Daily Archives

May 1, 2018

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ମହିଳାଙ୍କ ବଜ୍ରପାତରେ ମୃତ୍ୟୁ

ଜୟପୁର: ନିକଟସ୍ଥ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ଜଣେ ମହିଳାଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଥାନା ଅଧୀନ ସାନଇନ୍ଧନପୁର ଗାଁର ଦମୟନ୍ତୀ ଗୌଡ଼(୫୫)ଙ୍କ ମୃତ୍ୟୁ ହୋଇଛି। ଦମୟନ୍ତୀ ଗାଁର ଅନ୍ୟ ୪ରୁ ୫ ଜଣ…
ଅଧିକ ଖବର ଦେଖନ୍ତୁ...

ତୃଣମୂଳ ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନରୁ ଚୋରି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଶତାବ୍ଦୀ ରାୟଙ୍କ ନିବାସରୁ ଚୋରି ହୋଇଥିବା ଖବର ମିଳିଛି। ଘଟଣା ସମୟରେ ଶତାଦ୍ଦୀ କି ତାଙ୍କର କେହି କେୟାରଟେକର ନିବାସରେ ଉପସ୍ଥିତ ନ ଥିଲେ। କୁହାଯାଉଛି, କେୟାରଟେକର ସୋମବାର ଦିନ ପହଞ୍ଚିଲା ପରେ ନିବାସରୁ ଚୋରି ହୋଇଥିବା ସମ୍ପର୍କରେ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଲାଉ ବେପାରି ନୁହଁ; ଯିଏ ମୋ ସରକାରରେ ନଖ ଖେଞ୍ଚିବାକୁ ଚେଷ୍ଟା କରିବ, ତା’ ନଖ ସମେତ ଆଙ୍ଗୁଠିକୁ କାଟି…

ନୂଆଦିଲ୍ଲୀ: କୌଣସି ପ୍ରକାରର କିଛି ବି ହେଲେ କାରଣ ନଥାଇ, ସଂପୂର୍ଣ୍ଣ ଅଯଥାରେ ନାନା ରକମର ବିବାଦୀୟ ଓ ଅପ୍ରାସଙ୍ଗିକ ବକ୍ତବ୍ୟ ସାଧାରଣରେ ପ୍ରଦାନ କରିବା ଓ ଏହାକୁ ନେଇ ଚର୍ଚ୍ଚାରେ ରହିବା ବୋଧହୁଏ ଏବେ ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଏକ ଅଭ୍ୟାସ ଅଥବା ରୋଗରେ ପରିଣତ ହୋଇ ପଡ଼ିଛି!…
ଅଧିକ ଖବର ଦେଖନ୍ତୁ...

ମହିଳା ହକି ଜୁନିଅର ଚମ୍ପିଅନ୍‌ସିପ୍‌: ଓଡ଼ିଶା ୧୦-୧ରେ ତାମିଲନାଡୁ ବିପକ୍ଷରେ ବିଜୟୀ

ଭୋପାଲ: ଓଡ଼ିଆ ଝିଅମାନେ ହକି ମ୍ୟାଚ୍‌ରେ ପୁଣି ଥରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ମଧ୍ୟପ୍ରଦେଶର ଭୋପାଲ ଠାରେ ଚାଲିଥିବା ୮ମ ମହିଳା ହକି ଜୁନିଅର ଚମ୍ପିଅନସିପ୍‌ରେ ତାମିଲନାଡୁକୁ ୧୦-୧ ଗୋଲ୍‌ରେ ପରାସ୍ତ କରିଛନ୍ତି। ଓଡ଼ିଶା ପକ୍ଷରୁ ଅସିମ କାଞ୍ଚନ ବାର୍ଲା ୪ ଓ ୫୫ ମିନିଟରେ ଗୋଲ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ କୁମାରୀତ୍ୱ କିଣିଥିବା ବ୍ୟାଙ୍କରଙ୍କ ପ୍ରେମରେ ପଡ଼ିଲେ ଯୁବତୀ !

ନୂଆଦିଲ୍ଲୀ: ଫ୍ରାନ୍ସର ଜଣେ ଛାତ୍ରୀ ନିଜର କୁମାରୀତ୍ୱକୁ ଅନ୍‌ଲାଇନ୍‌ରେ ନିଲାମ୍‌ କରିବା ପାଇଁ ସ୍ଥିର କରିଥିଲେ। ଛାତ୍ରୀଙ୍କ କୁମାରୀତ୍ୱକୁ ଜଣେ ବ୍ୟାଙ୍କର କୋଟିଏ ଟଙ୍କା ଦେଇ କିଣି ନେଇଛନ୍ତି। ଏହି ଛାତ୍ରୀଙ୍କ ନାମ ଜ୍ୟାସମିନ୍‌ ଓ ତାଙ୍କ ବୟସ ୨୦ବର୍ଷ ପାଖାପାଖି ହେବ । ଜ୍ୟାସମିନ୍‌ ନିଜର…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଶିବ କାହିଁକି ନିଜ ବେକରେ ବିଷଧର ସାପ ରଖିଥାନ୍ତି? ରହିଛି ଗୁଡ଼ାଏ କଥା, ଆସନ୍ତୁ ଜାଣିବା

