Daily Archives

May 1, 2018

ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ସଚେତନତା ପାଇଁ ଟ୍ରାଫିକ୍‌ ସ୍ୱୟଂସେବକ ହେଲେ ୭୨ ବର୍ଷିୟ ବାପା

ନୂଆଦିଲ୍ଲୀ : ପ୍ରତିବର୍ଷ ଶହ ଶହ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । କିଛି ଲୋକ ଟ୍ରାଫିକ୍‌ ନିୟମ ନ ମାନି ସଡ଼କ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏତେ ସବୁ ଆଇନ୍‌ ପ୍ରଣୟନ ପରେ ସମସ୍ୟା କମୁ ନ ଥିବାରୁ ଦିଲ୍ଲୀ ପୁଲିସ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଦିଲ୍ଲୀ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ, ମେ ୪ ପର୍ଯ୍ୟନ୍ତ ଏଭଳି ରହିବ ପାଣିପାଗ

ଭୁବନେଶ୍ୱର: ଆଣ୍ଡାମାନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ହେତୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁଆପଥର ମାଡ ସହ ପ୍ରବଳ ଝଡ଼ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ବର୍ଷା ସହ ୫୦ରୁ ୬୦କିଲୋମିଟର ବେଗରେ ପବନ ବହିବ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ମୁମ୍ବାଇକୁ ୧୬୮ ରନ୍‌ ଟାର୍ଗେଟ ଦେଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଆଇପିଏଲ୍‌ର ମଙ୍ଗଳବାର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ ସଂଗ୍ରହ କରିଛି। ମନନ ଭୋରାଙ୍କ ୪୫ ରନ୍‌, ବ୍ରେଣ୍ଡନ ମ୍ୟାକ୍‌କୁଲମଙ୍କ ୩୭ ରନ୍‌, ବିରାଟ କୋହଲିଙ୍କ ୩୨ ରନ୍‌ ବଳରେ ବେଙ୍ଗାଲୁରୁ ୧୬୭ ରନ୍‌ କରିବା ପରେ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ସେକ୍ସ ର‍୍ୟାକେଟ ପର୍ଦ୍ଦାଫାସ ପରେ ସାମ୍ନାକୁ ଆସିଲା ସାଂଘାତିକ ସତ !

ନୂଆଦିଲ୍ଲୀ : ମନାଲିରେ ଚାଲିଥିବା ଏକ ସେକ୍ସ ର‍୍ୟାକେଟ ଉପରୁ ପରଦା ଉଠିବା ପରେ ସେଠାରୁ ଦିଲ୍ଲୀର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଅତ୍ୟନ୍ତ ପରିତାପର ବିଷୟ ହେଲା, ଏହି ୧୬ ବର୍ଷର ନାବାଳିକାଙ୍କୁ ଅନ୍ୟ କେହି ନୁହେଁ, ତାଙ୍କର ନିଜ ମା’ ହିଁ ଦେହ ବ୍ୟବସାୟରେ ସାମିଲ୍‌…
ଅଧିକ ଖବର ଦେଖନ୍ତୁ...

ଗରମ ଲାଗୁଥିବାରୁ ବିମାନର ଜରୁରୀକାଳିନ ଝରକା ଖୋଲିଲେ ଯାତ୍ରୀ, ଗଣିଲେ ୭ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ : ବର୍ତ୍ତମାନ କିଛି ଦିନ ହେବ ବିମାନ ଯାତ୍ରା ଏବଂ ଏଥି ସମ୍ବନ୍ଧୀୟ ଅନେକ ପ୍ରକାରର ଖବର ଆସୁଥିବାର ଦେଖାଯାଉଛି। ସେହିପରି ଗତ କାଲି ଚାଇନାର ସିଚୁଆନ ପ୍ରାନ୍ତର ମିୟାନୟାଙ୍ଗ ଏୟାରପୋର୍ଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିମାନ ଯାତ୍ରା କରିବାକୁ ଥିବା ଜଣେ ଯାତ୍ରୀ ଗରମ…
ଅଧିକ ଖବର ଦେଖନ୍ତୁ...

