Daily Archives

May 2, 2018

ସ୍କିପିଂ ଦ୍ୱାରା ମୋଟାପା କମିଥାଏ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳେ

ନୂଆଦିଲ୍ଲୀ : ବର୍ତ୍ତମାନ ସୁସ୍ଥ ରହିବା ପାଇଁ ଅଧିକାଂଶ ସହଜ ଉପାୟ ଖୋଜୁଛନ୍ତି। ତେବେ ପିଲା ବେଳର ଖେଳରେ ମଧ୍ୟ ଏପରି ଅନେକ ଜିନିଷ ସାମିଲ ରହିଥାଏ, ଯାହା ଦ୍ୱାରା ଆପଣ ସୁସ୍ଥ ରହିପାରିବେ । ତାହା ମଧ୍ୟରୁ ଗୋଟିଏ ହେଉଛି ଦୌଡ଼ି ଡ଼େଇଁବା ବା ସ୍କିପିଂ । ତେବେ ଆପଣ ଜାଣିଛନ୍ତି କି ଦୈନିକ ଦୌଡ଼ି…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ରେ ଗାଡ଼ି ରଖି ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର, ଯୁବକ ମୃତ

ନବରଙ୍ଗପୁର: ରାସ୍ତାକଡ଼ରେ ଗାଡ଼ି ରଖି ଶୌଚ ପାଇଁ ଯାଇଥିବା ବେଳେ ଭାଲୁର ଆକ୍ରମଣ ହୋଇ ବୁଧବାର ଜଣେ ଯୁବକ ଜୀବନ ହରାଇଛନ୍ତି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର କୁଜାଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ପାପଡ଼ାହାଣ୍ଡି ବ୍ଲକର ଦଳେଇଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ବିରଳ ରୋଗ ପାଇଁ ‘ସର୍ପକନ୍ୟା’ ପାଲଟିଛନ୍ତି ନାବାଳିକା

ନୂଆଦିଲ୍ଲୀ : ଶରୀର ସହ ରୋଗର ସଂପର୍କ ସହଜାତ । ସେହିପରି ଇନ୍ଦୋର ସହରର ୧୩ ବର୍ଷର ବିଦିକା ଗୁପ୍ତାଙ୍କ ଠାରେ ଏକ ବିରଳ ରୋଗ ଦେଖିବାକୁ ମିଳିଛି। ଏହି ରୋଗ ବିଶ୍ୱରେ ଖୁବ୍‌ କମ ଜଣଙ୍କୁ ହୋଇଥାଏ । ଏହି ବିରଳ ରୋଗ ପାଇଁ ବିଦିକା ଖରାକୁ ବାହାରିବା ମାତ୍ରେ ତାଙ୍କ ତ୍ୱଚା ଫାଟି ସେଥିରୁ ରକ୍ତ…
ଅଧିକ ଖବର ଦେଖନ୍ତୁ...

ରେଳ ସେବାର ଅସଲ ଚିତ୍ର : ଯାତ୍ରୀଙ୍କ ଲାଗି ଚା’ କରିବା ପାଇଁ ରେଳ ଶୌଚାଳୟରୁ ପାଣି ଆଣୁଥିବାର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଥର ରେଳରେ ଉପଲବ୍ଧ ହେଉଥିବା ସେବାକୁ ନେଇ ଯାତ୍ରୀମାନେ ଅଭିଯୋଗ ଆଣି ସାରିଛନ୍ତିା କେବେ ଖାଇବାକୁ ନେଇ ତ କେବେ ରେଳରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତକାଲିର ରାଶିଫଳ

ମେଷ: ଆଜି ଆପଣ ଟିିକେ ବିଷାଦଗ୍ରସ୍ତ ରହିବେ। କଂପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: କ୍ୟାରିୟରରେ…
ଅଧିକ ଖବର ଦେଖନ୍ତୁ...