ହିନ୍ଦୁ ଧର୍ମରେ ନାଗ ସାପକୁ ଦେବତା ବୋଲି ମନାଯାଏ। ଶିବ ଭକ୍ତମାନେ ସାପକୁ ଖିର ପିଆଇ ଶିବପୂଜା କରିଥାନ୍ତି। ଆପଣଙ୍କର ସମୁଦ୍ର ମନ୍ଥନ କଥା ମନେ ଥିବ ନିଶ୍ଚୟ। ମନ୍ଥନ ବେଳେ ବାହାରିଥିବା ଅମୃତକୁ ଦେବତାମାନେ ପିଇଥିବା ବେଳେ ବାଷୁକି ପେଟରୁ ବାହାରିଥିବା ବିଷ ତକ ପିଇ ଦେଇଥିଲେ ମହାଦେବ। ସେ ବିଷ…
ଅଧିକ ଖବର ଦେଖନ୍ତୁ...

ଯକ୍ଷଙ୍କ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ ଭାଇମାନଙ୍କୁ ବଞ୍ଚାଇ ପାରିଥିଲେ ଯୁଧିଷ୍ଠିର, ଜାଣନ୍ତୁ କ’ଣ ଥିଲା ଯକ୍ଷଙ୍କ…

ପାଣ୍ଡବ ପାଞ୍ଚ ଭାଇ ଜଙ୍ଗଲରେ ବୁଲୁଥାନ୍ତି। ଯୁଧିଷ୍ଠିର ପଛରେ ଆସୁଥାନ୍ତି। ୪ ଭାଇ ଆସି ଏକ ପୋଖରୀରୁ ପାଣି ପିଇବାକୁ ଗଲେ। ଉପରୁ ଶୂନ୍ୟବାଣୀ ହେଲା। ଯଦି ଏଠାରୁ ପାଣି ପିଇବାକୁ ଚାହଁ ତେବେ ତୁମମାନଙ୍କୁ ମୋ ପ୍ରଶ୍ନର ଉତ୍ତର ଦେବାକୁ ହେବ। ମାତ୍ର ଶୂନ୍ୟବାଣୀକୁ ଖାତିର ନକରି ୪ ଭାଇ ସେହି…
ଅଧିକ ଖବର ଦେଖନ୍ତୁ...

ଅପ୍ରେଲ ୨୦୧୮ରେ ଜିଏସ୍‌ଟିରୁ ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଆୟ ସହ ସୃଷ୍ଟି ହେଲା ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଲାଗୁହେବା ପରେ ଗତ ୨୦୧୮ ଅପ୍ରେଲ ମାସରେ ଦେଶରେ ଜିଏସ୍‌ଟିରୁ ରାଜସ୍ୱ ଆୟ ସର୍ବକାଳୀନ ବୃହତ ରହିଥିବା ଜାଣିବାକୁ ମିଳିଛି। ୨୦୧୮ ଅପ୍ରେଲ ମାସରେ କେନ୍ଦ୍ର ସରକାର ଜିଏସ୍‌ଟିରୁ ୧ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ରାଜସ୍ୱ ଆୟ କରିବାରେ…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ୫ରୁ ୭ଟଙ୍କାରେ ବାହାର ରାଜ୍ୟକୁ ପିଆଜ ବିକ୍ରି କରୁଛନ୍ତି ବ୍ୟବସାୟୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ବକ୍ଲରେ ପିଆଜର ଅଭାବୀ ବିକ୍ରି ପରସ୍ଥିତି ଦେଖା ଦେଇଛି । ଟିଟିଲାଗଡ଼ ବ୍ଲକରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଅଞ୍ଚଳରେ ଅଧିକ ମାତ୍ରାରେ ପିଆଜ ଚାଷ ହୋଇଥାଏ । ପିଆଜ ସଂରକ୍ଷଣ କରି ରଖିବା ପାଇଁ କୌଣସି ସୁବିଧା ନଥିବାରୁ ବ୍ୟବସାୟୀ ବାହର…
ଅଧିକ ଖବର ଦେଖନ୍ତୁ...

ଏବେ ବିମାନ ଯାତ୍ରା ବେଳେ ମୋବାଇଲ ଏବଂ ଇଣ୍ଟରନେଟ୍‌ର ବ୍ୟବହାର କରିହେବ :ଟେଲିକମ କମିସନ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର କରି ପାରୁ ନଥିଲେ । ଯାହାଫଳରେ ଅନେକ ସମୟରେ ସେମାନେ ସୂଚନା ଦେବାନେବା କରିବାରେ ବିଫଳ ହେଉଥିଲେ । ତେବେ ଯାତ୍ରୀମାନଙ୍କର ଏହି ଅସୁବିଧାର ସମାଧାନ କରିଛି ଟେଲିକମ କମିଶନ୍‌ । ଏବେ…
ଅଧିକ ଖବର ଦେଖନ୍ତୁ...