Monthly Archives

April 2018

ଜେଇଇ ମେନ୍‌ ପରୀକ୍ଷା ଫଳ ପ୍ରକାଶିତ, ସୁରଜ କ୍ରିଷ୍ଣାଙ୍କୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ର‍୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଫଳାଫଳ ସୋମବାର ପ୍ରକାଶ ପାଇଛି। jeemain.nic.in, resuluts.nic. in ଓ cbseresults.nic.inରେ ଏହି ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ସର୍ବଭାରତୀୟ ସ୍ତରରେ ଏହି…
ଅଧିକ ଖବର ଦେଖନ୍ତୁ...

ସେବାଶ୍ରମ ହଷ୍ଟେଲର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିସ୍ଥିତ ସେବାଶ୍ରମ ହଷ୍ଟେଲର ଜଣେ ଛାତ୍ରୀଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଦାରିଙ୍ଗିବାଡ଼ି ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ୨୦ରେ ସେବାଶ୍ରମର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଜଣକ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରା କ’ଣ ଗୋପନରେ ବିବାହ କରିଛନ୍ତି?

ନୂଆଦିଲ୍ଲୀ : ନିଜର ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ମିଡ଼ିଆ ସମ୍ମୁଖରେ କେବେ ବି ଖୋଲାଖୋଲି କିଛି କହି ନାହାନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ  ତାଙ୍କ ସଂପର୍କରେ ଏକ କଥା ପ୍ରଘଟ ହୋଇଛି , ଯେଉଁଥିରୁ ଅନୁମାନ କରାଯାଉଛି କି ସେ ହୁଏତ ଗୋପନରେ ବିବାହ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିସିସିଆଇର ଉତ୍ତରକୁ ଅପେକ୍ଷା: ଭାରତ ପାଖରୁ ଦିବା-ରାତ୍ର ଟେଷ୍ଟ ଚାହୁଁଛି ଅଷ୍ଟ୍ରେଲିଆ

ସିଡନୀ: କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ବୋର୍ଡର-ଗାଭାସ୍କର ଟ୍ରଫି ପାଇଁ ଖେଳାଯିବାକୁ ଥିବା ୪ଟି ଟେଷ୍ଟ ମ୍ୟାଚ୍‌ ଦିବା-ରାତ୍ର ମ୍ୟାଚ୍‌ (ଡିସେମ୍ବର ୬ରୁ ୧୦) କରିବାକୁ ଚାହୁଁଛି। ଅଷ୍ଟ୍ରେଲିଆ ଏଥି ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ)କୁ ପ୍ରସ୍ତାବ ଦେଇ ଏହାର ଉତ୍ତରକୁ…
ଅଧିକ ଖବର ଦେଖନ୍ତୁ...

ଛାତିରେ ତିନୋଟି ଗୁଳି ଖାଇ ମଧ୍ୟ ଆତତାୟୀଙ୍କ ଗୁଳିର କଡ଼ା ଜବାବ ଦେଲେ ଡ଼ାକ୍ତର; ଚଳାଇଲେ ୧୩ ରାଉଣ୍ଡ୍‌ ଗୁଳି

ନୂଆଦିଲ୍ଲୀ : ଦିଲ୍ଲୀରେ ହେଉଥିବା ଅପରାଧ ସୀମା ଟପି ଯାଇଥିବା ବେଳେ ପ୍ରତିଦିନ କିଛି ନା କିଛି ଅପରାଧ ଦିଲ୍ଲୀରେ ଘଟି ଚାଲିଛି । ଦେଶର ରାଜଧାନୀ ହୋଇ ମଧ୍ୟ ଲୋକମାନେ ସେଠାରେ ବେଶି ଅସୁରକ୍ଷିତ ମନେ କରୁଛନ୍ତି । ତେବେ ଶନିବାର ଦିଲ୍ଲୀରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ…
ଅଧିକ ଖବର ଦେଖନ୍ତୁ...

ଭୁଲି ଯାଉଛନ୍ତି କି? ହାତ ପାଆନ୍ତାରେ ଥିବା ଏସବୁ ଜିନିଷ ଖାଆନ୍ତୁ, ବଢ଼ିବ ସ୍ମରଣଶକ୍ତି

ବେଳେବେଳେ ଆମେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଭୁଲିଯାଉ। ଯଦି ବାରମ୍ବାର ଏଭଳି ଘଟୁଛି ତେବେ ସ୍ମରଣ ଶକ୍ତି ବୃଦ୍ଧି ଲାଗି ଏସବୁ ଖାଆନ୍ତୁ। ଆୟୁର୍ବେଦରେ ନିମ୍ନୋକ୍ତ ଦ୍ରବ୍ୟର ଔଷଧୀୟ ଗୁଣ ସଂପର୍କରେ ବର୍ଣ୍ଣନା କରାଯାଇଛି। ପ୍ରାକୃତିକ ଜଡିବୁଟି ଆମର ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।…
ଅଧିକ ଖବର ଦେଖନ୍ତୁ...