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ଜିନ୍ନାଙ୍କ ଫଟୋକୁ ନେଇ ବିବାଦ ତେଜିଲା

ଆଲିଗଡ଼ : ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଥିବା ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଏଏମୟୁ)ରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋଚିତ୍ର ଲଗାଯିବା ଘଟଣାକୁ ନେଇ ଉତ୍ତେଜନା ବ୍ୟାପୀବାରେ ଲାଗିଛି । ବୁଧବାରଦିନ କେତେକ ହିନ୍ଦୁବାଦୀ ସଂଗଠନ ହିନ୍ଦୁ ଯୁବାବାହିନୀ ଓ ଅଖିଳଭାରତୀୟ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ଶରୀରର ଏହି ୫ଟି ପଏଣ୍ଟକୁ ଦବାନ୍ତୁ, ଖୁବ୍‌ ଶୀଘ୍ର ହ୍ରାସ ପାଇବ ଓଜନ

ଅଧିକାଂଶ ଲୋକ ଡାଇଟିଂ, ବ୍ୟାୟାମ, ଯୋଗ ଆଦି କରି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖି ଥାଆନ୍ତି। ତେବେ ଏହି ସବୁ ବ୍ୟତୀତ ଆକ୍ୟୁପ୍ରେସର ଉପାୟକୁ ଆପଣାଇ ବି ଆମେ ସହଜରେ ଓଜନ ହ୍ରାସ କରି ପାରିବା। ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗର କେଉଁ ସ୍ଥାନକୁ ଦବାଇବା ଦ୍ୱାରା ଓଜନ ହ୍ରାସ ହେବାର ସହାୟକ…
ଅଧିକ ଖବର ଦେଖନ୍ତୁ...

କୋଲେଜିୟମରେ ଅଟକିଲା କେଏମ ଜୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି କରାଯିବା ସଂପର୍କିତ ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏମ. ଜୋଶେଫ ସୁପ୍ରିମକୋର୍ଟ ବିଚାରପତି କରିବା ସମ୍ପର୍କିତ ନିଷ୍ପତ୍ତିକୁ ସୁପ୍ରିମକୋର୍ଟର କଲେଜିୟମ ସ୍ଥଗିତ ରଖିଛନ୍ତି । ପ୍ରଧାନ ବିଚାରପତି ଦିପକ ମିଶ୍ର, ଜଷ୍ଟିସ ଜେ. ଚେଲମେଶ୍ୱର,ରଂଜନ ଗୋଗୋଇ, ମଦନ ବି. ଲୋକୁର ଓ…
ଅଧିକ ଖବର ଦେଖନ୍ତୁ...

୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ମହାନଦୀ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ମହାନଦୀର ମହାସଂକଟକୁ ଟାଳିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ ବିଜେଡ଼ି ଆରମ୍ଭ କରିବ । ଏନେଇ ବିଜୁ ଜନତା ଦଳ ଏକ ରୋଡ଼ମ୍ୟାପ ପ୍ରସ୍ତୁତ କରିଛି ବୋଲି ପ୍ରେସମିଟରେ ବିଜେଡ଼ି ସୂଚନା ଦେଇଛି । ଚଳିତ ମାସ ୧୬ ତାରିଖରେ ଏହି ଜାଗରଣ ଯାତ୍ରାର ଶୁଭାରମ୍ଭ କରିବେ…
ଅଧିକ ଖବର ଦେଖନ୍ତୁ...

ମିଟର ଗଜ୍‌ ଲାଇନ୍‌ରେ ଚଳାଚଳ କରୁଥିବା ୭୩ଟି ରାତ୍ରିକାଳୀନ ଟ୍ରେନ୍‌କୁ ବନ୍ଦ କରିବ ରେଳ ବିଭାଗ

ନୂଆଦିଲ୍ଲୀ: ଜଗୁଆଳୀ ବିହୀନ ଲେବଲ କ୍ରସିଂଗୁଡ଼ିକରେ ଘଟୁଥିବା ଦୁର୍ଘଟଣା ସବୁକୁ ରୋକିବା ପାଇଁ ମିଟର ଗଜ୍‌ ଲାଇନ୍‌ରେ ରାତ୍ରିକାଳରେ ଚଳାଚଳ କରୁଥିବା ୭୩ଟି ଟ୍ରେନ୍‌ର ଚଳାଚଳକୁ ବନ୍ଦ କରିବା ପାଇଁ ରେଳ ବିଭାଗ ଆଜି ନିଷ୍ପତ୍ତି ଗ୍ରହଣ କରିଛି। ତେବେ, କେଉଁ ତାରିଖ ଠାରୁ କେଉଁ କେଉଁ ମିଟର ଗଜ୍‌…
ଅଧିକ ଖବର ଦେଖନ୍ତୁ...