Daily Archives

May 1, 2018

ପୁଣି ଥରେ ଭାଇରାଲ ହେଲା ଶ୍ରୀଦେବୀଙ୍କ ଭିଡିଓ : ଝିଅ ଜାହ୍ନବୀଙ୍କ ହିନ୍ଦୀ କହିବା ଶୈଳୀକୁ ଥଟ୍ଟା କରୁଥିଲେ ମା’

ମୁମ୍ବାଇ : ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ପ୍ରାୟ ଦୁଇ ମାସ ହୋଇ ଗଲାଣି । କିନ୍ତୁ ଏବେ ମଧ୍ୟ ତାଙ୍କୁ କୌଣସି ନା କୌଣସି ବାହାନାରେ ଲୋକେ ମନେ ପକାଉଛନ୍ତି । ଏବେ ତାଙ୍କର ଏକ ପୁରୁଣା ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏବଂ ତାଙ୍କ ବଡ଼ ଝିଅ ଜାହ୍ନବୀ ନଜର…
ଅଧିକ ଖବର ଦେଖନ୍ତୁ...

ଖରା ଦିନେ ଧନିଆ ପତ୍ର ଖାଇଲେ ଦୂର ହେବ ଏହି ୬ଟି ରୋଗ

ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା । ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥି ପାଇଁ ମଧ୍ୟ ଡ଼ାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର । ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ମୁମ୍ବାଇକୁ ୧୪ ରନ୍‌ରେ ହରାଇଲା ବେଙ୍ଗାଲୁର

ବେଙ୍ଗାଲୁରୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନସ୍‌ ୧୪ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଛି। ବେଙ୍ଗାଲୁରୁ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି। ୧୬୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୨ୟ…
ଅଧିକ ଖବର ଦେଖନ୍ତୁ...

ମା’ ପାଖରେ ଶୋଇଥିବା ୬ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ

ବାନ୍ଦ୍ରା : ଉତ୍ତରପ୍ରଦେଶର ବାନ୍ଦ୍ରା ଜିଲ୍ଲାର ବବେରୁ କୋତଓ୍ଵାଲି କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା । ମା’ଙ୍କ ସହ ଘର ବାହାରେ ଶୋଇଥିବା ୬ ବର୍ଷର ନାବାଳିକାକୁ ତାଙ୍କ ପଡ଼ିଶା ଘରର ୧୭ ବର୍ଷିୟ ନାବାଳକ ଅପହରଣ କରି ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ବନ୍ଧରେ ପୁଲିସରେ…
ଅଧିକ ଖବର ଦେଖନ୍ତୁ...

ଶ୍ୱାସ କୋପରୁ ରକ୍ଷା ପାଇବାର କିଛି ଘରୋଇ ଉପଚାର

ନୂଆଦିଲ୍ଲୀ: ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧିୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ଆଜି ବିଶ୍ୱ ଶ୍ୱାସ ଦିବସରେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର: ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ମୋହୁଲପଦର ଠାରେ ୪୦୭ ଗାଡ଼ିର ଆଗ ଚକ ଫାଟିବା ଫଳରେ ମଙ୍ଗଳବାର ଦୁର୍ଘଟଣା ଘଟି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଶ୍ରମିକର ନାମ ରାମ କୁମ୍ଭାର(୨୧)। ଜି. କୋଣ୍ଡାଲ ରାଓଙ୍କ ଗାଡ଼ିରେ ଶ୍ରମିକ ଭାବେ କାମ କରୁଥିଲେ। ୪୦୭ଟି ଆଜି ବାସିନି ଗ୍ରାମରୁ…
ଅଧିକ ଖବର ଦେଖନ୍ତୁ...