ପାର୍ବତୀଙ୍କ ସ୍ୱପ୍ନର ଘରକୁ ଛଡ଼ାଇ ନେଇ ରାବଣ କରିଥିଲେ ସ୍ୱର୍ଣ୍ଣିମ ଲଙ୍କା: ହନୁମାନ ନୁହେଁ, ପାର୍ବତୀଙ୍କ ପାଇଁ…

ପିଲାଦିନେ ରାମାୟଣର ଆଉ କିଛି ଭାଗ ଶୁଣନ୍ତୁ କି ନଶୁଣନ୍ତୁ ନିଜ ଜେଜେ- ଜେଜେମାଆଙ୍କ ମୁହଁରୁ ଲଙ୍କା ପୋଡ଼ି ବିଷୟରେ ନିଶ୍ଚୟ ଶୁଣିଥିବେ। ରାମଙ୍କ ପରମ ଭକ୍ତ ହନୁମାନ ରାବଣର ଦ୍ୱାରରେ ପହଞ୍ଚି ମାଆ ସୀତାଙ୍କୁ ସସମ୍ମାନେ ଫେରାଇବା ପାଇଁ କହିଥିଲେ ବି ଟିକେ ବି ଖାତିର କରିନଥିଲେ ଲଙ୍କେଶ ରାବଣ।…
ଅଧିକ ଖବର ଦେଖନ୍ତୁ...

ବିଚ୍‌ ରାସ୍ତାରେ ୮ ଦୁର୍ବୃତ୍ତ ନାବାଳିକାଙ୍କ ପୋଷାକ ଖୋଲି ଭିଡିଓ ପୋଷ୍ଟ କଲେ, ନିଜ ଆଡୁ ମାମଲା ରୁଜୁ କରି ଧରିଲା…

ଜେହାନ୍‌ବାଦ୍‌(ବିହାର) : ବିହାରର ଜେହାନ୍‌ବାଦ୍‌ରେ ଘଟିଛି ଏକ ଅମାନବୀୟ ଘଟଣା । ୮ଜଣ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଜଣେ ନାବାଳିକାଙ୍କ ପୋଷାକ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ କେହି ସାହାଯ୍ୟର ହାତ ବଢ଼ାଇ ନ ଥିବା ଭାଇରାଲ ହୋଇଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଘର ପାଖରେ ଲଗାନ୍ତୁ ଏହି ସବୁ ଗଛ, ନିରୋଗୀ ରହିବେ ଆପଣ ଓ ଆପଣଙ୍କ ପରିବାର ସଦସ୍ୟ

କେଉଁ ସବୁ ଗଛ ଘର ଚାରିପାଖରେ ଲଗାଇବା ନାହିଁ ତାହା ପୂର୍ବରୁ ଆଲୋଚନା କରିସାରିଛେ। କାହିଁକି ଲଗାଇବା ନାହିଁ, ଲଗାଇଲେ କ’ଣ ଅସୁବିଧା ହେବ ସେ ବିଷୟରେ ଉଲ୍ଲେଖ କରାଯାଇଥିଲା। ଏପରିକି କେତେକ ବପିଦପୂର୍ଣ୍ଣ ଗଛ ଯଦି ଘର ଆଖପାଖରେ ଅଛଇ ତାହାକୁ କାଟିଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏଥର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ଲଞ୍ଚ କଲା ୧୨୯ଟଙ୍କାର ନୂତନ ପ୍ଲାନ୍‌, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ନୂଆଦିଲ୍ଲୀ: ଜିଓକୁ ଟକ୍କର ଦେବା ପାଇଁ ଟେଲିକମ୍‌ କମ୍ପାନି ପ୍ରତିଦିନ ନୂଆନୂଆ ପ୍ଲାନ୍‌ ଲଞ୍ଚ କରୁଛନ୍ତି। ଏହି କ୍ରମରେ ଏବେ ଏୟାରଟେଲ ଏକ ନୂଆ ୧୨୯ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌ରେ ଗ୍ରାହକଙ୍କ କଲ, ଡାଟା, ଏସ୍‌ଏମ୍‌ଏସ୍‌ ଓ ହ୍ୟାଲୋ ଟ୍ୟୁନ୍‌ର ବି ଫାଇଦା ଉଠାଇ ପାରିବେ।…
ଅଧିକ ଖବର ଦେଖନ୍ତୁ...