ରହିଛି। ଦୈନିକ ସକାଳୁ ଲେମ୍ବୁ ସରବତ ପିଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ। ମୋଟାପଣ କମାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇଥାନ୍ତି। ଲେମ୍ବୁରେ ଚୟପଚୟ କ୍ଷମତା ଅତ୍ୟାଧିକ ହୋଇଥିବାରୁ ସୁସ୍ଥ ଜୀବନ ପାଇଁ ଏହା ନିହାତି ଆବଶ୍ୟକ। ଏଥିରେ…
ଅଧିକ ଖବର ଦେଖନ୍ତୁ...