ବୁଲାଇବା ବାହାନାରେ ଡ଼ାକି ନେଇ ୪ ଦିନ ଧରି ଦୁଷ୍କର୍ମ କଲା ଫେସ୍‌ବୁକ୍‌ ଫ୍ରେଣ୍ଡ୍‌

କୋଟା : ରାଜସ୍ଥାନର କୋଟାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏକାଦଶ ଶ୍ରେଣୀରେ ପଢ଼ୁଥିବା ଯୁବତୀ ଜଣକ ନିଜ ଫେସ୍‌ବୁକ୍‌ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବୁଲାଇନେବା ବାହାନାରେ ଡ଼ାକି ନେଇ ଏକ ଘରେ ବନ୍ଦ ରଖିବା ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଲୋବେରା କେଉଁ ସବୁ କାମରେ ଲାଗେ, ମିଳିବ ଗୁଡ଼ାଏ ଫାଇଦା

ବଜାରରେ ନାନା ରକମର ଆଲୋବେରା କ୍ରିମ୍‌ ଉପଲବ୍ଧ। ମାତ୍ର ଆପଣ ଯଦି ନିଜେ ଏକ ଆଲୋବେରା ଗଛ ଲଗାନ୍ତି ତେବେ ସେଥିରୁ ଗୁଡ଼ାଏ ଫାଇଦା ମିଳିବ। ଆଲୋବେରା କେବଳ ମୁହଁ ପାଇଁ ନୁହେଁ, ଆହୁରି ଗୁଡ଼ାଏ କାମରେ ଲାଗେ। ତେବେ ଚାଲନ୍ତୁ ଜାଣିବା ଆଲୋବେରାରୁ ଆଉ କେଉଁ ପ୍ରକାର ଉପକାର ସବୁ ମିଳେ। ଅଲୋବେରା…
ଅଧିକ ଖବର ଦେଖନ୍ତୁ...

ଅନାଥଆଶ୍ରମରେ ଶ୍ରମିକ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିଲା ନାବାଳିକା, ବର୍ଷକ ପରେ ରୁଜୁ ହେଲା ମାମଲା

କୋଲକାତା: ଗତବର୍ଷ ଡିସେମ୍ବର ମାସରେ ଅଜ୍ଞାତ ଶ୍ରମିକ ଦ୍ୱାରା ଅନାଥଆଶ୍ରମରେ ରହୁଥିବା ଜଣେ ୧୦ବର୍ଷର ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଥିଲା। ତେବେ ବର୍ଷକପରେ ଏହି ମାମଲା ରୁଜୁ ହୋଇଛି। ମହିଳା ସମିତି ସଦସ୍ୟ ଅନାଥଆଶ୍ରମକୁ ଆସି ୧୦ବର୍ଷର ନାବାଳିକା ସହିତ କଥାବାର୍ତ୍ତା ହେଉଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଦୈନିକ ମହୁ ଓ ରସୁଣ ଖାଇଲେ କି ଲାଭ ହୋଇଥାଏ

ଆପଣ ହୁଏ ଖାଲି ରସୁଣ ଖାଇ ଅନେକ ସମୟରେ ମୁଖ ଦୁର୍ଗନ୍ଧର ଶିକାର ହୋଇଥିବେ। ମାତ୍ର ରସୁଣ ଯେ ଦେହ ପାଇଁ ଖୁବ ଦରକାରୀ ହୋଇଥାଏ ଏହାକୁ ତ କେବେ ଅସ୍ୱୀକାର କରିପାରିବେ ନାହିଁ। ମାତ୍ର ଆପଣ ମହୁ ଏବଂ ରସୁଣ ଏକା ସାଙ୍ଗରେ ଖାଇବା ଦ୍ୱାରା କି କି ଲାଭ ମିଳେ ଜାଣିଛନ୍ତି କି? ମହୁ ସହିତ ରସୁଣ ଖାଇଲେ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଅନୁଷ୍କା ହେଉଛନ୍ତି ପିଲାଦିନର ସାଥୀ

ମୁମ୍ବାଇ: ମଙ୍ଗଳବାର ଅର୍ଥାତ ମଇ ୧ରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ୩୦ତମ ଜନ୍ମ ଦିବସ ପାଳନ କରିଛନ୍ତି। ତାଙ୍କର ପ୍ରଶଂସକ ଅନୁଷ୍କାଙ୍କୁ ପ୍ରେମଭରା ମେସେଜ୍‌ ପଠାଇ ତାଙ୍କୁ ଖୁସ୍‌ କରିଛନ୍ତି। ତେଣେ ଅନୁଷ୍କାଙ୍କ ସ୍ୱାମୀ କ୍ରିକେଟର୍‌ ବିରାଟ କୋହଲି ଏକ ସରପ୍ରାଇଜ୍‌ କେକ୍‌…
ଅଧିକ ଖବର ଦେଖନ୍ତୁ...