ମେଟ୍ରୋରେ ପ୍ରେମୀଯୁଗଳଙ୍କୁ ମାଡ଼, ଆଲିଙ୍ଗନ କରିବାରୁ ଲୋକେ ପ୍ରେମୀଯୁଗଳଙ୍କୁ ଛେଚିଲେ

କୋଲକତା: ମେଟ୍ରୋ ଷ୍ଟେସନରେ ପ୍ରେମୀ ଯୁଗଳ ଆଲିଙ୍ଗନ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାର ଆକ୍ରୋସର ଶିକାର ହୋଇଛନ୍ତି। କୋଲକାତାର ଦମଦମ ମେଟ୍ରୋ ଷ୍ଟେସନରେ ଏପରି ଘଟଣା ଦେଖିବାକୁ ମିଳିଛି । କୋଲକାତାର ଏକ ଆଞ୍ଚଳିକ ଖବରକାଗଜରେ ଘଟଣା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ହରେନ୍ଦ୍ର ସିଂହ ହେବେ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ହକି ଇଣ୍ଡିଆ ହରେନ୍ଦ୍ର ସିଂହଙ୍କୁ ଭାରତୀୟ ପୁରୁଷ ହକି ଟିମ୍‌ର ମୁଖ୍ୟ କୋଚ୍‌ ଭାବରେ ମଙ୍ଗଳବାର ଘୋଷଣା କରିଛି। ସେହିଭଳି ଭାରତୀୟ ମହିଳା ହକି ଟିମ୍‌ର ମୁଖ୍ୟ କୋଚ ଭାବରେ ୪୪ ବର୍ଷୀୟ ଏସ୍‌ଜୋରାଦ୍‌ ମାରିଜିନ ଦାୟିତ୍ୱ ନେବେ। ହରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଭାରତୀୟ ଜୁନିଅର ହକି…
ଅଧିକ ଖବର ଦେଖନ୍ତୁ...

ବରୁଣ- ଆଲିଆଙ୍କ ସୁଟିଂ ଦେଖିବାକୁ ସେଟ୍‌ରେ ହାଜର ହେଲେ ଦୁଇଟି ସାପ ! ଜାଣନ୍ତୁ ଅସଲ କଥାଟି କ’ଣ?

ନୂଆଦିଲ୍ଲୀ : ଚଳଚ୍ଚିତ୍ର ‘ଅକ୍ଟୋବର’ ହିଟ ହେବା ପରେ ବରୁଣ ଧାଓ୍ଵନ୍‌ ବର୍ତ୍ତମାନ ଆଲିଆଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କଳଙ୍କ’ରେ ସୁଟିଂରେ ବ୍ୟସ୍ତ ରହିଛନ୍ତି । କରଣ ଜୋହରଙ୍କ ‘କଳଙ୍କ’ ଚଳଚ୍ଚିତ୍ରର ପ୍ରଥମ ଭାଗର ସୁଟିଂ ବର୍ତ୍ତମାନ ମୁମ୍ବାଇରେ ଚାଲିଛି। ଏଥିପାଇଁ କରଣ ଫିଲ୍କ ସିଟିରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ ପ୍ରଥମ ଥର ପାଇଁ ଚୁଇଂଗମ୍‌ରୁ ତିଆରି ହେଲା ସ୍ନିକର ସୁଜ୍‌

ନୂଆଦିଲ୍ଲୀ : ଚୁଇଂଗମ୍‌ ଏପରି ଏକ ଜିନିଷ ଯାହା ବିଷୟରେ କାହାକୁ ବି ଅଧିକ ଜଣାଇବାକୁ ପଡ଼ିବ ନାହିଁ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇଥାନ୍ତି । କିନ୍ତୁ ଏହି ଚୁଇଂଗମ୍‌କୁ ବ୍ୟବହାର କରି ଏକ ସ୍ନିକର ସୁଜ୍‌ ବା ଯୋତା ପ୍ରସ୍ତୁତ କରାଯାଇ ପାରିବ ବୋଲି…
ଅଧିକ ଖବର ଦେଖନ୍ତୁ...