Daily Archives

May 3, 2018

ଶେଷ ଆଇପିଏଲ୍‌ ଖେଳୁଥିବା ପାଞ୍ଚ ଜଣ ଭାରତୀୟ ଖେଳାଳି କିଏ? ଜାଣନ୍ତୁ

ଗତ ଏପ୍ରିଲ ୪ରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ ତମ ସଂସ୍କରଣ ପ୍ରଗତି ପଥରେ ଆଗେଇ ଚାଲିଛି। ଆଗାମୀ ମେ ମାସ ୨୩ ପର୍ଯ୍ୟନ୍ତ ଏହା ଚାଲିବ। ଏହାରି ଭିତରେ ଆଇପିଏଲ୍‌ ୧୧ ଅନେକ ସ୍ମ୍‌ୃତି ସାଉଁଟିବ। ଏଥିରେ କ୍ରିକେଟର ୟୁସୁଫ ପଠାନ, ହରଭଜନ ସିଂହ, ଯୁବରାଜ ସିଂହ, ଗୌତମ ଗମ୍ଭୀର ସ୍ମରଣୀୟ ହୋଇ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଫିଲ୍ମ ପୁରସ୍କାର: ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରା ନଯିବାରୁ ୬୫ଜଣ ପୁରସ୍କୃତ ପ୍ରତିଭା ସମାରୋହସ୍ଥଳ…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ଗୁରୁବାର ‘ଜାତୀୟ ଫିଲ୍ମ ପୁରସ୍କାର’ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୧ ଜଣ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିଛନ୍ତି। କିନ୍ତୁ ସମାରୋହରେ ରାମନାଥ କୋବିନ୍ଦଙ୍କ ଦ୍ୱାରା ୬୫ ଜଣ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା: ତଦନ୍ତ ଲାଗି ପୁଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

କେନ୍ଦ୍ରାପଡ଼ା : ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ତଦନ୍ତ ହେବ। ଏ ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରି ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସଂସଦ ବୈଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ଟ୍ରେନର ଆଗ ଓ ପଛରେ ଲାଗିବ ଇଂଜିନ, ମାତ୍ର ୧୩ ଘଣ୍ଟାରେ ପହଞ୍ଚିବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ :ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ମାତ୍ର ୧୩ ଘଣ୍ଟା ଲାଗିବ । ଅବିଶ୍ୱାସ ମନେହେଉଥିଲେ ମଧ୍ୟ ସତ । କାରଣ ଏ ନେଇ ରେଳବାଇ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ ସାକାର କରିବାକୁ ଖୁବଶୀଘ୍ର ଏକ ପରୀକ୍ଷଣ କରାଯିବ । ରାଜଧାନୀ ଏକ୍ସପ୍ରେସର ଆଗ ଓ…
ଅଧିକ ଖବର ଦେଖନ୍ତୁ...

ଚାଣକ୍ୟ ନୀତି : ବୁଦ୍ଧିମାନ ଲୋକେ ଏହି ୫ଟି କଥାକୁ ସର୍ବଦା ଗୋପନ ରଖିବା ଉଚିତ

କ’ଣ ଆପଣ ବୁଦ୍ଧିମାନ ଓ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣିଛନ୍ତି? ସାଧାରଣତଃ ବୁଦ୍ଧିମାନ ବ୍ୟକ୍ତି ତାଙ୍କର ବୁଦ୍ଧି ବଳରେ ପ୍ରତ୍ୟେକ କାର୍ଯ୍ୟ କରୁଥିବାବେଳେ ମୂର୍ଖ ବ୍ୟକ୍ତି କିନ୍ତୁ ନିଜର ବାହୁବଳ ସାହାଯ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ଜୋର ଜବରଦସ୍ତି ଓ ଶୀଘ୍ର କରିବାକୁ…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷୀୟା ବାଳିକା ନିର୍ମାଣ କଲେ ବିଶ୍ୱର ହାଲୁକା ଉପଗ୍ରହ, ବାୟୁ ପ୍ରଦୂଷଣ ଅନୁଧ୍ୟାନ କରିବା ସହ ପ୍ରଦାନ କରିବ ସତର୍କ…

