Daily Archives

May 3, 2018

ଆଇପିଏଲ ୧୧: କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ଦେଲା ଚେନ୍ନାଇ

କୋଲକାତା: ଚେନ୍ନାଇ ସୁପର କିଙ୍ଗସ୍‌ ଗୁରୁବାର ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ଦେଇଛି। ଇଡେନ ଗାର୍ଡେନ ଠାରେ ଚେନ୍ନାଇ ସୁପର କିଙ୍ଗସ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ମିଳିଛି। ଚେନ୍ନାଇ ୪୮ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ବିବାହ ମଝିରୁ ବାଥରୁମ ଯିବା ବାହାନାରେ ଫେରାର ହେଲେ କନ୍ୟା

ଭୋପାଳ : ମଧ୍ୟପ୍ରଦେଶରର ଭୋପାଳ ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ କନ୍ୟା ବିବାହ ମଝିରୁ ବାଥରୁମ ଯିବା ବାହାନରେ ଫେରାର ଘଟଣା ସମ୍ନାକୁ ଆସିଛି । ତେବେ ପୁଲିସ ଠାରେ ଯୁବତୀଙ୍କ ହଜିଯାଇଥିବା ମାମଲା ପରିବାର ପରିଜନ ରୁଜୁ କରିଥିବା ବେଳେ ଘଟଣାର ୪ ଦିନ ପରେ ପ୍ରେମିକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ପ୍ରଭାସଙ୍କ ସହ ଭଲପାଇବା ଥିବା ନେଇ ଇଶାରା ଦେଲେ ଅନୁଷ୍କା, ସୁଟିଂ ସେଟ୍‌ରେ ପହଞ୍ଚି କହିଲେ ଏହି କଥା

ମୁମ୍ବାଇ : କଥାରେ ଅଛି ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ଲୁଚି ରହି ନଥାଏ । ଏବେ ଏହି ଖବରଟି ଜଣା ପଡ଼ିବା ପରେ ଲୋକେ ଏହା କହିବା ଆରମ୍ଭ କରି ଦେଇଛନ୍ତି । ଖବରଟି ହେଉଛି ବାହୁବଲୀ ପ୍ରଭାସ ଏବଂ ତାଙ୍କ ଦେବ୍‌ସେନା ଅନୁଷ୍କା ସେଟ୍ଟୀଙ୍କ ବିଷୟରେ । ‘ବାହାବଲୀ-୨: ଦ କନୁକ୍ଲୁଜନ୍‌’ ୨୦୧୭ର…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ରିପୋର୍ଟ କାର୍ଡ ପ୍ରକାଶ କଲେ ରାହୁଲ, ‘ଏଫ୍‌’ ଗ୍ରେଡ୍‌ ସହ ‘ଫେଲ୍‌’ ଘୋଷିତ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ଏକ ସପ୍ତାହ ବାକି ରହି ଯାଇଥିବା ବେଳେ ଏବେ ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାରକୁ ବ୍ୟାପକ ଓ ଜୋରଦାର କରି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ବୀଭତ୍ସ : ସ୍ୱାଦ ଚାଖିବା ପାଇଁ ମହିଳାଙ୍କ ମୁଣ୍ଡକୁ କାଟି ଫ୍ରିଜ୍‌ରେ ରଖିଥିଲା ହତ୍ୟାକାରୀ

ଭିଏନା : ଭିଏନାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ କାଟି ରହୁଥିବା ଘରେ ଲୁଚାଇ ରଖିଥିବା ବେଳେ ଶରୀରର ଅବଶିଷ୍ଟାଂଶ ବାହାରେ ଫିଙ୍ଗି ଦେଇଥିଲେ । ମାରିବା ପରେ କିଏ କାହିଁକି ମୁଣ୍ଡକୁ ଘରେ ଲୁଚାଇ ରଖିବ ବୋଲି ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଅମିତାଭଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, ଜିଓଇଣ୍ଟରାକ୍ଟ ବ୍ୟବହାର କରନ୍ତୁ

ମୁମ୍ବାଇ : ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ଏହି ସୁଯୋଗ ଦେବ ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ଆରମ୍ଭ କରାଯାଇଥିବା ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜିଓଇଣ୍ଟରାକ୍ଟ ମାଧ୍ୟମରେ ଆପଣ ଏହି ସୁଯୋଗ ପାଇପାରିବେ । ରିଲାଏନ୍ସ ଜିଓ ଏକ ନୂଆ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଜିନ୍ନାଙ୍କ ଜୟଗାନ କରାଯିବାର ପ୍ରଶ୍ନ ଉଠୁନାହିଁ : ଯୋଗୀ

ଲକ୍ଷ୍ନୌ : ଭାରତରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଜୟଗାନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଦେଇଛନ୍ତି । ସେ ମଧ୍ୟ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରୁ ଜିନ୍ନାଙ୍କ ଫଟୋ ହଟାଯିବାକୁ ସମର୍ଥନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ରାତିରେ ଶୋଇବା ପୂର୍ବରୁ ସ୍ନାନ କରନ୍ତୁ, ମିଳିବ ଏସବୁ ଫାଇଦା

ପ୍ରାତଃ ସ୍ନାନ ଶରୀର ପାଇଁ ହିତକର ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା କେଉଁ ସବୁ ଫାଇଦା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ... ରାତିରେ ସ୍ନାନ କରି ଶୋଇବା ଦ୍ୱାରା ରକ୍ତ ଚାପରେ ସୁଧାର ଆସିଥାଏ।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଚୀନ୍‌ ସାଗରରେ କ୍ଷେପଣାସ୍ତ୍ର ମୁତୟନ କଲା ଚୀନ୍‌, କହିଲା ଏହି ଅଞ୍ଚଳରେ ରହିଛି ମୋର ‘ନିର୍ବିବାଦୀୟ…

ବେଜିଂ: ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ସଂପୂର୍ଣ୍ଣ ରୂପେ ନିଜ କବ୍‌ଜାରେ ଓ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚୀନ୍‌ ବେଶ ଯୋଜନାବଦ୍ଧ ଭାବେ ନିଜ ଉଦ୍ୟମ ଆରମ୍ଭ କରିଦେଇଛି। ଏହି କ୍ରମରେ ଦକ୍ଷିଣ ଚୀନ୍‌ ସାଗରରେ ମଧ୍ୟରେ ରହିଥିବା ନିଜର ତିନିଟି ସାମରିକ ଆଉଟପୋଷ୍ଟରେ ଚୀନ୍‌ ‘ଆଣ୍ଟି- ସିପ୍‌…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ନୂତନ ପ୍ଲାନ୍‌, ୩୪୯ଟଙ୍କାରେ ୫୪ଜିବି ଡାଟା ଓ ଅସୀମିତ କଲିଂ ସୁବିଧା

ନୂଆଦିଲ୍ଲୀ: ଜିଓ ଓ ଅନ୍ୟ କମ୍ପାନିକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏକ ନୂତନ ପ୍ଲାନ୍‌ ଲଞ୍ଚ କରିଛି। ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ପ୍ରିପେଡ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ବ୍ୟତୀତ ୧ଜିବି ଡାଟା ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...