Daily Archives

May 2, 2018

ପିଏମଭିଭିୱାଇ ଅଧିନରେ ବରିଷ୍ଠ ନାଗରିକଙ୍କ ନିବେଶ ସୀମା ୧୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବୟୋ ବନ୍ଦନ ଯୋଜନା (ପିଏମଭିଭିୱାଇ) ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ନିବେଶ ସୀମା ୭.୫ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ କପିଲ : ୭ ଦିନ ମଧ୍ୟରେ କ୍ଷମା ମାଗିବା ପାଇଁ ସାମ୍ବାଦିକଙ୍କୁ ନୋଟିସ ପଠାଇଲେ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । କିଛି ଦିନ ମଧ୍ୟରେ ତାଙ୍କର ବ୍ୟାବସାୟିକ ଏବଂ ବ୍ୟକ୍ତିଗତ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି । ଚ୍ୟାନେଲ ତରଫରୁ କପିଲଙ୍କ ସୋ’ର ଭଲ ଟିଆର୍‌ପି ନ ହେବାରୁ ତାଙ୍କ ସୋ’କୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କ ସହ ମିଶି ମାଟି ହାଣିଲେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ର ‘କଳଙ୍କ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତେବେ ଗତ କାଲି ଆଲିଆ ମରାଠା ଗ୍ରାମରେ କୁରାଢ଼ି ଧରି ମାଟି ହାଣୁଥିବାର ଦେଖିବାକୁ ମିଳିଥିଲେ । ତେବେ ସେ ସେଠାରେ କୌଣସି ଚଳଚ୍ଚିତ୍ରର ସୁଟିଂ ପାଇଁ ନୁହଁ ବରଂ ‘ଓ୍ଵାଟର…
ଅଧିକ ଖବର ଦେଖନ୍ତୁ...

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ଶାହାଜାନ୍‌ପୁର୍‌ (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଶାହାଜାନ୍‌ପୁର୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀକୁ ଠିକ୍‌ ବାଟକୁ ଆଣିବାକୁ ଯାଇ ସ୍ୱାମୀର ରୋଷର ଶିକାର ହୋଇଛି ସ୍ତ୍ରୀ । ମଦ ପିଇବାକୁ ରୋକିବାରୁ ସ୍ତ୍ରୀର ନାକ କାଟିଛି ସ୍ୱାମୀ । ଏହି ଘଟଣା ପରେ ପୀଡ଼ିତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏୟାରଲାଇନ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା , ସ୍ୱାମୀଙ୍କ ପାସପୋର୍ଟରେ ମାଞ୍ଚେଷ୍ଟରରୁ ଦିଲ୍ଲୀ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାସପୋର୍ଟରେ ମାଞ୍ଚେଷ୍ଟରଠାରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ଘଟଣାଟି ଦିଲ୍ଲୀ ବିମାନ ବନ୍ଦରରେ ଇମିଗ୍ରେସନ ସମୟରେ ସମ୍ନାକୁ ଆସିଥିଲା । ଆସନ୍ତୁ ଜାଣିବା କ’ଣ ରହିଛି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ

କାକଟପୁର: ରାସ୍ତାକଡ଼ରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ପ୍ରତିବାଦରେ କାକଟପୁର ଥାନା ଅନ୍ତର୍ଗତ ଦହିଖିଆ ଗାଁ ଲୋକେ ବୁଧବାର ରାତି ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା କାକଟପୁର-ଅସ୍ତରଙ୍ଗ ରାସ୍ତାର ଦହିଖିଆ ଗାଁରେ ଯୁବକ ଚନ୍ଦନ ସ୍ୱାଇଁ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ୍‌’ରେ ରଣବୀର ଏବଂ ଦୀପିକା ପିନ୍ଧିଥିବା ପୋଷାକକୁ ନିଲାମ କରିବେ ଭଂସାଲୀ

ମୁମ୍ବାଇ : ରଣବୀର ଏବଂ ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର । ଏବେ ସେମାନେ ନିଜ ମନପସନ୍ଦର କଳାକାର ଫିଲ୍ମରେ ପିନ୍ଧିଥିବା ପୋଷାକ କିଣିବାର ସୁବିଧା ପାଇ ପାରିବେ । କିଛି ଦିନ ତଳେ ଫିଲ୍ମ ରୁସ୍ତମରେ ଅକ୍ଷୟ କୁମାର ପିନ୍ଧିଥିବା ନୌସେନା ପୋଷାକର ନିଲାମ ଆରମ୍ଭ ହୋଇଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ମନ୍ଦିର : ଏଠି ଠାକୁରଙ୍କୁ ଭୋଗ ଲାଗେ ମଦ, ନୁଡ଼ଲ୍ସ ଓ ଚକୋଲେଟ୍‌

ନୂଆଦିଲ୍ଲୀ : ଭାରତୀୟ ସଂସ୍କୃତିରେ ମନ୍ଦିରର ଭିନ୍ନ ମାନ୍ୟତା ରହିଛି। ଜୀବନର ଖୁସିର ମୁହୂର୍ତ୍ତ ହେଉ ବା ଦୁଃଖର, ଅନେକ ମନ୍ଦିରକୁ ଯାଇ ଈଶ୍ୱରଙ୍କୁ ସମସ୍ତ ବିଷୟ ଜଣାଇଥାଏ। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ସହ ଭଗବାନଙ୍କ ପ୍ରସାଦ ଅର୍ପଣ କରିଥାନ୍ତି ।ସାଧାରଣତଃ ଭଗବାନଙ୍କୁ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀରେ ଯିବା କାଳ ହେଲା : ନାଚିବା ସମୟରେ ପାଦରେ ଚଢ଼ିଯିବାରୁ ନାବାଳକକୁ ଗୁଳି କରି ହତ୍ୟା କଲା ମାତାଲ୍‌ କନେଷ୍ଟବଳ

ଫିରୋଜାବାଦ୍‌ : ବରଯାତ୍ରୀରେ ନାଚିବା ସମୟରେ ପୁଲିସ କନେଷ୍ଟବଳଙ୍କ ଗୋଡ଼ରେ ଚଢ଼ିଯିବାରୁ ନିଜର ଜୀବନ ହରାଇଛନ୍ତି ନାବାଳକ । ଅଜାଣତରେ ଡ଼ିଜେର ତାଳେ ତାଳେ ନାଚିବା ସମୟରେ ମୃତ ନାବାଳକ ଜଣକ ଜଣେ କନେଷ୍ଟବଳଙ୍କ ପାଦ ଉପରେ ଚଢ଼ି ଯାଇଥିଲେ । ଏଥିରେ ରାଗି ଯାଇ କନେଷ୍ଟବଳ ଜଣକ ତାଙ୍କ ପାଖରେ ଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌: ୫ ଯୁବତୀ ଉଦ୍ଧାର, ୭ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇଁ ବୁଧବାର କ୍ୟାପିଟାଲ ଥାନା ପୁଲିସ ରାଜମହଲ ନିକଟରେ ଥିବା ଏକ ବାର୍‌ ଉପରେ ଅଚାନକ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...