ଚେନ୍ନାଇ (ତାମିଲନାଡ଼ୁ): ତାମିଲନାଡ଼ୁ ତ୍ରିଚୀର ଜନୈକା ୧୭ ବର୍ଷ ବର୍ଷୀୟା ବାଳିକା କେ ଏ ଭିଲେଟ୍‌ ଓଭିୟା ସଂପୂର୍ଣ୍ଣ ଏକାକିନୀ ଭାବେ, ନିଜସ୍ୱ ଉଦ୍ୟମ ଓ ଜ୍ଞାନକୌଶଳରେ ବିଶ୍ୱର ସବୁଠାରୁ ହାଲୁକା ଉପଗ୍ରହ (ସାଟେଲାଇଟ) ଉଦ୍ଭାବନ କରିବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଝିଅକୁ ପ୍ରେମ ପତ୍ର ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲା ସାବତ ବାପା,ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ନାବାଳିକା ଝିଅକୁ ପ୍ରେମ ପତ୍ର ଦେଇ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିବା ସାବତ ବାପାକୁ ଦିଲ୍ଲୀ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଡିସିପିସିଆର୍‌) ହାଜତ ପଠାଇ ଦେଇଛି। ଚାଇଲ୍ଡ ଲାଇନରେ ୧୭ବର୍ଷୀୟ ପୀଡିତାର ଅଭିଯୋଗ ପରେ ଡିସିପିସିଆର ପୀଡତାକୁ ସାହାଯ୍ୟ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍‌ରେ ଲାଗି ଗଲା ନିଅାଁ, ପୋଡ଼ି ହୋଇ ୨୭ ଯାତ୍ରୀଙ୍କ ମୃତ୍ୟୁ

ମୁଜଫରପୁର: ବିହାରରେ ଘଟିଛି ଏକ  ମର୍ମନ୍ତୁଦ ଦୁର୍ଘଟଣା। ମୁଜଫରପୁରରୁ ଦିଲ୍ଲୀ ଯାଉଥିବା ଏକ ବସ୍‌  ମୋତିହାରି ଜିଲ୍ଲାର  କୋଟଓ୍ଵା ଥାନା ଅଞ୍ଚଳରେ  ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା।  ଫଳରେ ବସରେ ନିଆଁ ଲାଗି ଯାଇଥିଲା। ବସ୍‌ରେ ନିଆଁ ଲାଗିବା ହେତୁ ଏଥିରେ ଥିବା ୨୭ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଏବେ ଇପିଏଫଓର ଉମଙ୍ଗ ଆପ୍ ମାଧ୍ୟମରେ ପେନସନ ପାସବୁକ ଦେଖିହେବ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ହିତାଧିକାରୀମାନଙ୍କ ପାଇଁ ଉମଙ୍ଗ ଆପ୍ ସେବାର ଶୁଭାରମ୍ଭ କରିଛି । ଏହି ଆପରେ ‘ପାସବୁକ୍ ଦେଖନ୍ତୁ’ ବିକଳ୍ପ ଉପରେ କ୍ଲିକ କରିବା ମାତ୍ରେ ପିପିଓ ନମ୍ବର ଏବଂ ଜନ୍ମ ତିଥି ପେନସନଭୋଗୀଙ୍କ ଦ୍ୱାରା ଦେବାକୁ ହେବ । ଏହି ସୂଚନାର ସତ୍ୟାପନ…
ଅଧିକ ଖବର ଦେଖନ୍ତୁ...

ଚାପରେ ରହିଲେ ଧୋନି ଶାନ୍ତ ଜଣାପଡ଼ନ୍ତି: ସେନ୍‌ ଓ୍ଵାଟସନ୍‌

ଚେନ୍ନାଇ: ଦିଲ୍ଲୀ ଡେୟାରଡେଭିଲ୍ସକୁ ସୋମବାର ଚେନ୍ନାଇ ସୁପର କିଙ୍ଗସ୍‌ ପରାସ୍ତ କରିବା ପରେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ସେନ୍‌ ଓ୍ଵାଟସନ୍‌ ନିଜର ମନ୍ତବ୍ୟ ଦେଇଛନ୍ତି। ଓ୍ଵାଟ୍‌ସନ୍‌ କହିଛନ୍ତି, ଆମ୍ବାତି ରାଇଡୁଙ୍କ ସହିତ ପ୍ରଥମ ଛଅ ଓଭରରେ ଧୋନି ଭାଗିଦାରୀ ହୋଇ ୧୨୦ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...