Daily Archives

May 4, 2018

ଯାତ୍ରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା କଲା ଭାରତୀୟ ରେଳ : ପଲିମର ପ୍ଲେଟ୍‌ ବଦଳରେ ଆଖୁ ଚୋପାରେ ତିଆରି ପ୍ଲେଟ୍‌ରେ…

ନୂଆଦିଲ୍ଲୀ : ପୂର୍ବରୁ ରେଳବାଇରେ ଯାତ୍ରୀମାନଙ୍କୁ ଦିଆଯାଇଥିବା ସୁବିଧାକୁ ନେଇ ଅନେକ ଥର ଅଭିଯୋଗ ଆସି ସାରିଛି । କିଛି ଦିନ ପୂର୍ବରୁ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଚା’ପଛର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏହି ଖବର ଆସିବା ପରେ ଲୋକମାନଙ୍କ ମଧ୍ୟରେ ରେଳବାଇ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ପଞ୍ଜାବକୁ ୬ ଓ୍ଵିକେଟ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନସ୍‌

ଇନ୍ଦୋର: କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନସ୍‌ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୧୯ ଓଭରରେ ୪ ଓ୍ଵିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା। ସୂର୍ଯ୍ୟକୁମାର ଯାଦବ ୫୭ ରନ୍‌, ଇଭିନ ଲୁଇସ ୧୦ ରନ୍‌, ଈଷାନ କିଷାନ ୨୫ ରନ୍‌,…
ଅଧିକ ଖବର ଦେଖନ୍ତୁ...

୮୭ ବର୍ଷିୟ ମହିଳା ଗ୍ରାମର ସ୍ୱଚ୍ଛତା ପାଇଁ ନିଜ ଏକାକୀ ନିର୍ମାଣ କଲେ ଶୌଚାଳୟ

ଉଦ୍ଧମପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛତା ଅଭିଯାନର ପ୍ରଭାବ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ୨୦୧୪ ମସିହା ଅକ୍ଟୋବର ୨ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ଅନେକ ସମର୍ଥନ କରିଥିବା ବେଳେ କିଛି ଏହାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଟ୍ଵିଟର ଉପରେ ବର୍ଷିଲେ ଅମିତାଭ; କହିଲେ କାହିଁକି କମୁଛନ୍ତି ଫଲୋୟର୍ସ

ନୂଆଦିଲ୍ଲୀ : ବଲିଉଡର ଶେହେନଶାହ ବର୍ତ୍ତମାନ ତାଙ୍କର ଆଗମୀ ଚଳଚ୍ଚିତ୍ର ‘୧୦୨ ନଟ ଆଉଟ’ର ପ୍ରୋମସନ୍‌ରେ ବ୍ୟସ୍ତ ରହିଥିବା ବେଳେ ଆଜି ତାହା ମୁକ୍ତିଲାଭ କରିଛି । ଏହା ଭିତରେ ମଧ୍ୟ ଗତ କାଲି ବିଳମ୍ବିତ ରାତିରେ ଟ୍ଵିଟର ଉପରେ ବିଗିଡ଼ିଛନ୍ତି ଅମିତାଭ ବଚ୍ଚନ । ସେ ଟ୍ଵିଟରରେ ତାଙ୍କର ଫଲୋୟର୍ସକୁ…
ଅଧିକ ଖବର ଦେଖନ୍ତୁ...

ପାନ ଦୋକାନରେ ଥଣ୍ଡା ପିଉଥିବା ଯୁବକଙ୍କୁ ଗୁଳି ମାରିଲେ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହେଲେ

ଭଞ୍ଜନଗର: ପାନ ଦୋକାନ ନିକଟରେ ଗାଡ଼ି ରଖି ଥଣ୍ଡା ପାନୀୟ ପିଉଥିବା ଜଣେ ଯୁବକଙ୍କୁ ଶୁକ୍ରବାର ୪ ଜଣ ଦୁର୍ବୃତ୍ତ ଗୁଳି କରିଛନ୍ତି। ବୋମାମାଡ଼ କରିବା ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

‘ମୁଝ୍‌କୋ ରାଣାଜୀ ମାଫ୍‌ କର୍‌ନା..’ ଗୀତରେ ମହିଳା ଶିଳ୍ପୀଙ୍କ ସହ ଅଶ୍ଲୀଳ ନୃତ୍ୟ କରୁଥିବା ନେତାଙ୍କ ଭିଡ଼ିଓ ଭାଇରାଲ

ମଣ୍ଡସୌର : ମଧ୍ୟପ୍ରଦେଶର ଜନୈକ କଂଗ୍ରେସ ନେତା ଏବଂ ପାଟିଦାର ସମାଜର ନେତା ବାବୁଲାଲ ପାଟିଦାର ଏକ ଗୀତରେ ମହିଳା ନୃତ୍ୟଶିଳ୍ପୀଙ୍କ ସହ ଅଶ୍ଲୀଳ ଭାବରେ ନାଚୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ମଣ୍ଡସୌରରେ ହେଉଥିବା ଏକ ବିବାହରେ ଯୋଗ ଦେବାକୁ ଯାଇ ବାବୁଲାଲ ପାଟିଦାର ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏହି ବ୍ୟକ୍ତିମାନଙ୍କୁ ମଶା ଅଧିକ କାମୁଡ଼ନ୍ତି କାହିଁକି ?

ନୂଆଦିଲ୍ଲୀ : ଆପଣ ଅନେକ ସମୟରେ ଦେଖିଥିବେ କିଛି ସାଧାରଣ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ମଶା କାମୁଡ଼ିଥାଏ । ଏପରିକି ୧୦ ଜଣ ଗୋଟିଏ ସ୍ଥାନରେ ବସିଥିଲେ ମଧ୍ୟ ସେହି ଜଣେ ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡ଼ିଥାଏ । ତେବେ ଏହି ସମୟରେ ସେହି ବ୍ୟକ୍ତିଙ୍କୁ ସମସ୍ତେ ପରିହାସ କରିଥାନ୍ତି । କିନ୍ତୁ ଏହା…
ଅଧିକ ଖବର ଦେଖନ୍ତୁ...

‘ହେଟ୍‌ ଷ୍ଟୋରି-୩’ ଅଭିନେତ୍ରୀଙ୍କ ନାମରେ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଲେ ବ୍ୟବସାୟୀ

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ବଡ଼ ଏବଂ ଛୋଟ ପରଦାରେ କାମ କରୁଥିବା ଅଭିନେତ୍ରୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇ ସାରିଥିବା ବେଳେ ଏବେ ପୁଣି ଜଣେ ବଲିଉଡ଼ କଳାକାରଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି । ଛୋଟ ପରଦାରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲାଙ୍କ…
ଅଧିକ ଖବର ଦେଖନ୍ତୁ...

ରାଗରେ ସ୍ତ୍ରୀ ଦେହରେ ନିଆଁ ଲଗାଇଲା ସ୍ୱାମୀ, ନିରବଦ୍ରଷ୍ଟା ସାଜିଲେ ଶାଶୁ

କନ୍ନୋଜ : ଉତ୍ତରପ୍ରଦେଶର କନ୍ନୋଜଠାରେ ଜଣେ ବ୍ୟକ୍ତିଙ୍କର ଆମାନୁଷିକତା ଦେଖିବାକୁ ମିଳିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ମା’ଙ୍କ ଆଖି ଆଗରେ ପତ୍ନୀଙ୍କୁ ନିଆଁ ଲଗାଇ ଦେଇଛନ୍ତି । ମହିଳା ଜଣକ ନିଆଁରେ ଜଳୁଥିବା ସମୟରେ ତାଙ୍କୁ ସାହାଯ୍ୟ କରିବା ଛାଡ଼ି ଭୂତ ଭଳି ଠିଆ ହୋଇ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୧୧: ଗେଲ୍‌ଙ୍କ ଅର୍ଦ୍ଧଶତକ, ମୁମ୍ବାଇକୁ ୧୭୫ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ଇନ୍ଦୋର: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଶୁକ୍ରବାର ମ୍ୟାଚ୍‌ରେ କ୍ରିସ ଗେଲ୍‌ଙ୍କ ଅର୍ଦ୍ଦଶତକ ବଳରେ କିଙ୍ଗସ୍‌ ଏକାଦଶ ପଞ୍ଜାବ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ୧୭୫ ରନ୍‌ ଟାର୍ଗେଟ ମିଳିଛି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର…
ଅଧିକ ଖବର ଦେଖନ୍ତୁ...